Shuru
Apke Nagar Ki App…
ଘୂର୍ଣ୍ଣି ଝଡ ପ୍ରଭାବିତ ଙ୍କ ମୃତ୍ୟୁ ପରିବାର ବର୍ଗ ଙ୍କ କରଞ୍ଜିଆ ଯଶିପୁର ରାସ୍ତା ଅବରୋଧ ଘୋଷଣା ଅନୁଯାୟୀ ସହାୟତା ନମିଳିବା ଏବଂ ଜମି ବିକ୍ରୟ କରି ଡାକ୍ତରଖାନା ରେ ବିଲ୍ ଦେବା ଓ ଡାକ୍ତରଖାନା ଖର୍ଚ୍ଚ ଦେଇ ନପାରି ପରିବାର ଲୋକେ ଗତକାଲି ଘରକୁ ନେଇଆସିବା ପରେ ଆଜି ଉକ୍ତ ଯୁବକ ଙ୍କ ମୃତ୍ୟୁ ଘଟିଥିଲା ଖବର ପାଇ ଉପଜିଲ୍ଲାପାଳ ,ତହସିଲଦାର,ବିଡ଼ିଓ ଘଟଣାସ୍ଥଳ ରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା ପରେ ଉପଜିଲ୍ଲାପାଳ ଙ୍କ ସମସ୍ତ ଖର୍ଚ୍ଚ ବହନ ସହିତ ଘୋଷଣା ଅନୁଯାୟୀ ସମସ୍ତ ବ୍ୟବସ୍ଥା ନିମନ୍ତେ ପ୍ରତିଶ୍ରୁତି ପରେ ରାସ୍ତା ରୋକ୍ ହଟିଲା
Jitendra raj
ଘୂର୍ଣ୍ଣି ଝଡ ପ୍ରଭାବିତ ଙ୍କ ମୃତ୍ୟୁ ପରିବାର ବର୍ଗ ଙ୍କ କରଞ୍ଜିଆ ଯଶିପୁର ରାସ୍ତା ଅବରୋଧ ଘୋଷଣା ଅନୁଯାୟୀ ସହାୟତା ନମିଳିବା ଏବଂ ଜମି ବିକ୍ରୟ କରି ଡାକ୍ତରଖାନା ରେ ବିଲ୍ ଦେବା ଓ ଡାକ୍ତରଖାନା ଖର୍ଚ୍ଚ ଦେଇ ନପାରି ପରିବାର ଲୋକେ ଗତକାଲି ଘରକୁ ନେଇଆସିବା ପରେ ଆଜି ଉକ୍ତ ଯୁବକ ଙ୍କ ମୃତ୍ୟୁ ଘଟିଥିଲା ଖବର ପାଇ ଉପଜିଲ୍ଲାପାଳ ,ତହସିଲଦାର,ବିଡ଼ିଓ ଘଟଣାସ୍ଥଳ ରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା ପରେ ଉପଜିଲ୍ଲାପାଳ ଙ୍କ ସମସ୍ତ ଖର୍ଚ୍ଚ ବହନ ସହିତ ଘୋଷଣା ଅନୁଯାୟୀ ସମସ୍ତ ବ୍ୟବସ୍ଥା ନିମନ୍ତେ ପ୍ରତିଶ୍ରୁତି ପରେ ରାସ୍ତା ରୋକ୍ ହଟିଲା
More news from Mayurbhanj and nearby areas
- କରଞ୍ଜିଆ,୪/୪(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକରେ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ସମୟରେ ଭୟଙ୍କର ଘୁର୍ଣ୍ଣିଝଡ ଯୋଗୁଁ ୫ ଗୋଟି ପଞ୍ଚାୟତର ୮ ଗୋଟି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଝଡ ଯୋଗୁଁ ସେହିଦିନ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ମୋଟ ୯ ଜଣ ଆହତଙ୍କୁ କରଞ୍ଜିଆ ଚିକିତ୍ସାଲୟରୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସସିବିର ଆଇସିୟୁ ଅଗ୍ନିକାଣ୍ଡ ଘଟଣା ପରେ ଆହତଙ୍କୁ ଭୁବନେଶ୍ୱରର ବିଭିନ୍ନ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସୋମ ହସ୍ପିଟାଲରେ ଚିକିତ୍ସାଧୀନ ମୋନାଲିସା ମହାରଣାଙ୍କ ୨୪ ତାରିଖରେ ମୃତ୍ୟୁ ହୋଇଯାଇଥିଲା । ବାଟପଳସା ପଞ୍ଚାୟତ ସଲରାପଦା ଗ୍ରାମର ରାମ ମାଝୀ କିମସ ହସ୍ପିଟାଲରେ ଚିକିତ୍ସିତ ହୋଇ ଦୁଇଦିନ ପୂର୍ବରୁ ଘରକୁ ଫେରିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଯିବା ପରେ କଙ୍କଡା ନିକଟରେ ମୃତଦେହ ରଖି ଗ୍ରାମବାସୀଙ୍କ ଦ୍ଵାରା ରାଜପଥ ଅବରୋଧ କରାଯାଇଥିଲା। ଗତ ମାର୍ଚ୍ଚ ୨୩ ତାରିଖରେ ରାମର ପରିବାର କିମସ ହସ୍ପିଟାଲର ୨ ଲକ୍ଷ ୩୩ ହଜାର ୩୮୦ ଟଙ୍କାର ବିଲକୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଜିଲ୍ଲାପାଳଙ୍କ ନିକଟରେ ବିଲ ଉପସ୍ଥାପନା ପରେ ସରକାରଙ୍କ ନିକଟକୁ ଜିଲ୍ଲାପାଳ ପଠାଇଥିବା ଜଣାଯାଇଥିଲା। ରାସ୍ତାରୋକ କରିଥିବା ଗ୍ରାମବାସୀଙ୍କୁ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରକାଶ ଦାଶ, ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ, ତହସିଲଦାର ରୂପାଲି ହାଁସଦା ଓ ପୋଲିସ ବୁଝାସୁଝା କରି ସ୍ଥିତି ସ୍ଵାଭାବିକ କରିଥିଲେ।2
- Post by Jitendra raj1
- ବହୁତ ସୁନ୍ଦର ଓଡିଶୀ ନୃତ୍ୟ1
- Post by Rajib Behera1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur Date - 02.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ଶନିଶ୍ଚରଙ୍କ_ବଡ଼_ପୂଜା ଶନିଦେଵଙ୍କର ବଡ଼ ଓଷା । ମୟୁରଭଞ୍ଜ Ai audio Mayurbhanj // desivlog / jhakas mayurbhanj,desi vlog #odiavlog #mayurbhanjvlog #jhakasmayurbhanj #jhakashmayurbhanj #baripada travel vlog desicomedy labakumar desivlog dailyvlog barpadavlog food foodlover KidsVideo KidsCartoon FunnyVideo AnimatedKids FunnyCartoons AIAnimation CartoonForKids Humor KidsEntertainment FunnyKidsVideo AnimationForKids AITechnology FamilyFriendly Laughter KidFriendlyCartoons FunCartoons CartoonHumor KidsLaughter Your Quaries:- Jhakas mayurbhanj daily vlog odia vlogs family vlog Odisha Odia vlog Mayurbhanj vlog Baripada vlog Food vlog baripada mayurbhanj BARIPADA MAYURBHANJ lulung similipal national park Jubilee Library Mayurbhanj brahmo mandir explore content creat creator life fyp for you tranding no Facebook reels viral reels Tranding reels reals video AI, cartoon, kids video, kids cartoon, funny video, animated kids video, children’s animation, funny cartoons, AI animation, cartoon for kids, humor, kids entertainment, funny kids video, animation for kids, AI technology, family-friendly content, laughter, kid-friendly cartoons, fun cartoons, animation, cartoon humor, kids laughter thank you1
- ଅପେକ୍ଷା କରି ସରିଗଲାଣି ଆଖିରୁ ପାଣି । ଶେଷରେ ଲୋକ ତାତିଲେ ମନ୍ତ୍ରୀ ଙ୍କ ଉପରେ1
- Post by Jitendra raj1