logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଟକ ରେ ହତ୍ୟାକାଣ୍ଡ କୁ ନେଇ ସ୍ଥାନୀୟ ଏ ସି ପି ଙ୍କ ପ୍ରତିକ୍ରିୟା। କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।

2 hrs ago
user_Aritkumar Mohapatra
Aritkumar Mohapatra
କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
2 hrs ago

କଟକ ରେ ହତ୍ୟାକାଣ୍ଡ କୁ ନେଇ ସ୍ଥାନୀୟ ଏ ସି ପି ଙ୍କ ପ୍ରତିକ୍ରିୟା। କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।

More news from ଓଡ଼ିଶା and nearby areas
  • କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।
    4
    କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    2 hrs ago
  • ଜଣେ ଯୁବକ ସହ ନିର୍ବନ୍ଧ ପରେ ଝିଅ ଅଳଙ୍କାର ଧରି ଅନ୍ୟ ଜଣେ ଯୁବକଙ୍କ ସହିତ ଫେରାର ହୋଇଯାଇଥିଲେ । ପୁଲିସ ଝିଅ ଓ ପ୍ରେମିକଙ୍କୁ ଉଦ୍ଧାର କରିଥିଲା । ଏହି ଘଟଣା ଥାନାରେ ପହଞ୍ଚିବା ପରେ ଉଭୟ ପୁଅ ଓ ଝିଅ ପକ୍ଷ ଥାନାରେ ମୁହାଁମୁହିଁ ହେବା ସହ ବିବାଦୀୟ ସ୍ଥିତି ଉପୁଜିଥିଲା ।
    1
    ଜଣେ ଯୁବକ ସହ ନିର୍ବନ୍ଧ ପରେ ଝିଅ ଅଳଙ୍କାର ଧରି ଅନ୍ୟ ଜଣେ ଯୁବକଙ୍କ ସହିତ ଫେରାର ହୋଇଯାଇଥିଲେ । ପୁଲିସ ଝିଅ ଓ ପ୍ରେମିକଙ୍କୁ ଉଦ୍ଧାର କରିଥିଲା । ଏହି ଘଟଣା ଥାନାରେ ପହଞ୍ଚିବା ପରେ ଉଭୟ ପୁଅ ଓ ଝିଅ ପକ୍ଷ ଥାନାରେ ମୁହାଁମୁହିଁ ହେବା ସହ ବିବାଦୀୟ ସ୍ଥିତି ଉପୁଜିଥିଲା ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    12 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • nuapata word no 04 bmc
    1
    nuapata word no 04 bmc
    user_DIBYA PATTANAIK REAL ESTATE BUSINESSES
    DIBYA PATTANAIK REAL ESTATE BUSINESSES
    ମଞ୍ଚେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    23 hrs ago
  • ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ, ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା । ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
    1
    ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ, ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା । ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    46 min ago
  • Olden Warriors Play, Kerela.
    1
    Olden Warriors Play, Kerela.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ଢେଙ୍କାନାଳ ସହର ରୁ କଣ୍ଟାନାଳି ଛକ ମଧ୍ୟରେ ମା ବୁଢି ଠାକୁରାଣୀ ପିଠ ସମୣଖ ରୈ ମରାମତି ହେଉଥିବା କଲଭଟ କୈଣସି ସୂଚନା ଫଳକ ନାହିଁ, ଯାହାଫଳରେ ଏଠି ବାରମ୍ବାର ଦୁଘଟଣା ଘଟୁଚି ଏଥିପାଇଁ ଦାୟୀ କିଏ ବିଭାଗ ନା ଠିକାଦାର
    2
    ଢେଙ୍କାନାଳ ସହର ରୁ କଣ୍ଟାନାଳି ଛକ ମଧ୍ୟରେ ମା ବୁଢି ଠାକୁରାଣୀ ପିଠ ସମୣଖ ରୈ ମରାମତି ହେଉଥିବା କଲଭଟ କୈଣସି ସୂଚନା ଫଳକ ନାହିଁ, ଯାହାଫଳରେ ଏଠି ବାରମ୍ବାର ଦୁଘଟଣା ଘଟୁଚି
ଏଥିପାଇଁ ଦାୟୀ କିଏ ବିଭାଗ ନା ଠିକାଦାର
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    3 hrs ago
  • ଏସିଆନ ମୁକ ବଧିର କ୍ରିକେଟ ଆସୋସିଏସନ୍ ଆନୁକୁଲ୍ୟରେ ଚଳିତ ମାସ 19 ତାରିଖ ଗୁରୁବାର ଦିନ ଠାରୁ କଟକ ବାରବାଟି ଷ୍ଟାଡିୟମ୍ ଠାରେ ଟି 20 ଏସିଆ ମୁକ,ବଧିର କ୍ରିକେଟ କପ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଜି ବାରବାଟି ଷ୍ଟାଡିୟମ୍ ଠାରେ ପ୍ରତିଯୋଗିତାର ଆୟୋଜନକାରି ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଭାରତ ସମେତ ଶ୍ରୀଲଙ୍କା ନେପାଳ ତିନୋଟି ରାଷ୍ଟ୍ର କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତାକୁ ଏସିଆନ୍ କପ୍ ମୁକ ବଧିର ପ୍ରତିଯୋଗିତା ଭାବରେ ବିବେଚନା କରାଯାଇଛି। ପ୍ରଥମ ଥର ପାଇଁ କଟକ ବାରବାଟି ଷ୍ଟାଡିୟମ୍ ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଭାରତୀୟ ଦଳର ଅଧିନାୟକ ଭାବରେ ବିରେନ୍ଦ୍ର ସିଂ,ନେପାଳ ର ବୈଦ୍ୟନାଥ ଚୌଧୁରୀ ଏବଂ ଶ୍ରୀଲଙ୍କାର ଏ କ୍ଲେପ ନେତୃତ୍ୱ ନେଉଛନ୍ତି। ଆଜି ଏହି ପ୍ରତିଯୋଗିତା ପାଇଁ ଜର୍ସି ଉନ୍ମୋଚିତ ହୋଇଛି। ଏହି ପ୍ରତିଯୋଗିତା ଚଳିତ ମାସ 24 ତାରିଖ ପର୍ଯ୍ୟନ୍ତ ଚାଲିବ 25 ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ସକାଳ 11 ଘଟିକରୁ 5 ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ଏଡିସିଏ ରନିର୍ଦ୍ଦେଶକ ରୋମା ବଲ୍ଵାନି, ଏଡିସିଏ ର ସଭାପତି ସୁମିତ ଜେନ, ସି ଇ ଓ ଶର୍ମ୍ମିଲା ସୁବ୍ରମଣ୍ୟମ, ସାଧାରଣ ସମ୍ପାଦକ ସାଗରକାନ୍ତ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।
    4
    ଏସିଆନ ମୁକ ବଧିର କ୍ରିକେଟ ଆସୋସିଏସନ୍ ଆନୁକୁଲ୍ୟରେ ଚଳିତ ମାସ 19 ତାରିଖ ଗୁରୁବାର ଦିନ ଠାରୁ କଟକ ବାରବାଟି ଷ୍ଟାଡିୟମ୍ ଠାରେ ଟି 20  ଏସିଆ ମୁକ,ବଧିର କ୍ରିକେଟ କପ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଜି ବାରବାଟି ଷ୍ଟାଡିୟମ୍ ଠାରେ ପ୍ରତିଯୋଗିତାର ଆୟୋଜନକାରି  ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ  ସୂଚନା ଦେଇ କହିଲେ ଭାରତ ସମେତ ଶ୍ରୀଲଙ୍କା ନେପାଳ ତିନୋଟି ରାଷ୍ଟ୍ର କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତାକୁ 
ଏସିଆନ୍ କପ୍ ମୁକ ବଧିର ପ୍ରତିଯୋଗିତା ଭାବରେ ବିବେଚନା କରାଯାଇଛି। ପ୍ରଥମ ଥର ପାଇଁ କଟକ ବାରବାଟି ଷ୍ଟାଡିୟମ୍ ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଭାରତୀୟ ଦଳର ଅଧିନାୟକ ଭାବରେ ବିରେନ୍ଦ୍ର ସିଂ,ନେପାଳ ର ବୈଦ୍ୟନାଥ  ଚୌଧୁରୀ ଏବଂ ଶ୍ରୀଲଙ୍କାର  ଏ କ୍ଲେପ ନେତୃତ୍ୱ ନେଉଛନ୍ତି। ଆଜି ଏହି ପ୍ରତିଯୋଗିତା ପାଇଁ ଜର୍ସି ଉନ୍ମୋଚିତ ହୋଇଛି। ଏହି ପ୍ରତିଯୋଗିତା ଚଳିତ ମାସ 24 ତାରିଖ ପର୍ଯ୍ୟନ୍ତ ଚାଲିବ 25 ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ସକାଳ 11 ଘଟିକରୁ 5 ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।   ଏହି ସାମ୍ବାଦିକ ସମ୍ମିଳନୀରେ  ଏଡିସିଏ ରନିର୍ଦ୍ଦେଶକ ରୋମା ବଲ୍ଵାନି,  ଏଡିସିଏ ର ସଭାପତି ସୁମିତ ଜେନ, ସି ଇ ଓ ଶର୍ମ୍ମିଲା ସୁବ୍ରମଣ୍ୟମ, ସାଧାରଣ ସମ୍ପାଦକ ସାଗରକାନ୍ତ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.