Shuru
Apke Nagar Ki App…
#ଭଡାଘରୁ_ଆରମ୍ଭ_ହୋଇଥିଲା_ଏବେ_ବଡବଡ_କୋଠା ୨୫ବର୍ଷରେ ବରଗଡର ବିକାଶ ଇନଷ୍ଟିଚ୍ୟୁଟ୍ । ବରଗଡର ଏକ ଭଡ଼ା ଘରୁ ଆରମ୍ଭ ହୋଇଥିଲା ସ୍କୁଲ୍ #ଭଡାଘରୁ_ଆରମ୍ଭ_ହୋଇଥିଲା_ଏବେ_ବଡବଡ_କୋଠା ୨୫ବର୍ଷରେ ବରଗଡର ବିକାଶ ଇନଷ୍ଟିଚ୍ୟୁଟ୍ । ବରଗଡର ଏକ ଭଡ଼ା ଘରୁ ଆରମ୍ଭ ହୋଇଥିଲା ସ୍କୁଲ୍ । ୨୫ ବର୍ଷ ମଧ୍ୟରେ ଅନେକ ସଂଘର୍ଷ ପରେ ଆଜି ସଫଳତାର ସହ ନିଜ କ୍ୟାମ୍ପସରେ ରୌପ୍ୟ ଜୟନ୍ତୀ ପାଳନ କରିଛି ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ବିକାଶ ହାଇୟର ଇନଷ୍ଟିଚ୍ୟୁଟ୍ । ଆଉ କେଇ ଦିନ ପରେ ବରଗଡରେ ହେବାକୁ ଯାଉଛି ୟୁନିଭରସିଟି । #vikashgroupofinstitutions #laxmivikash #EducationalInstitute #bargarh #silverjubileeanniversary #celebration
Bargarh TV
#ଭଡାଘରୁ_ଆରମ୍ଭ_ହୋଇଥିଲା_ଏବେ_ବଡବଡ_କୋଠା ୨୫ବର୍ଷରେ ବରଗଡର ବିକାଶ ଇନଷ୍ଟିଚ୍ୟୁଟ୍ । ବରଗଡର ଏକ ଭଡ଼ା ଘରୁ ଆରମ୍ଭ ହୋଇଥିଲା ସ୍କୁଲ୍ #ଭଡାଘରୁ_ଆରମ୍ଭ_ହୋଇଥିଲା_ଏବେ_ବଡବଡ_କୋଠା ୨୫ବର୍ଷରେ ବରଗଡର ବିକାଶ ଇନଷ୍ଟିଚ୍ୟୁଟ୍ । ବରଗଡର ଏକ ଭଡ଼ା ଘରୁ ଆରମ୍ଭ ହୋଇଥିଲା ସ୍କୁଲ୍ । ୨୫ ବର୍ଷ ମଧ୍ୟରେ ଅନେକ ସଂଘର୍ଷ ପରେ ଆଜି ସଫଳତାର ସହ ନିଜ କ୍ୟାମ୍ପସରେ ରୌପ୍ୟ ଜୟନ୍ତୀ ପାଳନ କରିଛି ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ବିକାଶ ହାଇୟର ଇନଷ୍ଟିଚ୍ୟୁଟ୍ । ଆଉ କେଇ ଦିନ ପରେ ବରଗଡରେ ହେବାକୁ ଯାଉଛି ୟୁନିଭରସିଟି । #vikashgroupofinstitutions #laxmivikash #EducationalInstitute #bargarh #silverjubileeanniversary #celebration
More news from ଓଡ଼ିଶା and nearby areas
- ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା .. Bargarhnews ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା ..1
- 🚨 नेपाल में कुदरत का कहर! जलसैलाब ने मचाई भारी तबाही नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए। वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है। 🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे। #NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert 🚨 नेपाल में कुदरत का कहर! जलसैलाब ने मचाई भारी तबाही नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए। वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है। 🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे। #NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert1
- -: ମହମ୍ମଦ ଜୟନ୍ତୀ ଅବସରରେ ବିଶାଳ ଶୋଭାଯାତ୍ରା :- -: ଦେଶରେ ଶାନ୍ତି, ଦେଶପ୍ରେମ, ଭାତ୍ରୁଭାବର ବାର୍ତ୍ତା ଦେଲେ ମୁସଲ୍ମାନ୍ ଭାଇ :- ତା: ୨୬।୮।୨୬: ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରରେ ବେଲପାହାଡ଼ ରାଜା ମସ୍ଜିତ୍, ଖ୍ବାଜା ଗରିବ ନୱାଜ କମିଟି ଓ ଗୁମାଡେରା ନୁରୀ ଜାମା ମସ୍ଜିତ୍ କମିଟି ପକ୍ଷରୁ ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ଆଜି ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ରାଜା ମସ୍ଜିତ୍ ଓ ନୁରୀ ଜାମା ମସ୍ଜିତ୍ କମିଟି ପକ୍ଷରୁ ମସ୍ଜିତରୁ ଆଜି ବୁଧବାର ସନ୍ଧ୍ୟାରେ ବେଲପାହାଡ଼ ଫାଟକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରିବା ପରେ ନୁରୀ ଜାମା ମସ୍ଜିତରେ ଶୋଭାଯାତ୍ରା ସମାପ୍ତ ହୋଇଥିଲା। ସେଠାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଶୋଭାଯାତ୍ରା ମାଧ୍ୟମରେ ଶତାଧିକ ମୁସଲ୍ମାନ୍ ଭାଇ ଓ ଭଉଣୀ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଦେଶରେ ଶାନ୍ତି, ଦେଶପ୍ରେମ, ଭାତ୍ରୁଭାବ ବଜାୟ ରଖିବାକୁ ବାର୍ତ୍ତା ଦେଇଥିଲେ। ମୁସଲ୍ମାନ୍ ଭାଇ ଓ ଭଉଣୀମାନେ ନୂତନ ପୋଷାକ ପରିଧାନ କରି ଏକତ୍ରିତ ହୋଇ ପରଷ୍ପର ମଧ୍ୟରେ ହାତକୁ ହାତ ମିଲାଇ, ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଏପରିକି ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ସେମାନଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଆୟୋଜକ ଗୁମାଡେରା ନୁରୀ ଜାମା ମସ୍ଜିତ୍ କମିଟିର ମକ୍ସୁଦ୍ ଆଲମ୍, ଅମଜଦ୍ ଅହମ୍ମଦ, ମହମ୍ମଦ ଇଯାଜ୍, ଇମାମ୍ ଅଲ୍ଲୀ କ୍ୟୁରେସି, ଏହେଶାନ ଖାନ, ଏମଡି ଅନିରୁଦ୍ଦିନ, ଇର୍ଫାନ ଖାନ, ଅସ୍ଲମ ଖାନ, ଅବଦୁଲ୍ ଜଲିଲ, ହାଜି ଉସ୍ମାନ, ହାଜି ସୁଲେମାନ, ମହମ୍ମଦ ସମସାଦ୍, ମହମ୍ମଦ ଶିରାଜ୍, ଇଯାଜ୍ ଅହମ୍ମଦ, ନଉଶାଦ୍ ଅହମ୍ମଦ, ଏମଡି ସିରଜ, ଗୁଲଜାର ଅହମ୍ମଦ ପ୍ରମୁଖ ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ। ସେହିପରି ବେଲପାହାଡ଼ ଖ୍ବାଜା ଗରିବ ନୱାଜ କମିଟି ପକ୍ଷରୁ ପୃଥକ ଭାବେ ଏକ ଭବ୍ୟ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରାଯାଇଥିଲା। ଆୟୋଜକ ଖ୍ବାଜା ଗରିବ ନୱାଜ କମିଟିର ଅମଜଦ ଖାନ, ଏମଡି ଅନୱର, ଅମିନ ହୁସେନ, ସଲମାନ ଖାନ, ଏମଡି ଅମିରଉଲ୍ଲା, ଅବଦୁଲ୍ ଇବ୍ରାହିମ, ଏମଡି ହାକିମ୍, ଏମଡି ସୁଲେମାନ ପ୍ରମୁଖ ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ। ବେଲପାହାଡ଼ ଥାନାଧିକାରୀ ବିକାଶ କଲେତଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମତୟନ କରାଯାଇଥିଲା।2
- Post by Dharmu Oram1
- ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ଆଡ଼ଭୋକେଟ ଶ୍ୟାମ ଓଁ ପ୍ରସାଦ ମିଶ୍ରଙ୍କ ସଂଯୋଜନା ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ସମାଜ ସେଵୀ ଶ୍ରୀବତ୍ସ ମଲ୍ଲିକ, ଓରମାସ ସିଇଓ ସମୀର କୁମାର ନାୟକ ଓ ପଏଁରୀ ସମ୍ପାଦକ ଚୌଧୁରୀ ବିଭାର ଉପସ୍ଥିତ ଥିଲେ l ସମ୍ପାଦକ ଉମେଶ କୁମ୍ଭାରଙ୍କ ନିର୍ଦେଶନା ରେ ଅତିଥି ମାନଙ୍କ ଉଦେଶ୍ୟ ରେ ସୁନ୍ଦର ସ୍ୱାଗତ ସଂଗୀତ ପରିବେଷଣ ହେଇଥିଲା l ଜିଲ୍ଲାପାଳ ତାଙ୍କ ଭାବ ବିହଳ ବାର୍ତ୍ତା କହିଥିଲେ ଏ ମାଟି କୁ ଆସିଲା ପରେ ମାଟିର ବାସ୍ନା ମୋତେ ବିଭୋର କରିଛି ଏବଂ ମୁଁ ଏଇ ଅନୁଷ୍ଠାନରୁ ଗୀତ ଗାଇବା ଶିଖିଛି l ଉମେଶ ବାବୁ ସବୁ ବେଳେ ଗୀତ ଗାଇବା ପାଇଁ ମୋତେ ପ୍ରେରଣା ଦେଇଛନ୍ତି ମୁଁ କେବେ ଭୁଲି ପାରିବିନି ଅନୁଷ୍ଠାନ କୁ ଏବଂ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଂକୁ l ଶେଷରେ ସଭାପତି ପ୍ରତ୍ୟୁଷ କୁମାର ମେହେର ଧନ୍ୟବାଦ ଦେଇଥିଲେ l1
- ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି 🚩 ଜୟ ଗୁରୁ ରବିଦାସ 🚩 ସୁବର୍ଣ୍ଣପୁର ଜିଲ୍ଲା ଉଲଣ୍ଡା ବ୍ଲକ ଜଉଁରାଭଉଁରା ଗ୍ରାମ ରେ ଆଜି ତା-୨୬/୦୮/୨୬ ସକାଳ 12.30ରେପବିତ୍ର କଳସ ବନ୍ଦନ ଶୋଭାଯାତ୍ରା" ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ସମସ୍ତ ପଞ୍ଚାୟତ ପ୍ରମୁଖ, ବୁତ୍ ସଭାପତି ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ମଣ୍ଡଳ କମିଟିର ସମସ୍ତ ସଦ୍ୟସ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ *ପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା ଉପସ୍ଥିତ ଥିଲେ1
- 🚨 ब्रेकिंग न्यूज | संबलपुर उत्तरांचल DIG के रूप में IPS चरन सिंह मीणा ने संभाला कार्यभार संबलपुर में उत्तरांचल रेंज के नए DIG IPS चरन सिंह मीणा ने अपना कार्यभार संभाल लिया है। पदभार ग्रहण के दौरान उनका स्वागत किया गया और उन्हें कार्यभार सौंपा गया। वहीं, पुराने DIG हिमांशु कुमार लाल को पूरे पुलिस विभाग की ओर से सैल्यूट और सम्मान के साथ विदाई दी गई। अधिकारियों एवं जवानों ने उन्हें सम्मानपूर्वक विदा किया। 📍 संबलपुर, ओडिशा #P24NewsExpress #BreakingNews #Sambalpur #SambalpurNews #HimanshuKumarLal #CharanSinghMeena #DIG #IPS #OdishaPolice #OdishaNews #LatestNews 🚨 ब्रेकिंग न्यूज | संबलपुर उत्तरांचल DIG के रूप में IPS चरन सिंह मीणा ने संभाला कार्यभार संबलपुर में उत्तरांचल रेंज के नए DIG IPS चरन सिंह मीणा ने अपना कार्यभार संभाल लिया है। पदभार ग्रहण के दौरान उनका स्वागत किया गया और उन्हें कार्यभार सौंपा गया। वहीं, पुराने DIG हिमांशु कुमार लाल को पूरे पुलिस विभाग की ओर से सैल्यूट और सम्मान के साथ विदाई दी गई। अधिकारियों एवं जवानों ने उन्हें सम्मानपूर्वक विदा किया। 📍 संबलपुर, ओडिशा #P24NewsExpress #BreakingNews #Sambalpur #SambalpurNews #HimanshuKumarLal #CharanSinghMeena #DIG #IPS #OdishaPolice #OdishaNews #LatestNews1
- ନେପାଳରେ ଭୟଙ୍କର ବନ୍ୟା, ଭାସିଗଲେ ୧୦୦୦ରୁ ଅଧିକ ଲୋକ ନେପାଳରେ ଭୟଙ୍କର ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ନେପାଳରେ ଭୟଙ୍କର ବନ୍ୟା, ଭାସିଗଲେ ୧୦୦୦ରୁ ଅଧିକ ଲୋକ ନେପାଳରେ ଭୟଙ୍କର ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରସୁୱା ଜିଲ୍ଲାର ତିମୁର ଓ ସ୍ୟାଫ୍ରୁବେସୀ ସମେତ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଶତାଧିକ ଗାଁ ବନ୍ୟାଜଳରେ ଭାସିଯାଇଥିବା ଖବର ମିଳିଛି। ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି। ପ୍ରାୟ ୩୦୦ ଲୋକ ଫସି ରହିଥିବା ଏବଂ ୩୦ ଜଣ ପୋଲିସ କର୍ମଚାରୀ ନିଖୋଜ ଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୫ଟି ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ନେପାଳ ସେନା ହେଲିକପ୍ଟର ଯୋଗେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖିଛି। ତେବେ ମୃତାହତ ଓ କ୍ଷୟକ୍ଷତି ନେଇ ଚୂଡ଼ାନ୍ତ ସରକାରୀ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।1