logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନେପାଳରେ ଭୟଙ୍କର ବନ୍ୟା, ଭାସିଗଲେ ୧୦୦୦ରୁ ଅଧିକ ଲୋକ ନେପାଳରେ ଭୟଙ୍କର ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ନେପାଳରେ ଭୟଙ୍କର ବନ୍ୟା, ଭାସିଗଲେ ୧୦୦୦ରୁ ଅଧିକ ଲୋକ ନେପାଳରେ ଭୟଙ୍କର ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରସୁୱା ଜିଲ୍ଲାର ତିମୁର ଓ ସ୍ୟାଫ୍ରୁବେସୀ ସମେତ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଶତାଧିକ ଗାଁ ବନ୍ୟାଜଳରେ ଭାସିଯାଇଥିବା ଖବର ମିଳିଛି। ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି। ପ୍ରାୟ ୩୦୦ ଲୋକ ଫସି ରହିଥିବା ଏବଂ ୩୦ ଜଣ ପୋଲିସ କର୍ମଚାରୀ ନିଖୋଜ ଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୫ଟି ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ନେପାଳ ସେନା ହେଲିକପ୍ଟର ଯୋଗେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରଖିଛି। ତେବେ ମୃତାହତ ଓ କ୍ଷୟକ୍ଷତି ନେଇ ଚୂଡ଼ାନ୍ତ ସରକାରୀ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

1 hr ago
user_Soubhagya Ranjan Sahu
Soubhagya Ranjan Sahu
Belpahar, Jharsuguda•
1 hr ago

ନେପାଳରେ ଭୟଙ୍କର ବନ୍ୟା, ଭାସିଗଲେ ୧୦୦୦ରୁ ଅଧିକ ଲୋକ ନେପାଳରେ ଭୟଙ୍କର ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ନେପାଳରେ ଭୟଙ୍କର ବନ୍ୟା, ଭାସିଗଲେ ୧୦୦୦ରୁ ଅଧିକ ଲୋକ ନେପାଳରେ ଭୟଙ୍କର ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରସୁୱା ଜିଲ୍ଲାର ତିମୁର ଓ ସ୍ୟାଫ୍ରୁବେସୀ ସମେତ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଶତାଧିକ ଗାଁ ବନ୍ୟାଜଳରେ ଭାସିଯାଇଥିବା ଖବର ମିଳିଛି। ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି। ପ୍ରାୟ ୩୦୦ ଲୋକ ଫସି ରହିଥିବା ଏବଂ ୩୦ ଜଣ ପୋଲିସ କର୍ମଚାରୀ ନିଖୋଜ ଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୫ଟି ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ନେପାଳ ସେନା ହେଲିକପ୍ଟର ଯୋଗେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରଖିଛି। ତେବେ ମୃତାହତ ଓ କ୍ଷୟକ୍ଷତି ନେଇ ଚୂଡ଼ାନ୍ତ ସରକାରୀ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

More news from ଓଡ଼ିଶା and nearby areas
  • Post by Dharmu Oram
    1
    Post by Dharmu  Oram
    user_Dharmu  Oram
    Dharmu Oram
    सतभक्ति ଝାରସୁଗୁଡା, ଝାରସୁଗୁଡ଼ା, ଓଡ଼ିଶା•
    5 hrs ago
  • -: ମହମ୍ମଦ ଜୟନ୍ତୀ ଅବସରରେ ବିଶାଳ ଶୋଭାଯାତ୍ରା :- -: ଦେଶରେ ଶାନ୍ତି, ଦେଶପ୍ରେମ, ଭାତ୍ରୁଭାବର ବାର୍ତ୍ତା ଦେଲେ ମୁସଲ୍‌ମାନ୍ ଭାଇ :- ତା: ୨୬।୮।୨୬: ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରରେ ବେଲପାହାଡ଼ ରାଜା ମସ୍‌ଜିତ୍, ଖ୍ବାଜା ଗରିବ ନୱାଜ କମିଟି ଓ ଗୁମାଡେରା ନୁରୀ ଜାମା ମସ୍‌ଜିତ୍ କମିଟି ପକ୍ଷରୁ ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ଆଜି ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ରାଜା ମସ୍‌ଜିତ୍ ଓ ନୁରୀ ଜାମା ମସ୍‌ଜିତ୍ କମିଟି ପକ୍ଷରୁ ମସ୍‌ଜିତରୁ ଆଜି ବୁଧବାର ସନ୍ଧ୍ୟାରେ ବେଲପାହାଡ଼ ଫାଟକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରିବା ପରେ ନୁରୀ ଜାମା ମସ୍‌ଜିତରେ ଶୋଭାଯାତ୍ରା ସମାପ୍ତ ହୋଇଥିଲା। ସେଠାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଶୋଭାଯାତ୍ରା ମାଧ୍ୟମରେ ଶତାଧିକ ମୁସଲ୍‌ମାନ୍ ଭାଇ ଓ ଭଉଣୀ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଦେଶରେ ଶାନ୍ତି, ଦେଶପ୍ରେମ, ଭାତ୍ରୁଭାବ ବଜାୟ ରଖିବାକୁ ବାର୍ତ୍ତା ଦେଇଥିଲେ। ମୁସଲ୍‌ମାନ୍ ଭାଇ ଓ ଭଉଣୀମାନେ ନୂତନ ପୋଷାକ ପରିଧାନ କରି ଏକତ୍ରିତ ହୋଇ ପରଷ୍ପର ମଧ୍ୟରେ ହାତକୁ ହାତ ମିଲାଇ, ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଏପରିକି ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ସେମାନଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଆୟୋଜକ ଗୁମାଡେରା ନୁରୀ ଜାମା ମସ୍‌ଜିତ୍ କମିଟିର ମକ୍‌ସୁଦ୍ ଆଲମ୍‌, ଅମଜଦ୍ ଅହମ୍ମଦ, ମହମ୍ମଦ ଇଯାଜ୍, ଇମାମ୍ ଅଲ୍ଲୀ କ୍ୟୁରେସି, ଏହେଶାନ ଖାନ, ଏମଡି ଅନିରୁଦ୍ଦିନ, ଇର୍ଫାନ ଖାନ, ଅସ୍ଲମ ଖାନ, ଅବଦୁଲ୍ ଜଲିଲ, ହାଜି ଉସ୍ମାନ, ହାଜି ସୁଲେମାନ, ମହମ୍ମଦ ସମସାଦ୍‌, ମହମ୍ମଦ ଶିରାଜ୍‌, ଇଯାଜ୍ ଅହମ୍ମଦ, ନଉଶାଦ୍ ଅହମ୍ମଦ, ଏମଡି ସିରଜ, ଗୁଲଜାର ଅହମ୍ମଦ ପ୍ରମୁଖ ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ। ସେହିପରି ବେଲପାହାଡ଼ ଖ୍ବାଜା ଗରିବ ନୱାଜ କମିଟି ପକ୍ଷରୁ ପୃଥକ ଭାବେ ଏକ ଭବ୍ୟ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରାଯାଇଥିଲା। ଆୟୋଜକ ଖ୍ବାଜା ଗରିବ ନୱାଜ କମିଟିର ଅମଜଦ ଖାନ, ଏମଡି ଅନୱର, ଅମିନ ହୁସେନ, ସଲମାନ ଖାନ, ଏମଡି ଅମିରଉଲ୍ଲା, ଅବଦୁଲ୍ ଇବ୍ରାହିମ, ଏମଡି ହାକିମ୍, ଏମଡି ସୁଲେମାନ ପ୍ରମୁଖ ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ। ବେଲପାହାଡ଼ ଥାନାଧିକାରୀ ବିକାଶ କଲେତଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମତୟନ କରାଯାଇଥିଲା।
    2
    -:  ମହମ୍ମଦ ଜୟନ୍ତୀ ଅବସରରେ ବିଶାଳ ଶୋଭାଯାତ୍ରା :-

 -: ଦେଶରେ ଶାନ୍ତି, ଦେଶପ୍ରେମ, ଭାତ୍ରୁଭାବର ବାର୍ତ୍ତା ଦେଲେ ମୁସଲ୍‌ମାନ୍ ଭାଇ :-
ତା: ୨୬।୮।୨୬: ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରରେ ବେଲପାହାଡ଼ ରାଜା ମସ୍‌ଜିତ୍, ଖ୍ବାଜା ଗରିବ ନୱାଜ କମିଟି ଓ ଗୁମାଡେରା ନୁରୀ ଜାମା ମସ୍‌ଜିତ୍ କମିଟି ପକ୍ଷରୁ ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ଆଜି ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ରାଜା ମସ୍‌ଜିତ୍ ଓ ନୁରୀ ଜାମା ମସ୍‌ଜିତ୍ କମିଟି ପକ୍ଷରୁ ମସ୍‌ଜିତରୁ ଆଜି ବୁଧବାର ସନ୍ଧ୍ୟାରେ ବେଲପାହାଡ଼ ଫାଟକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରିବା ପରେ ନୁରୀ ଜାମା ମସ୍‌ଜିତରେ ଶୋଭାଯାତ୍ରା ସମାପ୍ତ ହୋଇଥିଲା। ସେଠାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଶୋଭାଯାତ୍ରା ମାଧ୍ୟମରେ ଶତାଧିକ ମୁସଲ୍‌ମାନ୍ ଭାଇ ଓ ଭଉଣୀ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଦେଶରେ ଶାନ୍ତି, ଦେଶପ୍ରେମ, ଭାତ୍ରୁଭାବ ବଜାୟ ରଖିବାକୁ ବାର୍ତ୍ତା ଦେଇଥିଲେ। ମୁସଲ୍‌ମାନ୍ ଭାଇ ଓ ଭଉଣୀମାନେ ନୂତନ ପୋଷାକ ପରିଧାନ କରି ଏକତ୍ରିତ ହୋଇ ପରଷ୍ପର ମଧ୍ୟରେ ହାତକୁ ହାତ ମିଲାଇ, ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଏପରିକି ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ସେମାନଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଆୟୋଜକ ଗୁମାଡେରା ନୁରୀ ଜାମା ମସ୍‌ଜିତ୍ କମିଟିର ମକ୍‌ସୁଦ୍ ଆଲମ୍‌, ଅମଜଦ୍ ଅହମ୍ମଦ, ମହମ୍ମଦ ଇଯାଜ୍, ଇମାମ୍ ଅଲ୍ଲୀ କ୍ୟୁରେସି, ଏହେଶାନ ଖାନ, ଏମଡି ଅନିରୁଦ୍ଦିନ, ଇର୍ଫାନ ଖାନ, ଅସ୍ଲମ ଖାନ, ଅବଦୁଲ୍ ଜଲିଲ, ହାଜି ଉସ୍ମାନ, ହାଜି ସୁଲେମାନ, ମହମ୍ମଦ ସମସାଦ୍‌, ମହମ୍ମଦ ଶିରାଜ୍‌, ଇଯାଜ୍ ଅହମ୍ମଦ, ନଉଶାଦ୍ ଅହମ୍ମଦ, ଏମଡି ସିରଜ, ଗୁଲଜାର ଅହମ୍ମଦ ପ୍ରମୁଖ ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ। ସେହିପରି ବେଲପାହାଡ଼ ଖ୍ବାଜା ଗରିବ ନୱାଜ କମିଟି ପକ୍ଷରୁ ପୃଥକ ଭାବେ ଏକ ଭବ୍ୟ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରାଯାଇଥିଲା। ଆୟୋଜକ ଖ୍ବାଜା ଗରିବ ନୱାଜ କମିଟିର ଅମଜଦ ଖାନ, ଏମଡି ଅନୱର, ଅମିନ ହୁସେନ, ସଲମାନ ଖାନ, ଏମଡି ଅମିରଉଲ୍ଲା, ଅବଦୁଲ୍ ଇବ୍ରାହିମ, ଏମଡି ହାକିମ୍, ଏମଡି ସୁଲେମାନ ପ୍ରମୁଖ ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ। ବେଲପାହାଡ଼ ଥାନାଧିକାରୀ ବିକାଶ କଲେତଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମତୟନ କରାଯାଇଥିଲା।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    21 hrs ago
  • 🚨 नेपाल में कुदरत का कहर! जलसैलाब ने मचाई भारी तबाही नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए। वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है। 🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे। #NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert 🚨 नेपाल में कुदरत का कहर! जलसैलाब ने मचाई भारी तबाही नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए। वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है। 🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे। #NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert
    1
    🚨 नेपाल में कुदरत का कहर! जलसैलाब ने मचाई भारी तबाही

नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए।

वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है।

🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे।

#NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert


🚨 नेपाल में कुदरत का कहर! जलसैलाब ने मचाई भारी तबाही
नेपाल में आई भीषण फ्लैश फ्लड का खौफनाक मंजर सामने आया है। तेज बहाव और मलबे ने कई इलाकों में भारी तबाही मचा दी। देखते ही देखते पुल, सड़कें, घर और वाहन पानी के तेज बहाव की चपेट में आ गए।
वीडियो में पानी की रफ्तार और तबाही का अंदाजा लगाया जा सकता है। कई इलाकों में जनजीवन बुरी तरह प्रभावित हुआ है और बड़ी संख्या में लोग लापता बताए जा रहे हैं। राहत और बचाव अभियान लगातार जारी है।
🙏 प्रकृति के इस कहर में प्रभावित परिवारों के प्रति संवेदना। ईश्वर सभी की रक्षा करे।
#NepalFlood #NepalFlashFlood #NepalDisaster #Flood #FlashFlood #NepalNews #BreakingNews #P24NewsExpress #NaturalDisaster #FloodAlert
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    15 min ago
  • ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା .. Bargarhnews ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା ..
    1
    ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା ..
Bargarhnews 
ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା ..
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    4 hrs ago
  • ନେପାଳ ରେ ବଡ଼ ଧରଣର ସ୍ୟଲାବ ଆଶିଛି ଯାହା ଅନେକ ଳୋକ ବସବାସ ହରେଇ ଛନ୍ତି ନେପାଳ ରେ ବଡ଼ ଧରଣର ସ୍ୟଲାବ ଆଶିଛି ଯାହା ଅନେକ ଳୋକ ବସବାସ ହରେଇ ଛନ୍ତି
    1
    ନେପାଳ ରେ ବଡ଼ ଧରଣର ସ୍ୟଲାବ ଆଶିଛି ଯାହା ଅନେକ ଳୋକ ବସବାସ ହରେଇ ଛନ୍ତି 
ନେପାଳ ରେ ବଡ଼ ଧରଣର ସ୍ୟଲାବ ଆଶିଛି ଯାହା ଅନେକ ଳୋକ ବସବାସ ହରେଇ ଛନ୍ତି
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    12 hrs ago
  • ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ବନଡେଗା ଗ୍ରାମ ରେ ଶାନ୍ତି ଶୃଙ୍ଖଳା ସହିତ ପବିତ୍ର ମହମ୍ମଦ ଜନ୍ମଦିନ ପାଳନ କରାଗଲା l
    1
    ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ବନଡେଗା ଗ୍ରାମ ରେ ଶାନ୍ତି ଶୃଙ୍ଖଳା ସହିତ ପବିତ୍ର ମହମ୍ମଦ ଜନ୍ମଦିନ ପାଳନ କରାଗଲା l
    user_Durjyodhan Garadia
    Durjyodhan Garadia
    ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    23 hrs ago
  • 🚨 ब्रेकिंग न्यूज | संबलपुर उत्तरांचल DIG के रूप में IPS चरन सिंह मीणा ने संभाला कार्यभार संबलपुर में उत्तरांचल रेंज के नए DIG IPS चरन सिंह मीणा ने अपना कार्यभार संभाल लिया है। पदभार ग्रहण के दौरान उनका स्वागत किया गया और उन्हें कार्यभार सौंपा गया। वहीं, पुराने DIG हिमांशु कुमार लाल को पूरे पुलिस विभाग की ओर से सैल्यूट और सम्मान के साथ विदाई दी गई। अधिकारियों एवं जवानों ने उन्हें सम्मानपूर्वक विदा किया। 📍 संबलपुर, ओडिशा #P24NewsExpress #BreakingNews #Sambalpur #SambalpurNews #HimanshuKumarLal #CharanSinghMeena #DIG #IPS #OdishaPolice #OdishaNews #LatestNews 🚨 ब्रेकिंग न्यूज | संबलपुर उत्तरांचल DIG के रूप में IPS चरन सिंह मीणा ने संभाला कार्यभार संबलपुर में उत्तरांचल रेंज के नए DIG IPS चरन सिंह मीणा ने अपना कार्यभार संभाल लिया है। पदभार ग्रहण के दौरान उनका स्वागत किया गया और उन्हें कार्यभार सौंपा गया। वहीं, पुराने DIG हिमांशु कुमार लाल को पूरे पुलिस विभाग की ओर से सैल्यूट और सम्मान के साथ विदाई दी गई। अधिकारियों एवं जवानों ने उन्हें सम्मानपूर्वक विदा किया। 📍 संबलपुर, ओडिशा #P24NewsExpress #BreakingNews #Sambalpur #SambalpurNews #HimanshuKumarLal #CharanSinghMeena #DIG #IPS #OdishaPolice #OdishaNews #LatestNews
    1
    🚨 ब्रेकिंग न्यूज | संबलपुर

उत्तरांचल DIG के रूप में IPS चरन सिंह मीणा ने संभाला कार्यभार

संबलपुर में उत्तरांचल रेंज के नए DIG IPS चरन सिंह मीणा ने अपना कार्यभार संभाल लिया है। पदभार ग्रहण के दौरान उनका स्वागत किया गया और उन्हें कार्यभार सौंपा गया।

वहीं, पुराने DIG हिमांशु कुमार लाल को पूरे पुलिस विभाग की ओर से सैल्यूट और सम्मान के साथ विदाई दी गई। अधिकारियों एवं जवानों ने उन्हें सम्मानपूर्वक विदा किया।

📍 संबलपुर, ओडिशा

#P24NewsExpress #BreakingNews #Sambalpur #SambalpurNews #HimanshuKumarLal #CharanSinghMeena #DIG #IPS #OdishaPolice #OdishaNews #LatestNews


🚨 ब्रेकिंग न्यूज | संबलपुर
उत्तरांचल DIG के रूप में IPS चरन सिंह मीणा ने संभाला कार्यभार
संबलपुर में उत्तरांचल रेंज के नए DIG IPS चरन सिंह मीणा ने अपना कार्यभार संभाल लिया है। पदभार ग्रहण के दौरान उनका स्वागत किया गया और उन्हें कार्यभार सौंपा गया।
वहीं, पुराने DIG हिमांशु कुमार लाल को पूरे पुलिस विभाग की ओर से सैल्यूट और सम्मान के साथ विदाई दी गई। अधिकारियों एवं जवानों ने उन्हें सम्मानपूर्वक विदा किया।
📍 संबलपुर, ओडिशा
#P24NewsExpress #BreakingNews #Sambalpur #SambalpurNews #HimanshuKumarLal #CharanSinghMeena #DIG #IPS #OdishaPolice #OdishaNews #LatestNews
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    17 min ago
  • ନେପାଳରେ ଭୟଙ୍କର ବନ୍ୟା, ଭାସିଗଲେ ୧୦୦୦ରୁ ଅଧିକ ଲୋକ ନେପାଳରେ ଭୟଙ୍କର ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ନେପାଳରେ ଭୟଙ୍କର ବନ୍ୟା, ଭାସିଗଲେ ୧୦୦୦ରୁ ଅଧିକ ଲୋକ ନେପାଳରେ ଭୟଙ୍କର ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରସୁୱା ଜିଲ୍ଲାର ତିମୁର ଓ ସ୍ୟାଫ୍ରୁବେସୀ ସମେତ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଶତାଧିକ ଗାଁ ବନ୍ୟାଜଳରେ ଭାସିଯାଇଥିବା ଖବର ମିଳିଛି। ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି। ପ୍ରାୟ ୩୦୦ ଲୋକ ଫସି ରହିଥିବା ଏବଂ ୩୦ ଜଣ ପୋଲିସ କର୍ମଚାରୀ ନିଖୋଜ ଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୫ଟି ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ନେପାଳ ସେନା ହେଲିକପ୍ଟର ଯୋଗେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରଖିଛି। ତେବେ ମୃତାହତ ଓ କ୍ଷୟକ୍ଷତି ନେଇ ଚୂଡ଼ାନ୍ତ ସରକାରୀ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।
    1
    ନେପାଳରେ ଭୟଙ୍କର ବନ୍ୟା, ଭାସିଗଲେ ୧୦୦୦ରୁ ଅଧିକ ଲୋକ ନେପାଳରେ ଭୟଙ୍କର ବନ୍ୟା  ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି।
ନେପାଳରେ ଭୟଙ୍କର ବନ୍ୟା, ଭାସିଗଲେ ୧୦୦୦ରୁ ଅଧିକ ଲୋକ
ନେପାଳରେ ଭୟଙ୍କର ବନ୍ୟା  ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରସୁୱା ଜିଲ୍ଲାର ତିମୁର ଓ ସ୍ୟାଫ୍ରୁବେସୀ ସମେତ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଶତାଧିକ ଗାଁ ବନ୍ୟାଜଳରେ ଭାସିଯାଇଥିବା ଖବର ମିଳିଛି।
ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି। ପ୍ରାୟ ୩୦୦ ଲୋକ ଫସି ରହିଥିବା ଏବଂ ୩୦ ଜଣ ପୋଲିସ କର୍ମଚାରୀ ନିଖୋଜ ଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୫ଟି ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ନେପାଳ ସେନା ହେଲିକପ୍ଟର ଯୋଗେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରଖିଛି। ତେବେ ମୃତାହତ ଓ କ୍ଷୟକ୍ଷତି ନେଇ ଚୂଡ଼ାନ୍ତ ସରକାରୀ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.