Shuru
Apke Nagar Ki App…
୩୩ ଥର ରକ୍ତ ଦେଇ ନିଆରା ଜନ୍ମଦିନ ପାଳନ କଲେ ଆଠଗଡ ର ସମାଜସେବୀ ସୁଧାଂଶୁ ୩୩ ଥର ରକ୍ତ ଦେଇ ନିଆରା ଜନ୍ମଦିନ ପାଳନ କଲେ ଆଠଗଡ ର ସମାଜସେବୀ ସୁଧାଂଶୁ।ଆଠଗଡ଼ ଜଷ୍ଟ ଫର ୟୁ ସେବା ସଂଘ ପ୍ରତିଷ୍ଠାତା /ସଭାପତି ସୁଧାଂସୁ ଶେଖର ସାହୁ. ନିଜ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି. ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ୍ୟ ଦୋରଡ଼ ସ୍ଥିତ ବ୍ରଜ ବିହାରୀ ମେମୋରିଆଲ ଟ୍ରଷ୍ଟ ଏବଂ ଢେଙ୍କାନାଳ ସ୍ଥିତ ଗୋବିନ୍ଦ ପୁର ଠାରେ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ର ଅନ୍ତବାସୀ ଙ୍କ ଶୁଖିଲା ଖାଦ୍ୟ ଦେବା ସହ ନିଜର ଖୁସି ର ଦିନ କୁ ଅନ୍ତଵାସୀ ସହ ବାଣ୍ଟିଥିଲେ.. ଆଠଗଡ଼ ଅଞ୍ଚଳ ର ଉର୍ମିଳା ବେହେରା ଙ୍କ ଜରୁରୀ ରକ୍ତ ଆବଶ୍ୟକ ଜାଣି ନିଜର 33 ତମ ରକ୍ତ ଦେଇ ନିଆରା ଭାବେ ଜନ୍ମଦିନ ପାଳନ କରିଛନ୍ତି.. ଏହା ଯୁବ ବର୍ଗ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ହେବା ସହ ପ୍ରଶଂସା ର ପାତ୍ର ସାଜିଛନ୍ତି।
MANAS SAHOO
୩୩ ଥର ରକ୍ତ ଦେଇ ନିଆରା ଜନ୍ମଦିନ ପାଳନ କଲେ ଆଠଗଡ ର ସମାଜସେବୀ ସୁଧାଂଶୁ ୩୩ ଥର ରକ୍ତ ଦେଇ ନିଆରା ଜନ୍ମଦିନ ପାଳନ କଲେ ଆଠଗଡ ର ସମାଜସେବୀ ସୁଧାଂଶୁ।ଆଠଗଡ଼ ଜଷ୍ଟ ଫର ୟୁ ସେବା ସଂଘ ପ୍ରତିଷ୍ଠାତା /ସଭାପତି ସୁଧାଂସୁ ଶେଖର ସାହୁ. ନିଜ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି. ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ୍ୟ ଦୋରଡ଼ ସ୍ଥିତ ବ୍ରଜ ବିହାରୀ ମେମୋରିଆଲ ଟ୍ରଷ୍ଟ ଏବଂ ଢେଙ୍କାନାଳ ସ୍ଥିତ ଗୋବିନ୍ଦ ପୁର ଠାରେ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ର ଅନ୍ତବାସୀ ଙ୍କ ଶୁଖିଲା ଖାଦ୍ୟ ଦେବା ସହ ନିଜର ଖୁସି ର ଦିନ କୁ ଅନ୍ତଵାସୀ ସହ ବାଣ୍ଟିଥିଲେ.. ଆଠଗଡ଼ ଅଞ୍ଚଳ ର ଉର୍ମିଳା ବେହେରା ଙ୍କ ଜରୁରୀ ରକ୍ତ ଆବଶ୍ୟକ ଜାଣି ନିଜର 33 ତମ ରକ୍ତ ଦେଇ ନିଆରା ଭାବେ ଜନ୍ମଦିନ ପାଳନ କରିଛନ୍ତି.. ଏହା ଯୁବ ବର୍ଗ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ହେବା ସହ ପ୍ରଶଂସା ର ପାତ୍ର ସାଜିଛନ୍ତି।
More news from ଓଡ଼ିଶା and nearby areas
- ପବିତ୍ର ଗଣେଶ ଚତୁର୍ଥୀ ରେ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ କଲରାଗଡ ଛକ ରେ ଏକ ଅତ୍ୟାଧୁନିକ ବ୍ୟାମ୍ ଶାଳା (ଭିର୍ ଫିଟନେସ୍ )ଉଦଘାଟନ ହୋଇଯାଇଛି | ପବିତ୍ର ଗଣେଶ ଚତୁର୍ଥୀ ରେ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ କଲରାଗଡ ଛକ ରେ ଏକ ଅତ୍ୟାଧୁନିକ ବ୍ୟାମ୍ ଶାଳା (ଭିର୍ ଫିଟନେସ୍ )ଉଦଘାଟନ ହୋଇଯାଇଛି | ଅଞ୍ଚଳ ର ଯୁବକ ଯୁବତୀ ମାନେ ସୁନ୍ଦର ସ୍ୱାସ୍ଥ୍ୟ ଗଢିବା ପାଇଁ ଯୁବ ସମାଜସେବୀ ବଲ୍ଲଭ ପାତ୍ର ବହୁ ଟଙ୍କା ଖର୍ଚ୍ଚ କରି ଏହି ବ୍ୟାମ୍ ଶାଳା କୁ ତିଆରି କରିଛନ୍ତି , ଯୋଉଠାରେ କି ମାଗଣା ରେ ଯୁବକ ଯୁବତୀ ମାନେ ନିଜର ନାମ ପଞ୍ଜିକରଣ କରି ବ୍ୟାମ୍ କରିପାରିବେ | ଆଜି ର ଏହି ଉଦଘାଟନ ଉତ୍ସବ କୁ ରାଜ୍ୟ ତଥା ଦେଶ ର ଖ୍ୟାତନାମ ବଡିବିଲଡର ଅମିତ୍ ଭୂୟାଂ ଯେ କି ମିଷ୍ଟ ର ୱାଲଡ୍ ଓ ମିଷ୍ଟରଏସିଆ ସମ୍ମାନ ପାଇଛନ୍ତି,ଶୁଭଙ୍କର ରାଉତ ଗୋଳ୍ଡ ମେଡାଲିଷ୍ଟ ଓ ମିଷ୍ଟର ଓଡିଶା ସମ୍ମାନ ପାଇଛନ୍ତି,ଜଗନ୍ନାଥ ଖୁଣ୍ଟିଆ ଯେକି ମିଷ୍ଟର ଓଡିଶା,ୱାର୍ଲଡ ,ସମ୍ମାନ ପାଇଛନ୍ତି ଏମାନେ ଯୋଗଦେଇ ଏହି ଭିର୍ ଫିଟନେସ୍ କୁ ଉଦଘାଟନ କରିବା ସହିତ ସ୍ଥାନୀୟ ଅଞ୍ଚଳ ର ଶହ ଶହ ଯୁବକ ମାନଙ୍କ ସହିତ ଏକ ବାଇକ ରାଲି କରି ଗୋଡିଝରିଆ,ଭିରୁଡା,ଅଚଳକୋଟ ,ତିଗିରିଆ,ପାଞ୍ଚଗାଁ ଆଦି ଗ୍ରାମ ଭ୍ରମଣ କରାଯାଇ ବ୍ୟାୟାମ୍ ଲୋକ ଙ୍କର କେତେ ଉପକାରୀ ପ୍ରଚାର ପ୍ରସାର କରାଯାଇଥିଲା | ପରିଶେଷ ରେ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯିବା ସହ ଅତିଥିମାନେ ବ୍ୟାୟାମ ର ଉପକାରିତା ବିଷୟରେ ଉପସ୍ଥିତ ଲୋକ ଙ୍କୁ ନିଜର ଭାଷଣ ମାଧ୍ୟମ ରେ ବୁଝାଇ ଥିଲେ | ଏହି କାର୍ଯ୍ୟକ୍ରମ କୁ ବଦ୍ରି ବିଶ୍ୱାଳ ପରିଚାଳନା କରିଥିବା ବେଳେ ସଂଗ୍ରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।1
- ଓଡିଶା ର ଅନ୍ୟ ଏକ ପର୍ବ ପାଞ୍ଚିମ ଓଡିଶା ଗଣପର୍ବ ନୂଆଖାଇ ଏଥିରେ ସାମିଲ ହୋଇଛନ୍ତି. ପୂର୍ବତନ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପଞ୍ଚିମ ଓଡିଶା ର ଗଣପବ ନୂଆଖାଇ ଏଥିରେ ସାମିଲ ହେଇଛନ୍ତି ପୂବତନ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ1
- ଗଣେଶ ବଜାର ରେ ଗଣେଶ ପୂଜା ଅନୁଷ୍ଠିତ କିଛି ନିଆରା ପ୍ରୟାସ ରେ ସଜିତ1
- ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା #LatestNews #UpdateNews #apanankakhabara #Niali #news #OdishaNews #odisha1
- ମହିମା ପୀଠରେ ନବାନ୍ନ ଖାଇ ନୂଆଁଖାଇ ପାଳିଲେ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ କାମାକ୍ଷାନଗର ମହିମା ପୀଠରେ ପାଳିତ ହୋଇଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଓ ସନ୍ୟାସୀନୀମାନେ ନବାନ୍ନ ଖାଇ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି।1
- ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏 Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.27 AM 🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏 Dated 15/09/2026 #jagannathpuri #JagannathDham #jagannathpuritemple #jagannathpremi1
- संजीव शर्मा शहर विधायक गाजियाबाद विधानसभा 56 को जन्मदिन पर उमड़ा जन सैलाब1
- ୩୩ ଥର ରକ୍ତ ଦେଇ ନିଆରା ଜନ୍ମଦିନ ପାଳନ କଲେ ଆଠଗଡ ର ସମାଜସେବୀ ସୁଧାଂଶୁ ୩୩ ଥର ରକ୍ତ ଦେଇ ନିଆରା ଜନ୍ମଦିନ ପାଳନ କଲେ ଆଠଗଡ ର ସମାଜସେବୀ ସୁଧାଂଶୁ।ଆଠଗଡ଼ ଜଷ୍ଟ ଫର ୟୁ ସେବା ସଂଘ ପ୍ରତିଷ୍ଠାତା /ସଭାପତି ସୁଧାଂସୁ ଶେଖର ସାହୁ. ନିଜ ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି. ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ୍ୟ ଦୋରଡ଼ ସ୍ଥିତ ବ୍ରଜ ବିହାରୀ ମେମୋରିଆଲ ଟ୍ରଷ୍ଟ ଏବଂ ଢେଙ୍କାନାଳ ସ୍ଥିତ ଗୋବିନ୍ଦ ପୁର ଠାରେ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ର ଅନ୍ତବାସୀ ଙ୍କ ଶୁଖିଲା ଖାଦ୍ୟ ଦେବା ସହ ନିଜର ଖୁସି ର ଦିନ କୁ ଅନ୍ତଵାସୀ ସହ ବାଣ୍ଟିଥିଲେ.. ଆଠଗଡ଼ ଅଞ୍ଚଳ ର ଉର୍ମିଳା ବେହେରା ଙ୍କ ଜରୁରୀ ରକ୍ତ ଆବଶ୍ୟକ ଜାଣି ନିଜର 33 ତମ ରକ୍ତ ଦେଇ ନିଆରା ଭାବେ ଜନ୍ମଦିନ ପାଳନ କରିଛନ୍ତି.. ଏହା ଯୁବ ବର୍ଗ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ହେବା ସହ ପ୍ରଶଂସା ର ପାତ୍ର ସାଜିଛନ୍ତି।1