Shuru
Apke Nagar Ki App…
ଫଳକ ଶୂନ୍ୟ ରାସ୍ତା ମରାମତି ଢେଙ୍କାନାଳ ସହର ରୁ କଣ୍ଟାନାଳି ଛକ ମଧ୍ୟରେ ମା ବୁଢି ଠାକୁରାଣୀ ପିଠ ସମୣଖ ରୈ ମରାମତି ହେଉଥିବା କଲଭଟ କୈଣସି ସୂଚନା ଫଳକ ନାହିଁ, ଯାହାଫଳରେ ଏଠି ବାରମ୍ବାର ଦୁଘଟଣା ଘଟୁଚି ଏଥିପାଇଁ ଦାୟୀ କିଏ ବିଭାଗ ନା ଠିକାଦାର
Dipak Kumar Nayak
ଫଳକ ଶୂନ୍ୟ ରାସ୍ତା ମରାମତି ଢେଙ୍କାନାଳ ସହର ରୁ କଣ୍ଟାନାଳି ଛକ ମଧ୍ୟରେ ମା ବୁଢି ଠାକୁରାଣୀ ପିଠ ସମୣଖ ରୈ ମରାମତି ହେଉଥିବା କଲଭଟ କୈଣସି ସୂଚନା ଫଳକ ନାହିଁ, ଯାହାଫଳରେ ଏଠି ବାରମ୍ବାର ଦୁଘଟଣା ଘଟୁଚି ଏଥିପାଇଁ ଦାୟୀ କିଏ ବିଭାଗ ନା ଠିକାଦାର
More news from Odisha and nearby areas
- ଢେଙ୍କାନାଳ ସହର ରୁ କଣ୍ଟାନାଳି ଛକ ମଧ୍ୟରେ ମା ବୁଢି ଠାକୁରାଣୀ ପିଠ ସମୣଖ ରୈ ମରାମତି ହେଉଥିବା କଲଭଟ କୈଣସି ସୂଚନା ଫଳକ ନାହିଁ, ଯାହାଫଳରେ ଏଠି ବାରମ୍ବାର ଦୁଘଟଣା ଘଟୁଚି ଏଥିପାଇଁ ଦାୟୀ କିଏ ବିଭାଗ ନା ଠିକାଦାର2
- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଛଦେଶ ଅଞ୍ଚଳଟି ବହୁ ପୁରୁତନ ତଥା ରାଜ ରାଜୁଡ଼ା ସମୟରୁ ବେସ ପରିଚିତ। ହେଲେ ଛଦେଶ ଅଞ୍ଚଳଟି ଏବେ ମଧ୍ୟ ଅନୁନତ ଭାବେ ପଛରେ ପଡି ରହିଛି। ଛଦେଶ ଅଞ୍ଚଳର ଉନ୍ନତି ତଥା ଛଦେଶ ବ୍ଲକ ଦାବିରେ ଆଜି ଛଦେଶର ୧୨ଟି ପବାୟତର ୫୦ ହଜାର ଲୋକ ବାହାରିଛନ୍ତିା ସେମାନେ ଭାପୁର ଛକରେ ଦୋକାନ ବଜାର ବନ୍ଦ କରି ପୁରୁଣା କଟକ ସମ୍ବଲପୁର ରାସ୍ତାକୁ ସଂପୁର୍ଣ୍ଣ ବନ୍ଦ କରିଦେଇ ରାସ୍ତାରେ ବସି ରହିଛନ୍ତି । ଯାହାଦ୍ଵାରା କଟକ, ଢେଙ୍କାନାଳ, ଅନୁଗୋଳକୁ ଯାତାୟତ ବାଧାପ୍ରାପ୍ତ ଘଟିଛି। ଯଦି ଏଥିପ୍ରତି ଦୃଷ୍ଟି ଦିଆନ ଯାଏ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଗାଁ ଗାଁରେ ପହଞ୍ଚିବ ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ମାଜିଷ୍ଟ୍ରେଟ ଏବଂ ଏସଡିପିଓ ବିକାଶ ବେଉରା ଉପସ୍ଥିତ ରହି ବୁଝାସୁଝା କରିଥିଲେ।1
- Post by Dhenkanal News1
- Post by Tapasdas 63727887051
- କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।4
- ମେରୀଟ ଲିଷ୍ଟ ପ୍ରକାଶ ପାଇବାରେ ବିଳମ୍ବ | ଆଠ ଦିନ ଧରି ଆନ୍ଦୋଳନ ଜାରି | ମେରିଟ୍ ଲିଷ୍ଟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଏମିତି ସ୍ତ୍ରାଇକ ଜାରି ରହିବ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- मध्य प्रदेश के रीवा जिले से चौंकाने वाली खबर सामने आई है. दरअसल दबंगों ने दो महिलाओं को यहां जिंदा जमीन में दफन कर दिया. ये दो महिलाएं निजी जमीन पर सड़क निर्माण का विरोध कर रही थीं. हालांकि, दोनों महिलाओं को समय रहते बाहर निकाल लिया गया.1
- ଢେଙ୍କାନାଳ ଜିଲ୍ଲା ଶିଳ୍ପ କେନ୍ଦ୍ର ଠାରେ ଆଜି ପାଉଁଶ ଇଟା.ଫ୍ୟାକ୍ଟ୍ରିର ସମସ୍ୟାକୁ ନେଇ ଏକ ତ୍ରିପାକ୍ଷିକ ଆଲୋଚନା ତଥା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିI ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ ଅଧିକାରୀ ପ୍ରମୋଦ କୁମାର ସାହୁ, ଟାଟା ଷ୍ଟିଲର ପ୍ରତିନିଧି ନୃସିଂହ ଚରଣ ମହାପାତ୍ର ଓ ଜିଲ୍ଲା ପାଉଁଶ ଇଟା ଫ୍ୟାକ୍ଟ୍ରି ଆସୋସିଏସନର ସଭାପତି ନିଳମଣି କର ଉପସ୍ଥିତ ଥିଲେ। ଜିଲ୍ଲାର ସମସ୍ତ ବ୍ଲକ୍ ରୁ ଆସିଥିବା ପାଉଁଶ ଇଟା ଫ୍ୟାକ୍ଟ୍ରି ର ମାଲିକ ମାନେ ଯୋଗ ଦେଇ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ।ଢେଙ୍କାନାଳ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା। ପୂର୍ବରୁ ଟାଟା କମ୍ପାନୀ ପାଉଁଶ ଇଟା ତିଆରି ପାଇଁ ଫ୍ୟାକ୍ଟ୍ରି ଗୁଡିକୁ ମାଗଣାରେ ପାଉଁଶ ଯୋଗାଇ ଦେଇ ଆସୁଥିଲେ ଏବେ କିନ୍ତୁ ତାହାକୁ ଆଣିବାପାଇଁ ଇଟା ଫ୍ୟାକ୍ଟ୍ରିର ମାଲିକମାନଙ୍କୁ ଟଙ୍କା ଖର୍ଚ୍ଚ କରିବାରୁ ପଡୁଛି। ଯାହା ଦ୍ୱାରା ମାଲିକମାନେ କ୍ଷତି ସହୁଛନ୍ତି । ଏସଂପର୍କରେ ପୂର୍ବରୁ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଏଥିପାଇଁ ପୁଣି ତ୍ରିପାଖିକ ଆଲୋଚନା କରାଯାଇଥିବା ପ୍ରକାଶ କରିଛନ୍ତି।1