Shuru
Apke Nagar Ki App…
ଚନ୍ଦକା ଥାନା ଭିତରେ ଛୁରା ମାଡ଼। ଥାନା ଭିତରେ ଅସୁରକ୍ଷିତ ଲୋକେ। ଚନ୍ଦକା ଥାନା ଭିତରେ ଛୁରା ମାଡ଼। ଥାନା ଭିତରେ ଅସୁରକ୍ଷିତ ଲୋକେ। ବାହାର କଥା ଛାଡ଼। ଚନ୍ଦକା ଥାନା ଭିତରେ ଜଣେ ଯୁବକ ୩ ଜଣଙ୍କୁ ଛୁରା ମାଡ଼ କରି ଲହୁଲୁହାଣ କରି ଦେଇଥିବା ଦୃଶ୍ୟ ଭାଇରାଲ୍ ହେବାର ଲାଗିଛି।
Amrit Prasad Das
ଚନ୍ଦକା ଥାନା ଭିତରେ ଛୁରା ମାଡ଼। ଥାନା ଭିତରେ ଅସୁରକ୍ଷିତ ଲୋକେ। ଚନ୍ଦକା ଥାନା ଭିତରେ ଛୁରା ମାଡ଼। ଥାନା ଭିତରେ ଅସୁରକ୍ଷିତ ଲୋକେ। ବାହାର କଥା ଛାଡ଼। ଚନ୍ଦକା ଥାନା ଭିତରେ ଜଣେ ଯୁବକ ୩ ଜଣଙ୍କୁ ଛୁରା ମାଡ଼ କରି ଲହୁଲୁହାଣ କରି ଦେଇଥିବା ଦୃଶ୍ୟ ଭାଇରାଲ୍ ହେବାର ଲାଗିଛି।
More news from ଓଡ଼ିଶା and nearby areas
- ଚନ୍ଦକା ଥାନା ଭିତରେ ଛୁରା ମାଡ଼। ଥାନା ଭିତରେ ଅସୁରକ୍ଷିତ ଲୋକେ। ବାହାର କଥା ଛାଡ଼। ଚନ୍ଦକା ଥାନା ଭିତରେ ଜଣେ ଯୁବକ ୩ ଜଣଙ୍କୁ ଛୁରା ମାଡ଼ କରି ଲହୁଲୁହାଣ କରି ଦେଇଥିବା ଦୃଶ୍ୟ ଭାଇରାଲ୍ ହେବାର ଲାଗିଛି।1
- ଗାନ୍ଧୀଜୀ ଙ୍କ ପ୍ରଥମ ଓଡିଶା ଆଗମନର 105ତମ ବାର୍ଷିକ (ଗାନ୍ଧୀ ଦିବସ ) ସ୍ଥାନ : ସ୍ୱରାଜ ଆଶ୍ରମ କଟକ ତା 23/03/2026 ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନର 105ତମ ବାର୍ଷିକ ଉପଲକ୍ଷେ କଟକ ସ୍ଥିତ ସ୍ୱରାଜ ଆଶ୍ରମ ରେ ଗାନ୍ଧୀ ଦିବସ ଉତ୍ସବ ଗମ୍ବୀର ଓ ଗୌରବ ମୟ ପରିବେଶ ରେ ପାଳିତ ହୋଇ ଯାଇଛି, ଏହି ଅବସରରେ ଗାନ୍ଧୀ ଜିଙ୍କ ଆଦର୍ଶ ତାଙ୍କ ର ସତ୍ୟ ଓ ଅହିଂସା ମହାନ ବାର୍ତ୍ତାକୁ ସୁମରଣ କରାଯାଇଥିଲା, ଏହି ପବିତ୍ର ଅବସରରେ ବିଶିଷ୍ଟ ସମାଜ ସେଵୀ, ଗାନ୍ଧୀ ବାଦୀ ଏବଂ କଟକ ର ବରିଷ୍ଟ ଆଇନଜୀଵୀ ବିଶ୍ୱଜିତ ସୂର୍ଯ୍ୟ ବଂଶୀ ଓ ଗାନ୍ଧୀ ବାଦୀ ଜ୍ଞନ ରଞ୍ଜନ ସାମନ୍ତରାୟ ମୋହାନ ଗାନ୍ଧୀ ବାଦୀ ସେ ଜଣେ ଜଣାଶୁଣା ସମ୍ବାଦିକ, ଗାନ୍ଧୀ ଜିଙ୍କ ଜୀବନ ଦର୍ଶନ ଓ ତାଙ୍କ ଆଦର୍ଶ ଉପରେ ଆଲୋକ ପାତ କରିଥିଲେ, ସେ କହିଥିଲେ ଯେ ଗାନ୍ଧୀ ଙ୍କ ସତ୍ୟ ଅହିଂସା, ସେ ବା ଓ ନିଷ୍ଠା ର ମାର୍ଗ ଆଜିର ସମାଜ ପାଇଁ ଅତୀୟନ୍ତ ପ୍ରସ ଙ୍ଗିକ ଓ ପ୍ରେରଣଦାୟକ,4
- Post by NEWS MANORANJAN1
- Post by Sibanava Panda1
- Post by Dipak Kumar Nayak4
- ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ବେଗୁନିଆପାଳ ନୂଆ ସାହିରେ ପୂର୍ବ ଶତୃତାରୁ ସଂଘ ବଦ୍ଧ ଆକ୍ରମଣରେ ମା ପୁଅ ଲହୁ ଲୁହାଣ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମଧ୍ୟାହ୍ନ ୧ଟା ବେଳେ ଚିକିତ୍ସିତ ବେଳର ଏହି ଦୃଶ୍ୟ I ସେମାନେ ଯାହା ଅଭିଯୋଗ କରିଛନ୍ତି । ଗତ ୧ମାସ ତଳେ ନୁଆ ସାହିରେ ରାସ୍ତାକାମ ଚାଲିଥିବା ବେଳେ ହାଡ଼ିବନ୍ଧୁ ଜେନାଙ୍କ ପୁଅ ପପୁନା ଜେନା ରାସ୍ତା ଉପରେ ବାଇକ ନେଇ ଆସିବାରୁ ରାସ୍ତା ଭାଙ୍ଗିଯାଇଥିଲା । ଏଥିପାଇଁ କାମ କରୁଥିବା ଯୁବକମାନେ ବାଇକ୍ ଛଡ଼ାଇ ରଖିଥିଲେ । ଏହାର କିଛିଦିନ ପରେ ଗ୍ରାମରେ ତାହାର ସମାଧାନ କରାଯାଇଥିଲା । ପପୁନା ଗାଡି ପାଇବା ପରେ ଗାଡିରେ କିଛି ଖରାପ ଥିବାରୁ ଉକ୍ତ ଯୁବକମାନଙ୍କ ସହିତ ପପୁନାର ୨ଦିନ ତଳେ କଥା କଟାକଟି ହେବାରୁ ଯୁବକ ମାନେ ପୁପୁନ ଓ ତାଙ୍କ ମାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ ।1
- କଟକ ଲିଙ୍କରୋଡ lic office ରେ ଅଗ୍ନିକାଣ୍ଡ1
- କଟକ ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ଦେଖିବାକୁ ମିଳିଛି। ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଜଣାପଡିଛି। ବିଗତ ଦିନରେ ଏହି LIC office ରେ ଅଗ୍ନିକାଣ୍ଡ ଘଟି ବହୁ ମୂଲ୍ୟବାନ କାଗଜ ଜଳି ପୋଡି ପାଉଁଶ ହୋଇ ଯାଇଥିଲା। ହେଲେ ତଥାପି କତୃପକ୍ଷ ମାନେ ଜାଣି ବି କିଭଳି ଭାବେ ସଜାଗ ରହିଲେ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।1