logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Jay Jagannath 🙏 #jayjagannath #puridham #puri #temple

16 hrs ago
user_Rajesh Samantaray
Rajesh Samantaray
Bank Sadar, Puri•
16 hrs ago

Jay Jagannath 🙏 #jayjagannath #puridham #puri #temple

  • user_SAUMYA RANJAN
    SAUMYA RANJAN
    ନିମାପଡା, ପୁରୀ, ଓଡ଼ିଶା
    🙏
    14 hrs ago
More news from ଓଡ଼ିଶା and nearby areas
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • କଟକ ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ଦେଖିବାକୁ ମିଳିଛି। ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଜଣାପଡିଛି। ବିଗତ ଦିନରେ ଏହି LIC office ରେ ଅଗ୍ନିକାଣ୍ଡ ଘଟି ବହୁ ମୂଲ୍ୟବାନ କାଗଜ ଜଳି ପୋଡି ପାଉଁଶ ହୋଇ ଯାଇଥିଲା। ହେଲେ ତଥାପି କତୃପକ୍ଷ ମାନେ ଜାଣି ବି କିଭଳି ଭାବେ ସଜାଗ ରହିଲେ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
    1
    କଟକ ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ଦେଖିବାକୁ ମିଳିଛି। ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଜଣାପଡିଛି। ବିଗତ ଦିନରେ ଏହି LIC office ରେ ଅଗ୍ନିକାଣ୍ଡ ଘଟି ବହୁ ମୂଲ୍ୟବାନ କାଗଜ ଜଳି ପୋଡି ପାଉଁଶ ହୋଇ ଯାଇଥିଲା। ହେଲେ ତଥାପି କତୃପକ୍ଷ ମାନେ ଜାଣି ବି କିଭଳି ଭାବେ ସଜାଗ ରହିଲେ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    18 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    5 hrs ago
  • Post by Dipak Kumar Nayak
    4
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    13 hrs ago
  • ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ବେଗୁନିଆପାଳ ନୂଆ ସାହିରେ ପୂର୍ବ ଶତୃତାରୁ ସଂଘ ବଦ୍ଧ ଆକ୍ରମଣରେ ମା ପୁଅ ଲହୁ ଲୁହାଣ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମଧ୍ୟାହ୍ନ ୧ଟା ବେଳେ ଚିକିତ୍ସିତ ବେଳର ଏହି ଦୃଶ୍ୟ I ସେମାନେ ଯାହା ଅଭିଯୋଗ କରିଛନ୍ତି । ଗତ ୧ମାସ ତଳେ ନୁଆ ସାହିରେ ରାସ୍ତାକାମ ଚାଲିଥିବା ବେଳେ ହାଡ଼ିବନ୍ଧୁ ଜେନାଙ୍କ ପୁଅ ପପୁନା ଜେନା ରାସ୍ତା ଉପରେ ବାଇକ ନେଇ ଆସିବାରୁ ରାସ୍ତା ଭାଙ୍ଗିଯାଇଥିଲା । ଏଥିପାଇଁ କାମ କରୁଥିବା ଯୁବକମାନେ ବାଇକ୍ ଛଡ଼ାଇ ରଖିଥିଲେ । ଏହାର କିଛିଦିନ ପରେ ଗ୍ରାମରେ ତାହାର ସମାଧାନ କରାଯାଇଥିଲା । ପପୁନା ଗାଡି ପାଇବା ପରେ ଗାଡିରେ କିଛି ଖରାପ ଥିବାରୁ ଉକ୍ତ ଯୁବକମାନଙ୍କ ସହିତ ପପୁନାର ୨ଦିନ ତଳେ କଥା କଟାକଟି ହେବାରୁ ଯୁବକ ମାନେ ପୁପୁନ ଓ ତାଙ୍କ ମାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ ।
    1
    ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ବେଗୁନିଆପାଳ ନୂଆ ସାହିରେ ପୂର୍ବ ଶତୃତାରୁ ସଂଘ ବଦ୍ଧ ଆକ୍ରମଣରେ ମା ପୁଅ ଲହୁ ଲୁହାଣ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମଧ୍ୟାହ୍ନ ୧ଟା ବେଳେ ଚିକିତ୍ସିତ ବେଳର ଏହି ଦୃଶ୍ୟ I ସେମାନେ ଯାହା ଅଭିଯୋଗ କରିଛନ୍ତି । ଗତ ୧ମାସ ତଳେ ନୁଆ ସାହିରେ ରାସ୍ତାକାମ ଚାଲିଥିବା ବେଳେ ହାଡ଼ିବନ୍ଧୁ ଜେନାଙ୍କ ପୁଅ ପପୁନା ଜେନା ରାସ୍ତା ଉପରେ ବାଇକ ନେଇ ଆସିବାରୁ ରାସ୍ତା ଭାଙ୍ଗିଯାଇଥିଲା । ଏଥିପାଇଁ କାମ କରୁଥିବା ଯୁବକମାନେ ବାଇକ୍ ଛଡ଼ାଇ ରଖିଥିଲେ । ଏହାର କିଛିଦିନ ପରେ ଗ୍ରାମରେ ତାହାର ସମାଧାନ କରାଯାଇଥିଲା ।  ପପୁନା ଗାଡି ପାଇବା ପରେ ଗାଡିରେ କିଛି ଖରାପ ଥିବାରୁ ଉକ୍ତ ଯୁବକମାନଙ୍କ ସହିତ ପପୁନାର ୨ଦିନ ତଳେ କଥା କଟାକଟି ହେବାରୁ ଯୁବକ ମାନେ ପୁପୁନ ଓ ତାଙ୍କ ମାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    14 hrs ago
  • କେନ୍ଦ୍ରାପଡ଼ା ଡେରାବିଶ ମଙ୍ଗଳପୁର ଗ୍ରାମରେ କୁକୁଡ଼ା ଫାର୍ମ ନେଇ ଅନ୍ତୋଷତ୍ୱ ଅଭିଯୋଗ ଆଣିଲେ ଗ୍ରାମବାସୀ
    1
    କେନ୍ଦ୍ରାପଡ଼ା ଡେରାବିଶ ମଙ୍ଗଳପୁର ଗ୍ରାମରେ କୁକୁଡ଼ା ଫାର୍ମ ନେଇ ଅନ୍ତୋଷତ୍ୱ ଅଭିଯୋଗ ଆଣିଲେ ଗ୍ରାମବାସୀ
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    19 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    6 hrs ago
  • କଟକ ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ । ଅଗ୍ନିଶମବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି । ହୁତୁହୁତୁ ହୋଇ ଜଳୁଛି ଅଫିସ.... ବାହାରୁଛି ଧୂଆଁ.....
    1
    କଟକ ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ । ଅଗ୍ନିଶମବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି । ହୁତୁହୁତୁ ହୋଇ ଜଳୁଛି ଅଫିସ.... ବାହାରୁଛି ଧୂଆଁ.....
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    19 hrs ago
  • କେନ୍ଦ୍ରାପଡ଼ା ଡେରାବିଶ ରେ ପାଣି ସମସ୍ୟା କୁ ନେଇ ଚାନ୍ଦୋଳ ଭଣଙ୍ଗା ଠାରେ ପତିକ୍ରିୟା ରଖିଲେ ପାଟକୁରା ବିଧାୟକ, ଅରବିନ୍ଦ ମହାପାତ୍ର
    1
    କେନ୍ଦ୍ରାପଡ଼ା ଡେରାବିଶ ରେ ପାଣି ସମସ୍ୟା କୁ ନେଇ ଚାନ୍ଦୋଳ ଭଣଙ୍ଗା ଠାରେ ପତିକ୍ରିୟା ରଖିଲେ ପାଟକୁରା ବିଧାୟକ, ଅରବିନ୍ଦ ମହାପାତ୍ର
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.