Shuru
Apke Nagar Ki App…
ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିର କଲେ ବିଜେଡି ନେତ୍ରୀ ଇସ୍ପିତା ସାହୁ ? ଯୁବ ଛାତ୍ର ସମାଜ ପକ୍ଷରୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଭୂବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଧାରଣା ଓ ବିକ୍ଷୋଭ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିର କଲେ ବିଜେଡି ନେତ୍ରୀ ଇସ୍ପିତା ସାହୁ ? ଯୁବ ଛାତ୍ର ସମାଜ ପକ୍ଷରୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଭୂବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଧାରଣା ଓ ବିକ୍ଷୋଭ
Debadarshan Routray
ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିର କଲେ ବିଜେଡି ନେତ୍ରୀ ଇସ୍ପିତା ସାହୁ ? ଯୁବ ଛାତ୍ର ସମାଜ ପକ୍ଷରୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଭୂବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଧାରଣା ଓ ବିକ୍ଷୋଭ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିର କଲେ ବିଜେଡି ନେତ୍ରୀ ଇସ୍ପିତା ସାହୁ ? ଯୁବ ଛାତ୍ର ସମାଜ ପକ୍ଷରୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଭୂବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଧାରଣା ଓ ବିକ୍ଷୋଭ
More news from ଓଡ଼ିଶା and nearby areas
- ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିର କଲେ ବିଜେଡି ନେତ୍ରୀ ଇସ୍ପିତା ସାହୁ ? ଯୁବ ଛାତ୍ର ସମାଜ ପକ୍ଷରୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଭୂବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଧାରଣା ଓ ବିକ୍ଷୋଭ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିର କଲେ ବିଜେଡି ନେତ୍ରୀ ଇସ୍ପିତା ସାହୁ ? ଯୁବ ଛାତ୍ର ସମାଜ ପକ୍ଷରୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଭୂବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଧାରଣା ଓ ବିକ୍ଷୋଭ1
- Are inlvie held together Assam people together today?I'll take this y video like share comment my instagram channel c m pintu month twenty four k , please view and follow me1
- ମାନ୍ ସମ୍ମାନ ନ ଫେରେଇଲେ ବାଲିଅନ୍ତା ବ୍ଲକ୍ ଘେରାଉ ହେବ। #Baliantablock #BDOBalianta #DMKhordha #CMOdisha #Jayadevnews #Baliantapolice1
- ଆଜି (୧ ଅଗଷ୍ଟ ୨୦୨୬) ସକାଳ ୭ଟାର OTV ଓଡ଼ିଆ ଟପ୍ ହେଡଲାଇନ୍ସ 🌧️ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା। 🌊 ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ; ନଦୀ ଜଳସ୍ତର ଉପରେ କଡ଼ା ନଜର। ଆଜି (୧ ଅଗଷ୍ଟ ୨୦୨୬) ସକାଳ ୭ଟାର OTV ଓଡ଼ିଆ ଟପ୍ ହେଡଲାଇନ୍ସ 🌧️ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା। 🌊 ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ; ନଦୀ ଜଳସ୍ତର ଉପରେ କଡ଼ା ନଜର। 🏛️ ରାଜ୍ୟର ବିଭିନ୍ନ ଉନ୍ନୟନ ଓ ପ୍ରଶାସନିକ ପ୍ରସଙ୍ଗରେ ସରକାରଙ୍କ ସମୀକ୍ଷା ବୈଠକ। 🚨 ବିଭିନ୍ନ ସ୍ଥାନରେ ଅପରାଧ ଓ ସଡ଼କ ଦୁର୍ଘଟଣା ସମ୍ବନ୍ଧୀୟ ଖବର। 🇮🇳 ଦେଶର ତାଜା ରାଜନୈତିକ ଓ ଜାତୀୟ ଖବର। 🌍 ଆନ୍ତର୍ଜାତୀୟ ସ୍ତରର ପ୍ରମୁଖ ଘଟଣାବଳୀ। 🏏 କ୍ରୀଡ଼ା ଜଗତର ସବୁଠାରୁ ବଡ଼ ଅପଡେଟ୍। 🎬 ମନୋରଞ୍ଜନ ଜଗତର ତାଜା ଖବର1
- *ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା*1
- କୁଆଖାଇ, ଦୟା, ଭାର୍ଗବୀ, ନଦୀରେ ବନ୍ୟାଜଳ ପ୍ରବେଶ, ବଢୁଛି ଜଳସ୍ତର। ବାଲିଅନ୍ତା ୩୧/୦୭( ଗୋବର୍ଦ୍ଧନ ଦାସ) : ଗୁରୁବାର ଦିନ ଚାଳିତ ବର୍ଷ କୁଆଖାଇ, ଦୟା, ଭାର୍ଗବୀ ନଦୀରେ ହୀରାକୁଦର ବନ୍ୟା ଜଳ ପ୍ରବେଶ ହୋଇଛି। ଏହି ଦୃଶ୍ୟକୁ ଦେଖିବା ପାଇଁ ଓ ଫୋଟ ଉତ୍ତଳନ ପାଇଁ ଦୟା , ଭାର୍ଗବୀ , କୁଆଖାଇ ଆଦି ନଦୀର ବ୍ରିଜରେ ପଥଚାରି ମାନଙ୍କ ଭିଡ ଦେଖିବାକୁ ମିଳିଥିଲା। ଉକ୍ତ ନଦୀରେ ବନ୍ୟା ଜଳ ଦ୍ରୁତ ବେଗରେ ବୃଦ୍ଧି ଦ୍ବରା ତତ୍ପର ହୋଇ ଉଠିଛି ସ୍ଥାନୀୟ ଅଞ୍ଚଳର ବ୍ଳକ୍ ଓ ତହସିଲ ପ୍ରଶାସନ । ଉକ୍ତ ନଦୀର କୂଳରେ ଥିବା ଜନବସତି ଅଞ୍ଚଳକୁ ଜନ ପ୍ରତିନିଧିଙ୍କ ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସତର୍କ ସୂଚନା ଦିଆଯାଇ ଥିବା ଖବର ମିଳିଛି । ନଦୀ କୂଳ ମାନଙ୍କରେ ଚାଷ କରାଯାଇଥିବା ବିଭିନ୍ନ କିସମର ପନିପରିବା କ୍ଷେତରେ ବନ୍ୟା ଜଳ ପଶି କେତେକ ଅଂଶ ଚାଷଜମି ଗୁଡିକ ନଷ୍ଟ ହଇଥିବା ସାଧାରଣରେ ଆଲୋଚନା ହେଉଛି । ଆଗକୁ ଯଦି ନଦୀରେ ବନ୍ୟା ଜଳର ପରିମାଣ ଅଧିକ ବୃଦ୍ଧି ଘଟେ ଏହାକୁ ନେଇ ଚିନ୍ତାରେ ଚାଷୀକୁଳ ପରିବାର ଓ ନଦୀ କୂଳିଆ ବାସିନ୍ଦା।1
- ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ପଞ୍ଚାୟତ ପ୍ରତାପରୁଦ୍ରପୁର ରେ ୧୨ ଗୋଟି ୱ।ର୍ଡ ଏହି ୱାର୍ଡରେ ଭତା ବ୍ୟାଙ୍କରେ ପାଉଥିବା ଲୋକେ ପ୍ରତିମାସରେ ଭତା ମିଳିପାରୁନାହିଁ ଏହି ଲୋକ କାହୁତରଣ ନାୟକ ସମାଜ ସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ତା୩୧/୭/୨୦୨୬1
- ହଂସପାଳ ଛକ କୁଆଖାଇ ନଦୀ ବ୍ରିଜ ଉପରୁ ପାଣିକୁ ଡେଇଁଲେ ଯୁବତୀ। ଯୁବତୀ ଙ୍କ ପରିଚୟ ମିଳିପାରି ନଥିବା ବେଳେ ସେ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ଜଣେ ଯୁବତୀ ହଟାତ୍ ବ୍ରିଜ୍ ଉପରୁ ନଦୀ କୁ ଡେଇଁ ପଡିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ମଞ୍ଚେଶ୍ୱର ଥାନା କୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ପାହାଳ ଅଗ୍ନିଶମ ବାହିନୀ ପହଞ୍ଚି ନଦୀ ଭିତରେ ବହୁତ୍ ସମୟ ଖୋଜାଖୋଜି କରିଥିଲେ।ରାତି ହୋଇଯିବା ସହ କୁଆଖାଇ ନଦୀ ର ସ୍ରୋତ ପ୍ରଖର ଥିବାରୁ ଯୁବତୀ ଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ ଅଗ୍ନିଶମ ବାହିନୀ। ଯୁବତୀ ନଦୀ ସ୍ରୋତ ରେ ଭାସି ଭାସି ଦୟାନଦୀ କିମ୍ବା କୁଶଭଦ୍ରା ନଦୀ ମୁହାଣ କୁ ଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି।ପୁଣି ସକାଳୁ ଖୋଜାଖୋଜି କରାଯିବା ନେଇ ସୂଚନା ମିଳିଛି।1