ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପରଲୋକ।ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ। ବାଲିଅନ୍ତା,୧୪|୯ (ଗୋବର୍ଦ୍ଧନ ଦାସ):ବାଳକାଟି ଅଞ୍ଚଳର ଜଣାଶୁଣା ବ୍ୟକ୍ତିତ୍ୱ ବିବେକାନନ୍ଦ ମହାନ୍ତିଙ୍କ ଗତକାଲି ସିରିଆଦେଇ ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା l ସେ ଓଡ଼ଶା ସରକାରଙ୍କ ସ୍ୱାସ୍ଥ୍ୟବିଭାଗରେ ଚାକିରୀ କରିଥିବା ବେଳେ ନିର୍ମାଣ ଶିକ୍ଷାନୁଷ୍ଠାନର ମୁଖ୍ୟ ସିଦ୍ଧେଶ୍ୱର ମହାନ୍ତିଙ୍କ ବାପା ଥିଲେ l ସେ ୨୦୦୪ ରେ ଅବସର ନେଇଥିବା ବେଳେ ବାଳକାଟି, ଡେଲାଙ୍ଗ, କଣାସ ଏବଂ ବାଙ୍ଗୁରିଗାଁରେ ଚାକିରୀ କରିଥିଲେ l ମରଶରୀର ନିକଟରେ ଧର୍ମପତ୍ନୀ ନିରୁପମା ମହାନ୍ତି, ୩ ଝିଅ ଜ୍ୱାଇଁ, ପୁଅ ବୋହୁ ନାତୀନାତୁଣୀ ଜ୍ଞାତି ପରିଜନ ଉପସ୍ଥିତ ଥିଲେ l ମୃତ୍ୟୁ ଖବରପାଇ ବରିଷ୍ଠ ବିଜେପି ନେତା ସମିର ମହାନ୍ତି, ଶିଶୁସାହିତ୍ୟିକ ଅରୁଣ ଚନ୍ଦ୍ର ମହାନ୍ତି, ବରିଷ୍ଠ କଂଗ୍ରେସ ମହାନ୍ତି ବେଣୁଧର ଭୋଇ ପ୍ରମୁଖ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଶେଷଦର୍ଶନ କରିଥିଲେ l ଏଥିସହ ଅମରଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ଶେଷରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l ପୁଅ ସିଦ୍ଧେଶ୍ୱର ମୁଖାଗ୍ନି ଦେଇଥିଲେ l

- ମହିମା ପୀଠରେ ନବାନ୍ନ ଖାଇ ନୂଆଁଖାଇ ପାଳିଲେ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ କାମାକ୍ଷାନଗର ମହିମା ପୀଠରେ ପାଳିତ ହୋଇଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଓ ସନ୍ୟାସୀନୀମାନେ ନବାନ୍ନ ଖାଇ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି।1
- संजीव शर्मा शहर विधायक गाजियाबाद विधानसभा 56 को जन्मदिन पर उमड़ा जन सैलाब1
- Title ରାଜଧାନୀରେ ଗଣେଶ ପୂଜାରେ ଶ୍ରୀମନ୍ଦୀରର ଭ୍ରମ, ଦେଖିଲେ ଘଡ଼ିଏ ଅଟକିବେ । ତୋରଣରେ ଶ୍ରୀମନ୍ଦିରର ପ୍ରତିକୃତି, ପ୍ରତିମୂର୍ତ୍ତି ରେ କାଳିଆ ସାଆନ୍ତ । ଏଥର ଭସାଣିରେ DJ କୁ ବାରଣ କରିଛି କମିଟି । ନୀଳାଦ୍ରି ବିହାର ପଣ୍ଡା ସାହି ପ୍ରଶଂସା କ୍ଳବ୍ ତରଫରୁ କରାଯାଇଛି ଏହି ପୂଜା । ଉତ୍କଳ ହସ୍ପିଟାଲ ରୋଡ୍ ରେ ଆସିଲେ ପଡ଼ିବ ଏହି ପୂଜା ମଣ୍ଡପ । #ganeshpuja2026 #pandasahi1
- ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା #LatestNews #UpdateNews #apanankakhabara #Niali #news #OdishaNews #odisha1
- ନୂଆପଡା ଗଣେଷ ପୁଜା ପୁରା ନିଆରା ଆସନ୍ତୁ ଦେଖିବା କଟକ4
- ପବିତ୍ର ଗଣେଶ ଚତୁର୍ଥୀ ରେ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ କଲରାଗଡ ଛକ ରେ ଏକ ଅତ୍ୟାଧୁନିକ ବ୍ୟାମ୍ ଶାଳା (ଭିର୍ ଫିଟନେସ୍ )ଉଦଘାଟନ ହୋଇଯାଇଛି | ପବିତ୍ର ଗଣେଶ ଚତୁର୍ଥୀ ରେ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ କଲରାଗଡ ଛକ ରେ ଏକ ଅତ୍ୟାଧୁନିକ ବ୍ୟାମ୍ ଶାଳା (ଭିର୍ ଫିଟନେସ୍ )ଉଦଘାଟନ ହୋଇଯାଇଛି | ଅଞ୍ଚଳ ର ଯୁବକ ଯୁବତୀ ମାନେ ସୁନ୍ଦର ସ୍ୱାସ୍ଥ୍ୟ ଗଢିବା ପାଇଁ ଯୁବ ସମାଜସେବୀ ବଲ୍ଲଭ ପାତ୍ର ବହୁ ଟଙ୍କା ଖର୍ଚ୍ଚ କରି ଏହି ବ୍ୟାମ୍ ଶାଳା କୁ ତିଆରି କରିଛନ୍ତି , ଯୋଉଠାରେ କି ମାଗଣା ରେ ଯୁବକ ଯୁବତୀ ମାନେ ନିଜର ନାମ ପଞ୍ଜିକରଣ କରି ବ୍ୟାମ୍ କରିପାରିବେ | ଆଜି ର ଏହି ଉଦଘାଟନ ଉତ୍ସବ କୁ ରାଜ୍ୟ ତଥା ଦେଶ ର ଖ୍ୟାତନାମ ବଡିବିଲଡର ଅମିତ୍ ଭୂୟାଂ ଯେ କି ମିଷ୍ଟ ର ୱାଲଡ୍ ଓ ମିଷ୍ଟରଏସିଆ ସମ୍ମାନ ପାଇଛନ୍ତି,ଶୁଭଙ୍କର ରାଉତ ଗୋଳ୍ଡ ମେଡାଲିଷ୍ଟ ଓ ମିଷ୍ଟର ଓଡିଶା ସମ୍ମାନ ପାଇଛନ୍ତି,ଜଗନ୍ନାଥ ଖୁଣ୍ଟିଆ ଯେକି ମିଷ୍ଟର ଓଡିଶା,ୱାର୍ଲଡ ,ସମ୍ମାନ ପାଇଛନ୍ତି ଏମାନେ ଯୋଗଦେଇ ଏହି ଭିର୍ ଫିଟନେସ୍ କୁ ଉଦଘାଟନ କରିବା ସହିତ ସ୍ଥାନୀୟ ଅଞ୍ଚଳ ର ଶହ ଶହ ଯୁବକ ମାନଙ୍କ ସହିତ ଏକ ବାଇକ ରାଲି କରି ଗୋଡିଝରିଆ,ଭିରୁଡା,ଅଚଳକୋଟ ,ତିଗିରିଆ,ପାଞ୍ଚଗାଁ ଆଦି ଗ୍ରାମ ଭ୍ରମଣ କରାଯାଇ ବ୍ୟାୟାମ୍ ଲୋକ ଙ୍କର କେତେ ଉପକାରୀ ପ୍ରଚାର ପ୍ରସାର କରାଯାଇଥିଲା | ପରିଶେଷ ରେ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯିବା ସହ ଅତିଥିମାନେ ବ୍ୟାୟାମ ର ଉପକାରିତା ବିଷୟରେ ଉପସ୍ଥିତ ଲୋକ ଙ୍କୁ ନିଜର ଭାଷଣ ମାଧ୍ୟମ ରେ ବୁଝାଇ ଥିଲେ | ଏହି କାର୍ଯ୍ୟକ୍ରମ କୁ ବଦ୍ରି ବିଶ୍ୱାଳ ପରିଚାଳନା କରିଥିବା ବେଳେ ସଂଗ୍ରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।1
- ଶହେ ବୈକୁଣ୍ଠ ର କରତା ଯୋଉଠି ମୋ ଜଗନ୍ନାଥ ପରା ସିଏ ⭕❗⭕🙏🙏🙏1
- ଢେଙ୍କାନାଳରେ ଅଗ୍ର ପୂଜ୍ୟ ଶ୍ରୀ ଗଜାନନଙ୍କର ପୂଜା ଢେଙ୍କାନାଳ ଲକ୍ଷ୍ମୀ ପୂଜା ଠାରୁ ଟିକିଏ କମରେ ପେଣ୍ଡାଲ ଓ ଡେ଼କୋରେସନ ହୋଇଛି1