Shuru
Apke Nagar Ki App…
ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ବୁଧବାର ଠାରୁ ପୂର୍ବାହ୍ନ ୧୦ଟାରୁ ପାଠପଢ଼ା ଆରମ୍ଭ ହେବ। ଏନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାପାଳ ସ୍କୁଲ ଖୋଲିବା ଦିନ ଠାରୁ ସକାଳୁଆ ସ୍କୁଲ ଚଳାଇବାକୁ ଘୋଷଣା କରିଥିଲେ।
Pitambar Sahu
ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ବୁଧବାର ଠାରୁ ପୂର୍ବାହ୍ନ ୧୦ଟାରୁ ପାଠପଢ଼ା ଆରମ୍ଭ ହେବ। ଏନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାପାଳ ସ୍କୁଲ ଖୋଲିବା ଦିନ ଠାରୁ ସକାଳୁଆ ସ୍କୁଲ ଚଳାଇବାକୁ ଘୋଷଣା କରିଥିଲେ।
More news from ଓଡ଼ିଶା and nearby areas
- ଜିଲ୍ଲା ଠିକାଦାର ସଂଘ ଏକ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ଏହି ଘଟଣା ସମ୍ପର୍କରେ ଜିଲ୍ଲା ସଭାପତି ନିଜର ମତାମତ ପ୍ରକାଶ କରିଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ବ୍ରାହ୍ମଣ ସମାଜ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।1
- ଘଣ୍ଟାପଡ଼ା ପ୍ୟାସ୍କରେ ଟାର୍ଗେଟ୍ ନଥିବା କାରଣରୁ ଚାଷୀମାନଙ୍କ ମଧ୍ୟରେ ଘୋଟାଲ ଦେଖିବାକୁ ମିଳିଛି।2
- ଆଜି ଡୁଙ୍ଗୁରିପାଲି ବ୍ଲକରେ ବିଜେପି ପକ୍ଷରୁ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ଉପସଭାପତି ସାନନ୍ଦ କୁମାର ମେହେର ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଗ୍ରାମ ଗସ୍ତ କରିଥିଲେ। ଏହି ଅବସରରେ ସେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କୁ ସମ୍ମାନୀତ କରିଥିଲେ।1
- #CMOOdisha #MohanMajhi #PanchayatiRajDepartment #PanchayatiRajMinister #OdishaGovernment #Sambalpur #Bamra #Rangiatikra #Odisha #Corruption #QualityCheck #PublicWorks #P24NewsExpress #CMOOdisha #MohanMajhi #PanchayatiRajDepartment #PanchayatiRajMinister #OdishaGovernment #Sambalpur #Bamra #Rangiatikra #Odisha #Corruption #QualityCheck #PublicWorks #P24NewsExpress1
- ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବରଗୋଛା ପଞ୍ଚାୟତ ଠାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଏବଂ ଆରକ୍ଷୀ ଅଧିକ୍ଷ କୁଲଦୀପ ମୀନାଙ୍କ ଯୁଗ୍ମ ଜଣଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପଜିଲ୍ଲାପାଳ ବିଜୟ କୁମାର ଭୋଇ, ମୁଖ୍ୟ ଉନ୍ନୟନ ପ୍ରଭାଷ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀମାନେ ଯୋଗ ଦେଇଥିଲେ। ଉପଜିଲ୍ଲାପାଳ ବିଜୟ କୁମାର ଭୋଇ ସମସ୍ତ ଅଭିଯୋଗକାରୀଙ୍କୁ ଶୀଘ୍ର ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।4
- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଗ୍ରାମ ପଞ୍ଚାୟତର ସିନାମାଲ ଗ୍ରାମର ଦିବ୍ୟାଙ୍ଗ ରାମେଶ୍ୱର ବନ୍ଦିଛୋଡ ବର୍ଦ୍ଧିତ ଭତ୍ତା ପାଇଁ ଆକୁଳ ନିବେଦନ କରିଛନ୍ତି। ତାଙ୍କର ଦୁଇଟି ହାତ ଅଚଳ ହୋଇପଡିଥିବା ବେଳେ ସେ ବର୍ତ୍ତମାନ ସରକାରୀ ଭତ୍ତା ବାବଦରେ ୧,୨୦୦ ଟଙ୍କା ପାଉଛନ୍ତି, ଯାହା ୭୫ ପ୍ରତିଶତ ମେଡିକାଲ ପ୍ରମାଣପତ୍ର ଆଧାରରେ ପ୍ରଦାନ କରାଯାଉଛି। ତେବେ ଏହି ଅର୍ଥରେ ପରିବାର ପ୍ରତିପୋଷଣରେ ଅସୁବିଧା ହେଉଥିବା ସେ ଅଭିଯୋଗ କରିଛନ୍ତି। ଶକ୍ତି ଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ଙ୍କୁ ସେ ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ପରିବାର ତାଙ୍କ ପତ୍ନୀଙ୍କ କୁଳିମଜୁରୀ ଉପରେ ନିର୍ଭର କରେ। ଯଦି ତାଙ୍କୁ ୮୦ ପ୍ରତିଶତ ମେଡିକାଲ ପ୍ରମାଣପତ୍ର ମିଳେ, ତେବେ ସରକାରଙ୍କ ଠାରୁ ୩,୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ମିଳିପାରିବ। ଏହି ବର୍ଦ୍ଧିତ ଭତ୍ତା ମିଳିଲେ ତାଙ୍କ ପରିବାରର ଭରଣପୋଷଣ ସୁରୁଖୁରୁରେ ଚଳିପାରିବ ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାଙ୍କ ବାପା ଦୟାରାମ ବନ୍ଦିଛୋଡ ମଧ୍ୟ ଏହି ସମସ୍ୟା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏ ନେଇ ସରପଞ୍ଚ ପୁରୁଷୋତ୍ତମ ସାର ଓ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ବିଜୟ କୁମାର ନାୟକଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେମାନେ ସୂଚନା ଦେଇଛନ୍ତି ଯେ, ଆସନ୍ତା ଜୁଲାଇ ୨ ତାରିଖରେ ଧର୍ମଗଡ଼ ଉପଖଣ୍ଡରେ ଏକ କ୍ୟାମ୍ପ ଆୟୋଜନ ହେବାର ସମ୍ଭାବନା ରହିଛି। ସେଠାରେ ଡାକ୍ତର ଯେଉଁ ପ୍ରତିଶତ ଦେବେ, ସେହି ଅନୁସାରେ ରାମେଶ୍ୱରଙ୍କୁ ବର୍ଦ୍ଧିତ ଦିବ୍ୟାଙ୍ଗ ଭତ୍ତା ମିଳିପାରିବ।1
- ସୋସିଆଲ୍ ମିଡିଆରେ ଏକ CCTV ଭିଡିଓ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଏକ ସଂକୀର୍ଣ୍ଣ ଗଳିରେ ଦ୍ରୁତଗତିରେ ଆସୁଥିବା ଏକ ବାଇକ୍ ଚପେଟରେ ଜଣେ ଛୋଟ ଶିଶୁ ଆସୁଥିବା ଦେଖାଯାଉଛି। ଏହି ଧକ୍କା ପରେ ଆଖପାଖର ଲୋକମାନେ ଘଟଣାସ୍ଥଳକୁ ଦୌଡ଼ୁଥିବା ନଜର ଆସିଛନ୍ତି। ତେବେ, ଏହି ଭିଡିଓର ସ୍ଥାନ, ତାରିଖ ଏବଂ ଶିଶୁର ସ୍ଥିତି ସ୍ୱାଧୀନ ଭାବରେ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏହି ଘଟଣାକୁ ନେଇ ଅନୁରୋଧ କରାଯାଇଛି ଯେ ଜନବସତି ଅଞ୍ଚଳ ଏବଂ ସଂକୀର୍ଣ୍ଣ ଗଳିରେ ଧୀର ଗତିରେ ଗାଡ଼ି ଚଲାନ୍ତୁ, ପିଲାମାନଙ୍କୁ ରାସ୍ତା ନିକଟରେ ଏକୁଟିଆ ଛାଡ଼ନ୍ତୁ ନାହିଁ ଏବଂ ରାସ୍ତା ସୁରକ୍ଷା ନିୟମ ପାଳନ କରନ୍ତୁ, କାରଣ ସାମାନ୍ୟ ଅସାବଧାନତା ମଧ୍ୟ ଏକ ବଡ଼ ଦୁର୍ଘଟଣାର କାରଣ ହୋଇପାରେ।1
- Post by Rajes Argus news1