Shuru
Apke Nagar Ki App…
ଶ୍ରମିକଙ୍କ ଝାଳବୁହା ଟଙ୍କା ଆତ୍ମସାତ କରିଦେଲେ ଗାଁ ସାଥି ଭକ୍ତରାମ ସାହୁ BREKING NEWS - ଶ୍ରମିକଙ୍କ ଝାଳବୁହା ଟଙ୍କା ଆତ୍ମସାତ କରିଦେଲେ ଗାଁ ସାଥି ଭକ୍ତରାମ ସାହୁ
ବସନ୍ତ ମେହେର
ଶ୍ରମିକଙ୍କ ଝାଳବୁହା ଟଙ୍କା ଆତ୍ମସାତ କରିଦେଲେ ଗାଁ ସାଥି ଭକ୍ତରାମ ସାହୁ BREKING NEWS - ଶ୍ରମିକଙ୍କ ଝାଳବୁହା ଟଙ୍କା ଆତ୍ମସାତ କରିଦେଲେ ଗାଁ ସାଥି ଭକ୍ତରାମ ସାହୁ
More news from ଓଡ଼ିଶା and nearby areas
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୫/୦୪/୨୦୨୬ ରଵିଵାର । ସକାଳ ୯ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ଚ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ-୬୩୭୨୯୬୬୧୨୭1
- ଉତ୍କଳ ଦିବସ -2026 ଆଜି ଉତ୍କଳ ଦିବସ ଉପଲକ୍ଷେ ରାୟଗଡା ସ୍ଥିତ ସାଇପ୍ରିୟା ୱେଲଫେୟାର୍ ଟ୍ରସ୍ଟ୍ ତରଫରୁ ମୃଦୁପାନୀୟ ଜଳ ଓ ଫଳମୂଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହା ଫଳରେ ରାୟଗଡା ଜନସାଧାରଣ ଏହାର ଉପକାର ଉଠାଇଥିଲେ ଏବଂ ସମସ୍ତେ ଖୁସି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡା ସ୍ଥିତ ସାଇପ୍ରିୟା ୱେଲଫେୟାର୍ ଟ୍ରସ୍ଟ୍ର ସମସ୍ତ କାର୍ଯ୍ୟକର୍ତ୍ତା କମିଟି ସଦସ୍ୟମାନେ1
- ସୁବର୍ଣ୍ଣପାଲି ତେଲନଦୀ ଘାଟରେ ବିନା ସୂଚନା ଫଳକରେ ପାହାଚ ନିର୍ମାଣ, ବୁଦ୍ଧିଜୀବିଙ୍କ ପ୍ରତିକ୍ରିୟା ରବିବାର ଦିନ 11 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତ ସୁବର୍ଣ୍ଣପାଲି ତେଲନଦୀ ଘାଟରେ ବିନା ସୂଚନା ଫଳକରେ ପାହାଚ ନିର୍ମାଣ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ବୁଦ୍ଧିଜୀବି ଆବୁ ବକର ସିଦ୍ଧିକ ଖଁl l ତା ସହିତ ଉକ୍ତ ଘାଟ ପାହାଚ କାମ ଅତି ନିମ୍ନ ମାନର ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି | କାମ ଯେନତେନ ପ୍ରକାରେ ସାରି ଦିଆ ଯାଇଥିବା ବେଳେ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନଥିବା ହେତୁ ଠିକାଦାର କିଏ, କେଉଁ ଅନୁଦାନରେ କେତେ ଟଙ୍କାର ବ୍ୟୟ ଅଟକଳରେ କରା ଯାଇଛି ସେ ସମ୍ପର୍କରେ ଜନ ସାଧାରଣ ଅନ୍ଧାରରେ ଥିବା ଅଭିଯୋଗ ହୋଇଛି | କାର୍ଯ୍ୟ ସମ୍ପର୍କରେ ସୂଚନା ଜାଣିବା ପାଇଁ କଣ୍ଟାମାଳ ବିଡ଼ିଓ ଓ ସହକାରୀ ଜନ୍ତ୍ରୀଙ୍କ ମୋବାଇଲ୍ ସୁଇଚ୍ ଅପ୍ ଓ ପଞ୍ଚାୟତ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଫୋନ୍ ଉଠାଉ ନଥିବା ଶ୍ରୀ ଖାଁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି |1
- ବୌଦ୍ଧ ସହର ମଧ୍ୟରେ ଆଜି ଭଗବାନ ଶ୍ରୀ ଶିବଙ୍କ ଅଷ୍ଟସମ୍ଭୁଙ୍କ ମିଳନ ଦେଖିବାକୁ ମିଳିଥିବା ବେଳେ ଭକ୍ତଙ୍କ ପ୍ରବଳ ସମାଗମ ଦେଖାଦେଇଥିଲା ।1
- मुख्यमंत्री @MohanMOdisha ने प्रवेशोत्सव और"खड़ी धरा',"कार्यक्रम #OdiaPakhya में भाग लेते हुए कहा कि हर पंचायत में पांच एकड़ जमीन पर गोदावरीश मिश्र मॉडल स्कूल बनाया जाएगा1
- ।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।। #belpahar #BelpaharUchhab2026 #Machan #PalishriMela1
- ସୁବର୍ଣ୍ଣପୁର ଜ଼ିଲ୍ଲା ଆମ ଆଦମୀ ପାର୍ଟି. ପ୍ରେସ ମିଟ ସୁବର୍ଣ୍ଣପୁର ଜ଼ିଲ୍ଲା ର ବୀରମହାରାଜପୁର pwd ib ରେ ଏକ ସାମ୍ବାଦିକ ସମ୍ବିଳନୀ କରାଯିବ, ବୀରମହାରାଜପୁର ଅଂଚଳରୁ ତଥା ମହାନଦୀ ଦୁର୍ଦୁରା ଘାଟ, କେଉଟିପାଲି ଘାଟ, ହରିହର ଯୋର ବାଗବର, କୃଷ୍ଣପାଲି ଏଭଳି ବେଆଇନ ଭାବରେ ବାଲି ମାଫିଆ ମାନେ, ଜ଼ିଲ୍ଲାପ୍ରଶାସନ ତଥା sp, mining officer, iic ସୁବଳୟା ବାଲି ମାଫିଆ ଙ୍କ ସହିତ ମଧୁଚନ୍ଦ୍ରିକା ଭାବ ରଖିଥିବାରୁ ବୀରମହାରାଜପୁର, ସୁବଳୟା ଅଂଚଳରୁ ବାଲି ଚୋରା ଚାଲାଣ ହେଉଥିବାରୁ ମହାନଦୀ ରୁ ପାଣି ଶୁଖିଯିବା ସହିତ ଅଞ୍ଚଳ ରେ ଥିବା ଅନେକ କୂପ ନଳକୂପ ରୁ ପାଣି ସୁଖୀ ଯାଉଛି ଏବଂ ରାଜସ୍ବ ହାନି ମଧ୍ୟ ହେଉଛି l ତେଣୁ କରି ପ୍ରତିବାଦ କରିବା ସହିତ ନିରବଦ୍ରଷ୍ଟା ସାଜିଥିବା ଅଧିକାରୀ ଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲା ରୁ ବଦଳି କରିବା ସକାଶେ ଆସନ୍ତା ତା -6/4/2026 ସୋମବାର ସକାଳ 6ଟା ସମୟରୁ ଦିନ 2 ଟା ପର୍ଯ୍ୟନ୍ତ ବୀରମହାରାଜପୁର ର ସମସ୍ତ ସରକାରୀ ବେସରକାରୀ କାର୍ୟ୍ଯlଳୟ, ଶିକ୍ଷ୍lନୁଷ୍ଠାନ, ଦୈନିକ ଦୁକାନବଜ଼ାର, ଦୁଇ ଚକିଆ ଚାରି ଚକିଆ ଜାନ ବାହାନ, ଜରୁରୀ କାଳୀନ ସେବା ଯୋଗାଉଥିବା ଓ ଜରୁରୀ ପରିସ୍ଥିତି କୁ ଛାଡି,ବାକି ସମସ୍ତ ବନ୍ଦ ରହିବା କୁ ନିବେଦନ କରା ଯାଉଛି l କାରଣ ଯଦି ଆମେ ବେଳ ଥାଉ ଥାଉ ସଜାଗ ନ ହେବା ଆଗାମୀ ଦିନରେ ପାଣି, ଓ ବାଲି ର ଶଙ୍କଟ ହେବ ସେତେ ବେଳକୁ ନେଡିଗୋଡ କୋହଣୀକୁ ବୋହି ଯାଇଥିବ l ତେଣୁ ଅଂଚଳର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ ବ୍ୟବସାୟୀ ଏହି ବନ୍ଦ ଡାକରା କୁ ସମ୍ପୂର୍ଣ ଭାବରେ ସହଯୋଗ କରି ସଫଳ କରିବା ଓ ଓଡିଶା ସରକାର ଙ୍କୁ ବାର୍ତ୍ତା ଦେବା ଯେ ମହାନଦୀ କୁ ସୁରକ୍ଷା କଲେ ଆମରି ରକ୍ଷା ହେବ ବୋଲି ଜଣାଇ ଦେବା l ବିନୀତ ଆମ ଆଦମୀ ପାର୍ଟି ସୁବର୍ଣ୍ଣପୁର ଜ଼ିଲ୍ଲା ସଭାପତି ଓ କମିଟି l1
- ଓଡିଶା ରାଜ୍ୟ ର ସମସ୍ତ ଜନସାଧାରଣ ଙ୍କୁ ଙ୍ଖୁସି ରେ ବଞ୍ଚିବା କୁ ଦେବା ପାଇଁ ପ୍ରଭୁ ଙ୍କୁ ବିନୀତ ଅନୁରୋଧ କରୁଅଛି1
- ଆଜି ନାସିକ ଠାରେ ଅନୁଷ୍ଠିତ ବୈଠକରେ ଅଖିଳ ଭାରତ ସନ୍ଥ ସମିତି ତରଫରୁ ଓଡ଼ିଶାର ରାଜ୍ୟ ସଂଗଠନ ମହାମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । ଆଉ ମହାମନ୍ତ୍ରୀ ଭାବରେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ବରକନିଆ ସ୍ଥିତ ହନୁମାନ ମଠର ମହନ୍ତ ବାବା ଲଛମନ ଦାସ ମହାରାଜଙ୍କୁ ନିଯୁକ୍ତ କରାଯିବ ଖବର ସାମନାକୁ ଆସିବା ପରେ ସନ୍ଥ ସମାଜ ମଧ୍ୟରେ ଖୁସିର ମହୋଲ ଦେଖିବାକୁ ମିଳିଛି । ଏନେଇ କଣ କହୁଛନ୍ତି ମହାରାଜ ଦେଖନ୍ତୁ ।1