logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୁନ୍ଦର ଗଡ଼ ସ୍ୱରର 11 ତମ ବାର୍ଷିକ ଉତ୍ସବ ରାଉରକେଲା ଏଭାଟେଲ ସୋଲାସ ଠାରେ ଅନୁଷ୍ଠିତ ବଣାଇ ଗଡ଼ର ଜୟନ୍ତ କୁମାର ସାହୁ ସୁନ୍ଦର ଗଡ଼ର ସ୍ୱର ପାଇଁ 2ୟ ଥର ଶ୍ରେଷ୍ଠ ସାମ୍ବାଦିକ ଭାବରେ ସମ୍ମାନିତ ହୋଇଛନ୍ତି l ସୂଚନାରୁ ପ୍ରକାଶ ରାଉରକେଲା ଏଭାଟେଲ ସୋଲାସ ଠାରେ ପ୍ରତିଷ୍ଠାତା ସୁବାଷ ରାଉତଙ୍କ ଅଧ୍ୟକ୍ଷତାରେ ସୁନ୍ଦର ଗଡ଼ ସ୍ୱର ସମ୍ବାଦ ପତ୍ର ର 11 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବ୍ୟକ୍ତା ଭାବରେ ଆକାଶ ବାଣୀ କଟକ କେନ୍ଦ୍ରର ଉଦଘୋଷକ ବିଜୟ କୁମାର ରାଉତ, ସମ୍ମାନିତ ଅତିଥି ଭାବରେ ରାଉରକେଲା ବିଧାୟକ ତଥା ପୂର୍ବତ୍ତନ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ଉତ୍କଳ ମେଲର ପ୍ରତିଷ୍ଠାତା ପୀତବାସ ମିଶ୍ର, ବିଜେଡି ଜ଼ିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଅର୍ବାନ ବ୍ୟାଙ୍କର ସଭାପତି ଦିଲ୍ଲୀପ କୁମାର ମହାପାତ୍ର, ବିଜେଡି ନେତା ବିରେନ ସେନାପତି ପ୍ରମୁଖ ଯୋଗ ଦେଇ ସମ୍ବାଦ ପତ୍ରର ଭୂମିକା ଓ ଅଧିକାର ବିଷୟରେ ଆଲୋକପାତ କରିଥିଲେ l ସୁନ୍ଦର ଗଡ଼ ସ୍ୱର ନିରପେକ୍ଷ ଓ ନିର୍ଭିକ ସମ୍ବାଦ ପରିବେଷଣ କରୁଥିବାରୁ ପ୍ରତିଷ୍ଠାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ସାମ୍ବାଦିକ ଜୟନ୍ତ କୁମାର ସାହୁ ସମସ୍ତ ଅତିଥି ଓ ଉପସ୍ଥିତ ଥିବା ବୁଦ୍ଧିଜୀବୀ, ସାମ୍ବାଦିକ ଓ ଜନ ସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

17 hrs ago
user_ପ୍ରଦୀପ କୁମାର ସାହୁ
ପ୍ରଦୀପ କୁମାର ସାହୁ
Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
17 hrs ago
06142c85-6287-4f0a-a873-143e12d1695c

ସୁନ୍ଦର ଗଡ଼ ସ୍ୱରର 11 ତମ ବାର୍ଷିକ ଉତ୍ସବ ରାଉରକେଲା ଏଭାଟେଲ ସୋଲାସ ଠାରେ ଅନୁଷ୍ଠିତ ବଣାଇ ଗଡ଼ର ଜୟନ୍ତ କୁମାର ସାହୁ ସୁନ୍ଦର ଗଡ଼ର ସ୍ୱର ପାଇଁ 2ୟ ଥର ଶ୍ରେଷ୍ଠ ସାମ୍ବାଦିକ ଭାବରେ ସମ୍ମାନିତ ହୋଇଛନ୍ତି l ସୂଚନାରୁ ପ୍ରକାଶ ରାଉରକେଲା ଏଭାଟେଲ ସୋଲାସ ଠାରେ ପ୍ରତିଷ୍ଠାତା ସୁବାଷ ରାଉତଙ୍କ ଅଧ୍ୟକ୍ଷତାରେ ସୁନ୍ଦର ଗଡ଼ ସ୍ୱର ସମ୍ବାଦ ପତ୍ର ର 11 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବ୍ୟକ୍ତା ଭାବରେ ଆକାଶ ବାଣୀ କଟକ କେନ୍ଦ୍ରର ଉଦଘୋଷକ ବିଜୟ କୁମାର ରାଉତ, ସମ୍ମାନିତ ଅତିଥି ଭାବରେ

5be1ecce-6097-4c8c-b4d8-8bdbeb644efa

ରାଉରକେଲା ବିଧାୟକ ତଥା ପୂର୍ବତ୍ତନ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ଉତ୍କଳ ମେଲର ପ୍ରତିଷ୍ଠାତା ପୀତବାସ ମିଶ୍ର, ବିଜେଡି ଜ଼ିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଅର୍ବାନ ବ୍ୟାଙ୍କର ସଭାପତି ଦିଲ୍ଲୀପ କୁମାର ମହାପାତ୍ର, ବିଜେଡି ନେତା ବିରେନ ସେନାପତି ପ୍ରମୁଖ ଯୋଗ ଦେଇ ସମ୍ବାଦ ପତ୍ରର ଭୂମିକା ଓ ଅଧିକାର ବିଷୟରେ ଆଲୋକପାତ କରିଥିଲେ l ସୁନ୍ଦର ଗଡ଼ ସ୍ୱର ନିରପେକ୍ଷ ଓ ନିର୍ଭିକ ସମ୍ବାଦ ପରିବେଷଣ କରୁଥିବାରୁ ପ୍ରତିଷ୍ଠାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ସାମ୍ବାଦିକ ଜୟନ୍ତ କୁମାର ସାହୁ ସମସ୍ତ ଅତିଥି ଓ ଉପସ୍ଥିତ ଥିବା ବୁଦ୍ଧିଜୀବୀ, ସାମ୍ବାଦିକ ଓ ଜନ ସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

More news from ଓଡ଼ିଶା and nearby areas
  • ବନ୍ୟା ପରିସ୍ଥିତି ପରିଚାଳନା ସମ୍ପର୍କିତ ସୂଚନାଦେଲେ ଜିଲ୍ଲାପାଳ! ସ୍ଥିତି ସମ୍ପୂର୍ଣ ନିୟନ୍ତ୍ରାଧୀନ,ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ କେନ୍ଦୁଝର,୩୧(ଦୁର୍ଯ୍ୟୋଧନ ପାତ୍ର):କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ଆଜି ମିନି କନଫରେନ୍ସ ହଲ୍‌ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବର୍ତ୍ତମାନର ସ୍ଥିତି, ରିଲିଫ୍ କାର୍ଯ୍ୟ ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଜିଲ୍ଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି ଯେ ଚମ୍ପୁଆ, ସ୍ୱାମପାଟଣା ଏବଂ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି।ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଆନନ୍ଦପୁରଠାରେ ଜଳସ୍ତର ୩୫.୩୫ ମିଟର ରହିଥିଲା, ଯାହା ବିପଦ ସଙ୍କେତ (୩୮.୩୬ ମିଟର)ଠାରୁ ଯଥେଷ୍ଟ ତଳେ ରହିଛି। ସେହିପରି ଚମ୍ପୁଆ ଏବଂ ସ୍ୱାମପାଟଣାଠାରେ ମଧ୍ୟ ନଦୀର ଜଳସ୍ତର ନିଜ ନିଜର ବିପଦ ସଙ୍କେତ ଠାରୁ ତଳେ ରହିଛି ଏବଂ କ୍ରମାଗତ ଭାବେ ହ୍ରାସ ପାଉଛି। କାନପୁର ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ କଫର ଡ୍ୟାମ୍ ଉପରେ ପାଣି ପ୍ରବାହିତ ହେଉଛି ଏବଂ ସର୍ବାଧିକ ସୁରକ୍ଷିତ ସ୍ତର ୪୪୦.୦୦ ମିଟର ତୁଳନାରେ ଜଳଭଣ୍ଡାରର ଜଳସ୍ତର ୪୩୦.୪୦ ମିଟର ରେକର୍ଡ କରାଯାଇଛି।ଏହି ପ୍ରକଳ୍ପକୁ ପ୍ରତି ସେକେଣ୍ଡରେ ୪୦.୧୬୨ କ୍ୟୁମେକ (ଘନ ମିଟର) ଜଳ ପ୍ରବେଶ କରୁଥିବା ବେଳେ ୫୮୭.୯७୮ କ୍ୟୁମେକ ଜଳ ନିଷ୍କାସିତ ହେଉଛି। ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ଜଳ ନିଷ୍କାସନ ଯୋଗୁଁ କୌଣସି ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ନାହିଁ ଏବଂ ପ୍ରଶାସନ ପକ୍ଷରୁ ନିମ୍ନମୁଖୀ ବ୍ଲକ ଯଥା ଯୋଡ଼ା,ଚମ୍ପୁଆ,ଝୁମ୍ପୁରା,ସଦର ଏବଂ ପାଟଣାର ସ୍ଥିତି ଉପରେ କ୍ରମାଗତ ଭାବେ ନଜର ରଖାଯାଇଛି। ଜିଲ୍ଲାପାଳ ଦର୍ଶାଇଛନ୍ତି ଯେ ବିଗତ କିଛି ଦିନର ପ୍ରବଳ ବର୍ଷା ଯୋଗୁଁ ୧୩ଟି ବ୍ଲକର ୯୪ଟି ଗ୍ରାମ ପଞ୍ଚାୟତ ଏବଂ ୭୨୭ଟି ଗ୍ରାମ ପ୍ରଭାବିତ ହୋଇଛି।ମୋଟ ୪୮ଟି ଗ୍ରାମ ଜଳବନ୍ଦୀ ହୋଇ ରହିଥିଲା,କିନ୍ତୁ ବର୍ତ୍ତମାନ କୌଣସି ଗ୍ରାମ ଜଳବନ୍ଦୀ ହୋଇ ରହିନାହିଁ।ଫସଲ କ୍ଷତିର ଆକଳନ ଅନୁଯାୟୀ ୧୮୭ ହେକ୍ଟର ଧାନ ଜମି ଏବଂ ୭୦ ହେକ୍ଟର ଅଣଧାନ ଚାଷ ଜମି ନଷ୍ଟ ହୋଇଛି।ଜିଲ୍ଲାରେ ୫୨୩ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି, ଯେଉଁଥିରେ ୫୨୦ଟି ଆଂଶିକ କ୍ଷତିଗ୍ରସ୍ତ ଏବଂ ୩ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଘର ସାମିଲ ଅଛି, ଏହା ବ୍ୟତୀତ ୩୮ଟି ଗୁହାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ଜନିତ ବିଭିନ୍ନ ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି-ଜଣେ କାନ୍ଥ ଭୁଶୁଡ଼ିବା ଯୋଗୁଁ, ଦୁଇ ଜଣ ପାଣିରେ ବୁଡ଼ିଯିବା ଯୋଗୁଁ ଏବଂ ଜଣେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି-ଏହା ସହିତ ୧୪ଟି ଗୋରୁଗାଈଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ସୂଚନା ମିଳିଛି।ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବାa ୧୮ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇଥିଲା, ଯେଉଁଥିରୁ ବର୍ତ୍ତମାନ ୨ଟି କାର୍ଯ୍ୟକ୍ଷମ ରହିଛି। ଏପର୍ଯ୍ୟନ୍ତ ମୋଟ ୬,୯୧୮ ଜଣ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ଆଜି ୬୦ ଜଣଙ୍କୁ ଖାଦ୍ୟ ପରଷା ଯାଇଛି।ପ୍ରଶାସନ ପକ୍ଷରୁ ୧,୮୧୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୯୨ ଜଣ ଗର୍ଭବତୀ ମହିଳାଙ୍କୁ 'ମା' ଗୃହ'କୁ ସ୍ଥାନାନ୍ତର କରାଯାଇଛି। ଏହାବ୍ୟତୀତ ୧ଟି ଆଶ୍ରୟସ୍ଥଳୀ, ୧୦ଟି ଗୋପାଳନ ଶିବିର (କ୍ୟାଟଲ କ୍ୟାମ୍ପ),୧୦ଟି ମେଡିକାଲ ଟିମ୍,୨୬ଟି ମୋବାଇଲ୍ ମେଡିକାଲ୍ ୟୁନିଟ୍ ଏବଂ ୧୦ଟି ପ୍ରାଣୀଧନ ଚିକିତ୍ସା ଟିମ୍ ନିୟୋଜିତ କରାଯିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ୫୬୯ଟି ପଲିଥିନ୍ ସିଟ୍ ବଣ୍ଟନ କରାଯାଇଛି।ଜନସାଧାରଣଙ୍କୁ ସତର୍କ ଓ ସଜାଗ ରହିବାକୁ ନିବେଦନ କରି ନାଗରିକମାନେ କେବଳ ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଉଥିବା ସଠିକ୍ ସୂଚନା ଉପରେ ଭରସା କରିବାସହ କୌଣସି ଗୁଜବ କିମ୍ବା ସୋସିଆଲ ମିଡିଆର ଅସତ୍ୟ ବାର୍ତ୍ତା ଉପରେ ବିଶ୍ୱାସ ନକରନ୍ତୁ କିମ୍ବା ତାହାକୁ ସେୟାର ନକରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ଯେ। ବଢ଼ି ପାଣି ଥିବା ନଦୀ,ନାଳ,ଡ୍ୟାମ୍ କିମ୍ବା ଅନ୍ୟାନ୍ୟ ଜଳାଶୟ ନିକଟକୁ ନଯିବାକୁ ଏବଂ ବନ୍ୟା ପାଣି ପାଖରେ ସେଲଫି ନେବା କିମ୍ବା କୌଣସି ବିପଜ୍ଜନକ କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି।ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପ୍ରଶାସନକୁ ସୂଚନା ଦେବାକୁ ଏବଂ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଡେପୁଟି କଲେକ୍ଟର (ଜରୁରୀକାଳୀନ) ଅଭିଳାଷ ପୁରୋହିତ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତଥିଲେ।
    1
    ବନ୍ୟା ପରିସ୍ଥିତି ପରିଚାଳନା ସମ୍ପର୍କିତ ସୂଚନାଦେଲେ ଜିଲ୍ଲାପାଳ!
ସ୍ଥିତି ସମ୍ପୂର୍ଣ ନିୟନ୍ତ୍ରାଧୀନ,ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ 

କେନ୍ଦୁଝର,୩୧(ଦୁର୍ଯ୍ୟୋଧନ ପାତ୍ର):କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ଆଜି ମିନି କନଫରେନ୍ସ ହଲ୍‌ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବର୍ତ୍ତମାନର ସ୍ଥିତି, ରିଲିଫ୍ କାର୍ଯ୍ୟ ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଜିଲ୍ଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି ଯେ ଚମ୍ପୁଆ, ସ୍ୱାମପାଟଣା ଏବଂ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି।ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଆନନ୍ଦପୁରଠାରେ ଜଳସ୍ତର ୩୫.୩୫ ମିଟର ରହିଥିଲା, ଯାହା ବିପଦ ସଙ୍କେତ (୩୮.୩୬ ମିଟର)ଠାରୁ ଯଥେଷ୍ଟ ତଳେ ରହିଛି। ସେହିପରି ଚମ୍ପୁଆ ଏବଂ ସ୍ୱାମପାଟଣାଠାରେ ମଧ୍ୟ ନଦୀର ଜଳସ୍ତର ନିଜ ନିଜର ବିପଦ ସଙ୍କେତ ଠାରୁ ତଳେ ରହିଛି ଏବଂ କ୍ରମାଗତ ଭାବେ ହ୍ରାସ ପାଉଛି।
କାନପୁର ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ କଫର ଡ୍ୟାମ୍ ଉପରେ ପାଣି ପ୍ରବାହିତ ହେଉଛି ଏବଂ ସର୍ବାଧିକ ସୁରକ୍ଷିତ ସ୍ତର ୪୪୦.୦୦ ମିଟର ତୁଳନାରେ ଜଳଭଣ୍ଡାରର ଜଳସ୍ତର ୪୩୦.୪୦ ମିଟର ରେକର୍ଡ କରାଯାଇଛି।ଏହି ପ୍ରକଳ୍ପକୁ ପ୍ରତି ସେକେଣ୍ଡରେ ୪୦.୧୬୨ କ୍ୟୁମେକ (ଘନ ମିଟର) ଜଳ ପ୍ରବେଶ କରୁଥିବା ବେଳେ ୫୮୭.୯७୮ କ୍ୟୁମେକ ଜଳ ନିଷ୍କାସିତ ହେଉଛି। ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ଜଳ ନିଷ୍କାସନ ଯୋଗୁଁ କୌଣସି ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ନାହିଁ ଏବଂ ପ୍ରଶାସନ ପକ୍ଷରୁ ନିମ୍ନମୁଖୀ ବ୍ଲକ ଯଥା ଯୋଡ଼ା,ଚମ୍ପୁଆ,ଝୁମ୍ପୁରା,ସଦର ଏବଂ ପାଟଣାର ସ୍ଥିତି ଉପରେ କ୍ରମାଗତ ଭାବେ ନଜର ରଖାଯାଇଛି।
ଜିଲ୍ଲାପାଳ ଦର୍ଶାଇଛନ୍ତି ଯେ ବିଗତ କିଛି ଦିନର ପ୍ରବଳ ବର୍ଷା ଯୋଗୁଁ ୧୩ଟି ବ୍ଲକର ୯୪ଟି ଗ୍ରାମ ପଞ୍ଚାୟତ ଏବଂ ୭୨୭ଟି ଗ୍ରାମ ପ୍ରଭାବିତ ହୋଇଛି।ମୋଟ ୪୮ଟି ଗ୍ରାମ ଜଳବନ୍ଦୀ ହୋଇ ରହିଥିଲା,କିନ୍ତୁ ବର୍ତ୍ତମାନ କୌଣସି ଗ୍ରାମ ଜଳବନ୍ଦୀ ହୋଇ ରହିନାହିଁ।ଫସଲ କ୍ଷତିର ଆକଳନ ଅନୁଯାୟୀ ୧୮୭ ହେକ୍ଟର ଧାନ ଜମି ଏବଂ ୭୦ ହେକ୍ଟର ଅଣଧାନ ଚାଷ ଜମି ନଷ୍ଟ ହୋଇଛି।ଜିଲ୍ଲାରେ ୫୨୩ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି, ଯେଉଁଥିରେ ୫୨୦ଟି ଆଂଶିକ କ୍ଷତିଗ୍ରସ୍ତ ଏବଂ ୩ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଘର ସାମିଲ ଅଛି, ଏହା ବ୍ୟତୀତ ୩୮ଟି ଗୁହାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ଜନିତ ବିଭିନ୍ନ ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି-ଜଣେ କାନ୍ଥ ଭୁଶୁଡ଼ିବା ଯୋଗୁଁ, ଦୁଇ ଜଣ ପାଣିରେ ବୁଡ଼ିଯିବା ଯୋଗୁଁ ଏବଂ ଜଣେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି-ଏହା ସହିତ ୧୪ଟି ଗୋରୁଗାଈଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ସୂଚନା ମିଳିଛି।ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବାa ୧୮ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇଥିଲା, ଯେଉଁଥିରୁ ବର୍ତ୍ତମାନ ୨ଟି କାର୍ଯ୍ୟକ୍ଷମ ରହିଛି। ଏପର୍ଯ୍ୟନ୍ତ ମୋଟ ୬,୯୧୮ ଜଣ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ଆଜି ୬୦ ଜଣଙ୍କୁ ଖାଦ୍ୟ ପରଷା ଯାଇଛି।ପ୍ରଶାସନ ପକ୍ଷରୁ ୧,୮୧୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୯୨ ଜଣ ଗର୍ଭବତୀ ମହିଳାଙ୍କୁ 'ମା' ଗୃହ'କୁ ସ୍ଥାନାନ୍ତର କରାଯାଇଛି। ଏହାବ୍ୟତୀତ ୧ଟି ଆଶ୍ରୟସ୍ଥଳୀ, ୧୦ଟି ଗୋପାଳନ ଶିବିର (କ୍ୟାଟଲ କ୍ୟାମ୍ପ),୧୦ଟି ମେଡିକାଲ ଟିମ୍,୨୬ଟି ମୋବାଇଲ୍ ମେଡିକାଲ୍ ୟୁନିଟ୍ ଏବଂ ୧୦ଟି ପ୍ରାଣୀଧନ ଚିକିତ୍ସା ଟିମ୍ ନିୟୋଜିତ କରାଯିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ୫୬୯ଟି ପଲିଥିନ୍ ସିଟ୍ ବଣ୍ଟନ କରାଯାଇଛି।ଜନସାଧାରଣଙ୍କୁ ସତର୍କ ଓ ସଜାଗ ରହିବାକୁ ନିବେଦନ କରି ନାଗରିକମାନେ କେବଳ ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଉଥିବା ସଠିକ୍ ସୂଚନା ଉପରେ ଭରସା କରିବାସହ  କୌଣସି ଗୁଜବ କିମ୍ବା ସୋସିଆଲ ମିଡିଆର ଅସତ୍ୟ ବାର୍ତ୍ତା ଉପରେ ବିଶ୍ୱାସ ନକରନ୍ତୁ କିମ୍ବା ତାହାକୁ ସେୟାର ନକରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ଯେ। ବଢ଼ି ପାଣି ଥିବା ନଦୀ,ନାଳ,ଡ୍ୟାମ୍ କିମ୍ବା ଅନ୍ୟାନ୍ୟ ଜଳାଶୟ ନିକଟକୁ ନଯିବାକୁ ଏବଂ ବନ୍ୟା ପାଣି ପାଖରେ ସେଲଫି ନେବା କିମ୍ବା କୌଣସି ବିପଜ୍ଜନକ କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି।ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପ୍ରଶାସନକୁ ସୂଚନା ଦେବାକୁ ଏବଂ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଡେପୁଟି କଲେକ୍ଟର (ଜରୁରୀକାଳୀନ) ଅଭିଳାଷ ପୁରୋହିତ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତଥିଲେ।
    user_ଦୁର୍ଯ୍ୟୋଧନ ପାତ୍ର
    ଦୁର୍ଯ୍ୟୋଧନ ପାତ୍ର
    Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    4 hrs ago
  • ପୁରଣୀଆରେ ୨୫ ଟିକିଆ ହାତୀପଲଙ୍କ ଉତ୍ପାତ; ମାଡ଼ି ଦଳି ଦେଲେ ଧାନ ଫସଲ, ଭୟରେ ଗ୍ରାମବାସୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ପୁରଣୀଆ ଓ ଏହାର ଆଖପାଖ ଅଞ୍ଚଳରେ ହାତୀପଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ଦିନ ଧରି ପ୍ରାୟ ୨୫ଟି ହାତୀଙ୍କ ଏକ ପଲ ଏହି ଅଞ୍ଚଳରେ ଅବସ୍ଥାନ କରି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ​ରାତି ହେଲେ ହାତୀପଲ ଜଙ୍ଗଲରୁ ବାହାରି ଗ୍ରାମ ନିକଟସ୍ଥ ଧାନ ବିଲରେ ପଶି ଫସଲକୁ ନଷ୍ଟ କରିଦେଉଛନ୍ତି। କଷ୍ଟାର୍ଜିତ ଫସଲ ଆଖି ଆଗରେ ନଷ୍ଟ ହେଉଥିବାରୁ ଚାଷୀମାନେ ନାହିଁନଥିବା ଚିନ୍ତାରେ ପଡ଼ିଛନ୍ତି। ଅପରପକ୍ଷରେ, ସନ୍ଧ୍ୟା ନଦେଉଣୁ ହାତୀ ଭୟରେ ଗ୍ରାମବାସୀ ଘରୁ ବାହାରିବାକୁ ଭୟ କରୁଛନ୍ତି। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ ଗଭୀର ଜଙ୍ଗଲକୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
    1
    ପୁରଣୀଆରେ ୨୫ ଟିକିଆ ହାତୀପଲଙ୍କ ଉତ୍ପାତ; ମାଡ଼ି ଦଳି ଦେଲେ ଧାନ ଫସଲ, ଭୟରେ ଗ୍ରାମବାସୀ


କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ପୁରଣୀଆ ଓ ଏହାର ଆଖପାଖ ଅଞ୍ଚଳରେ ହାତୀପଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ଦିନ ଧରି ପ୍ରାୟ ୨୫ଟି ହାତୀଙ୍କ ଏକ ପଲ ଏହି ଅଞ୍ଚଳରେ ଅବସ୍ଥାନ କରି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି।
​ରାତି ହେଲେ ହାତୀପଲ ଜଙ୍ଗଲରୁ ବାହାରି ଗ୍ରାମ ନିକଟସ୍ଥ ଧାନ ବିଲରେ ପଶି ଫସଲକୁ ନଷ୍ଟ କରିଦେଉଛନ୍ତି। କଷ୍ଟାର୍ଜିତ ଫସଲ ଆଖି ଆଗରେ ନଷ୍ଟ ହେଉଥିବାରୁ ଚାଷୀମାନେ ନାହିଁନଥିବା ଚିନ୍ତାରେ ପଡ଼ିଛନ୍ତି। ଅପରପକ୍ଷରେ, ସନ୍ଧ୍ୟା ନଦେଉଣୁ ହାତୀ ଭୟରେ ଗ୍ରାମବାସୀ ଘରୁ ବାହାରିବାକୁ ଭୟ କରୁଛନ୍ତି। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ ଗଭୀର ଜଙ୍ଗଲକୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
    user_ସମୀର ପାତ୍ର
    ସମୀର ପାତ୍ର
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    6 hrs ago
  • #ପଥର_ଖସିଲା_ରାସ୍ତା_ବନ୍ଦ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡା–ହଣ୍ଡପା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ #Anugul #Odisha #ପଥର_ଖସିଲା_ରାସ୍ତା_ବନ୍ଦ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡା–ହଣ୍ଡପା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ #Anugul #Odisha
    1
    #ପଥର_ଖସିଲା_ରାସ୍ତା_ବନ୍ଦ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡା–ହଣ୍ଡପା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ 
#Anugul #Odisha
#ପଥର_ଖସିଲା_ରାସ୍ତା_ବନ୍ଦ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡା–ହଣ୍ଡପା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ 
#Anugul #Odisha
    user_User2311
    User2311
    ହଣ୍ଡପା, ଅନୁଗୁଳ, ଓଡ଼ିଶା•
    12 hrs ago
  • 🚨 BREAKING NEWS | P24NEWS EXPRESS प्रधानमंत्री नरेंद्र मोदी ने सामाजिक सौहार्द और एकजुटता का संदेश देते हुए कहा: "Abuses never solve anything. Let’s guide the misguided. Let’s work together. Let’s work for Bharat." इस संदेश में प्रधानमंत्री ने लोगों से अपील की कि गाली-गलौज और कटुता की बजाय संवाद, सहयोग और राष्ट्रहित को प्राथमिकता दें। उन्होंने मिलकर एक मजबूत और विकसित भारत के निर्माण की भावना पर जोर दिया। 🇮🇳 #PMModi #NarendraModi #BreakingNews #P24NewsExpress #Bharat #India #NationFirst #Unity #PositiveMessage #LatestNews #HindiNews 🚨 BREAKING NEWS | P24NEWS EXPRESS प्रधानमंत्री नरेंद्र मोदी ने सामाजिक सौहार्द और एकजुटता का संदेश देते हुए कहा: "Abuses never solve anything. Let’s guide the misguided. Let’s work together. Let’s work for Bharat." इस संदेश में प्रधानमंत्री ने लोगों से अपील की कि गाली-गलौज और कटुता की बजाय संवाद, सहयोग और राष्ट्रहित को प्राथमिकता दें। उन्होंने मिलकर एक मजबूत और विकसित भारत के निर्माण की भावना पर जोर दिया। 🇮🇳 #PMModi #NarendraModi #BreakingNews #P24NewsExpress #Bharat #India #NationFirst #Unity #PositiveMessage #LatestNews #HindiNews
    1
    🚨 BREAKING NEWS | P24NEWS EXPRESS

प्रधानमंत्री नरेंद्र मोदी ने सामाजिक सौहार्द और एकजुटता का संदेश देते हुए कहा:

"Abuses never solve anything. Let’s guide the misguided. Let’s work together. Let’s work for Bharat."

इस संदेश में प्रधानमंत्री ने लोगों से अपील की कि गाली-गलौज और कटुता की बजाय संवाद, सहयोग और राष्ट्रहित को प्राथमिकता दें। उन्होंने मिलकर एक मजबूत और विकसित भारत के निर्माण की भावना पर जोर दिया। 🇮🇳

#PMModi #NarendraModi #BreakingNews #P24NewsExpress #Bharat #India #NationFirst #Unity #PositiveMessage #LatestNews #HindiNews


🚨 BREAKING NEWS | P24NEWS EXPRESS
प्रधानमंत्री नरेंद्र मोदी ने सामाजिक सौहार्द और एकजुटता का संदेश देते हुए कहा:
"Abuses never solve anything. Let’s guide the misguided. Let’s work together. Let’s work for Bharat."
इस संदेश में प्रधानमंत्री ने लोगों से अपील की कि गाली-गलौज और कटुता की बजाय संवाद, सहयोग और राष्ट्रहित को प्राथमिकता दें। उन्होंने मिलकर एक मजबूत और विकसित भारत के निर्माण की भावना पर जोर दिया। 🇮🇳
#PMModi #NarendraModi #BreakingNews #P24NewsExpress #Bharat #India #NationFirst #Unity #PositiveMessage #LatestNews #HindiNews
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
  • ଯୁଗି ଯୁଗେନ ପ୍ରକଳ୍ପ ବନ୍ଦ କରିବା ନେଇ ଜିଲ୍ଲାରେ ଯୁଗି ଯୁଗେନ ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲା ଜଳ ସେଚନ ଅଫିସ ଘେରାଉ
    1
    ଯୁଗି ଯୁଗେନ ପ୍ରକଳ୍ପ ବନ୍ଦ କରିବା ନେଇ ଜିଲ୍ଲାରେ  ଯୁଗି ଯୁଗେନ ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲା ଜଳ ସେଚନ ଅଫିସ ଘେରାଉ
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    4 hrs ago
  • ତଲସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଦୋପାନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଡିଛି ଅତି ସୋଚନୀୟ ଅବସ୍ଥା ରେ l
    1
    ତଲସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଦୋପାନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଡିଛି ଅତି ସୋଚନୀୟ ଅବସ୍ଥା ରେ l
    user_Durjyodhan Garadia
    Durjyodhan Garadia
    ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    13 hrs ago
  • ଆନନ୍ଦ ବଜ଼ାର ଅଞ୍ଚଳରେ ଯୋଗାଇ ଦିଆଯାଉଥିବା ପାଇପ ପାଣି ଗୋଳିଆ ନେଇ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ଗ୍ରାମବାସୀ ତାଳଚେର :- ତାଳଚେର ବ୍ଲକ ସନ୍ଥପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଆନନ୍ଦ ବଜ଼ାର ଅଞ୍ଚଳରେ ଯୋଗାଇ ଦିଆଯାଉଥିବା ବସୁଧା ପାଇପ ପାଣି ଆଜିକୁ ଦୁଇ ଦିନ ହେବ ଗୋଳିଆ ନେଇ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଶୀଘ୍ର ପାଣି ସମସ୍ୟାକୁ ସମାଧାନ କରିବା ପାଇଁ ଜଳ ଯୋଗାଣ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଲେ l
    1
    ଆନନ୍ଦ ବଜ଼ାର ଅଞ୍ଚଳରେ ଯୋଗାଇ ଦିଆଯାଉଥିବା ପାଇପ ପାଣି ଗୋଳିଆ ନେଇ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ଗ୍ରାମବାସୀ 
ତାଳଚେର :- ତାଳଚେର ବ୍ଲକ ସନ୍ଥପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଆନନ୍ଦ ବଜ଼ାର ଅଞ୍ଚଳରେ ଯୋଗାଇ ଦିଆଯାଉଥିବା ବସୁଧା ପାଇପ ପାଣି ଆଜିକୁ ଦୁଇ ଦିନ ହେବ ଗୋଳିଆ ନେଇ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି l   ଶୀଘ୍ର ପାଣି ସମସ୍ୟାକୁ ସମାଧାନ କରିବା ପାଇଁ ଜଳ ଯୋଗାଣ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଲେ l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    14 hrs ago
  • 🚨 P24 NEWS EXPRESS | सार्वजनिक सूचना झारसुगुड़ा जिला प्रशासन की ओर से महत्वपूर्ण सूचना शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है। प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें। आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें। — P24 NEWS EXPRESS #JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate 🚨 P24 NEWS EXPRESS | सार्वजनिक सूचना झारसुगुड़ा जिला प्रशासन की ओर से महत्वपूर्ण सूचना शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है। प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें। आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें। — P24 NEWS EXPRESS #JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate
    1
    🚨 P24 NEWS EXPRESS | सार्वजनिक सूचना

झारसुगुड़ा जिला प्रशासन की ओर से महत्वपूर्ण सूचना

शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है।

प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें।

आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें।

— P24 NEWS EXPRESS

#JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate


🚨 P24 NEWS EXPRESS | सार्वजनिक सूचना
झारसुगुड़ा जिला प्रशासन की ओर से महत्वपूर्ण सूचना
शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है।
प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें।
आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें।
— P24 NEWS EXPRESS
#JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.