Shuru
Apke Nagar Ki App…
ପ୍ରେମକୁ ନମିଳିବାରୁ ସ୍ୱୀକୃତି, ଓଡ଼ିଶାରେ ବରଗଛରେ ଝୁଲିଲେ ପ୍ରେମୀଯୁଗଳ* *କାହିଁକି ନେଲେ ଏମିତି ଚରମ ପଦକ୍ଷେପ? ସୁବର୍ଣ୍ଣପୁରରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଗୁଲୁଣ୍ଡା ନିକଟରେ ଏକ ବରଗଛ ରେ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରେମିଯୁଗଲ । ତାଙ୍କ ପ୍ରେମ କୁ ସିକୃତ୍ତି ନ ମିଲିପାରି ଵାରୁ ଏ ଭଲି ପଦକ୍ଷେପ ନେଇଛନ୍ତି ଵୋଲି ଅନୁମାନ କରାଯାଉଛି । ସ୍ଥାନୀୟ ପୋଲିସ ଅଧିକ ତଦନ୍ତ କରୁଛି ।
Ajira Samachar

More news from ଓଡ଼ିଶା and nearby areas
- ଗେସ ନେବା ପାଇଁ ଲମ୍ବା ଲାଇନରେ ଲୋକେ l ସୋନପୁର ସହର ପୁଷ୍ପଲତା ଗେସ ଏଜେନ୍ସିରୁ ଗେସ ନେବା ପାଇଁ ପ୍ରଚଣ୍ଡ ଖରାରେ ଲୋକେ ଲମ୍ବା ଲାଇନରେ ଥିବା ଦେଖିବାକୁ ମିଳିଥିଲା1
- ସୁବର୍ଣ୍ଣପୁର ଦାମୀ କାର ରେ ହେଉଥିଲା ଗଞ୍ଜେଇ ଚାଲାଣ ମାଡ଼ିବସିଲା ପୋଲିସ l ଗାଡ଼ି ଛାଡି ଫେରାର ଗଞ୍ଜେଇ ମାଫିଆ l ୨ କୁଇଣ୍ଟାଲ ୭୨ କେଜି ଗଞ୍ଜେଇ ସହ ଗାଡ଼ି ଜବତ l1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୧୧/୦୫/୨୦୨୬ ସୋମଵାର । ସଂଦ୍ଧ୍ଯା ୫ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- #ଆଶାକର୍ମୀ_ନିଯୁକ୍ତ_ଦାବିରେ_ଉପର_ଫବସି_ଗ୍ରାମବାସୀ #ସୁବର୍ଣ୍ଣପୁର_ଜ଼ିଲ୍ଲାପାଳଙ୍କ_ଦ୍ୱାରସ୍ତ.. #rishitv #appointment #sonepur #subarnapur #village #people #ashamarmi #demand #highlighted #viralpost ସୁବର୍ଣ୍ଣପୁର ଜ଼ିଲ୍ଲା ଫବସି ଗ୍ରାମବାସୀ ଆଶାକର୍ମୀ ନିଯୁକ୍ତି ଦାବିରେ ଜ଼ିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲେ.....ଯୁଗ୍ମ ଅଭିଯୋଗ ଶୁଣାଣୀ ରେ ଗ୍ରାମବାସୀ ଅଭିଯୋଗ କରିଥିଲେ ହେ ଏପର୍ଯ୍ୟନ୍ତ ତାଙ୍କୁ କିଛି ସୁଫଳ ମିଳିନି...1
- କୋଟି କୋଟି ଟଙ୍କା ମୂଲ୍ୟର ଜମି ଶାଗ ମାଛ ଦରରେ ହଡ଼ପ କରାଯାଇଛି1
- ସୁବର୍ଣ୍ଣପୁର ଜିଲ୍ଲାର ଝିଅ ଡାକ୍ତର ନିବେଦିତା ରଥଙ୍କୁ ଜାତୀୟ ମାନବାଧିକାର ସୁରକ୍ଷା ପରିଷଦ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି। ୩୦ ବର୍ଷ ବୟସରେ ଶିକ୍ଷା, ମାନବାଧିକାର ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି, ଯାହା ଓଡ଼ିଶା ପାଇଁ ଗର୍ବ ଆଣିଛି।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ରଥପୁର ଛକରେ ଲାଗୁଥିବା ଲାଇଟ୍ ଖୁଣ୍ଟ ନିର୍ମାଣରେ ନିମ୍ନମାନର କାମ ହୋଇଛି। ଏଥିରେ ଆବଶ୍ୟକୀୟ ଲୁହା ରଡ୍ ବ୍ୟବହାର କରାଯାଇ ନଥିବା ଦେଖିବାକୁ ମିଳିଛି।1
- ସୁବର୍ଣ୍ଣପୁର ମହିଳା ମୋର୍ଚ୍ଚା ପକ୍ଷରୁ ନ୍ୟୁ ଟାଉନ ହଲ ପରିସରରେ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି1