logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଣାସ ଅଞ୍ଚଳରେ ଐତିହାସିକ ବକୁ ପଞ୍ଚୁଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି ସପ୍ତଦଶ ଶତାବ୍ଦୀରୁ ଚାଲିଆସୁଥିବା ପୁରୀ ଜିଲ୍ଲାର ଐତିହାସିକ ପଞ୍ଚୁଦୋଳ ମେଳଣ ମହା ସମାରୋହରେ ପାଳିତ ହୋଇଯାଇଛି |ଉକ୍ତ ମେଳଣରେ ପନ୍ଦର ମୌଜା ଓ ସାତ ଶାସନର ଅନକେ ଗ୍ରାମରୁ ବର୍ଣ୍ଣଧ୍ୟ୍ୟ ଶୋଭାଯାତ୍ରାରେ ଦୋଳାରୁଢ ଠାକୁରମାନେ ମେଳଣ ପଡିଆକୁ ଆସିଥିଲେ ଦୁଇଦିନ ଧରି ଚାଲିଥିବା ଏହି ଯାତ୍ରା ଅବସରରେ ରାମନାଟାକ. ରାମଲୀଳା ଓ କାଳୀୟ ଦଳନ ଦେଖିବାକୁ ଜନ ସମାରୋହ ହୋଇଥିଲା ଚଳିତବର୍ଷ ମଧ୍ଯ ମେଳଣ ଅବସରରେ ଦୋକାନ ବଜାର ଖୁବ ଜମିବା ସାଙ୍ଗକୁ ମେଳଣ ପଡିଆ ଆଲୋକ ମାଲାରେ ସଜିତ ହୋଇଥିଲା | ବର୍ଷ ବର୍ଷ ଧରି ଭାଇଚାରା ଓ ସାମାଜିକ ପରିବେଶକୁ ବଜାୟ ରଖି ଆସିଥିବା ଉକ୍ତ ମେଳଣ କାର୍ଯ୍ୟକ୍ରମ ପରିଚାଳନା କରିବା ଅବସରରେ ନିଶା ନିବାରଣ ଓ ମଦବିକ୍ରି ଉପରେ ଅଙ୍କୁଶ ଲଗାଇଥିଲେ ଆଞ୍ଚଳିକ ମେଳଣ କମିଟି |ଅଞ୍ଚଳର ସମ୍ମାନିତ ବରିଷ୍ଠ ନାଗରିକ ନବକିଶୋର ଜଗଦେବ. ସୁରେନ୍ଦ୍ର ଶ୍ରୀଚନ୍ଦନ. ପ୍ରଫୁଲ୍ଲ ଜଗଦେବ. ଡମ୍ବରୁ ଧର ଚମ୍ପତି. ପ୍ରଦୀପ ପ୍ରଧାନ. ସମ୍ରାଟ ଚମ୍ପତି. ଗୋଲଖ ପ୍ରଧାନ. ବାବୁଲି ସ୍ୱାଇଁ. ସର୍ବେଶ୍ୱର ସ୍ୱାଇଁ ଓ ବିକ୍ରମ ସ୍ୱାଇଁ ପ୍ରମୁଖ ମେଳଣ ପରିଚାଳନାରେ ସହଯୋଗ କରିଥିଲେ ଓ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

on 10 March
user_Sujit Tripathy
Sujit Tripathy
Accountant ଗାଡ଼ିସାଗଡ଼ା, ପୁରୀ, ଓଡ଼ିଶା•
on 10 March
4e55c9bd-40a0-4dd5-a7c2-73cac1371619

କଣାସ ଅଞ୍ଚଳରେ ଐତିହାସିକ ବକୁ ପଞ୍ଚୁଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି ସପ୍ତଦଶ ଶତାବ୍ଦୀରୁ ଚାଲିଆସୁଥିବା ପୁରୀ ଜିଲ୍ଲାର ଐତିହାସିକ ପଞ୍ଚୁଦୋଳ ମେଳଣ ମହା ସମାରୋହରେ ପାଳିତ ହୋଇଯାଇଛି |ଉକ୍ତ ମେଳଣରେ ପନ୍ଦର ମୌଜା ଓ ସାତ ଶାସନର ଅନକେ ଗ୍ରାମରୁ ବର୍ଣ୍ଣଧ୍ୟ୍ୟ ଶୋଭାଯାତ୍ରାରେ ଦୋଳାରୁଢ ଠାକୁରମାନେ ମେଳଣ ପଡିଆକୁ ଆସିଥିଲେ ଦୁଇଦିନ ଧରି ଚାଲିଥିବା ଏହି ଯାତ୍ରା ଅବସରରେ ରାମନାଟାକ. ରାମଲୀଳା ଓ କାଳୀୟ ଦଳନ ଦେଖିବାକୁ ଜନ ସମାରୋହ ହୋଇଥିଲା ଚଳିତବର୍ଷ ମଧ୍ଯ ମେଳଣ ଅବସରରେ ଦୋକାନ ବଜାର ଖୁବ ଜମିବା ସାଙ୍ଗକୁ ମେଳଣ ପଡିଆ ଆଲୋକ ମାଲାରେ ସଜିତ ହୋଇଥିଲା | ବର୍ଷ ବର୍ଷ ଧରି ଭାଇଚାରା ଓ ସାମାଜିକ ପରିବେଶକୁ ବଜାୟ ରଖି ଆସିଥିବା ଉକ୍ତ ମେଳଣ କାର୍ଯ୍ୟକ୍ରମ ପରିଚାଳନା କରିବା ଅବସରରେ ନିଶା ନିବାରଣ ଓ ମଦବିକ୍ରି ଉପରେ ଅଙ୍କୁଶ ଲଗାଇଥିଲେ ଆଞ୍ଚଳିକ ମେଳଣ କମିଟି |ଅଞ୍ଚଳର ସମ୍ମାନିତ ବରିଷ୍ଠ ନାଗରିକ ନବକିଶୋର ଜଗଦେବ. ସୁରେନ୍ଦ୍ର ଶ୍ରୀଚନ୍ଦନ. ପ୍ରଫୁଲ୍ଲ ଜଗଦେବ. ଡମ୍ବରୁ ଧର ଚମ୍ପତି. ପ୍ରଦୀପ ପ୍ରଧାନ. ସମ୍ରାଟ ଚମ୍ପତି. ଗୋଲଖ ପ୍ରଧାନ. ବାବୁଲି ସ୍ୱାଇଁ. ସର୍ବେଶ୍ୱର ସ୍ୱାଇଁ ଓ ବିକ୍ରମ ସ୍ୱାଇଁ ପ୍ରମୁଖ ମେଳଣ ପରିଚାଳନାରେ ସହଯୋଗ କରିଥିଲେ ଓ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

More news from ଓଡ଼ିଶା and nearby areas
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    11 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    51 min ago
  • Post by Sibanava Panda
    1
    Post by Sibanava Panda
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    23 hrs ago
  • ଡମପଡା ବ୍ଲକ ଜାଭିଅର ସ୍କୁଲ ରେ ପୂର୍ବତନ ଦାୟିତ୍ୱରେ ଥିବା ତୃପ୍ତିମୟୀ ଜେମା ଙ୍କ କେଳେଙ୍କାରୀ #spnewstvliveodia
    1
    ଡମପଡା ବ୍ଲକ ଜାଭିଅର ସ୍କୁଲ ରେ ପୂର୍ବତନ ଦାୟିତ୍ୱରେ ଥିବା  ତୃପ୍ତିମୟୀ ଜେମା ଙ୍କ କେଳେଙ୍କାରୀ #spnewstvliveodia
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    1 hr ago
  • କଟକ ଚୌଦ୍ୱାର ଜେଲ୍ ରୁ ଫେରାର ପରେ କର୍ଣ୍ଣାଟକ ର ମହୀଶୂରରୁ ଏକ ଅଳଙ୍କାର ଦୋକାନ ରୁ ୨୦୨୫ ଡିସେମ୍ବର ମାସରେ ଲୁଟ୍ କରିଥିଲା ରାଜା ଏହାପରେ ହାଇଦ୍ରାବାଦ ରୁ ଆଉ ଏକ ସୁନା ଅଳଙ୍କାର ଦୋକାନରୁ ଲୁଟ ଉଦ୍ୟମ କରିଥିବା ବେଳେ ସଫଳ ହୋଇ ନଥିଲା । ରାଜା କୁ ଧରିବା ପାଇଁ କମିଶନରେଟ ପୋଲିସ ର ୨୪ ଜଣିଆ ଟିମ୍ ନିୟୋଜିତ ହୋଇଥିଲେ। ବିଭିନ୍ନ ଲୋକେସ ରେ ପୋଲିସ ଚଢ଼ାଉ କରିଥିବା ବେଳେ ରାଜା ପୋଲିସ କୁ ବାରମ୍ବାର ଚଖମା ଦେଇଥିଲା। ଶେଷରେ ଉତ୍ତରାଖଣ୍ଡ ର ଋଷିକେଶ ରୁ ରାଜା କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ। ସବୁଠାରୁ ବଡ଼ କଥା ହେଲା କି କୁଖ୍ୟାତ ଅପରାଧୀ ରାଜା ସାହାଣୀ ନାମରେ ଏକାଧିକ ହତ୍ୟା ମାମଲା ସହ ଭାରତର ବିଭିନ୍ନ ରାଜ୍ୟ ରେ ୨୮ ଟି ଜଘନ୍ୟ ଅପରାଧିକ ମାମଲା ରହିଛି।ଏହି ମାମଲା ଭିତରେ ଡକାୟତି ମାମଲା ଅଧିକ ରହିଛି। ରାଜା ଏକ ବଡ଼ ନେଟୱର୍କ କରି ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଲୁଟ ଘଟଣା ଘଟାଉଥିଲା । ଶେଷରେ ପୋଲିସ ରାଜାକୁ ଧରିବା ପରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲ କୁ ପଠା ଯାଇଛି। ଅନ୍ୟ ରାଜ୍ୟର ପୋଲିସ ର ମଧ୍ୟ ମୋଷ୍ଟ୍ ୱାଣ୍ଟେଡ ଥିବା ରାଜା ସାହାଣୀ କୁ ପଚରା ଉଚରା କରି ପାରନ୍ତି ଅନ୍ୟ ରାଜ୍ୟର ପୋଲିସ। ତେବେ ରାଜା ର ଗିରଫ ପରେ ତାଙ୍କ ଗ୍ୟାଙ୍ଗ ର ମନୋବଳ ହ୍ରାସ ପାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଏସ ଦେବଦତ୍ତ ସିଂ ( ପୋଲିସ କମିଶନର)
    2
    କଟକ ଚୌଦ୍ୱାର ଜେଲ୍ ରୁ ଫେରାର ପରେ କର୍ଣ୍ଣାଟକ ର ମହୀଶୂରରୁ ଏକ ଅଳଙ୍କାର ଦୋକାନ ରୁ ୨୦୨୫ ଡିସେମ୍ବର ମାସରେ ଲୁଟ୍ କରିଥିଲା ରାଜା ଏହାପରେ ହାଇଦ୍ରାବାଦ ରୁ ଆଉ ଏକ ସୁନା ଅଳଙ୍କାର ଦୋକାନରୁ ଲୁଟ ଉଦ୍ୟମ କରିଥିବା ବେଳେ ସଫଳ ହୋଇ ନଥିଲା  । ରାଜା କୁ ଧରିବା ପାଇଁ କମିଶନରେଟ ପୋଲିସ ର ୨୪ ଜଣିଆ ଟିମ୍ ନିୟୋଜିତ ହୋଇଥିଲେ। ବିଭିନ୍ନ ଲୋକେସ ରେ ପୋଲିସ ଚଢ଼ାଉ କରିଥିବା ବେଳେ ରାଜା ପୋଲିସ କୁ ବାରମ୍ବାର ଚଖମା ଦେଇଥିଲା। ଶେଷରେ ଉତ୍ତରାଖଣ୍ଡ ର ଋଷିକେଶ ରୁ ରାଜା କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ। ସବୁଠାରୁ ବଡ଼ କଥା ହେଲା କି କୁଖ୍ୟାତ ଅପରାଧୀ ରାଜା ସାହାଣୀ ନାମରେ ଏକାଧିକ ହତ୍ୟା ମାମଲା ସହ ଭାରତର ବିଭିନ୍ନ ରାଜ୍ୟ ରେ  ୨୮ ଟି ଜଘନ୍ୟ ଅପରାଧିକ ମାମଲା ରହିଛି।ଏହି ମାମଲା ଭିତରେ ଡକାୟତି ମାମଲା ଅଧିକ ରହିଛି। ରାଜା ଏକ ବଡ଼ ନେଟୱର୍କ କରି ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଲୁଟ ଘଟଣା ଘଟାଉଥିଲା । ଶେଷରେ ପୋଲିସ ରାଜାକୁ ଧରିବା ପରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲ କୁ ପଠା ଯାଇଛି। ଅନ୍ୟ ରାଜ୍ୟର ପୋଲିସ ର ମଧ୍ୟ ମୋଷ୍ଟ୍ ୱାଣ୍ଟେଡ ଥିବା ରାଜା ସାହାଣୀ କୁ ପଚରା ଉଚରା କରି ପାରନ୍ତି ଅନ୍ୟ ରାଜ୍ୟର ପୋଲିସ। ତେବେ ରାଜା ର ଗିରଫ ପରେ ତାଙ୍କ ଗ୍ୟାଙ୍ଗ ର ମନୋବଳ ହ୍ରାସ ପାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ।
ଏସ ଦେବଦତ୍ତ ସିଂ ( ପୋଲିସ କମିଶନର)
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    58 min ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.