Shuru
Apke Nagar Ki App…
ଧମିଲୋ ରାମଚନ୍ଦ୍ରପୁର ମାଇନର କେନାଲ ବନ୍ଦ ବିଲଡରଙ୍କ ଜବର ଦଖଲରେ । #Balianta #Baliantatahasil #CMOdisha #Jayadevnews #Gicharajabar
Gagan Bhoi
ଧମିଲୋ ରାମଚନ୍ଦ୍ରପୁର ମାଇନର କେନାଲ ବନ୍ଦ ବିଲଡରଙ୍କ ଜବର ଦଖଲରେ । #Balianta #Baliantatahasil #CMOdisha #Jayadevnews #Gicharajabar
More news from ଓଡ଼ିଶା and nearby areas
- ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଜୟଦେବ ବିଜେପି ସଂଗଠନ ପକ୍ଷରୁ କିଲ ଲଡ଼ୁ ବଣ୍ଟନ l1
- ୯ ଦିନ ବିତିଲାଣି । ଏପର୍ଯ୍ୟନ୍ତ ବଣମଣିଷ ରହସ୍ୟରୁ ହଟିନି ପରଦା । ରହସ୍ଯ ଭେଦିବାକୁ ତନାଘନା ତଦନ୍ତ କରୁଛି ରାଇମବ୍ରାଞ୍ଚ ଏସଟିଏଫ । ୯ ଦିନ ବିତିଲାଣି । ଏପର୍ଯ୍ୟନ୍ତ ବଣମଣିଷ ରହସ୍ୟରୁ ହଟିନି ପରଦା । ରହସ୍ଯ ଭେଦିବାକୁ ତନାଘନା ତଦନ୍ତ କରୁଛି ରାଇମବ୍ରାଞ୍ଚ ଏସଟିଏଫ । #LatestNews #UpdateNews #apanankakhabara #orangutanrescue #news #OdishaNews #odisha1
- ଡକାୟତକରିବା ଉଦ୍ୟମବେଳେ କୌଣସି ସୂତ୍ରରୁ ପୋଲିସ ଖବରପାଇଁ ପାଞ୍ଚଜଣ ଡକାୟତଙ୍କୁ ଧରିବାରେ ସକ୍ଷମ ହୋଇଛି1
- ଢେଙ୍କାନାଳ ସଦର ବ୍ଲକ ଛଦେଶ ଅଞ୍ଚଳର ପ୍ରସିଦ୍ଧ ବାବା ପଶ୍ଚିମେଶ୍ୱରଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେପି ଦଳୀୟ ନେତା, ମହିଳା କର୍ମୀ ଓ ଦଳୀୟ କର୍ମୀମାନେ ମନ୍ଦିର ପରିସରରେ ଏକତ୍ରିତ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳ କାମନା କରି ଶତାଧିକ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହାସହ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା। ସାମୁହିକ ଦୀପଦାନ ଓ ପୂଜାର୍ଚ୍ଚନାକୁ ନେଇ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। #Hashtags: #NarendraModi #PMModiBirthday #ModiBirthday #Dhenkanal #DhenkanalNews #PaschimeswarTemple #Deepadan #BJP #OdishaNews #DhenkanalNewsOdisha #BirthdayCelebration #OdishaNewsToday1
- ନୂଆଦିଲ୍ଲୀ ରେ ସେମିକନ୍ଇଣ୍ଡିଆ 2026 ର ଶୁଭରାମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି -ନୂଆଦିଲ୍ଲୀରେ ‘ସେମିକନ୍ ଇଣ୍ଡିଆ-୨୦୨୬’ର ଶୁଭାରମ୍ଭ -ଯଶୋଭୂମିରେ ସମ୍ମିଳନୀକୁ ଉଦ୍ଘାଟନ କଲେ PM ମୋଦି -କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ -ବିକଶିତ ଭାରତ ଗଠନ ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି -ଭାରତରେ ଜିଡିପି ୭.୪ ପ୍ରତିଶତ ବୃଦ୍ଧି ହୋଇଛି -ବିଶ୍ବରେ ଭାରତ ଉପରେ ଲୋକଙ୍କ ଭରସା ବଢୁଛି -ଅର୍ଥନୀତି କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି -ଛାତ୍ରଛାତ୍ରୀଙ୍କୁ ସେମିକଣ୍ଡକ୍ଟର ପାଇଁ ତାଲିମ ଦିଆଯିବ -ଏଯାବତ୍ ୭୦ ହଜାର ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇସାରିଛୁ -ଭାରତରେ ଇଞ୍ଜିନିୟରିଂ ପ୍ରତିଭାର କୌଣସି ଅଭାବ ନାହିଁ -ବିଶ୍ବ ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧି ୨୦%ରୁ ଅଧିକ -AI ଆସିବା ପରେ ନୂଆ ନୂଆ ପ୍ରଶ୍ନ ସାମ୍ନାକୁ ଆସିଛି -ଭାରତ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପ୍ରସ୍ତୁତ ଅଛି #SemiconIndia20261
- ଦୁବାଇ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ପାଳନ କରାଗଲା1
- ଗାଧଉଥିବା ସମୟରେ ମୁଣ୍ଡ ଉପରେ ଖସିଲା ନାଗ ସାପ ll ଦେଖନ୍ତୁ ପୂରା ଘଟଣା ll ଗାଧଉଥିବା ସମୟରେ ମୁଣ୍ଡ ଉପରେ ଖସିଲା ନାଗ ସାପ ll ଦେଖନ୍ତୁ ପୂରା ଘଟଣା ll1
- ଜଗତସିଂହପୁର ଏସମା ବ୍ଲକ ଗୋପାଳପୁର ଠାରେ ଗଣେଷ ଭଷାଣି ବେଳେ ନଦୀରେ ଚାରି ଯୁବକ ବୁଡିଗଲେ1
- ଭସାଣି ରେ ଘଟିଲା ରକ୍ତାତ କାଣ୍ଡ ll Big Breaking News ll ଦେଖନ୍ତୁ ପୂରା ଘଟଣା ll ଭସାଣି ରେ ଘଟିଲା ରକ୍ତାତ କାଣ୍ଡ ll Big Breaking News ll ଦେଖନ୍ତୁ ପୂରା ଘଟଣା ll1