logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୁକ ବଧିର ଙ୍କ କ୍ରିକେଟ । ଏସିଆନ ମୁକ ବଧିର କ୍ରିକେଟ ଆସୋସିଏସନ୍ ଆନୁକୁଲ୍ୟରେ ଚଳିତ ମାସ 19 ତାରିଖ ଗୁରୁବାର ଦିନ ଠାରୁ କଟକ ବାରବାଟି ଷ୍ଟାଡିୟମ୍ ଠାରେ ଟି 20 ଏସିଆ ମୁକ,ବଧିର କ୍ରିକେଟ କପ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଜି ବାରବାଟି ଷ୍ଟାଡିୟମ୍ ଠାରେ ପ୍ରତିଯୋଗିତାର ଆୟୋଜନକାରି ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଭାରତ ସମେତ ଶ୍ରୀଲଙ୍କା ନେପାଳ ତିନୋଟି ରାଷ୍ଟ୍ର କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତାକୁ ଏସିଆନ୍ କପ୍ ମୁକ ବଧିର ପ୍ରତିଯୋଗିତା ଭାବରେ ବିବେଚନା କରାଯାଇଛି। ପ୍ରଥମ ଥର ପାଇଁ କଟକ ବାରବାଟି ଷ୍ଟାଡିୟମ୍ ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଭାରତୀୟ ଦଳର ଅଧିନାୟକ ଭାବରେ ବିରେନ୍ଦ୍ର ସିଂ,ନେପାଳ ର ବୈଦ୍ୟନାଥ ଚୌଧୁରୀ ଏବଂ ଶ୍ରୀଲଙ୍କାର ଏ କ୍ଲେପ ନେତୃତ୍ୱ ନେଉଛନ୍ତି। ଆଜି ଏହି ପ୍ରତିଯୋଗିତା ପାଇଁ ଜର୍ସି ଉନ୍ମୋଚିତ ହୋଇଛି। ଏହି ପ୍ରତିଯୋଗିତା ଚଳିତ ମାସ 24 ତାରିଖ ପର୍ଯ୍ୟନ୍ତ ଚାଲିବ 25 ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ସକାଳ 11 ଘଟିକରୁ 5 ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ଏଡିସିଏ ରନିର୍ଦ୍ଦେଶକ ରୋମା ବଲ୍ଵାନି, ଏଡିସିଏ ର ସଭାପତି ସୁମିତ ଜେନ, ସି ଇ ଓ ଶର୍ମ୍ମିଲା ସୁବ୍ରମଣ୍ୟମ, ସାଧାରଣ ସମ୍ପାଦକ ସାଗରକାନ୍ତ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

6 hrs ago
user_Aritkumar Mohapatra
Aritkumar Mohapatra
କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
6 hrs ago

ମୁକ ବଧିର ଙ୍କ କ୍ରିକେଟ । ଏସିଆନ ମୁକ ବଧିର କ୍ରିକେଟ ଆସୋସିଏସନ୍ ଆନୁକୁଲ୍ୟରେ ଚଳିତ ମାସ 19 ତାରିଖ ଗୁରୁବାର ଦିନ ଠାରୁ କଟକ ବାରବାଟି ଷ୍ଟାଡିୟମ୍ ଠାରେ ଟି 20 ଏସିଆ ମୁକ,ବଧିର କ୍ରିକେଟ କପ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଜି ବାରବାଟି ଷ୍ଟାଡିୟମ୍ ଠାରେ ପ୍ରତିଯୋଗିତାର ଆୟୋଜନକାରି ଏକ ସାମ୍ବାଦିକ

ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଭାରତ ସମେତ ଶ୍ରୀଲଙ୍କା ନେପାଳ ତିନୋଟି ରାଷ୍ଟ୍ର କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତାକୁ ଏସିଆନ୍ କପ୍ ମୁକ ବଧିର ପ୍ରତିଯୋଗିତା ଭାବରେ ବିବେଚନା କରାଯାଇଛି। ପ୍ରଥମ ଥର ପାଇଁ କଟକ ବାରବାଟି ଷ୍ଟାଡିୟମ୍ ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।

ଭାରତୀୟ ଦଳର ଅଧିନାୟକ ଭାବରେ ବିରେନ୍ଦ୍ର ସିଂ,ନେପାଳ ର ବୈଦ୍ୟନାଥ ଚୌଧୁରୀ ଏବଂ ଶ୍ରୀଲଙ୍କାର ଏ କ୍ଲେପ ନେତୃତ୍ୱ ନେଉଛନ୍ତି। ଆଜି ଏହି ପ୍ରତିଯୋଗିତା ପାଇଁ ଜର୍ସି ଉନ୍ମୋଚିତ ହୋଇଛି। ଏହି ପ୍ରତିଯୋଗିତା ଚଳିତ ମାସ 24 ତାରିଖ ପର୍ଯ୍ୟନ୍ତ ଚାଲିବ 25 ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ। ପ୍ରତ୍ୟେକ

ଦିନ ସକାଳ 11 ଘଟିକରୁ 5 ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ଏଡିସିଏ ରନିର୍ଦ୍ଦେଶକ ରୋମା ବଲ୍ଵାନି, ଏଡିସିଏ ର ସଭାପତି ସୁମିତ ଜେନ, ସି ଇ ଓ ଶର୍ମ୍ମିଲା ସୁବ୍ରମଣ୍ୟମ, ସାଧାରଣ ସମ୍ପାଦକ ସାଗରକାନ୍ତ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।
    1
    କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    1 hr ago
  • କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।
    4
    କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    4 hrs ago
  • ଭୁବନେଶ୍ୱର PMG ଠାରେ ତାଳଚେରବାସିଙ୍କ ମେଡିକାଲରେ ସ୍ୱାସ୍ଥ୍ୟ ସେବା ଧାରଣା। ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ଡାକ୍ତର ନାହାନ୍ତି କି ରୋଗୀ ସେବା ହେଉନାହିଁ:ଦିଗମ୍ବର ଗଡ଼ନାୟକ
    1
    ଭୁବନେଶ୍ୱର PMG ଠାରେ ତାଳଚେରବାସିଙ୍କ ମେଡିକାଲରେ ସ୍ୱାସ୍ଥ୍ୟ ସେବା ଧାରଣା। ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ଡାକ୍ତର ନାହାନ୍ତି କି ରୋଗୀ ସେବା ହେଉନାହିଁ:ଦିଗମ୍ବର ଗଡ଼ନାୟକ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 min ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
  • ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ, ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା । ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
    1
    ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ, ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା । ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • Olden Warriors Play, Kerela.
    1
    Olden Warriors Play, Kerela.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • କଟକ ନୂଆପଡା ପ୍ରେସ କଲୋନୀରେ ଗୁଳିକାଣ୍ଡ। ଗୁଳିମାଡ଼ରେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସୌମ୍ୟ ରଞ୍ଜନ ଜେନା ଓରଫ ଲିଙ୍କୁ। ନୂଆପଡା ପ୍ରେସ କଲୋନୀ ନିକଟରେ ଦୁର୍ବୃତ୍ତମାନେ ସୌମ୍ୟରଞ୍ଜନ ଉପରକୁ ଗୁଳିମାଡ କରିଥିଲେ । ଏଥିରେ ସୌମ୍ୟ ଗୁରୁତର ହୋଇଥିଲ । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି।
    1
    କଟକ ନୂଆପଡା ପ୍ରେସ କଲୋନୀରେ ଗୁଳିକାଣ୍ଡ। ଗୁଳିମାଡ଼ରେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସୌମ୍ୟ ରଞ୍ଜନ ଜେନା ଓରଫ ଲିଙ୍କୁ। ନୂଆପଡା ପ୍ରେସ କଲୋନୀ ନିକଟରେ ଦୁର୍ବୃତ୍ତମାନେ ସୌମ୍ୟରଞ୍ଜନ ଉପରକୁ ଗୁଳିମାଡ କରିଥିଲେ । ଏଥିରେ ସୌମ୍ୟ ଗୁରୁତର ହୋଇଥିଲ । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.