logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ସହର ସ୍ଥିତ ସ୍ଥାନୀୟ DRDA ଅଫିସ ଠାରେ ଜିଲ୍ଲା ସ୍ଵାସ୍ୟ ବିଭାଗ ର ଟିବି ରୋଗ ର ଲକ୍ଷଣ ଓ ତାର ନିରାକରଣ ପାଇଁ ଏକ ବୌଠକ ଅନୁଷିତ ହୋଯାଇଛି

8 hrs ago
user_Dipak Kumar Nayak
Dipak Kumar Nayak
Voice of people Dhenkanal Sadar, Odisha•
8 hrs ago
b8a55079-93ce-4dd1-97f2-9246f3722fe7
d6d15340-45fc-4d94-a067-64853deef90e
06cd446e-aa36-4dea-b710-b75175eb4873

ଢେଙ୍କାନାଳ ସହର ସ୍ଥିତ ସ୍ଥାନୀୟ DRDA ଅଫିସ ଠାରେ ଜିଲ୍ଲା ସ୍ଵାସ୍ୟ ବିଭାଗ ର ଟିବି ରୋଗ ର ଲକ୍ଷଣ ଓ ତାର ନିରାକରଣ ପାଇଁ ଏକ ବୌଠକ ଅନୁଷିତ ହୋଯାଇଛି

More news from Odisha and nearby areas
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    9 min ago
  • Post by Dipak Kumar Nayak
    4
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    8 hrs ago
  • ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ବେଗୁନିଆପାଳ ନୂଆ ସାହିରେ ପୂର୍ବ ଶତୃତାରୁ ସଂଘ ବଦ୍ଧ ଆକ୍ରମଣରେ ମା ପୁଅ ଲହୁ ଲୁହାଣ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମଧ୍ୟାହ୍ନ ୧ଟା ବେଳେ ଚିକିତ୍ସିତ ବେଳର ଏହି ଦୃଶ୍ୟ I ସେମାନେ ଯାହା ଅଭିଯୋଗ କରିଛନ୍ତି । ଗତ ୧ମାସ ତଳେ ନୁଆ ସାହିରେ ରାସ୍ତାକାମ ଚାଲିଥିବା ବେଳେ ହାଡ଼ିବନ୍ଧୁ ଜେନାଙ୍କ ପୁଅ ପପୁନା ଜେନା ରାସ୍ତା ଉପରେ ବାଇକ ନେଇ ଆସିବାରୁ ରାସ୍ତା ଭାଙ୍ଗିଯାଇଥିଲା । ଏଥିପାଇଁ କାମ କରୁଥିବା ଯୁବକମାନେ ବାଇକ୍ ଛଡ଼ାଇ ରଖିଥିଲେ । ଏହାର କିଛିଦିନ ପରେ ଗ୍ରାମରେ ତାହାର ସମାଧାନ କରାଯାଇଥିଲା । ପପୁନା ଗାଡି ପାଇବା ପରେ ଗାଡିରେ କିଛି ଖରାପ ଥିବାରୁ ଉକ୍ତ ଯୁବକମାନଙ୍କ ସହିତ ପପୁନାର ୨ଦିନ ତଳେ କଥା କଟାକଟି ହେବାରୁ ଯୁବକ ମାନେ ପୁପୁନ ଓ ତାଙ୍କ ମାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ ।
    1
    ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ବେଗୁନିଆପାଳ ନୂଆ ସାହିରେ ପୂର୍ବ ଶତୃତାରୁ ସଂଘ ବଦ୍ଧ ଆକ୍ରମଣରେ ମା ପୁଅ ଲହୁ ଲୁହାଣ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମଧ୍ୟାହ୍ନ ୧ଟା ବେଳେ ଚିକିତ୍ସିତ ବେଳର ଏହି ଦୃଶ୍ୟ I ସେମାନେ ଯାହା ଅଭିଯୋଗ କରିଛନ୍ତି । ଗତ ୧ମାସ ତଳେ ନୁଆ ସାହିରେ ରାସ୍ତାକାମ ଚାଲିଥିବା ବେଳେ ହାଡ଼ିବନ୍ଧୁ ଜେନାଙ୍କ ପୁଅ ପପୁନା ଜେନା ରାସ୍ତା ଉପରେ ବାଇକ ନେଇ ଆସିବାରୁ ରାସ୍ତା ଭାଙ୍ଗିଯାଇଥିଲା । ଏଥିପାଇଁ କାମ କରୁଥିବା ଯୁବକମାନେ ବାଇକ୍ ଛଡ଼ାଇ ରଖିଥିଲେ । ଏହାର କିଛିଦିନ ପରେ ଗ୍ରାମରେ ତାହାର ସମାଧାନ କରାଯାଇଥିଲା ।  ପପୁନା ଗାଡି ପାଇବା ପରେ ଗାଡିରେ କିଛି ଖରାପ ଥିବାରୁ ଉକ୍ତ ଯୁବକମାନଙ୍କ ସହିତ ପପୁନାର ୨ଦିନ ତଳେ କଥା କଟାକଟି ହେବାରୁ ଯୁବକ ମାନେ ପୁପୁନ ଓ ତାଙ୍କ ମାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    9 hrs ago
  • ବିଧାନ ସଭା ରେ ଢେଙ୍କାନାଳ କାମାକ୍ଷା ବିଧାୟକ
    1
    ବିଧାନ ସଭା ରେ ଢେଙ୍କାନାଳ କାମାକ୍ଷା ବିଧାୟକ
    user_Tapasdas 6372788705
    Tapasdas 6372788705
    Photographer ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    14 hrs ago
  • ଚନ୍ଦକା ଥାନା ଭିତରେ ଛୁରା ମାଡ଼। ଥାନା ଭିତରେ ଅସୁରକ୍ଷିତ ଲୋକେ। ବାହାର କଥା ଛାଡ଼। ଚନ୍ଦକା ଥାନା ଭିତରେ ଜଣେ ଯୁବକ ୩ ଜଣଙ୍କୁ ଛୁରା ମାଡ଼ କରି ଲହୁଲୁହାଣ କରି ଦେଇଥିବା ଦୃଶ୍ୟ ଭାଇରାଲ୍ ହେବାର ଲାଗିଛି।
    1
    ଚନ୍ଦକା ଥାନା ଭିତରେ ଛୁରା ମାଡ଼। ଥାନା ଭିତରେ ଅସୁରକ୍ଷିତ ଲୋକେ। ବାହାର କଥା ଛାଡ଼। ଚନ୍ଦକା ଥାନା ଭିତରେ ଜଣେ ଯୁବକ ୩ ଜଣଙ୍କୁ ଛୁରା ମାଡ଼ କରି ଲହୁଲୁହାଣ କରି ଦେଇଥିବା ଦୃଶ୍ୟ ଭାଇରାଲ୍ ହେବାର ଲାଗିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    3 hrs ago
  • ଗାନ୍ଧୀଜୀ ଙ୍କ ପ୍ରଥମ ଓଡିଶା ଆଗମନର 105ତମ ବାର୍ଷିକ (ଗାନ୍ଧୀ ଦିବସ ) ସ୍ଥାନ : ସ୍ୱରାଜ ଆଶ୍ରମ କଟକ ତା 23/03/2026 ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନର 105ତମ ବାର୍ଷିକ ଉପଲକ୍ଷେ କଟକ ସ୍ଥିତ ସ୍ୱରାଜ ଆଶ୍ରମ ରେ ଗାନ୍ଧୀ ଦିବସ ଉତ୍ସବ ଗମ୍ବୀର ଓ ଗୌରବ ମୟ ପରିବେଶ ରେ ପାଳିତ ହୋଇ ଯାଇଛି, ଏହି ଅବସରରେ ଗାନ୍ଧୀ ଜିଙ୍କ ଆଦର୍ଶ ତାଙ୍କ ର ସତ୍ୟ ଓ ଅହିଂସା ମହାନ ବାର୍ତ୍ତାକୁ ସୁମରଣ କରାଯାଇଥିଲା, ଏହି ପବିତ୍ର ଅବସରରେ ବିଶିଷ୍ଟ ସମାଜ ସେଵୀ, ଗାନ୍ଧୀ ବାଦୀ ଏବଂ କଟକ ର ବରିଷ୍ଟ ଆଇନଜୀଵୀ ବିଶ୍ୱଜିତ ସୂର୍ଯ୍ୟ ବଂଶୀ ଓ ଗାନ୍ଧୀ ବାଦୀ ଜ୍ଞନ ରଞ୍ଜନ ସାମନ୍ତରାୟ ମୋହାନ ଗାନ୍ଧୀ ବାଦୀ ସେ ଜଣେ ଜଣାଶୁଣା ସମ୍ବାଦିକ, ଗାନ୍ଧୀ ଜିଙ୍କ ଜୀବନ ଦର୍ଶନ ଓ ତାଙ୍କ ଆଦର୍ଶ ଉପରେ ଆଲୋକ ପାତ କରିଥିଲେ, ସେ କହିଥିଲେ ଯେ ଗାନ୍ଧୀ ଙ୍କ ସତ୍ୟ ଅହିଂସା, ସେ ବା ଓ ନିଷ୍ଠା ର ମାର୍ଗ ଆଜିର ସମାଜ ପାଇଁ ଅତୀୟନ୍ତ ପ୍ରସ ଙ୍ଗିକ ଓ ପ୍ରେରଣଦାୟକ,
    4
    ଗାନ୍ଧୀଜୀ ଙ୍କ ପ୍ରଥମ ଓଡିଶା ଆଗମନର 105ତମ ବାର୍ଷିକ (ଗାନ୍ଧୀ ଦିବସ )
ସ୍ଥାନ : ସ୍ୱରାଜ ଆଶ୍ରମ କଟକ ତା 23/03/2026
ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନର 105ତମ ବାର୍ଷିକ ଉପଲକ୍ଷେ କଟକ ସ୍ଥିତ ସ୍ୱରାଜ ଆଶ୍ରମ ରେ ଗାନ୍ଧୀ ଦିବସ ଉତ୍ସବ ଗମ୍ବୀର ଓ ଗୌରବ ମୟ ପରିବେଶ ରେ ପାଳିତ ହୋଇ ଯାଇଛି, ଏହି ଅବସରରେ ଗାନ୍ଧୀ ଜିଙ୍କ ଆଦର୍ଶ ତାଙ୍କ ର ସତ୍ୟ ଓ ଅହିଂସା ମହାନ ବାର୍ତ୍ତାକୁ ସୁମରଣ କରାଯାଇଥିଲା, ଏହି ପବିତ୍ର ଅବସରରେ ବିଶିଷ୍ଟ ସମାଜ ସେଵୀ, ଗାନ୍ଧୀ ବାଦୀ ଏବଂ କଟକ ର ବରିଷ୍ଟ ଆଇନଜୀଵୀ 
ବିଶ୍ୱଜିତ ସୂର୍ଯ୍ୟ ବଂଶୀ ଓ ଗାନ୍ଧୀ ବାଦୀ ଜ୍ଞନ ରଞ୍ଜନ ସାମନ୍ତରାୟ ମୋହାନ ଗାନ୍ଧୀ ବାଦୀ ସେ ଜଣେ ଜଣାଶୁଣା ସମ୍ବାଦିକ, ଗାନ୍ଧୀ ଜିଙ୍କ ଜୀବନ ଦର୍ଶନ ଓ ତାଙ୍କ ଆଦର୍ଶ ଉପରେ ଆଲୋକ ପାତ କରିଥିଲେ, ସେ କହିଥିଲେ ଯେ ଗାନ୍ଧୀ ଙ୍କ ସତ୍ୟ ଅହିଂସା, ସେ ବା ଓ ନିଷ୍ଠା ର ମାର୍ଗ ଆଜିର ସମାଜ ପାଇଁ ଅତୀୟନ୍ତ ପ୍ରସ ଙ୍ଗିକ ଓ ପ୍ରେରଣଦାୟକ,
    user_HEMANTA KUMAR BHARADAJ
    HEMANTA KUMAR BHARADAJ
    Voice of people Cuttack (M.Corp.) P.S, Odisha•
    4 hrs ago
  • ଧୁରନ୍ଧର ସିନେମା ପାଇଁ, ଓଡ଼ିଆ ସିନେମାକୁ ଅଣଦେଖା | ବିବାଦରେ ଓଡ଼ିଆ ହିନ୍ଦୀ ଓ ଓଡ଼ିଆ ସିନେମା ! ଭୁବନ, ଭୁବନେଶ୍ଵର, ଓଡ଼ିଶା #bhuban #bhubaneswar #odisha
    1
    ଧୁରନ୍ଧର ସିନେମା ପାଇଁ, ଓଡ଼ିଆ ସିନେମାକୁ ଅଣଦେଖା | ବିବାଦରେ ଓଡ଼ିଆ ହିନ୍ଦୀ ଓ ଓଡ଼ିଆ ସିନେମା !
ଭୁବନ, ଭୁବନେଶ୍ଵର, ଓଡ଼ିଶା
#bhuban #bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • ଅଧୁରା ପୋଖରୀ ଯୋରନ୍ଦା ରେ କେବେ କାମ ହେବ ସରକାର
    1
    ଅଧୁରା ପୋଖରୀ ଯୋରନ୍ଦା ରେ କେବେ କାମ ହେବ ସରକାର
    user_Tapasdas 6372788705
    Tapasdas 6372788705
    Photographer ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.