logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଇଠିପୁର ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ଜଳଯାତ୍ରା, ଉଦଘାଟନ, ୨୩ ରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଜଗତସିଂହପୁର ୨୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ବଜରଙ୍ଗବାଲି ସାଂସ୍କୃତିକ ପରିଷଦ ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରବେଶ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି l ଏହି ଉପଲକ୍ଷେ ପ୍ରାତଃରୁ ପବିତ୍ର ପାଇକା ନଦୀରୁ ଜଳଯାତ୍ରା ଅନୁଷ୍ଠିତ କରାଯାଇଥିଲା l ପୂଜକ ପବିତ୍ର ମହାପାତ୍ର ଓ ବ୍ରାହ୍ମଣ ପଣ୍ଡିତଙ୍କ ବେଦମନ୍ତ୍ର ଧ୍ଵନି, ଘଣ୍ଟ ଘଣ୍ଟା, କୀର୍ତ୍ତନ ରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିରେ କର୍ତ୍ତା ରଞ୍ଜନ କୁମାର ସାହୁ, କର୍ତ୍ତୀ ଅଞ୍ଜନା ସାହୁ, କର୍ତ୍ତା ମାନସ ରଞ୍ଜନ ନାୟକ, କର୍ତ୍ତୀ ଅର୍ଚନା ନାୟକ ଦାୟିତ୍ୱ ତୁଲାଇଥିଲେ l ଗ୍ରାମ ତଥା ଆଖପାଖ ଗ୍ରାମର ଶହେ ଆଠ ବ୍ରତଧାରୀ ମହିଳାମାନଙ୍କ ଦ୍ୱାରା ଜଳାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଜଳାଯାତ୍ର ମନ୍ଦିର ନିକଟରୁ ବିରାଟ ପଟୁଆରରେ ବାହାରି ପବିତ୍ର ପାଇକା ନଦୀ କୂଳରେ ପୂଜାର୍ଚନା ସରିବାପରେ ଗ୍ରାମ ପରିକ୍ରମା କରି ମନ୍ଦିର ନିକଟ ଯଜ୍ଞ ସ୍ଥଳରେ ସ୍ଥାପନ କରଯାଇଥିଲା l ୨୨ ତାରିଖ ରେ ମନ୍ଦିର ପ୍ରତିଷ୍ଠା ଉଦଘାଟନ କାର୍ଯ୍ୟକ୍ରମ , ୨୩ ତାରିଖରେ ଏହି ଉପଲକ୍ଷେ ନିଃଶୁଳ ସ୍ୱାସ୍ଥ୍ୟ ଶିବିର, ୨୪ ତାରିଖରେ ଉଦଯାପନ ସହିତ ଚତୁର୍ଥ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏହି ନିଃଶୁଳ ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲର ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି l ଏହି ଶିବିରକୁ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଗଇଠିପୁର ମା ଗର୍ଭୟାଣୀ ଯୁବକ ସଙ୍ଘ ପକ୍ଷରୁ ନିବେଦନ କରଯାଇଛି l

13 hrs ago
user_Ranjan Khuntia
Ranjan Khuntia
Jagatsinghapur, Odisha•
13 hrs ago

ଗଇଠିପୁର ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ଜଳଯାତ୍ରା, ଉଦଘାଟନ, ୨୩ ରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଜଗତସିଂହପୁର ୨୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ବଜରଙ୍ଗବାଲି ସାଂସ୍କୃତିକ ପରିଷଦ ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରବେଶ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି l ଏହି ଉପଲକ୍ଷେ ପ୍ରାତଃରୁ ପବିତ୍ର ପାଇକା ନଦୀରୁ

ଜଳଯାତ୍ରା ଅନୁଷ୍ଠିତ କରାଯାଇଥିଲା l ପୂଜକ ପବିତ୍ର ମହାପାତ୍ର ଓ ବ୍ରାହ୍ମଣ ପଣ୍ଡିତଙ୍କ ବେଦମନ୍ତ୍ର ଧ୍ଵନି, ଘଣ୍ଟ ଘଣ୍ଟା, କୀର୍ତ୍ତନ ରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିରେ କର୍ତ୍ତା ରଞ୍ଜନ କୁମାର ସାହୁ, କର୍ତ୍ତୀ ଅଞ୍ଜନା ସାହୁ, କର୍ତ୍ତା ମାନସ ରଞ୍ଜନ ନାୟକ, କର୍ତ୍ତୀ ଅର୍ଚନା ନାୟକ ଦାୟିତ୍ୱ ତୁଲାଇଥିଲେ l ଗ୍ରାମ ତଥା ଆଖପାଖ ଗ୍ରାମର ଶହେ

ଆଠ ବ୍ରତଧାରୀ ମହିଳାମାନଙ୍କ ଦ୍ୱାରା ଜଳାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଜଳାଯାତ୍ର ମନ୍ଦିର ନିକଟରୁ ବିରାଟ ପଟୁଆରରେ ବାହାରି ପବିତ୍ର ପାଇକା ନଦୀ କୂଳରେ ପୂଜାର୍ଚନା ସରିବାପରେ ଗ୍ରାମ ପରିକ୍ରମା କରି ମନ୍ଦିର ନିକଟ ଯଜ୍ଞ ସ୍ଥଳରେ ସ୍ଥାପନ କରଯାଇଥିଲା l ୨୨ ତାରିଖ ରେ ମନ୍ଦିର ପ୍ରତିଷ୍ଠା ଉଦଘାଟନ କାର୍ଯ୍ୟକ୍ରମ , ୨୩ ତାରିଖରେ ଏହି ଉପଲକ୍ଷେ ନିଃଶୁଳ ସ୍ୱାସ୍ଥ୍ୟ ଶିବିର, ୨୪ ତାରିଖରେ

ଉଦଯାପନ ସହିତ ଚତୁର୍ଥ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏହି ନିଃଶୁଳ ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲର ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି l ଏହି ଶିବିରକୁ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଗଇଠିପୁର ମା ଗର୍ଭୟାଣୀ ଯୁବକ ସଙ୍ଘ ପକ୍ଷରୁ ନିବେଦନ କରଯାଇଛି l

More news from Odisha and nearby areas
  • Post by Bharat ମାତା
    1
    Post by Bharat ମାତା
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    4 hrs ago
  • ଜଗତସିଂହପୁର ୨୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ବଜରଙ୍ଗବାଲି ସାଂସ୍କୃତିକ ପରିଷଦ ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରବେଶ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି l ଏହି ଉପଲକ୍ଷେ ପ୍ରାତଃରୁ ପବିତ୍ର ପାଇକା ନଦୀରୁ ଜଳଯାତ୍ରା ଅନୁଷ୍ଠିତ କରାଯାଇଥିଲା l ପୂଜକ ପବିତ୍ର ମହାପାତ୍ର ଓ ବ୍ରାହ୍ମଣ ପଣ୍ଡିତଙ୍କ ବେଦମନ୍ତ୍ର ଧ୍ଵନି, ଘଣ୍ଟ ଘଣ୍ଟା, କୀର୍ତ୍ତନ ରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିରେ କର୍ତ୍ତା ରଞ୍ଜନ କୁମାର ସାହୁ, କର୍ତ୍ତୀ ଅଞ୍ଜନା ସାହୁ, କର୍ତ୍ତା ମାନସ ରଞ୍ଜନ ନାୟକ, କର୍ତ୍ତୀ ଅର୍ଚନା ନାୟକ ଦାୟିତ୍ୱ ତୁଲାଇଥିଲେ l ଗ୍ରାମ ତଥା ଆଖପାଖ ଗ୍ରାମର ଶହେ ଆଠ ବ୍ରତଧାରୀ ମହିଳାମାନଙ୍କ ଦ୍ୱାରା ଜଳାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଜଳାଯାତ୍ର ମନ୍ଦିର ନିକଟରୁ ବିରାଟ ପଟୁଆରରେ ବାହାରି ପବିତ୍ର ପାଇକା ନଦୀ କୂଳରେ ପୂଜାର୍ଚନା ସରିବାପରେ ଗ୍ରାମ ପରିକ୍ରମା କରି ମନ୍ଦିର ନିକଟ ଯଜ୍ଞ ସ୍ଥଳରେ ସ୍ଥାପନ କରଯାଇଥିଲା l ୨୨ ତାରିଖ ରେ ମନ୍ଦିର ପ୍ରତିଷ୍ଠା ଉଦଘାଟନ କାର୍ଯ୍ୟକ୍ରମ , ୨୩ ତାରିଖରେ ଏହି ଉପଲକ୍ଷେ ନିଃଶୁଳ ସ୍ୱାସ୍ଥ୍ୟ ଶିବିର, ୨୪ ତାରିଖରେ ଉଦଯାପନ ସହିତ ଚତୁର୍ଥ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏହି ନିଃଶୁଳ ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲର ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି l ଏହି ଶିବିରକୁ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଗଇଠିପୁର ମା ଗର୍ଭାୟଣୀ ଯୁବକ ସଙ୍ଘ ପକ୍ଷରୁ ନିବେଦନ କରଯାଇଛି l
    4
    ଜଗତସିଂହପୁର ୨୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ବଜରଙ୍ଗବାଲି ସାଂସ୍କୃତିକ ପରିଷଦ ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରବେଶ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି l ଏହି ଉପଲକ୍ଷେ ପ୍ରାତଃରୁ ପବିତ୍ର ପାଇକା ନଦୀରୁ ଜଳଯାତ୍ରା ଅନୁଷ୍ଠିତ କରାଯାଇଥିଲା l ପୂଜକ ପବିତ୍ର ମହାପାତ୍ର ଓ ବ୍ରାହ୍ମଣ ପଣ୍ଡିତଙ୍କ ବେଦମନ୍ତ୍ର ଧ୍ଵନି, ଘଣ୍ଟ ଘଣ୍ଟା, କୀର୍ତ୍ତନ ରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିରେ କର୍ତ୍ତା ରଞ୍ଜନ କୁମାର ସାହୁ, କର୍ତ୍ତୀ ଅଞ୍ଜନା ସାହୁ, କର୍ତ୍ତା ମାନସ ରଞ୍ଜନ ନାୟକ, କର୍ତ୍ତୀ ଅର୍ଚନା ନାୟକ ଦାୟିତ୍ୱ ତୁଲାଇଥିଲେ l ଗ୍ରାମ ତଥା ଆଖପାଖ ଗ୍ରାମର ଶହେ ଆଠ ବ୍ରତଧାରୀ ମହିଳାମାନଙ୍କ ଦ୍ୱାରା ଜଳାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଜଳାଯାତ୍ର ମନ୍ଦିର ନିକଟରୁ ବିରାଟ ପଟୁଆରରେ ବାହାରି ପବିତ୍ର ପାଇକା ନଦୀ କୂଳରେ ପୂଜାର୍ଚନା ସରିବାପରେ ଗ୍ରାମ ପରିକ୍ରମା କରି ମନ୍ଦିର ନିକଟ ଯଜ୍ଞ ସ୍ଥଳରେ ସ୍ଥାପନ କରଯାଇଥିଲା l ୨୨ ତାରିଖ ରେ ମନ୍ଦିର ପ୍ରତିଷ୍ଠା ଉଦଘାଟନ କାର୍ଯ୍ୟକ୍ରମ , ୨୩ ତାରିଖରେ ଏହି ଉପଲକ୍ଷେ ନିଃଶୁଳ ସ୍ୱାସ୍ଥ୍ୟ ଶିବିର, ୨୪ ତାରିଖରେ ଉଦଯାପନ ସହିତ ଚତୁର୍ଥ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏହି ନିଃଶୁଳ ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲର ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି l ଏହି ଶିବିରକୁ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଗଇଠିପୁର ମା ଗର୍ଭାୟଣୀ ଯୁବକ ସଙ୍ଘ ପକ୍ଷରୁ ନିବେଦନ କରଯାଇଛି l
    user_Ranjan Khuntia
    Ranjan Khuntia
    Jagatsinghapur, Odisha•
    5 hrs ago
  • Post by Purnima Biswal
    1
    Post by Purnima Biswal
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    4 hrs ago
  • କଟକ ମାହାଙ୍ଗା ପୋଡ଼ାମରେଈ ପଞ୍ଚାୟତର ସାତ ବର୍ଷର ବାଳକ ଚନ୍ଦ୍ରଶେଖର ସାହୁ ଗାଡି ଚକାତଳେ ଚାପିହୋଇ ଗୁରୁତର
    1
    କଟକ ମାହାଙ୍ଗା ପୋଡ଼ାମରେଈ ପଞ୍ଚାୟତର ସାତ ବର୍ଷର ବାଳକ ଚନ୍ଦ୍ରଶେଖର ସାହୁ ଗାଡି ଚକାତଳେ ଚାପିହୋଇ ଗୁରୁତର
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    1 hr ago
  • Post by Bikram Mohapatra
    1
    Post by Bikram Mohapatra
    user_Bikram Mohapatra
    Bikram Mohapatra
    Artist ଏରସମା, ଜଗତସିଂହପୁର, ଓଡ଼ିଶା•
    4 hrs ago
  • Post by Brajakishore Parhi
    1
    Post by Brajakishore Parhi
    user_Brajakishore Parhi
    Brajakishore Parhi
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ଜଗତସିଂହପୁର ୨୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ବଜରଙ୍ଗବାଲି ସାଂସ୍କୃତିକ ପରିଷଦ ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରବେଶ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି l ଏହି ଉପଲକ୍ଷେ ପ୍ରାତଃରୁ ପବିତ୍ର ପାଇକା ନଦୀରୁ ଜଳଯାତ୍ରା ଅନୁଷ୍ଠିତ କରାଯାଇଥିଲା l ପୂଜକ ପବିତ୍ର ମହାପାତ୍ର ଓ ବ୍ରାହ୍ମଣ ପଣ୍ଡିତଙ୍କ ବେଦମନ୍ତ୍ର ଧ୍ଵନି, ଘଣ୍ଟ ଘଣ୍ଟା, କୀର୍ତ୍ତନ ରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିରେ କର୍ତ୍ତା ରଞ୍ଜନ କୁମାର ସାହୁ, କର୍ତ୍ତୀ ଅଞ୍ଜନା ସାହୁ, କର୍ତ୍ତା ମାନସ ରଞ୍ଜନ ନାୟକ, କର୍ତ୍ତୀ ଅର୍ଚନା ନାୟକ ଦାୟିତ୍ୱ ତୁଲାଇଥିଲେ l ଗ୍ରାମ ତଥା ଆଖପାଖ ଗ୍ରାମର ଶହେ ଆଠ ବ୍ରତଧାରୀ ମହିଳାମାନଙ୍କ ଦ୍ୱାରା ଜଳାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଜଳାଯାତ୍ର ମନ୍ଦିର ନିକଟରୁ ବିରାଟ ପଟୁଆରରେ ବାହାରି ପବିତ୍ର ପାଇକା ନଦୀ କୂଳରେ ପୂଜାର୍ଚନା ସରିବାପରେ ଗ୍ରାମ ପରିକ୍ରମା କରି ମନ୍ଦିର ନିକଟ ଯଜ୍ଞ ସ୍ଥଳରେ ସ୍ଥାପନ କରଯାଇଥିଲା l ୨୨ ତାରିଖ ରେ ମନ୍ଦିର ପ୍ରତିଷ୍ଠା ଉଦଘାଟନ କାର୍ଯ୍ୟକ୍ରମ , ୨୩ ତାରିଖରେ ଏହି ଉପଲକ୍ଷେ ନିଃଶୁଳ ସ୍ୱାସ୍ଥ୍ୟ ଶିବିର, ୨୪ ତାରିଖରେ ଉଦଯାପନ ସହିତ ଚତୁର୍ଥ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏହି ନିଃଶୁଳ ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲର ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି l ଏହି ଶିବିରକୁ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଗଇଠିପୁର ମା ଗର୍ଭୟାଣୀ ଯୁବକ ସଙ୍ଘ ପକ୍ଷରୁ ନିବେଦନ କରଯାଇଛି l
    4
    ଜଗତସିଂହପୁର ୨୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ବଜରଙ୍ଗବାଲି ସାଂସ୍କୃତିକ ପରିଷଦ ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରବେଶ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି l ଏହି ଉପଲକ୍ଷେ ପ୍ରାତଃରୁ ପବିତ୍ର ପାଇକା ନଦୀରୁ ଜଳଯାତ୍ରା ଅନୁଷ୍ଠିତ କରାଯାଇଥିଲା l ପୂଜକ ପବିତ୍ର ମହାପାତ୍ର ଓ ବ୍ରାହ୍ମଣ ପଣ୍ଡିତଙ୍କ ବେଦମନ୍ତ୍ର ଧ୍ଵନି, ଘଣ୍ଟ ଘଣ୍ଟା, କୀର୍ତ୍ତନ ରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିରେ କର୍ତ୍ତା ରଞ୍ଜନ କୁମାର ସାହୁ, କର୍ତ୍ତୀ ଅଞ୍ଜନା ସାହୁ, କର୍ତ୍ତା ମାନସ ରଞ୍ଜନ ନାୟକ, କର୍ତ୍ତୀ ଅର୍ଚନା ନାୟକ ଦାୟିତ୍ୱ ତୁଲାଇଥିଲେ l ଗ୍ରାମ ତଥା ଆଖପାଖ ଗ୍ରାମର ଶହେ ଆଠ ବ୍ରତଧାରୀ ମହିଳାମାନଙ୍କ ଦ୍ୱାରା ଜଳାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଜଳାଯାତ୍ର ମନ୍ଦିର ନିକଟରୁ ବିରାଟ ପଟୁଆରରେ ବାହାରି ପବିତ୍ର ପାଇକା ନଦୀ କୂଳରେ ପୂଜାର୍ଚନା ସରିବାପରେ ଗ୍ରାମ ପରିକ୍ରମା କରି ମନ୍ଦିର ନିକଟ ଯଜ୍ଞ ସ୍ଥଳରେ ସ୍ଥାପନ କରଯାଇଥିଲା l ୨୨ ତାରିଖ ରେ ମନ୍ଦିର ପ୍ରତିଷ୍ଠା ଉଦଘାଟନ କାର୍ଯ୍ୟକ୍ରମ , ୨୩ ତାରିଖରେ ଏହି ଉପଲକ୍ଷେ ନିଃଶୁଳ ସ୍ୱାସ୍ଥ୍ୟ ଶିବିର, ୨୪ ତାରିଖରେ ଉଦଯାପନ ସହିତ ଚତୁର୍ଥ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏହି ନିଃଶୁଳ ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲର ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି l ଏହି ଶିବିରକୁ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଗଇଠିପୁର ମା ଗର୍ଭୟାଣୀ ଯୁବକ ସଙ୍ଘ ପକ୍ଷରୁ ନିବେଦନ କରଯାଇଛି l
    user_Ranjan Khuntia
    Ranjan Khuntia
    Jagatsinghapur, Odisha•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.