Shuru
Apke Nagar Ki App…
ଗତକାଲି ସନ୍ଧ୍ୟା ରେ ଘର ନିକଟରୁ ଅପହରଣ ହୋଇଥିବା ନାବାଳିକା ଙ୍କ ଶବ ଉଦ୍ଧାର, ପୋଲିସ ର ତଦନ୍ତ ଜାରୀ
Jitendra raj
ଗତକାଲି ସନ୍ଧ୍ୟା ରେ ଘର ନିକଟରୁ ଅପହରଣ ହୋଇଥିବା ନାବାଳିକା ଙ୍କ ଶବ ଉଦ୍ଧାର, ପୋଲିସ ର ତଦନ୍ତ ଜାରୀ
More news from Mayurbhanj and nearby areas
- କରଞ୍ଜିଆ,୪/୪(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକରେ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ସମୟରେ ଭୟଙ୍କର ଘୁର୍ଣ୍ଣିଝଡ ଯୋଗୁଁ ୫ ଗୋଟି ପଞ୍ଚାୟତର ୮ ଗୋଟି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଝଡ ଯୋଗୁଁ ସେହିଦିନ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ମୋଟ ୯ ଜଣ ଆହତଙ୍କୁ କରଞ୍ଜିଆ ଚିକିତ୍ସାଲୟରୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସସିବିର ଆଇସିୟୁ ଅଗ୍ନିକାଣ୍ଡ ଘଟଣା ପରେ ଆହତଙ୍କୁ ଭୁବନେଶ୍ୱରର ବିଭିନ୍ନ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସୋମ ହସ୍ପିଟାଲରେ ଚିକିତ୍ସାଧୀନ ମୋନାଲିସା ମହାରଣାଙ୍କ ୨୪ ତାରିଖରେ ମୃତ୍ୟୁ ହୋଇଯାଇଥିଲା । ବାଟପଳସା ପଞ୍ଚାୟତ ସଲରାପଦା ଗ୍ରାମର ରାମ ମାଝୀ କିମସ ହସ୍ପିଟାଲରେ ଚିକିତ୍ସିତ ହୋଇ ଦୁଇଦିନ ପୂର୍ବରୁ ଘରକୁ ଫେରିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଯିବା ପରେ କଙ୍କଡା ନିକଟରେ ମୃତଦେହ ରଖି ଗ୍ରାମବାସୀଙ୍କ ଦ୍ଵାରା ରାଜପଥ ଅବରୋଧ କରାଯାଇଥିଲା। ଗତ ମାର୍ଚ୍ଚ ୨୩ ତାରିଖରେ ରାମର ପରିବାର କିମସ ହସ୍ପିଟାଲର ୨ ଲକ୍ଷ ୩୩ ହଜାର ୩୮୦ ଟଙ୍କାର ବିଲକୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଜିଲ୍ଲାପାଳଙ୍କ ନିକଟରେ ବିଲ ଉପସ୍ଥାପନା ପରେ ସରକାରଙ୍କ ନିକଟକୁ ଜିଲ୍ଲାପାଳ ପଠାଇଥିବା ଜଣାଯାଇଥିଲା। ରାସ୍ତାରୋକ କରିଥିବା ଗ୍ରାମବାସୀଙ୍କୁ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରକାଶ ଦାଶ, ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ, ତହସିଲଦାର ରୂପାଲି ହାଁସଦା ଓ ପୋଲିସ ବୁଝାସୁଝା କରି ସ୍ଥିତି ସ୍ଵାଭାବିକ କରିଥିଲେ।2
- Post by Jitendra raj1
- 👇 😢 ମହୁଲ ଗଛ ହେଲା କାଳ… ଘରୁ ବାହାରିଲେ କାଠ ପାଇଁ, ଫେରିଲା ଶବ ! 📍ମୟୁରଭଞ୍ଜ ହସଖୁସି ମନେ ଘରୁ ବାହାରିଥିଲେ… କିନ୍ତୁ କିଏ ଜାଣିଥିଲା, ସେହି ଯାତ୍ରା ହେବ ତାଙ୍କ ଜୀବନର ଶେଷ ଯାତ୍ରା… ମହୁଲ ଗଛ ଉପରେ ଚଢ଼ି କାଠ କାଟୁଥିବା ବେଳେ ଡାଳ ମଧ୍ୟରେ ଛନ୍ଦୀ ହୋଇ ଚାଲିଗଲା ଏକ ନିର୍ଦୋଷ ଯୁବକଙ୍କ ଜୀବନ। ସ୍ୱାମୀ ର ମୃତ୍ୟୁ ଖବର ପରେ ଛାତି ଫଟେଇ କାନ୍ଦୁଛି ସ୍ତ୍ରୀ, ହଁ ଆଜି ଗାଁ ପୁରା ପରିବାର ଭିତରେ ଶୋକର ଛାୟା ଖେଳି ଯାଇଛି ... ହଁ ଦର୍ଶକ ବନ୍ଧୁ 💔 ବାହାଘରକୁ ୨ ବର୍ଷ ମଧ୍ୟ ପୂରିନି… 💔 ୨ ମାସର ଶିଶୁ ପୁଅ ବାପାକୁ ହରାଇଲା… 💔 ସ୍ତ୍ରୀ ହରାଇଲେ ସlହାରା… 💔 ବୃଦ୍ଧ ବାପାମାଆ ହରାଇଲେ ଏକମାତ୍ର ଭରସା… ଘରକୁ ଫେରିଲା ଶବ… କାନ୍ଦୁଛି ଗାଁ… କାନ୍ଦୁଛି ପରିବାର… ଗୋଟେ ପଟେ ଗ୍ୟାସ ସମସ୍ୟା, ଅନ୍ୟ ପଟେ ସାଧାରଣ ଗରିବ ପରିବାର କାଠ ଉପରେ ଏକ ମାତ୍ର ସାହାରା, ଆଉ ଏହାରି ଭିତରେ ଉପାନ୍ତରେ ଗ୍ୟାସ ସମସ୍ୟା ପାଇଁ କାଠ ଆଜି ବାକୁ ଯାଇ ଶବ ହୋଇ ଯାଇଛି ରୋଜ ଗାରିଆ ପୁଅ.. ଦର୍ଶକ ବନ୍ଧୁ ଥରେ ଚିନ୍ତା କରନ୍ତୁ.. ସମସ୍ୟା କୁ.. 🙏 ଏଭଳି ଦୁଃଖଦ ଘଟଣା ଘଟିଛି କପ୍ତିପଦା ଥାନା ଅଧୀନ ସାଣଦେଇ ଗ୍ରାମରେ। 👉 ଏହି ଗରିବ ପରିବାରକୁ ସରକାରୀ ସହାୟତା ମିଳିବା ଦରକାର। 📢 ଦୟାକରି ଏହି ପୋଷ୍ଟଟି ସେୟାର କରନ୍ତୁ… ସମସ୍ତଙ୍କୁ ଜଣାନ୍ତୁ… #Mayurbhanj #Udala #OdishaNews #BreakingNews #HeartBreaking #SadNews #AccidentNews #VillageNews #Odisha #RealStory #ମୟୁରଭଞ୍ଜ #ଉଦଳା #ଓଡ଼ିଶା #ଦୁଃଖଦଘଟଣା #ହୃଦୟବିଦାରକ #ସଡକନୁହେଁ_ଗଛଦୁର୍ଘଟଣା #ଗାଁଖବର #ଓଡ଼ିଆନ୍ୟୁଜ #odiabharatlive2
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur Date - 02.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ଶନିଶ୍ଚରଙ୍କ_ବଡ଼_ପୂଜା ଶନିଦେଵଙ୍କର ବଡ଼ ଓଷା । ମୟୁରଭଞ୍ଜ Ai audio Mayurbhanj // desivlog / jhakas mayurbhanj,desi vlog #odiavlog #mayurbhanjvlog #jhakasmayurbhanj #jhakashmayurbhanj #baripada travel vlog desicomedy labakumar desivlog dailyvlog barpadavlog food foodlover KidsVideo KidsCartoon FunnyVideo AnimatedKids FunnyCartoons AIAnimation CartoonForKids Humor KidsEntertainment FunnyKidsVideo AnimationForKids AITechnology FamilyFriendly Laughter KidFriendlyCartoons FunCartoons CartoonHumor KidsLaughter Your Quaries:- Jhakas mayurbhanj daily vlog odia vlogs family vlog Odisha Odia vlog Mayurbhanj vlog Baripada vlog Food vlog baripada mayurbhanj BARIPADA MAYURBHANJ lulung similipal national park Jubilee Library Mayurbhanj brahmo mandir explore content creat creator life fyp for you tranding no Facebook reels viral reels Tranding reels reals video AI, cartoon, kids video, kids cartoon, funny video, animated kids video, children’s animation, funny cartoons, AI animation, cartoon for kids, humor, kids entertainment, funny kids video, animation for kids, AI technology, family-friendly content, laughter, kid-friendly cartoons, fun cartoons, animation, cartoon humor, kids laughter thank you1
- ଅପେକ୍ଷା କରି ସରିଗଲାଣି ଆଖିରୁ ପାଣି । ଶେଷରେ ଲୋକ ତାତିଲେ ମନ୍ତ୍ରୀ ଙ୍କ ଉପରେ1
- Post by Khabar1
- Post by Jitendra raj1