logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ପଥର_ଖସିଲା_ରାସ୍ତା_ବନ୍ଦ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡା–ହଣ୍ଡପା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ #Anugul #Odisha #ପଥର_ଖସିଲା_ରାସ୍ତା_ବନ୍ଦ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡା–ହଣ୍ଡପା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ #Anugul #Odisha

17 hrs ago
user_User2311
User2311
ହଣ୍ଡପା, ଅନୁଗୁଳ, ଓଡ଼ିଶା•
17 hrs ago

#ପଥର_ଖସିଲା_ରାସ୍ତା_ବନ୍ଦ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡା–ହଣ୍ଡପା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ #Anugul #Odisha #ପଥର_ଖସିଲା_ରାସ୍ତା_ବନ୍ଦ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡା–ହଣ୍ଡପା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ #Anugul #Odisha

More news from ଓଡ଼ିଶା and nearby areas
  • #ପଥର_ଖସିଲା_ରାସ୍ତା_ବନ୍ଦ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡା–ହଣ୍ଡପା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ #Anugul #Odisha #ପଥର_ଖସିଲା_ରାସ୍ତା_ବନ୍ଦ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡା–ହଣ୍ଡପା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ #Anugul #Odisha
    1
    #ପଥର_ଖସିଲା_ରାସ୍ତା_ବନ୍ଦ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡା–ହଣ୍ଡପା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ 
#Anugul #Odisha
#ପଥର_ଖସିଲା_ରାସ୍ତା_ବନ୍ଦ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାତ୍ରପଡା–ହଣ୍ଡପା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ 
#Anugul #Odisha
    user_User2311
    User2311
    ହଣ୍ଡପା, ଅନୁଗୁଳ, ଓଡ଼ିଶା•
    17 hrs ago
  • Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l Date-30-07-2026 Place -Kaniha, Angul Report - Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l Date-30-07-2026 Place -Kaniha, Angul Report - Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ
    1
    Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l

Date-30-07-2026
Place -Kaniha, Angul 
Report -

Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। 

ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ 
Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l
Date-30-07-2026
Place -Kaniha, Angul 
Report -
Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। 
ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ
    user_Shibaram naik
    Shibaram naik
    Anugul, Odisha•
    6 hrs ago
  • ବୌଦ୍ଧରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ :-ବାଲ୍ୟ ବିବାହ ମୁକ୍ତ ବୌଦ୍ଧ, ସୁରକ୍ଷିତ ଶୈଶବ ସଶକ୍ତ ଭବିଷ୍ୟତ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ। ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ "ଜିଲ୍ଲା ରଣନୀତିକ କାର୍ଯ୍ୟସୂଚୀ-୨୦୨୬" (District Strategic Action Plan - 2026) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ବାଲ୍ୟବିବାହର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଉଦ୍ଦିଷ୍ଟ "ଜିଲ୍ଲା କାର୍ଯ୍ୟସୂଚୀ" ର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ମିଳିତ ସମାବେଶରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ସାଗରିକା ଦତ୍ତ ଉପସ୍ଥିତ ସମସ୍ତ ଅତିଥି ତଥା ଅଧିକାରୀମାନଙ୍କୁ ଆନୁଷ୍ଠାନିକ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଘାସିରାମ ପଣ୍ଡା , ୟୁନି ସେଫ୍ ପରାମର୍ଶଦାତା ରିସୋର୍ସ ପର୍ସନ ଭାବେ ଯୋଗଦେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କେମିତି ଜିଲ୍ଲା ରୁ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବିଲୁପ୍ତ ହେବ ଏହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବାଲ୍ୟବିବାହ ଜିଲ୍ଲା ସଂଯୋଜକ ଅକ୍ଷୟ ସିଂହ ଏହି ସମଗ୍ର ବୈଠକକୁ ପରିଚାଳନା କରିଥିଲେ। ବୌଦ୍ଧ "ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର" (DHEW) ର ସକ୍ରିୟ ସମନ୍ୱୟ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଛି। ଜିଲ୍ଲାରୁ ବାଲ୍ୟବିବାହ ଭଳି ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ସମସ୍ତ ଲାଇନ ଡିପାର୍ଟମେଣ୍ଟ ନିଜ ନିଜ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏହି ମିଳିତ ସଭାରେ ସ୍ଥିର କରିଛନ୍ତିl ଏହି କାର୍ଯ୍ୟକ୍ରମରେ ଡିସିପିଓ ରାହୁଲ ପ୍ରଧାନ, ପୋଲିସ ଅଧିକାରୀ ବାସୁଦେବ ଭୋଇ, ଡିପିସି ମମତା ଆଶିଷ ମହାନ୍ତି, ସମସ୍ତ ସିଡିପିଓ, ସୁପରଭାଇଜର, ଅଧ୍ୟକ୍ଷ CWC ପ୍ରମୋଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଡିପିଓ ସୁଦାମ ଚରଣ ସାମଲ, ଡିସି ବାଲ୍ୟ ବିବାହ ଅକ୍ଷୟ କୁମାର ସିଂ, ଡିସି ହବ ସୁଜାତା ପାଣିଗ୍ରାହୀ, ଡିପିସି ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲା। କାର୍ଯ୍ୟକ୍ରମ ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
    3
    ବୌଦ୍ଧରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ
 :-ବାଲ୍ୟ ବିବାହ ମୁକ୍ତ ବୌଦ୍ଧ, ସୁରକ୍ଷିତ ଶୈଶବ ସଶକ୍ତ ଭବିଷ୍ୟତ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ।
ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ  ଅଧ୍ୟକ୍ଷତାରେ "ଜିଲ୍ଲା ରଣନୀତିକ କାର୍ଯ୍ୟସୂଚୀ-୨୦୨୬" (District Strategic Action Plan - 2026) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ବାଲ୍ୟବିବାହର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଉଦ୍ଦିଷ୍ଟ "ଜିଲ୍ଲା କାର୍ଯ୍ୟସୂଚୀ" ର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ମିଳିତ ସମାବେଶରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ସାଗରିକା ଦତ୍ତ ଉପସ୍ଥିତ ସମସ୍ତ ଅତିଥି ତଥା ଅଧିକାରୀମାନଙ୍କୁ ଆନୁଷ୍ଠାନିକ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଘାସିରାମ ପଣ୍ଡା , ୟୁନି ସେଫ୍ ପରାମର୍ଶଦାତା 
ରିସୋର୍ସ ପର୍ସନ ଭାବେ ଯୋଗଦେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କେମିତି ଜିଲ୍ଲା ରୁ ବାଲ୍ୟ ବିବାହ ସମ୍ପୂର୍ଣ୍ଣ  ବିଲୁପ୍ତ ହେବ  ଏହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବାଲ୍ୟବିବାହ ଜିଲ୍ଲା ସଂଯୋଜକ ଅକ୍ଷୟ ସିଂହ ଏହି ସମଗ୍ର ବୈଠକକୁ ପରିଚାଳନା  କରିଥିଲେ। ବୌଦ୍ଧ "ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର" (DHEW) ର ସକ୍ରିୟ ସମନ୍ୱୟ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଛି। ଜିଲ୍ଲାରୁ ବାଲ୍ୟବିବାହ ଭଳି ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ସମସ୍ତ ଲାଇନ ଡିପାର୍ଟମେଣ୍ଟ ନିଜ ନିଜ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏହି ମିଳିତ ସଭାରେ ସ୍ଥିର କରିଛନ୍ତିl ଏହି କାର୍ଯ୍ୟକ୍ରମରେ ଡିସିପିଓ ରାହୁଲ ପ୍ରଧାନ, ପୋଲିସ ଅଧିକାରୀ ବାସୁଦେବ ଭୋଇ, ଡିପିସି ମମତା ଆଶିଷ ମହାନ୍ତି,  ସମସ୍ତ ସିଡିପିଓ, ସୁପରଭାଇଜର, ଅଧ୍ୟକ୍ଷ CWC ପ୍ରମୋଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଡିପିଓ ସୁଦାମ ଚରଣ ସାମଲ, ଡିସି ବାଲ୍ୟ ବିବାହ ଅକ୍ଷୟ କୁମାର ସିଂ, ଡିସି ହବ ସୁଜାତା ପାଣିଗ୍ରାହୀ, ଡିପିସି ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ବିଭିନ୍ନ ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲା।
କାର୍ଯ୍ୟକ୍ରମ ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    7 hrs ago
  • ବୌଦ୍ଧରେ ୧୦୦ କେଜି ଗଞ୍ଜେଇ ସହ ବୋଲେରୋ ପିକଅପ୍ ଜବତ୍, ଡ୍ରାଇଭର ଫେରାର ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଡାକ ବଙ୍ଗଳା ନିକଟରେ ବୌଦ୍ଧ ଅବକାରୀ ମୋବାଇଲ୍ ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ କରାଯାଇ ଏକ ବୋଲେରୋ ପିକଅପ୍ ଗାଡ଼ିରୁ ପ୍ରାୟ ୧୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁସାରେ, ସନ୍ଦେହଜନକ ଭାବେ ରାସ୍ତା କଡ଼ରେ ଠିଆ ହୋଇଥିବା ବୋଲେରୋ ପିକଅପ୍ ଉପରେ ଅବକାରୀ ଅଧିକାରୀମାନେ ଚଢ଼ାଉ କରିଥିଲେ। ତଲାସି ବେଳେ ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ସହ ଗାଡ଼ିଟିକୁ ମଧ୍ୟ ସିଜ୍ କରାଯାଇଛି। ତେବେ ଚଢ଼ାଉ ସମୟରେ ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ବୌଦ୍ଧ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
    1
    ବୌଦ୍ଧରେ ୧୦୦ କେଜି ଗଞ୍ଜେଇ ସହ ବୋଲେରୋ ପିକଅପ୍ ଜବତ୍, ଡ୍ରାଇଭର ଫେରାର
ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଡାକ ବଙ୍ଗଳା ନିକଟରେ ବୌଦ୍ଧ ଅବକାରୀ ମୋବାଇଲ୍ ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ କରାଯାଇ ଏକ ବୋଲେରୋ ପିକଅପ୍ ଗାଡ଼ିରୁ ପ୍ରାୟ ୧୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁସାରେ, ସନ୍ଦେହଜନକ ଭାବେ ରାସ୍ତା କଡ଼ରେ ଠିଆ ହୋଇଥିବା ବୋଲେରୋ ପିକଅପ୍ ଉପରେ ଅବକାରୀ ଅଧିକାରୀମାନେ ଚଢ଼ାଉ କରିଥିଲେ। ତଲାସି ବେଳେ ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ସହ ଗାଡ଼ିଟିକୁ ମଧ୍ୟ ସିଜ୍ କରାଯାଇଛି।
ତେବେ ଚଢ଼ାଉ ସମୟରେ ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ବୌଦ୍ଧ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    8 hrs ago
  • ଆନନ୍ଦ ବଜ଼ାର ଅଞ୍ଚଳରେ ଯୋଗାଇ ଦିଆଯାଉଥିବା ପାଇପ ପାଣି ଗୋଳିଆ ନେଇ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ଗ୍ରାମବାସୀ ତାଳଚେର :- ତାଳଚେର ବ୍ଲକ ସନ୍ଥପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଆନନ୍ଦ ବଜ଼ାର ଅଞ୍ଚଳରେ ଯୋଗାଇ ଦିଆଯାଉଥିବା ବସୁଧା ପାଇପ ପାଣି ଆଜିକୁ ଦୁଇ ଦିନ ହେବ ଗୋଳିଆ ନେଇ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଶୀଘ୍ର ପାଣି ସମସ୍ୟାକୁ ସମାଧାନ କରିବା ପାଇଁ ଜଳ ଯୋଗାଣ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଲେ l
    1
    ଆନନ୍ଦ ବଜ଼ାର ଅଞ୍ଚଳରେ ଯୋଗାଇ ଦିଆଯାଉଥିବା ପାଇପ ପାଣି ଗୋଳିଆ ନେଇ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ଗ୍ରାମବାସୀ 
ତାଳଚେର :- ତାଳଚେର ବ୍ଲକ ସନ୍ଥପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଆନନ୍ଦ ବଜ଼ାର ଅଞ୍ଚଳରେ ଯୋଗାଇ ଦିଆଯାଉଥିବା ବସୁଧା ପାଇପ ପାଣି ଆଜିକୁ ଦୁଇ ଦିନ ହେବ ଗୋଳିଆ ନେଇ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି l   ଶୀଘ୍ର ପାଣି ସମସ୍ୟାକୁ ସମାଧାନ କରିବା ପାଇଁ ଜଳ ଯୋଗାଣ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଲେ l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    19 hrs ago
  • ତାଳଚେରର ଟ୍ରକ ମାଲିକମାନଙ୍କ ଦୁଃଖ କଣ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଦେଖାଯାଉନାହିଁ କି ? ଏନେଇ ତାଳଚେର ବିଧାୟକଙ୍କ ପ୍ରତିକ୍ରିୟା ତାଳଚେର :-କୋଇଲା ଶିଳ୍ପର ମେରୁଦଣ୍ଡ ହୋଇଥିବା ତାଳଚେରର ଟ୍ରକ ମାଲିକମାନେ ଆଜି ଆର୍ଥିକ ସଙ୍କଟ, କାମର ଅଭାବ ଓ ଅନିଶ୍ଚିତ ଭବିଷ୍ୟତ ସହ ସଂଘର୍ଷ କରୁଛନ୍ତି l ସରକାରଙ୍କ ନିକଟରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରଶ୍ନ କରିଛନ୍ତି l ଯେଉଁମାନେ ଶିଳ୍ପକୁ ଗତି ଦେଉଛନ୍ତି, ସେମାନଙ୍କ ସମସ୍ୟାର ସମାଧାନ କେବେ ହେବ ବୋଲି ବିଧାୟକ ଶ୍ରୀ ପ୍ରଧାନ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l
    1
    ତାଳଚେରର ଟ୍ରକ ମାଲିକମାନଙ୍କ ଦୁଃଖ କଣ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଦେଖାଯାଉନାହିଁ କି ? ଏନେଇ ତାଳଚେର ବିଧାୟକଙ୍କ ପ୍ରତିକ୍ରିୟା 
ତାଳଚେର :-କୋଇଲା ଶିଳ୍ପର ମେରୁଦଣ୍ଡ ହୋଇଥିବା ତାଳଚେରର ଟ୍ରକ ମାଲିକମାନେ ଆଜି ଆର୍ଥିକ ସଙ୍କଟ, କାମର ଅଭାବ ଓ ଅନିଶ୍ଚିତ ଭବିଷ୍ୟତ ସହ ସଂଘର୍ଷ କରୁଛନ୍ତି l ସରକାରଙ୍କ ନିକଟରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରଶ୍ନ କରିଛନ୍ତି l ଯେଉଁମାନେ ଶିଳ୍ପକୁ ଗତି ଦେଉଛନ୍ତି, ସେମାନଙ୍କ ସମସ୍ୟାର ସମାଧାନ କେବେ ହେବ ବୋଲି ବିଧାୟକ ଶ୍ରୀ ପ୍ରଧାନ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    22 hrs ago
  • କୁନୁଆଁ ଗାଁ ଜମିରେ ଗଳିତ ମୃତ ଦେହ ଉଦ୍ଧାର ପରେ ଆଜି ମିଳିଲା ପରିଚୟ. ଘରୁ ନିଖୋଜ ହୋଇଥିଲେ ସମ୍ପୃକ୍ତ ଯୁବକ. ହିନ୍ଦୋଳ ରାସୋଳ ଥାନା କୁନୁଆଁ ଗାଁ ଧାନ ଜମିରୁ ଉଦ୍ଧାର ଗଳିତ ମୃତ ଦେହ ର ମିଳିଲା ପରିଚୟ. ସେ ବାର୍ଷୀଙ୍ଗା ଗାଁର ସନାତନ ନାଏକ ବୋଲି ପୋଲିସ ସୂଚନା ମିଳିଲା. ସେ 15 ଦିନ ହେବ ଘରୁ ନିଖୋଜ ଥିଲେ.
    1
    କୁନୁଆଁ ଗାଁ ଜମିରେ ଗଳିତ ମୃତ ଦେହ ଉଦ୍ଧାର ପରେ ଆଜି ମିଳିଲା ପରିଚୟ. ଘରୁ ନିଖୋଜ ହୋଇଥିଲେ ସମ୍ପୃକ୍ତ ଯୁବକ.
ହିନ୍ଦୋଳ ରାସୋଳ ଥାନା କୁନୁଆଁ ଗାଁ ଧାନ ଜମିରୁ ଉଦ୍ଧାର ଗଳିତ ମୃତ ଦେହ ର ମିଳିଲା ପରିଚୟ. ସେ ବାର୍ଷୀଙ୍ଗା ଗାଁର  ସନାତନ ନାଏକ ବୋଲି ପୋଲିସ ସୂଚନା ମିଳିଲା. ସେ 15 ଦିନ ହେବ ଘରୁ ନିଖୋଜ ଥିଲେ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    11 hrs ago
  • ଅନୁଗୋଳ ଜିଲ୍ଲ ସୋଭାଗ୍ୟ ନଗରଗ୍ରାମରେ ଲାଗି ରହିଥିବା ଲଘୁଚାପଜନିତ ବର୍ଷା ରେ ଘର ଦ୍ଵାର ପାଣି ଓ ରାସ୍ତା ପାଣି ମଧ୍ଯ ଘରେ ପଶିବାରୁ ଲୋକ ମାନଙ୍କ ର ଅନେକ କ୍ଷୟ କ୍ଷତି ହୋଇ ଘର ଭାଙ୍ଗିବା ସହ ସମସ୍ତ ଚାଷୀ ମାନଙ୍କ ର ମଧ୍ଯ ଅନେକ କ୍ଷୟ କ୍ଷତି ହୋଈ ଅଛି ତେଣୁ ଶୁଭାଗ୍ୟ ନଗର ର କିଛି ମହିଳା ପ୍ରତିକ୍ରିୟା ରଖିଲେ, କେବେ ମିଳିବ ଘର ଅନୁଗୋଳ ଜିଲ୍ଲ ସୋଭାଗ୍ୟ ନଗରଗ୍ରାମରେ ଲାଗି ରହିଥିବା ଲଘୁଚାପଜନିତ ବର୍ଷା ରେ ଘର ଦ୍ଵାର ପାଣି ଓ ରାସ୍ତା ପାଣି ମଧ୍ଯ ଘରେ ପଶିବାରୁ ଲୋକ ମାନଙ୍କ ର ଅନେକ କ୍ଷୟ କ୍ଷତି ହୋଇ ଘର ଭାଙ୍ଗିବା ସହ ସମସ୍ତ ଚାଷୀ ମାନଙ୍କ ର ମଧ୍ଯ ଅନେକ କ୍ଷୟ କ୍ଷତି ହୋଈ ଅଛି ତେଣୁ ଶୁଭାଗ୍ୟ ନଗର ର କିଛି ମହିଳା ପ୍ରତିକ୍ରିୟା ରଖିଲେ, କେବେ ମିଳିବ ଘର
    1
    ଅନୁଗୋଳ ଜିଲ୍ଲ ସୋଭାଗ୍ୟ ନଗରଗ୍ରାମରେ ଲାଗି ରହିଥିବା ଲଘୁଚାପଜନିତ ବର୍ଷା ରେ ଘର ଦ୍ଵାର  ପାଣି ଓ ରାସ୍ତା ପାଣି ମଧ୍ଯ ଘରେ ପଶିବାରୁ ଲୋକ ମାନଙ୍କ ର ଅନେକ କ୍ଷୟ କ୍ଷତି ହୋଇ ଘର ଭାଙ୍ଗିବା ସହ ସମସ୍ତ ଚାଷୀ ମାନଙ୍କ ର ମଧ୍ଯ ଅନେକ କ୍ଷୟ କ୍ଷତି ହୋଈ ଅଛି ତେଣୁ ଶୁଭାଗ୍ୟ ନଗର ର କିଛି ମହିଳା ପ୍ରତିକ୍ରିୟା ରଖିଲେ, କେବେ ମିଳିବ ଘର
ଅନୁଗୋଳ ଜିଲ୍ଲ ସୋଭାଗ୍ୟ ନଗରଗ୍ରାମରେ ଲାଗି ରହିଥିବା ଲଘୁଚାପଜନିତ ବର୍ଷା ରେ ଘର ଦ୍ଵାର  ପାଣି ଓ ରାସ୍ତା ପାଣି ମଧ୍ଯ ଘରେ ପଶିବାରୁ ଲୋକ ମାନଙ୍କ ର ଅନେକ କ୍ଷୟ କ୍ଷତି ହୋଇ ଘର ଭାଙ୍ଗିବା ସହ ସମସ୍ତ ଚାଷୀ ମାନଙ୍କ ର ମଧ୍ଯ ଅନେକ କ୍ଷୟ କ୍ଷତି ହୋଈ ଅଛି ତେଣୁ ଶୁଭାଗ୍ୟ ନଗର ର କିଛି ମହିଳା ପ୍ରତିକ୍ରିୟା ରଖିଲେ, କେବେ ମିଳିବ ଘର
    user_Shibaram naik
    Shibaram naik
    Anugul, Odisha•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.