Shuru
Apke Nagar Ki App…
#ଡ୍ୟୁଟିରେ_ଥାଇ_ମଦ_ପିଇ_ମାତାଲ_ଏସଡିଓ_ସାର୍ ସାମ୍ବାଦିକଙ୍କୁ ବିଦ୍ୟୁତ ବିଭାଗର ଏସଡିଓଙ୍କ ମରଣାନ୍ତକ ଆକ୍ରମଣ। ବିଦ୍ୟୁତ ଆଘତରେ ଶ୍ରମିକ ମୃତ୍ୟୁ ଘଟଣାର ପ୍ରତିକ୍ରିୟା ପାଇଁ ଯାଇଥିବା ସାମ୍ବାଦିକଙ୍କୁ ମଦ ପିଇ ମାତଲ ଥିବା ଏସଡିଓ ମାଡ଼ ମାରିଛନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଟିମନଭାଟି ଗାଁରେ ଆଜି ସକାଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସାମ୍ବାଦିକ ମାନେ ଏସଡିଓଙ୍କ ପ୍ରତିକ୍ରିୟା ନେବାକୁ ଯାଇଥିଲେ। କିନ୍ତୁ ଡ୍ୟୁଟିରେ ଥାଇ ସମସ୍ତ ବିଦ୍ୟୁତ ବିଭାଗର କର୍ମଚାରୀ ଓ ଅଧିକାରୀ ଖୁଲାନ ନଦୀ କୂଳେର ଭୋଜି ଭାତ ସହ ମଦର ଆସର ଜମାଇଥିଲେ। ସାମ୍ବାଦିକମାନେ କିଛି ପଚାରିବାକୁ ଯିବା ବେଳକୁ ଏସଡିଓ ମହାଶୟ ରାଗରେ ଗର୍ଗର ହୋଇ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଛନ୍ତି.. ଦେଖନ୍ତୁ ସେହି ସମୟର ଦୃଶ୍ୟ
Sk nayak

More news from Balangir and nearby areas
- ଟିଟିଲାଗଡ଼ ରେ ତିନି ଜଣ ସାମ୍ବାଦିକ ଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣା1
- #ଡ୍ୟୁଟିରେ_ଥାଇ_ମଦ_ପିଇ_ମାତାଲ_ଏସଡିଓ_ସାର୍ ସାମ୍ବାଦିକଙ୍କୁ ବିଦ୍ୟୁତ ବିଭାଗର ଏସଡିଓଙ୍କ ମରଣାନ୍ତକ ଆକ୍ରମଣ। ବିଦ୍ୟୁତ ଆଘତରେ ଶ୍ରମିକ ମୃତ୍ୟୁ ଘଟଣାର ପ୍ରତିକ୍ରିୟା ପାଇଁ ଯାଇଥିବା ସାମ୍ବାଦିକଙ୍କୁ ମଦ ପିଇ ମାତଲ ଥିବା ଏସଡିଓ ମାଡ଼ ମାରିଛନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଟିମନଭାଟି ଗାଁରେ ଆଜି ସକାଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସାମ୍ବାଦିକ ମାନେ ଏସଡିଓଙ୍କ ପ୍ରତିକ୍ରିୟା ନେବାକୁ ଯାଇଥିଲେ। କିନ୍ତୁ ଡ୍ୟୁଟିରେ ଥାଇ ସମସ୍ତ ବିଦ୍ୟୁତ ବିଭାଗର କର୍ମଚାରୀ ଓ ଅଧିକାରୀ ଖୁଲାନ ନଦୀ କୂଳେର ଭୋଜି ଭାତ ସହ ମଦର ଆସର ଜମାଇଥିଲେ। ସାମ୍ବାଦିକମାନେ କିଛି ପଚାରିବାକୁ ଯିବା ବେଳକୁ ଏସଡିଓ ମହାଶୟ ରାଗରେ ଗର୍ଗର ହୋଇ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଛନ୍ତି.. ଦେଖନ୍ତୁ ସେହି ସମୟର ଦୃଶ୍ୟ1
- ବିଳମ୍ବିତ ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ଟିଟିଲାଗଡ଼ ପୋଲିସ || Metro Tv Odiaha ||1
- ମାଁ ମହାଲକ୍ଷ୍ମୀ ସାଂସ୍କୃତିକ ଅନୁଷ୍ଠାନ କେସିଙ୍ଗା କଳାହାଣ୍ଡି ତା.୦୮-୦୧-୨୦୨୫Jay Jagannath….🙏🙏1
- Over view of kesinga Road By train || Wonderful captured କେସିଙ୍ଗା ରାସ୍ତା ରେଳ ଉପର ଭିଡ଼ିଓ1
- ଭୁଲିଗଲ ହେ ବଇଁଶୀ ଧାରୀ ସଇଁତଳା ପ୍ରୋଗ୍ରାମ#sssoundturlakhamanmob-82490 528391
- Enta Kia a6 ke1
- ଶାନ୍ତି ମାଝୀ ଙ୍କୁ ସ୍ୱାଗତ ଜଣାଇଲେ ନର୍ଲା ଅଞ୍ଚଳ ବାସୀ1