logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଉଳମାଳ ର ପ୍ରଧାନଶିକ୍ଷକ ଙ୍କ ଦାଇତ୍ବ ଗ୍ରହଣ କେନ୍ଦୁଝର,୨୬।୮(ଦୁର୍ଯ୍ୟୋଧନ ପାତ୍ର ):ଜିଲ୍ଲାସ୍ତରୀୟ ପଦନ୍ନତି କମିଟି ପକ୍ଷରୁ ସଦର ବ୍ଲକ ର ୫୫ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ପୂରଣ କରାଯାଇଛି।ଏହି ଅବସରରେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କ‍ଉଁରୀକଳା ପଞ୍ଚାୟତ ବଉଳମାଳ ଗାଁର ବଉଳମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ପ୍ରଧାନ ଶିକ୍ଷକ ଭାବେ ପଦ୍ମପୁର ଗାଁର ସଂଞ୍ଜିବ କୁମାର ସାହୁ ଦାଇତ୍ବ ଗ୍ରହଣ କରିଛନ୍ତି।ଶ୍ରୀ ସାହୁ ପୂର୍ବରୁ ୫ବର୍ଷ ପଦ୍ମପୁର ସିଆରସିସି ଭାବେ ଦାଇତ୍ବ ତୁଲାଉଥିବାବେଳେ ସ୍ଥାନୀୟ ମଣ୍ତଳପାଟ ନୋଡାଲ ଉଚ୍ଚ ବିଦ୍ୟାଳୟ ବୀରକିଶୋରପୁର ଠାରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।ଦାଇତ୍ବ ଗ୍ରହଣବେଳେ ଶିକ୍ଷୟତ୍ରୀ ଅରୁଣିମା ସାନ୍ତରାୟ,ପ୍ରଜ୍ଞାଞ୍ଜଳୀ ମହାନ୍ତ,ଶିକ୍ଷକ ଗିରିଜା ଶଙ୍କର ଜେନା,ଛାତ୍ର ନିବାସର ଶତ୍ରୁଘ୍ନ ମୁଣ୍ତା,ସାରିଆପଶି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଯଶବୀର ସିଂ,ଭଗାବନ୍ଧ ପ୍ରାଥମକି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ ମାଝୀ ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତୋରୀୟ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।ଏଥିପାଇଁ ଶ୍ରୀ ସାହୁ ସମସ୍ତ ଙ୍କ ସହଯୋଗ କାମନା କରିବା ସହ ଧନ୍ୟବାଦ ଦେଇଥିଲେ।

7 hrs ago
user_ଦୁର୍ଯ୍ୟୋଧନ ପାତ୍ର
ଦୁର୍ଯ୍ୟୋଧନ ପାତ୍ର
Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
7 hrs ago
75da3a40-92d9-439a-ab83-7ad42f38b434

ବଉଳମାଳ ର ପ୍ରଧାନଶିକ୍ଷକ ଙ୍କ ଦାଇତ୍ବ ଗ୍ରହଣ କେନ୍ଦୁଝର,୨୬।୮(ଦୁର୍ଯ୍ୟୋଧନ ପାତ୍ର ):ଜିଲ୍ଲାସ୍ତରୀୟ ପଦନ୍ନତି କମିଟି ପକ୍ଷରୁ ସଦର ବ୍ଲକ ର ୫୫ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ପୂରଣ କରାଯାଇଛି।ଏହି ଅବସରରେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କ‍ଉଁରୀକଳା ପଞ୍ଚାୟତ ବଉଳମାଳ ଗାଁର ବଉଳମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ପ୍ରଧାନ

fb920a6d-4cd1-4e8c-a3f6-73f207575a4a

ଶିକ୍ଷକ ଭାବେ ପଦ୍ମପୁର ଗାଁର ସଂଞ୍ଜିବ କୁମାର ସାହୁ ଦାଇତ୍ବ ଗ୍ରହଣ କରିଛନ୍ତି।ଶ୍ରୀ ସାହୁ ପୂର୍ବରୁ ୫ବର୍ଷ ପଦ୍ମପୁର ସିଆରସିସି ଭାବେ ଦାଇତ୍ବ ତୁଲାଉଥିବାବେଳେ ସ୍ଥାନୀୟ ମଣ୍ତଳପାଟ ନୋଡାଲ ଉଚ୍ଚ ବିଦ୍ୟାଳୟ ବୀରକିଶୋରପୁର ଠାରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।ଦାଇତ୍ବ ଗ୍ରହଣବେଳେ ଶିକ୍ଷୟତ୍ରୀ ଅରୁଣିମା ସାନ୍ତରାୟ,ପ୍ରଜ୍ଞାଞ୍ଜଳୀ ମହାନ୍ତ,ଶିକ୍ଷକ ଗିରିଜା ଶଙ୍କର ଜେନା,ଛାତ୍ର ନିବାସର

d452b7dd-f657-4a3d-b4a8-83d43a8bb93e

ଶତ୍ରୁଘ୍ନ ମୁଣ୍ତା,ସାରିଆପଶି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଯଶବୀର ସିଂ,ଭଗାବନ୍ଧ ପ୍ରାଥମକି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ ମାଝୀ ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତୋରୀୟ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।ଏଥିପାଇଁ ଶ୍ରୀ ସାହୁ ସମସ୍ତ ଙ୍କ ସହଯୋଗ କାମନା କରିବା ସହ ଧନ୍ୟବାଦ ଦେଇଥିଲେ।

More news from Odisha and nearby areas
  • କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର ବର୍ଷା ଋତୁର ବିଦାୟ ବେଳେ ଯେତେବେଳେ ଆକାଶର ନୀଳିମା ଧୀରେ ଧୀରେ ଗଭୀର ହୁଏ, ସେତେବେଳେ ପାହାଡ଼ ପାଦଦେଶ, ନଈକୂଳ ଓ ଗାଁ ରାସ୍ତା କଡ଼ରେ ଧଳା ଧଳା କାଶତଣ୍ଡୀ ଫୁଲ ହସି ଉଠେ। ମନେହୁଏ, ପ୍ରକୃତି ନିଜ ହାତରେ ଧଳା ଚାଦର ବିଛାଇ ଶରତକୁ ସ୍ୱାଗତ କରୁଛି। କାଶତଣ୍ଡୀ କେବଳ ଏକ ଫୁଲ ନୁହେଁ; ଏହା ଆମ ଗାଁ ମାଟିର ସ୍ମୃତି, ଶୈଶବର ଅନୁଭବ ଓ ଆସୁଥିବା ପାର୍ବଣର ଏକ ନୀରବ ସଙ୍କେତ। କାଶ ଫୁଲର ଧଳା ରଙ୍ଗ ମନକୁ ଅଜଣା ଶାନ୍ତି ଦିଏ। ପବନର ହାଲୁକା ସ୍ପର୍ଶରେ ଯେତେବେଳେ କାଶତଣ୍ଡୀ ଦୋଳିଉଠେ, ଲାଗେ ଯେମିତି ପ୍ରକୃତି ନିଜେ ହସିହସି ମଣିଷକୁ କହୁଛି—“ଦୁଃଖ ସବୁଦିନ ରହେନି, ପରିବର୍ତ୍ତନ ନିଶ୍ଚୟ ଆସେ।” କାଶ ଫୁଲ ଫୁଟିଲେ ମନେ ପଡ଼େ ପିଲାଦିନ। ଗାଁ ରାସ୍ତାରେ ସାଙ୍ଗମାନଙ୍କ ସହ ଦୌଡ଼ିବା, କାଶବଣ ଭିତରେ ଲୁଚିବା, ଧଳା ଫୁଲକୁ ଦେଖି ମନ ଭରିଯିବା—ସେସବୁ ସ୍ମୃତି ଆଜି ବି ମନର କେଉଁ ଏକ କୋଣରେ ଜୀବନ୍ତ। ସମୟ ବଦଳିଯାଇଛି, ଲୋକେ ବଡ଼ ହୋଇଯାଇଛନ୍ତି, ଜୀବନର ବ୍ୟସ୍ତତା ବଢ଼ିଛି; କିନ୍ତୁ କାଶତଣ୍ଡୀ ଆସିଲେ ସେହି ପୁରୁଣା ଦିନଗୁଡ଼ିକ ପୁଣି ମନ ଦୁଆରରେ ଠକ୍‌ଠକ୍‌ କରନ୍ତି। ଶରତର ଆଗମନୀ ବାର୍ତ୍ତା ନେଇ ଆସୁଥିବା ଏହି ଧଳା ଫୁଲ ଆମକୁ ଆଉ ଏକ କଥା ଶିଖାଏ—ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ। କାଶତଣ୍ଡୀର ସରଳତା ଭିତରେ ଲୁଚିଥାଏ ଗଭୀର ଭାବନା। ତାହାର ଦୋଳାୟମାନ ଫୁଲ ଯେମିତି କହିଯାଏ—ଜୀବନର ପଥ ଯେତେ କଠିନ ହେଉ, ପ୍ରକୃତି ପ୍ରତି ଋତୁରେ ନୂଆ ଆଶା ନେଇ ଆସେ। ଆଜି ସହରୀକରଣ ଓ ବଦଳୁଥିବା ଜୀବନଶୈଳୀ ମଧ୍ୟରେ ଅନେକ ପ୍ରାକୃତିକ ଦୃଶ୍ୟ ଧୀରେ ଧୀରେ ହଜିଯାଉଛି। ତଥାପି ଯେଉଁଠି କାଶତଣ୍ଡୀ ଦୋଳିଉଠେ, ସେଠି ଆଜି ବି ଓଡ଼ିଶାର ମାଟିର ଗନ୍ଧ ମିଳେ, ଗାଁର ସରଳତା ଦେଖାଯାଏ ଏବଂ ମନ ଭିତରେ ଜାଗିଉଠେ ହଜିଯାଇଥିବା ଦିନର ସ୍ମୃତି। କାଶତଣ୍ଡୀ ତେଣୁ କେବଳ ଶରତର ଫୁଲ ନୁହେଁ—ଏହା ପ୍ରକୃତିର ଏକ ଧଳା କବିତା, ସ୍ମୃତିର ଏକ ନୀରବ ଝରଣା ଏବଂ ଆଶାର ଏକ ନୂଆ ସକାଳ।
    2
    କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର
ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ 
କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର
ବର୍ଷା ଋତୁର ବିଦାୟ ବେଳେ ଯେତେବେଳେ ଆକାଶର ନୀଳିମା ଧୀରେ ଧୀରେ ଗଭୀର ହୁଏ, ସେତେବେଳେ ପାହାଡ଼ ପାଦଦେଶ, ନଈକୂଳ ଓ ଗାଁ ରାସ୍ତା କଡ଼ରେ ଧଳା ଧଳା କାଶତଣ୍ଡୀ ଫୁଲ ହସି ଉଠେ। ମନେହୁଏ, ପ୍ରକୃତି ନିଜ ହାତରେ ଧଳା ଚାଦର ବିଛାଇ ଶରତକୁ ସ୍ୱାଗତ କରୁଛି।
କାଶତଣ୍ଡୀ କେବଳ ଏକ ଫୁଲ ନୁହେଁ; ଏହା ଆମ ଗାଁ ମାଟିର ସ୍ମୃତି, ଶୈଶବର ଅନୁଭବ ଓ ଆସୁଥିବା ପାର୍ବଣର ଏକ ନୀରବ ସଙ୍କେତ। କାଶ ଫୁଲର ଧଳା ରଙ୍ଗ ମନକୁ ଅଜଣା ଶାନ୍ତି ଦିଏ। ପବନର ହାଲୁକା ସ୍ପର୍ଶରେ ଯେତେବେଳେ କାଶତଣ୍ଡୀ ଦୋଳିଉଠେ, ଲାଗେ ଯେମିତି ପ୍ରକୃତି ନିଜେ ହସିହସି ମଣିଷକୁ କହୁଛି—“ଦୁଃଖ ସବୁଦିନ ରହେନି, ପରିବର୍ତ୍ତନ ନିଶ୍ଚୟ ଆସେ।”
କାଶ ଫୁଲ ଫୁଟିଲେ ମନେ ପଡ଼େ ପିଲାଦିନ। ଗାଁ ରାସ୍ତାରେ ସାଙ୍ଗମାନଙ୍କ ସହ ଦୌଡ଼ିବା, କାଶବଣ ଭିତରେ ଲୁଚିବା, ଧଳା ଫୁଲକୁ ଦେଖି ମନ ଭରିଯିବା—ସେସବୁ ସ୍ମୃତି ଆଜି ବି ମନର କେଉଁ ଏକ କୋଣରେ ଜୀବନ୍ତ। ସମୟ ବଦଳିଯାଇଛି, ଲୋକେ ବଡ଼ ହୋଇଯାଇଛନ୍ତି, ଜୀବନର ବ୍ୟସ୍ତତା ବଢ଼ିଛି; କିନ୍ତୁ କାଶତଣ୍ଡୀ ଆସିଲେ ସେହି ପୁରୁଣା ଦିନଗୁଡ଼ିକ ପୁଣି ମନ ଦୁଆରରେ ଠକ୍‌ଠକ୍‌ କରନ୍ତି।
ଶରତର ଆଗମନୀ ବାର୍ତ୍ତା ନେଇ ଆସୁଥିବା ଏହି ଧଳା ଫୁଲ ଆମକୁ ଆଉ ଏକ କଥା ଶିଖାଏ—ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ। କାଶତଣ୍ଡୀର ସରଳତା ଭିତରେ ଲୁଚିଥାଏ ଗଭୀର ଭାବନା। ତାହାର ଦୋଳାୟମାନ ଫୁଲ ଯେମିତି କହିଯାଏ—ଜୀବନର ପଥ ଯେତେ କଠିନ ହେଉ, ପ୍ରକୃତି ପ୍ରତି ଋତୁରେ ନୂଆ ଆଶା ନେଇ ଆସେ।
ଆଜି ସହରୀକରଣ ଓ ବଦଳୁଥିବା ଜୀବନଶୈଳୀ ମଧ୍ୟରେ ଅନେକ ପ୍ରାକୃତିକ ଦୃଶ୍ୟ ଧୀରେ ଧୀରେ ହଜିଯାଉଛି। ତଥାପି ଯେଉଁଠି କାଶତଣ୍ଡୀ ଦୋଳିଉଠେ, ସେଠି ଆଜି ବି ଓଡ଼ିଶାର ମାଟିର ଗନ୍ଧ ମିଳେ, ଗାଁର ସରଳତା ଦେଖାଯାଏ ଏବଂ ମନ ଭିତରେ ଜାଗିଉଠେ ହଜିଯାଇଥିବା ଦିନର ସ୍ମୃତି।
କାଶତଣ୍ଡୀ ତେଣୁ କେବଳ ଶରତର ଫୁଲ ନୁହେଁ—ଏହା ପ୍ରକୃତିର ଏକ ଧଳା କବିତା, ସ୍ମୃତିର ଏକ ନୀରବ ଝରଣା ଏବଂ ଆଶାର ଏକ ନୂଆ ସକାଳ।
    user_Dhyana Krushna Nayak
    Dhyana Krushna Nayak
    Content Creator (YouTuber) Kendujhar Sadar, Odisha•
    6 hrs ago
  • ଛତିଆ ଗ୍ରାମ ରେ ଯିବାଆସିବା କୁ ନେଇ ବହୁତ ଅସୁବିଧା ସାନ୍ତରାପୁର ପଞ୍ଚାୟତ ଛତିଆ ଦୁଇ ନମ୍ବର ୱାର୍ଡ଼ କାଦୁଅ ସରବର ହେଇ ରହିଛି ରାସ୍ତା
    3
    ଛତିଆ ଗ୍ରାମ ରେ ଯିବାଆସିବା କୁ ନେଇ ବହୁତ ଅସୁବିଧା 
ସାନ୍ତରାପୁର ପଞ୍ଚାୟତ ଛତିଆ ଦୁଇ ନମ୍ବର ୱାର୍ଡ଼ କାଦୁଅ ସରବର ହେଇ ରହିଛି ରାସ୍ତା
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    18 hrs ago
  • ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ଚୌଧୁରୀଙ୍କ ଅଧକ୍ଷତାରେ ପାଳିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ନିର୍ଦେଶକ ତଥା ପ୍ରତିଷ୍ଠାତା ରାଜୁ ପୃସେଠ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ଆଜି ବିଦ୍ୟାଳୟ ପରିସରରେ ପବିତ୍ରତାର ପ୍ରତୀକ, ଭାଇ ଭଉଣୀର ସମ୍ପର୍କ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଦେଖିବାକୁ ମିଳିଥିଲା l ଛାତ୍ରୀ ମାନେ ଛାତ୍ରଙ୍କୁ ପୂଜାର୍ଚନା, ବନ୍ଦନା କରି ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇ ମହା ଆଡମ୍ବର ସହକାରେ ପାଳିତ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଉତ୍ସାହ, ପ୍ରେରଣା ଜାଗ୍ରତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ l
    3
    ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ  
ସୁନ୍ଦରଗଡ଼ ଜ଼ିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମରେ ଥିବା ସେମରୋକ ଫନ ୱାର୍ଲଡ ଓ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ଉତ୍ସବ  ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ଚୌଧୁରୀଙ୍କ ଅଧକ୍ଷତାରେ  ପାଳିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ନିର୍ଦେଶକ ତଥା ପ୍ରତିଷ୍ଠାତା ରାଜୁ ପୃସେଠ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ଆଜି ବିଦ୍ୟାଳୟ ପରିସରରେ ପବିତ୍ରତାର ପ୍ରତୀକ, ଭାଇ ଭଉଣୀର ସମ୍ପର୍କ କୁନି କୁନି ଛାତ୍ର  ଛାତ୍ରୀ ମାନଙ୍କ ଭିତରେ ଦେଖିବାକୁ ମିଳିଥିଲା l ଛାତ୍ରୀ  ମାନେ ଛାତ୍ରଙ୍କୁ ପୂଜାର୍ଚନା, ବନ୍ଦନା  କରି  ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇ ମହା ଆଡମ୍ବର ସହକାରେ ପାଳିତ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଉତ୍ସାହ, ପ୍ରେରଣା ଜାଗ୍ରତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ l
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    22 hrs ago
  • 🚨 ବନ୍ୟା କମିଲା, ହେଲେ ବଢ଼ିଲା ଦୁର୍ଦ୍ଦଶା! ରାଜ୍ୟରେ ବନ୍ୟା ପରିସ୍ଥିତି ଧୀରେ ଧୀରେ କମିଥିବା ବେଳେ ବନ୍ୟା ପରେ ଅନେକ ଅଞ୍ଚଳରେ ସ୍ଥିତି ଆହୁରି ଚିନ୍ତାଜନକ ହୋଇପଡ଼ିଛି। ବନ୍ୟାର ପ୍ରଖର ସ୍ରୋତରେ ରାସ୍ତା ଓ ପୋଲ ଧୋଇଯାଇଥିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। 📍 ଏହି ଦୃଶ୍ୟ ଉଦଳା–କଇଁସାରି ଦେଓ ନଦୀ ଜାମଘାଟ ପୋଲର। ପୋଲ ଓ ରାସ୍ତାର ଅବସ୍ଥା ଦେଖି ଅଞ୍ଚଳବାସୀଙ୍କ ମନରେ ଭୟ ଓ ଚିନ୍ତା ବଢ଼ିଛି। ଦୈନନ୍ଦିନ ଯାତାୟାତ ସହ ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ❓ କେବେ ପଡ଼ିବ ପ୍ରଶାସନର ନଜର? ❓ କେବେ ଆରମ୍ଭ ହେବ ମରାମତି କାମ? ❓ କେବେ ପୁଣି ସୁଗମ ହେବ ଯାତାୟାତ? ପ୍ରଶାସନ ଯଥାଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତା ଓ ପୋଲର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ଦାବି। 🎥 ଦେଖନ୍ତୁ ବନ୍ୟା ପରବର୍ତ୍ତୀ ଜାମଘାଟ ପୋଲର ପୁରା ଦୃଶ୍ୟ... 🚨 ବନ୍ୟା କମିଲା, ହେଲେ ବଢ଼ିଲା ଦୁର୍ଦ୍ଦଶା! ରାଜ୍ୟରେ ବନ୍ୟା ପରିସ୍ଥିତି ଧୀରେ ଧୀରେ କମିଥିବା ବେଳେ ବନ୍ୟା ପରେ ଅନେକ ଅଞ୍ଚଳରେ ସ୍ଥିତି ଆହୁରି ଚିନ୍ତାଜନକ ହୋଇପଡ଼ିଛି। ବନ୍ୟାର ପ୍ରଖର ସ୍ରୋତରେ ରାସ୍ତା ଓ ପୋଲ ଧୋଇଯାଇଥିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। 📍 ଏହି ଦୃଶ୍ୟ ଉଦଳା–କଇଁସାରି ଦେଓ ନଦୀ ଜାମଘାଟ ପୋଲର। ପୋଲ ଓ ରାସ୍ତାର ଅବସ୍ଥା ଦେଖି ଅଞ୍ଚଳବାସୀଙ୍କ ମନରେ ଭୟ ଓ ଚିନ୍ତା ବଢ଼ିଛି। ଦୈନନ୍ଦିନ ଯାତାୟାତ ସହ ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ❓ କେବେ ପଡ଼ିବ ପ୍ରଶାସନର ନଜର? ❓ କେବେ ଆରମ୍ଭ ହେବ ମରାମତି କାମ? ❓ କେବେ ପୁଣି ସୁଗମ ହେବ ଯାତାୟାତ? ପ୍ରଶାସନ ଯଥାଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତା ଓ ପୋଲର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ଦାବି। 🎥 ଦେଖନ୍ତୁ ବନ୍ୟା ପରବର୍ତ୍ତୀ ଜାମଘାଟ ପୋଲର ପୁରା ଦୃଶ୍ୟ...
    4
    🚨 ବନ୍ୟା କମିଲା, ହେଲେ ବଢ଼ିଲା ଦୁର୍ଦ୍ଦଶା!
ରାଜ୍ୟରେ ବନ୍ୟା ପରିସ୍ଥିତି ଧୀରେ ଧୀରେ କମିଥିବା ବେଳେ ବନ୍ୟା ପରେ ଅନେକ ଅଞ୍ଚଳରେ ସ୍ଥିତି ଆହୁରି ଚିନ୍ତାଜନକ ହୋଇପଡ଼ିଛି। ବନ୍ୟାର ପ୍ରଖର ସ୍ରୋତରେ ରାସ୍ତା ଓ ପୋଲ ଧୋଇଯାଇଥିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି।
📍 ଏହି ଦୃଶ୍ୟ ଉଦଳା–କଇଁସାରି ଦେଓ ନଦୀ ଜାମଘାଟ ପୋଲର।
ପୋଲ ଓ ରାସ୍ତାର ଅବସ୍ଥା ଦେଖି ଅଞ୍ଚଳବାସୀଙ୍କ ମନରେ ଭୟ ଓ ଚିନ୍ତା ବଢ଼ିଛି। ଦୈନନ୍ଦିନ ଯାତାୟାତ ସହ ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।
❓ କେବେ ପଡ଼ିବ ପ୍ରଶାସନର ନଜର?
❓ କେବେ ଆରମ୍ଭ ହେବ ମରାମତି କାମ?
❓ କେବେ ପୁଣି ସୁଗମ ହେବ ଯାତାୟାତ?
ପ୍ରଶାସନ ଯଥାଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତା ଓ ପୋଲର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ଦାବି।
🎥 ଦେଖନ୍ତୁ ବନ୍ୟା ପରବର୍ତ୍ତୀ ଜାମଘାଟ ପୋଲର ପୁରା ଦୃଶ୍ୟ...

🚨 ବନ୍ୟା କମିଲା, ହେଲେ ବଢ଼ିଲା ଦୁର୍ଦ୍ଦଶା!
ରାଜ୍ୟରେ ବନ୍ୟା ପରିସ୍ଥିତି ଧୀରେ ଧୀରେ କମିଥିବା ବେଳେ ବନ୍ୟା ପରେ ଅନେକ ଅଞ୍ଚଳରେ ସ୍ଥିତି ଆହୁରି ଚିନ୍ତାଜନକ ହୋଇପଡ଼ିଛି। ବନ୍ୟାର ପ୍ରଖର ସ୍ରୋତରେ ରାସ୍ତା ଓ ପୋଲ ଧୋଇଯାଇଥିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି।
📍 ଏହି ଦୃଶ୍ୟ ଉଦଳା–କଇଁସାରି ଦେଓ ନଦୀ ଜାମଘାଟ ପୋଲର।
ପୋଲ ଓ ରାସ୍ତାର ଅବସ୍ଥା ଦେଖି ଅଞ୍ଚଳବାସୀଙ୍କ ମନରେ ଭୟ ଓ ଚିନ୍ତା ବଢ଼ିଛି। ଦୈନନ୍ଦିନ ଯାତାୟାତ ସହ ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।
❓ କେବେ ପଡ଼ିବ ପ୍ରଶାସନର ନଜର?
❓ କେବେ ଆରମ୍ଭ ହେବ ମରାମତି କାମ?
❓ କେବେ ପୁଣି ସୁଗମ ହେବ ଯାତାୟାତ?
ପ୍ରଶାସନ ଯଥାଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତା ଓ ପୋଲର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ଦାବି।
🎥 ଦେଖନ୍ତୁ ବନ୍ୟା ପରବର୍ତ୍ତୀ ଜାମଘାଟ ପୋଲର ପୁରା ଦୃଶ୍ୟ...
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    4 hrs ago
  • ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ। ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।
    1
    ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।
ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    8 hrs ago
  • ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
    1
    ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। 
ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    4 hrs ago
  • ଯାଜପୁର ଜିଲ୍ଲା କୋରେଇ ବ୍ଲକ ର କାର୍ଯ୍ୟ ରତ ଯୁବ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ। #Jajpur #Korei #Gauripur #JournalistAttack #JournalistSafety #OdishaNews #BreakingNews #CrimeNews #KoreiPolice #JajpurNews #Odisha #NewsUpdate #MediaFreedom #Journalist #news7odia
    1
    ଯାଜପୁର ଜିଲ୍ଲା କୋରେଇ ବ୍ଲକ ର କାର୍ଯ୍ୟ ରତ ଯୁବ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ। 
#Jajpur #Korei #Gauripur #JournalistAttack #JournalistSafety #OdishaNews #BreakingNews #CrimeNews #KoreiPolice #JajpurNews #Odisha #NewsUpdate #MediaFreedom #Journalist #news7odia
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    12 hrs ago
  • #୮୦_ପାଖାପାଖି_ଚିନି ଚିନି ଦର ଉପରେ ଲଗାମ ନାହିଁ । ମାସେ ଭିତରେ ଦୁଇଗୁଣା ହେଲାଣି ଦର । ବନ୍ୟାରେ ଆକ୍ତାମାକ୍ତା ରାଜ୍ୟବାସୀଙ୍କ ଅର୍ଥନୀତି ଉପରେ ଦରବୃଦ୍ଧିର ଚୋଟ । ଦୋଷ ଠେଲାଠେଲିରେ ବ୍ୟସ୍ତ ଶାସକ, ବିରୋଧୀ, ବ୍ୟବସାୟୀ
    1
    #୮୦_ପାଖାପାଖି_ଚିନି
ଚିନି ଦର ଉପରେ ଲଗାମ ନାହିଁ । ମାସେ ଭିତରେ ଦୁଇଗୁଣା ହେଲାଣି ଦର । ବନ୍ୟାରେ ଆକ୍ତାମାକ୍ତା ରାଜ୍ୟବାସୀଙ୍କ ଅର୍ଥନୀତି ଉପରେ ଦରବୃଦ୍ଧିର ଚୋଟ । ଦୋଷ ଠେଲାଠେଲିରେ ବ୍ୟସ୍ତ ଶାସକ, ବିରୋଧୀ, ବ୍ୟବସାୟୀ
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.