Shuru
Apke Nagar Ki App…
ମହିଳାଙ୍କୁ ଦୁଷ୍କର୍ମ ପରେ ଅଭିଯୋଗ କରିବାରୁ ପୋଲିସ ଓଲଟା ଦୋଷ ଲଦିବା ନେଇ ଅଭିଯୋଗ ଆଣିଲା ବିଜେଡି
Sibanava Panda
ମହିଳାଙ୍କୁ ଦୁଷ୍କର୍ମ ପରେ ଅଭିଯୋଗ କରିବାରୁ ପୋଲିସ ଓଲଟା ଦୋଷ ଲଦିବା ନେଇ ଅଭିଯୋଗ ଆଣିଲା ବିଜେଡି
More news from ଓଡ଼ିଶା and nearby areas
- Post by Gagan Bhoi1
- Post by Sibanava Panda2
- କଟକ ତିଗିରିଆ ଥାନା ବିନ୍ଧାଣିମା ଛକରେ ଗୋମାଂସ ଭର୍ତ୍ତି ଟ୍ରକକୁ ଜବତ କଲେ ଗ୍ରାମବାସୀ। ଘଟଣା ସ୍ଥଳରେ ଉତ୍ତେଜନା ! ଟ୍ରକଟି ନରସିଂହପୁର ରୁ ଆଠଗଡ ଅଭିମୁଖେ ଯାଉଥିବା ବେଳେ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକେ। ଡ୍ରାଇଭର ସହ ଅନ୍ୟଜଣକୁ ଉତ୍ତମ ମଧ୍ୟମ ଦେଲେ ଲୋକେ।ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।1
- ଢେଙ୍କାନାଳ ସଦର ବ୍ଲକ ଭାପୁରଗ୍ରାମରେ ପ୍ରଭୁ ଶ୍ରୀ ରଘୁନାଥଙ୍କର ଚୈତ୍ରପୂର୍ଣ୍ଣିମୀ ଯାତ୍ରା ଅନୁଷ୍ଠିତ। ଏହି ଯାତ୍ରା ରାମନବମୀ ଠାରୁ ଆରମ୍ଭ ହୋଇ ସାତଦିନ ଧରି ସୀତା ଠାବ ଠାରୁ ଆରମ୍ଭ କରି ଲଙ୍କାପୋଡି ପର୍ଯ୍ୟନ୍ତ ଏବଂ ଚୈତ୍ରପୂର୍ଣ୍ଣିମା ଦିନ ମହାପ୍ରଭୁ ଶ୍ରୀ ରଘୁନାଥ ସୁସଜ୍ଜିତ ବିମାନରେ ହାତୀ ପିଠିରେ ବସି ହନୁମାନ,ଅଙ୍ଗଦ ଓ ତାଙ୍କର ସୈନ୍ୟ ସାମନ୍ତ,ପାଟପଟୁଆର ନେଇ ଭାପୁର ଗ୍ରାମପରିକ୍ରମା କରିବା ସହିତ ଭାପୁର ଗ୍ରାମର ହଡାସାହି ବରଠାରେ ରାବଣକୁ ବଧ ହୋଇଯାଇଛି । ପ୍ରଭୁଙ୍କର ଏହି ଯାତ୍ରାରେ ବାଣ,ଲାଇଟି,ଡିଜେ ସାଙ୍ଗକୁ ଲଉଡିଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହିତ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଏବଂ ଏହି ଚୈତ୍ରପୂର୍ଣ୍ଣିମା ଦିନଟି କୈବର୍ତ୍ତ ସମାଜର ବଡପର୍ବ,କୈବର୍ତ୍ତଙ୍କ ଇଷ୍ଟ ମା ବାସେଳୀଙ୍କ ଜନ୍ମଉତ୍ସବ ପାଳନ କରିବା ସହିତ ଭାପୁର କୈବର୍ତ୍ତ ସମାଜ ପକ୍ଷରୁ କୈବର୍ତ୍ତଭାଇ ମାନଙ୍କ ଦ୍ବାରା ମା ସିଦ୍ଧ ବାସେଳୀଙ୍କ ଘୋଡ଼ାନାଚ ଅନୁଷ୍ଠିତ ହୋଇଥିଲା। ଗ୍ରାମରେ ଏହି ଉତ୍ସବକୁ ନେଇ ଏକ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା। ପ୍ରଭୁ ଶ୍ରୀ ରଘୁନାଥଙ୍କର ଏହି ଚୈତ୍ରପୂର୍ଣ୍ଣିମୀ ଯାତ୍ରାରେ ଗ୍ରାମବାସୀମାନେ ସହଯୋଗ କରିଥିଲେ।1
- Post by Devi prasad Das1
- Post by SOUMYA RANJAN1
- Post by NEWS MANORANJAN1
- ଭିଡିଓ କରିବା ବନ୍ଦ କର,ଏଇ ଚୁପ, ଅଳିଆ ଗୋଟାଳି, ଉଚ୍ଚ ସ୍ବରରେ ଧମକ ଦେଇ ମାରଣାସ୍ତ୍ର ଦେଖାଇ ଧମକାଇଲେ ମହିଳା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ। ଜଣେ ଅଣ ଓଡ଼ିଆ ମହିଳା ଅନ୍ୟ ଜଣେ ଯୁବକଙ୍କୁ ପରିବା କଟା ଛୁରୀ ଦେଖାଇ ଧମକାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣଙ୍କ ପ୍ରଥମେ ଯୁବକଙ୍କୁ ଗାଳିଦେବା ପରେ ତାଙ୍କ ଭ୍ୟାନିଟି ବ୍ୟାଗରୁ ବଡ଼ ପରିବା କଟା ଛୁୁରୀ ଖୋଲି ଧମକାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଯୁବକମାନେ ସେହି ସମୟରେ ପୁଲିସର ସହାୟତା ନେବାକୁ ମଧ୍ୟ କଲ କରିବା ପାଇଁ ଆଲୋଚନା କରୁଥିବା ଭିଡିଓରୁ ଜଣାପଡ଼ିଛି। ଏନେଇ ଟାଉନଥାନା କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସମ୍ପୃକ୍ତ ମହିଳା ଜଣକ ମସ୍ତିଷ୍କ ବିକୃତ ବୋଲି ପୁଲିସ କହିଛି।1
- Post by Manoj kumar baliyarsingh3