Shuru
Apke Nagar Ki App…
ମହିମା ପୀଠରେ ନବାନ୍ନ ଖାଇ ନୂଆଁଖାଇ ପାଳିଲେ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ କାମାକ୍ଷାନଗର ମହିମା ପୀଠରେ ପାଳିତ ହୋଇଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଓ ସନ୍ୟାସୀନୀମାନେ ନବାନ୍ନ ଖାଇ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି।
Nrusingh Barik
ମହିମା ପୀଠରେ ନବାନ୍ନ ଖାଇ ନୂଆଁଖାଇ ପାଳିଲେ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ କାମାକ୍ଷାନଗର ମହିମା ପୀଠରେ ପାଳିତ ହୋଇଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଓ ସନ୍ୟାସୀନୀମାନେ ନବାନ୍ନ ଖାଇ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି।
More news from Odisha and nearby areas
- ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଁଖାଇ ଶୁଭ ଉପଲକ୍ଷେ ସମସ୍ତ ରାଜ୍ୟ ଓ ଜିଲ୍ଲା ବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମାନ୍ୟବର ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ। ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଁଖାଇ ଶୁଭ ଉପଲକ୍ଷେ ସମସ୍ତ ରାଜ୍ୟ ଓ ଜିଲ୍ଲା ବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମାନ୍ୟବର ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ। #LatestNews #UpdateNews #apanankakhabara #nuakhai #news #OdishaNews #odisha1
- ୩୩ ଥର ରକ୍ତ ଦେଇ ନିଆରା ଜନ୍ମଦିନ ପାଳନ କଲେ ଆଠଗଡ ର ସମାଜସେବୀ ସୁଧାଂଶୁ ୩୩ ଥର ରକ୍ତ ଦେଇ ନିଆରା ଜନ୍ମଦିନ ପାଳନ କଲେ ଆଠଗଡ ର ସମାଜସେବୀ ସୁଧାଂଶୁ।ଆଠଗଡ଼ ଜଷ୍ଟ ଫର ୟୁ ସେବା ସଂଘ ପ୍ରତିଷ୍ଠାତା /ସଭାପତି ସୁଧାଂସୁ ଶେଖର ସାହୁ. ନିଜ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି. ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ୍ୟ ଦୋରଡ଼ ସ୍ଥିତ ବ୍ରଜ ବିହାରୀ ମେମୋରିଆଲ ଟ୍ରଷ୍ଟ ଏବଂ ଢେଙ୍କାନାଳ ସ୍ଥିତ ଗୋବିନ୍ଦ ପୁର ଠାରେ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ର ଅନ୍ତବାସୀ ଙ୍କ ଶୁଖିଲା ଖାଦ୍ୟ ଦେବା ସହ ନିଜର ଖୁସି ର ଦିନ କୁ ଅନ୍ତଵାସୀ ସହ ବାଣ୍ଟିଥିଲେ.. ଆଠଗଡ଼ ଅଞ୍ଚଳ ର ଉର୍ମିଳା ବେହେରା ଙ୍କ ଜରୁରୀ ରକ୍ତ ଆବଶ୍ୟକ ଜାଣି ନିଜର 33 ତମ ରକ୍ତ ଦେଇ ନିଆରା ଭାବେ ଜନ୍ମଦିନ ପାଳନ କରିଛନ୍ତି.. ଏହା ଯୁବ ବର୍ଗ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ହେବା ସହ ପ୍ରଶଂସା ର ପାତ୍ର ସାଜିଛନ୍ତି।1
- ଶହେ ବୈକୁଣ୍ଠ ର କରତା ଯୋଉଠି ମୋ ଜଗନ୍ନାଥ ପରା ସିଏ ⭕❗⭕🙏🙏🙏1
- ଓଡିଶା ର ଅନ୍ୟ ଏକ ପର୍ବ ପାଞ୍ଚିମ ଓଡିଶା ଗଣପର୍ବ ନୂଆଖାଇ ଏଥିରେ ସାମିଲ ହୋଇଛନ୍ତି. ପୂର୍ବତନ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପଞ୍ଚିମ ଓଡିଶା ର ଗଣପବ ନୂଆଖାଇ ଏଥିରେ ସାମିଲ ହେଇଛନ୍ତି ପୂବତନ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ1
- ଗଣେଶ ବଜାର ରେ ଗଣେଶ ପୂଜା ଅନୁଷ୍ଠିତ କିଛି ନିଆରା ପ୍ରୟାସ ରେ ସଜିତ1
- ବାଘାଯତୀନ ସ୍ମୁତି ପରିଷଦ-ବାଲିଆପାଳ ତରଫରୁ ଦ୍ୱାଦଶ ବର୍ଷ ସାଇକେଲ ଶୋଭାଯାତ୍ରା, ବାଲିଆପାଳ ରୁ ଗୁରୁଜାଙ୍ଗ... ବାଘାଯତୀନ ସ୍ମୁତି ପରିଷଦ-ବାଲିଆପାଳ ତରଫରୁ ଦ୍ୱାଦଶ ବର୍ଷ ସାଇକେଲ ଶୋଭାଯାତ୍ରା, ବାଲିଆପାଳ ରୁ ଗୁରୁଜାଙ୍ଗ...1
- ଗୋଟିଏ ପୁରୁଣା ଫିଲ୍ମର ଗୀତର ତାଳେ ତାଳେ ଅଭିନୟ କରୁଛନ୍ତି ଜଣେ କଳାକାର1
- ନିଆଳିରେ ମହା ଆଡମ୍ବରରେ ପାଳନ ହେଉଛି ଗଣେଶ ପୂଜା ଯୋଗଦେଲେ ବିଧାୟକ ଛବି ମଲ୍ଲିକ। ଝଲସୁଛି ନିଆଳି ନିଆଳିରେ ମହା ଆଡମ୍ବରରେ ପାଳନ ହେଉଛି ଗଣେଶ ପୂଜା ଯୋଗଦେଲେ ବିଧାୟକ ଛବି ମଲ୍ଲିକ। ଝଲସୁଛି ନିଆଳି #LatestNews #UpdateNews #apanankakhabara #Niali #news #gneshpuja #news #OdishaNews #Odisha1
- ଯୋରନ୍ଦା ରେ ସୋଲାର କରେଣ୍ଟ ଖାଇ ଚାଷୀ ବାବାଲି ସେଠି ଆହlତ1