Shuru
Apke Nagar Ki App…
ଧୁରନ୍ଧର ସିନେମା ପାଇଁ, ଓଡ଼ିଆ ସିନେମାକୁ ଅଣଦେଖା | ବିବାଦରେ ଓଡ଼ିଆ ହିନ୍ଦୀ ଓ ଓଡ଼ିଆ ସିନେମା ! ଧୁରନ୍ଧର ସିନେମା ପାଇଁ, ଓଡ଼ିଆ ସିନେମାକୁ ଅଣଦେଖା | ବିବାଦରେ ଓଡ଼ିଆ ହିନ୍ଦୀ ଓ ଓଡ଼ିଆ ସିନେମା ! ଭୁବନ, ଭୁବନେଶ୍ଵର, ଓଡ଼ିଶା #bhuban #bhubaneswar #odisha
Nanda Kishor Naik
ଧୁରନ୍ଧର ସିନେମା ପାଇଁ, ଓଡ଼ିଆ ସିନେମାକୁ ଅଣଦେଖା | ବିବାଦରେ ଓଡ଼ିଆ ହିନ୍ଦୀ ଓ ଓଡ଼ିଆ ସିନେମା ! ଧୁରନ୍ଧର ସିନେମା ପାଇଁ, ଓଡ଼ିଆ ସିନେମାକୁ ଅଣଦେଖା | ବିବାଦରେ ଓଡ଼ିଆ ହିନ୍ଦୀ ଓ ଓଡ଼ିଆ ସିନେମା ! ଭୁବନ, ଭୁବନେଶ୍ଵର, ଓଡ଼ିଶା #bhuban #bhubaneswar #odisha
More news from ଓଡ଼ିଶା and nearby areas
- ଧୁରନ୍ଧର ସିନେମା ପାଇଁ, ଓଡ଼ିଆ ସିନେମାକୁ ଅଣଦେଖା | ବିବାଦରେ ଓଡ଼ିଆ ହିନ୍ଦୀ ଓ ଓଡ଼ିଆ ସିନେମା ! ଭୁବନ, ଭୁବନେଶ୍ଵର, ଓଡ଼ିଶା #bhuban #bhubaneswar #odisha1
- Post by Dhenkanal News1
- ଯାଜପୁର ରେ ଜୋରଦାର ଚାଲିଛି ଚୋରା ମଦ କାରବାର ପ୍ରଶାସନ ଓ ଅବକାରୀ ବିଭାଗ ସାଜିଛନ୍ତି ନିଦାବିଷ୍ଣୁ1
- Post by Dipak Kumar Nayak4
- Post by NEWS7ODIA1
- ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ବେଗୁନିଆପାଳ ନୂଆ ସାହିରେ ପୂର୍ବ ଶତୃତାରୁ ସଂଘ ବଦ୍ଧ ଆକ୍ରମଣରେ ମା ପୁଅ ଲହୁ ଲୁହାଣ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମଧ୍ୟାହ୍ନ ୧ଟା ବେଳେ ଚିକିତ୍ସିତ ବେଳର ଏହି ଦୃଶ୍ୟ I ସେମାନେ ଯାହା ଅଭିଯୋଗ କରିଛନ୍ତି । ଗତ ୧ମାସ ତଳେ ନୁଆ ସାହିରେ ରାସ୍ତାକାମ ଚାଲିଥିବା ବେଳେ ହାଡ଼ିବନ୍ଧୁ ଜେନାଙ୍କ ପୁଅ ପପୁନା ଜେନା ରାସ୍ତା ଉପରେ ବାଇକ ନେଇ ଆସିବାରୁ ରାସ୍ତା ଭାଙ୍ଗିଯାଇଥିଲା । ଏଥିପାଇଁ କାମ କରୁଥିବା ଯୁବକମାନେ ବାଇକ୍ ଛଡ଼ାଇ ରଖିଥିଲେ । ଏହାର କିଛିଦିନ ପରେ ଗ୍ରାମରେ ତାହାର ସମାଧାନ କରାଯାଇଥିଲା । ପପୁନା ଗାଡି ପାଇବା ପରେ ଗାଡିରେ କିଛି ଖରାପ ଥିବାରୁ ଉକ୍ତ ଯୁବକମାନଙ୍କ ସହିତ ପପୁନାର ୨ଦିନ ତଳେ କଥା କଟାକଟି ହେବାରୁ ଯୁବକ ମାନେ ପୁପୁନ ଓ ତାଙ୍କ ମାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ ।1
- ବିଧାନ ସଭା ରେ ଢେଙ୍କାନାଳ କାମାକ୍ଷା ବିଧାୟକ1
- Post by NEWS7ODIA1