logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ସଦର ବ୍ଲକ ଛଦେଶ ଅଞ୍ଚଳର ପ୍ରସିଦ୍ଧ ବାବା ପଶ୍ଚିମେଶ୍ୱରଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେପି ଦଳୀୟ ନେତା, ମହିଳା କର୍ମୀ ଓ ଦଳୀୟ କର୍ମୀମାନେ ମନ୍ଦିର ପରିସରରେ ଏକତ୍ରିତ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳ କାମନା କରି ଶତାଧିକ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହାସହ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା। ସାମୁହିକ ଦୀପଦାନ ଓ ପୂଜାର୍ଚ୍ଚନାକୁ ନେଇ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। #Hashtags: #NarendraModi #PMModiBirthday #ModiBirthday #Dhenkanal #DhenkanalNews #PaschimeswarTemple #Deepadan #BJP #OdishaNews #DhenkanalNewsOdisha #BirthdayCelebration #OdishaNewsToday

1 hr ago
user_Dhenkanal News
Dhenkanal News
Media company Dhenkanal Sadar, Odisha•
1 hr ago

ଢେଙ୍କାନାଳ ସଦର ବ୍ଲକ ଛଦେଶ ଅଞ୍ଚଳର ପ୍ରସିଦ୍ଧ ବାବା ପଶ୍ଚିମେଶ୍ୱରଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେପି ଦଳୀୟ ନେତା, ମହିଳା କର୍ମୀ ଓ ଦଳୀୟ କର୍ମୀମାନେ ମନ୍ଦିର ପରିସରରେ ଏକତ୍ରିତ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳ କାମନା କରି ଶତାଧିକ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହାସହ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା। ସାମୁହିକ ଦୀପଦାନ ଓ ପୂଜାର୍ଚ୍ଚନାକୁ ନେଇ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। #Hashtags: #NarendraModi #PMModiBirthday #ModiBirthday #Dhenkanal #DhenkanalNews #PaschimeswarTemple #Deepadan #BJP #OdishaNews #DhenkanalNewsOdisha #BirthdayCelebration #OdishaNewsToday

More news from Odisha and nearby areas
  • ଢେଙ୍କାନାଳ ସଦର ବ୍ଲକ ଛଦେଶ ଅଞ୍ଚଳର ପ୍ରସିଦ୍ଧ ବାବା ପଶ୍ଚିମେଶ୍ୱରଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେପି ଦଳୀୟ ନେତା, ମହିଳା କର୍ମୀ ଓ ଦଳୀୟ କର୍ମୀମାନେ ମନ୍ଦିର ପରିସରରେ ଏକତ୍ରିତ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳ କାମନା କରି ଶତାଧିକ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହାସହ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା। ସାମୁହିକ ଦୀପଦାନ ଓ ପୂଜାର୍ଚ୍ଚନାକୁ ନେଇ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। #Hashtags: #NarendraModi #PMModiBirthday #ModiBirthday #Dhenkanal #DhenkanalNews #PaschimeswarTemple #Deepadan #BJP #OdishaNews #DhenkanalNewsOdisha #BirthdayCelebration #OdishaNewsToday
    1
    ଢେଙ୍କାନାଳ ସଦର ବ୍ଲକ ଛଦେଶ ଅଞ୍ଚଳର ପ୍ରସିଦ୍ଧ ବାବା ପଶ୍ଚିମେଶ୍ୱରଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ବିଜେପି ଦଳୀୟ ନେତା, ମହିଳା କର୍ମୀ ଓ ଦଳୀୟ କର୍ମୀମାନେ ମନ୍ଦିର ପରିସରରେ ଏକତ୍ରିତ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳ କାମନା କରି ଶତାଧିକ ଦୀପ ପ୍ରଜ୍ୱଳନ କରାଯାଇଥିଲା।
ଏହାସହ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା। ସାମୁହିକ ଦୀପଦାନ ଓ ପୂଜାର୍ଚ୍ଚନାକୁ ନେଇ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
#Hashtags:
#NarendraModi #PMModiBirthday #ModiBirthday #Dhenkanal #DhenkanalNews #PaschimeswarTemple #Deepadan #BJP #OdishaNews #DhenkanalNewsOdisha #BirthdayCelebration #OdishaNewsToday
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    1 hr ago
  • ନୂଆଦିଲ୍ଲୀ ରେ ସେମିକନ୍ଇଣ୍ଡିଆ 2026 ର ଶୁଭରାମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି -ନୂଆଦିଲ୍ଲୀରେ ‘ସେମିକନ୍ ଇଣ୍ଡିଆ-୨୦୨୬’ର ଶୁଭାରମ୍ଭ -ଯଶୋଭୂମିରେ ସମ୍ମିଳନୀକୁ ଉଦ୍‌ଘାଟନ କଲେ PM ମୋଦି -କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ -ବିକଶିତ ଭାରତ ଗଠନ ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି -ଭାରତରେ ଜିଡିପି ୭.୪ ପ୍ରତିଶତ ବୃଦ୍ଧି ହୋଇଛି -ବିଶ୍ବରେ ଭାରତ ଉପରେ ଲୋକଙ୍କ ଭରସା ବଢୁଛି -ଅର୍ଥନୀତି କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି -ଛାତ୍ରଛାତ୍ରୀଙ୍କୁ ସେମିକଣ୍ଡକ୍ଟର ପାଇଁ ତାଲିମ ଦିଆଯିବ -ଏଯାବତ୍ ୭୦ ହଜାର ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇସାରିଛୁ -ଭାରତରେ ଇଞ୍ଜିନିୟରିଂ ପ୍ରତିଭାର କୌଣସି ଅଭାବ ନାହିଁ -ବିଶ୍ବ ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧି ୨୦%ରୁ ଅଧିକ -AI ଆସିବା ପରେ ନୂଆ ନୂଆ ପ୍ରଶ୍ନ ସାମ୍ନାକୁ ଆସିଛି -ଭାରତ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପ୍ରସ୍ତୁତ ଅଛି #SemiconIndia2026
    1
    ନୂଆଦିଲ୍ଲୀ ରେ ସେମିକନ୍ଇଣ୍ଡିଆ 2026  ର ଶୁଭରାମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି
-ନୂଆଦିଲ୍ଲୀରେ ‘ସେମିକନ୍ ଇଣ୍ଡିଆ-୨୦୨୬’ର ଶୁଭାରମ୍ଭ
-ଯଶୋଭୂମିରେ ସମ୍ମିଳନୀକୁ ଉଦ୍‌ଘାଟନ କଲେ PM ମୋଦି
-କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
-ବିକଶିତ ଭାରତ ଗଠନ ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି
-ଭାରତରେ ଜିଡିପି ୭.୪ ପ୍ରତିଶତ ବୃଦ୍ଧି ହୋଇଛି
-ବିଶ୍ବରେ ଭାରତ ଉପରେ ଲୋକଙ୍କ ଭରସା ବଢୁଛି
-ଅର୍ଥନୀତି କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି
-ଛାତ୍ରଛାତ୍ରୀଙ୍କୁ ସେମିକଣ୍ଡକ୍ଟର ପାଇଁ ତାଲିମ ଦିଆଯିବ
-ଏଯାବତ୍ ୭୦ ହଜାର ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇସାରିଛୁ
-ଭାରତରେ ଇଞ୍ଜିନିୟରିଂ ପ୍ରତିଭାର କୌଣସି ଅଭାବ ନାହିଁ
-ବିଶ୍ବ ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧି ୨୦%ରୁ ଅଧିକ
-AI ଆସିବା ପରେ ନୂଆ ନୂଆ ପ୍ରଶ୍ନ ସାମ୍ନାକୁ ଆସିଛି
-ଭାରତ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପ୍ରସ୍ତୁତ ଅଛି #SemiconIndia2026
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    6 hrs ago
  • ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ
    1
    ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ
ମୋଦୀଙ୍କ ଜନ୍ମ ଦିନରେ ଘରେ ଘରେ ଜଳିବ “ଆର୍ଶୀବାଦ ଦୀପ”, ଆଜିଠାରୁ ଆରମ୍ଭ ହେବ "ସେବା ସଂକଳ୍ପ ଅଭିଯାନ
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    3 hrs ago
  • କୋରାପୁଟର କାହାଣୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇଲା ‘ମାଳିପୁଟ ମେଲୋଡିଜ୍’ କୋରାପୁଟର କାହାଣୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇଲା ‘ମାଳିପୁଟ ମେଲୋଡିଜ୍’ । ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    କୋରାପୁଟର କାହାଣୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇଲା ‘ମାଳିପୁଟ ମେଲୋଡିଜ୍’
କୋରାପୁଟର କାହାଣୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇଲା ‘ମାଳିପୁଟ ମେଲୋଡିଜ୍’ ।
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    5 hrs ago
  • ରାଜ୍ୟର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ଡି.କେ. ଶିବକୁମାର ସାହେବଙ୍କ ଆଶା ଅନୁଯାୟୀ ବେଙ୍ଗାଲୁରୁ ସହରର ସାମଗ୍ରିକ ବିକାଶ ତଥା ଜନସାଧାରଣଙ୍କ କଲ୍ୟାଣକୁ ପ୍ରାଥମିକତା ଦିଆଯାଉଛି। ଦାସରହଲ୍ଲୀ ନିର୍ବାଚନମଣ୍ଡଳୀରେ ଜଳ ସୁରକ୍ଷା ତଥା ବିପର୍ଯ୍ୟୟ ପ୍ରତିରୋଧୀ ରାଜକାଲୁଭେ (ନାଳ) ନିର୍ମାଣ କାର୍ଯ୍ୟ ପାଇଁ ₹୨୦୮.୬୧ କୋଟି ଟଙ୍କାର ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା କଂଗ୍ରେସ ସରକାରଙ୍କ ଏକ ପ୍ରମୁଖ ବିକାଶମୂଳକ ପଦକ୍ଷେପ। ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନା ଦ୍ୱାରା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ଦୀର୍ଘକାଳୀନ ଲାଭ ମିଳିବ। ଜନହିତକର ଏହି କାର୍ଯ୍ୟରେ କୌଣସି ପ୍ରକାରର ବାଧା କିମ୍ବା ବିଳମ୍ବ ହେଲେ, ଜନସାଧାରଣଙ୍କ ପକ୍ଷରୁ ସ୍ୱର ଉତ୍ତୋଳନ କରି ସଂଘର୍ଷ କରିବାକୁ ମୁଁ ସର୍ବଦା ପ୍ରସ୍ତୁତ ଅଛି, ବୋଲି ବାଗଲାଗୁଣ୍ଟେ ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ହରୀଶ ପାର୍ଥ ଜନସାଧାରଣଙ୍କୁ ଆଶ୍ୱାସନ ଦେଇଛନ୍ତି।
    1
    ରାଜ୍ୟର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ଡି.କେ. ଶିବକୁମାର ସାହେବଙ୍କ ଆଶା ଅନୁଯାୟୀ ବେଙ୍ଗାଲୁରୁ ସହରର ସାମଗ୍ରିକ ବିକାଶ ତଥା ଜନସାଧାରଣଙ୍କ କଲ୍ୟାଣକୁ ପ୍ରାଥମିକତା ଦିଆଯାଉଛି।

ଦାସରହଲ୍ଲୀ ନିର୍ବାଚନମଣ୍ଡଳୀରେ ଜଳ ସୁରକ୍ଷା ତଥା ବିପର୍ଯ୍ୟୟ ପ୍ରତିରୋଧୀ ରାଜକାଲୁଭେ (ନାଳ) ନିର୍ମାଣ କାର୍ଯ୍ୟ ପାଇଁ ₹୨୦୮.୬୧ କୋଟି ଟଙ୍କାର ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା କଂଗ୍ରେସ ସରକାରଙ୍କ ଏକ ପ୍ରମୁଖ ବିକାଶମୂଳକ ପଦକ୍ଷେପ।

ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନା ଦ୍ୱାରା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ଦୀର୍ଘକାଳୀନ ଲାଭ ମିଳିବ। ଜନହିତକର ଏହି କାର୍ଯ୍ୟରେ କୌଣସି ପ୍ରକାରର ବାଧା କିମ୍ବା ବିଳମ୍ବ ହେଲେ, ଜନସାଧାରଣଙ୍କ ପକ୍ଷରୁ ସ୍ୱର ଉତ୍ତୋଳନ କରି ସଂଘର୍ଷ କରିବାକୁ ମୁଁ ସର୍ବଦା ପ୍ରସ୍ତୁତ ଅଛି, ବୋଲି ବାଗଲାଗୁଣ୍ଟେ ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ହରୀଶ ପାର୍ଥ ଜନସାଧାରଣଙ୍କୁ ଆଶ୍ୱାସନ ଦେଇଛନ୍ତି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ମୈତ୍ରୀ ଗୃପର ବଜାଜ ସୋରୁମରେ ୩ଟି ମଡେଲ ଅପଗ୍ରେଡ ଗାଡିର ଶୁଭ ଉଦଘାଟନ ରାହାମା ସ୍ଥିତ ମୈତ୍ରୀ ଗୃପର ବଜାଜ ସୋରୁମରେ ୩ଟି ମଡେଲ ଅପଗ୍ରେଡ ଗାଡିର ଶୁଭ ଉଦଘାଟନ ହୋଇଛି। ମୈତ୍ରୀ ଗୃପର ପ୍ରତିଷ୍ଠାତା ତଥା ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ରବିନାରାୟଣ ସାହୁ, ବଜାଜ ସୋରୁମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିକାଶ ସାହୁ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସଭା କାର୍ଯ୍ୟ ପରିଚାଳନା କରିଥିଲେ।
    1
    ମୈତ୍ରୀ ଗୃପର ବଜାଜ ସୋରୁମରେ ୩ଟି ମଡେଲ ଅପଗ୍ରେଡ ଗାଡିର ଶୁଭ ଉଦଘାଟନ 
ରାହାମା ସ୍ଥିତ ମୈତ୍ରୀ ଗୃପର ବଜାଜ ସୋରୁମରେ ୩ଟି ମଡେଲ ଅପଗ୍ରେଡ ଗାଡିର ଶୁଭ ଉଦଘାଟନ ହୋଇଛି। ମୈତ୍ରୀ ଗୃପର ପ୍ରତିଷ୍ଠାତା ତଥା ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ରବିନାରାୟଣ ସାହୁ, ବଜାଜ ସୋରୁମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିକାଶ ସାହୁ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସଭା କାର୍ଯ୍ୟ ପରିଚାଳନା କରିଥିଲେ।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ରାଜ୍ୟ ଓଡ଼ିଶା ବ୍ଲକ ବାଲିଅନ୍ତା ଗ୍ରାମପଞ୍ଚାୟତ କାକରୁଦ୍ରପୁର ଓ ପ୍ରତାପରୁଦ୍ରପୁର ଟି କମ ଦାସ ଓ କ୍ଷୀରୋଦ ଚନ୍ଦ୍ର ପଣ୍ଡା ମୋଦି ସରକାରଙ୍କ ପ୍ରଭୁଜଗନ୍ନାଥ ମଙ୍ଗଳ କରନ୍ତୁ ତା୧୬ /୯/୨୦୨୬
    1
    ରାଜ୍ୟ ଓଡ଼ିଶା ବ୍ଲକ ବାଲିଅନ୍ତା ଗ୍ରାମପଞ୍ଚାୟତ କାକରୁଦ୍ରପୁର ଓ ପ୍ରତାପରୁଦ୍ରପୁର  ଟି କମ ଦାସ ଓ କ୍ଷୀରୋଦ ଚନ୍ଦ୍ର ପଣ୍ଡା  ମୋଦି ସରକାରଙ୍କ ପ୍ରଭୁଜଗନ୍ନାଥ ମଙ୍ଗଳ କରନ୍ତୁ ତା୧୬ /୯/୨୦୨୬
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
    1
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.