logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ବାମୀ ନିଗମାନନ୍ଦ ସରସ୍ବତୀ ଦେବଙ୍କ  ଶାଖା ଆଶ୍ରମର  ବାଷିକ ଓ ଅକ୍ଷୟ ତୃତୀୟା  ଉତ୍ସବ ପାଳନ  ରାଜ୍ୟ ସ୍ବାମୀ ନିଗମାନନ୍ଦ ସରସ୍ବତୀ ଦେବଙ୍କ  ଶାଖା ଆଶ୍ରମର  ବାଷିକ ଓ ଅକ୍ଷୟ ତୃତୀୟା  ଉତ୍ସବ ପାଳନ April 20, 2026AajiAdmin Spread It ନିମାପଡ଼ା, (BT) ପରିବ୍ରାଜକାସ୍ବାମୀ ନିଗମାନନ୍ଦ ସରସ୍ବତୀ ଦେବଙ୍କ ପରହଂସ ଦ୍ବାରା ପ୍ରତିଷ୍ଠିତ ନୀଳାଚଳ ସାରସ୍ବତ ସଂଘ ପୁରୀ ଅନ୍ତର୍ଗତ ନିମାପଡ଼ା ଶାଖା ସଂଘର ବାଷିକ ଓ ଅକ୍ଷୟ ତୃତୀୟା ଉତ୍ସବ ଆଜି  ନିମାପଡ଼ା ଆସନ ମନ୍ଦିରରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିମାପଡ଼ା ଆସନମନ୍ଦିରକୁ ଶ୍ରୀ ଠାକୁର ମହାରଜାଙ୍କୁ କେନ୍ଦ୍ର ଆସନ ମନ୍ଦିର ନୀଳାଚଳ କୁଟୀର ରେ ଯଥା ବିଧାନରେ ନିମନ୍ତ୍ରଣ କରାଯାଇ ଅବସ୍ଥାପିତ କରାଯାଇଥିଲା। ଏହି ବାର୍ଷିକ ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥ ଓ ନିଗମା ନନ୍ଦଙ୍କ ଆଶ୍ରିତ ଭକ୍ତମାନେ ଯୋଗଦେଇଥିଲେ।  ଗତ ୧୯ ରେ ଶୁଭଧିବାସପର୍ବ ଅନୁଷ୍ଠିତ ହୋଇଥିଲା। ୨୦ରେ  ପ୍ରଥମାର୍ଦ୍ଧ ପୁଜା ୪ଘଟିକାରୁ  ୮ଘଟିକା ପର୍ଯ୍ୟନ୍ତ , ଜାଗରଣ, ପ୍ରତୀକ୍ଷାଗାନ, ଷୋଡ଼‌ଶ ଉପଚାରପୂଜା, ଆରତୀ, ସ୍ତୋତ ବନ୍ଦନା, ଓ ଗୁରୁ ଗୀତା ପାଠ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦିତୀୟାର୍ଦ୍ଧ ପୁଜା ୯ ଘଟିକା ଠାରୁ  ମଧ୍ୟାହ୍ନ ୧ଘଟିକା ପର୍ଯ୍ୟନ୍ତ ହୋଇଥିଲା।  ବାର୍ଷିକ ବିବରଣୀ ପାଠ, ଭାବ ବିନିମୟ, ବିଦାୟ ପ୍ରର୍ଥନା, ଜୟଗୁରୁ କୀର୍ତ୍ତନ ଓ ଆସନ ବନ୍ଦ  ଆଦି କାର୍ଯ୍ୟକ୍ରମ କରାଯାଇଥିଲା । । ପୁରୀ ଆସନ ମନ୍ଦିର ପରିଚାଳକ ଶରତ ଚନ୍ଦ୍ର ସିଂଦେଓଙ୍କ ପ୍ରତ୍ୟକ୍ଷ ତ୍ବାବଧାନରେ ବର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଉତ୍ସବରେ ଅତିଥିଭାବେ ଯୋଗଦେଇ ଠାକୁର ନିଗମାନନ୍ଦଙ୍କ ଆଶ୍ରିବାଦ ଲୋଡ଼ିଥିଲେ। ପୁରୀ  ମୁଖ୍ୟ ଆଶ୍ରମ ରଉପସଭାପତି କୀର୍ତ୍ତନ ବିହାରୀ ପାତ୍ର ପରାମର୍ଶ ମଣ୍ଡଳୀ ସଂପାଦକ  ଯୁଧିଷ୍ଠିର ମହାପାତ୍ର ଓ ନିମାପଡ଼ା ଶାଖାର ସଭାପତି ରବିନ୍ଦ୍ର କୁମାର ନାୟକ  ପ୍ରମୁଖ ସାଧୁ ସନ୍ଥ ଉପସ୍ଥିତ ଥିଲେ, `

7 hrs ago
user_Bibhuti TV
Bibhuti TV
Artist ନିମାପଡା, ପୁରୀ, ଓଡ଼ିଶା•
7 hrs ago
9cfad3c1-1039-495f-9a7e-acc1fbead1f9

More news from ଓଡ଼ିଶା and nearby areas
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • Post by Prabhati Sahoo
    1
    Post by Prabhati Sahoo
    user_Prabhati Sahoo
    Prabhati Sahoo
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    14 hrs ago
  • Women reservation bill and releted opportunities bill failure in Parliament.
    1
    Women reservation bill and releted opportunities bill failure in Parliament.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • Post by Manoj kumar baliyarsingh
    3
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
  • Post by KSHIROD CHANDRA PANDA
    1
    Post by KSHIROD CHANDRA PANDA
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    9 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.