ସିମୁଳିଆ ଥାନା ଅଞ୍ଚଳର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଡାଉ କରାଯାୟୀ ମଦ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି l ଦେଶୀ ରନ୍ଧା ମଦ ଓ ବିଅର ଜବତ, ୦୪ ଗିରଫ । ସିମୁଳିଆ,-ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତର ରାମ୍ପୋ , ଜାମ୍ମୁଝାଡ଼ି ପଞ୍ଚାୟତର ଦୀପ ରାଧାବଲ୍ଲଭପୁର, ମଇତାପୁର ପଞ୍ଚାୟତର ମହାନ୍ତିପୋଖରୀ ଓ କୁଆଗଡ଼ିଆ ଗ୍ରାମରେ ଚଢ଼ାଉ କରାଯାଇ ୧୩୫ ଲିଟର ଦେଶୀ ରନ୍ଧା ମଦ ଓ ୯.୭୫୦ ଲିଟର ବିଅର ଜବତ କରାଯିବା ସହିତ ରାମ୍ପୋ ଗ୍ରାମର ସଞ୍ଜୟ ମୁର୍ମୁ , ଦୀପ ରାଧାବଲ୍ଲଭପୁର ଗ୍ରାମର ଭାରତୀ ମଳିକ , ମହାନ୍ତିପୋଖରୀ ଗ୍ରାମର ପଦ୍ମିନୀ ସିଂ ଓ ବିନାୟକପୁର ଗ୍ରାମର ଅବିନାଶ ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି ।

- ସିମୁଳିଆ -ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ବାଉରୀପଦା ପଞ୍ଚାୟତର କୁରୁକୁରିଆ ଠାରେ ବିଜେପି କୃଷକ ମୋର୍ଚ୍ଚାର ବ୍ଳକ ସଭାପତି ବୀରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଅକ୍ଷୟ ତୃତୀୟ ଦିବସ ପାଳନ ଅବସରରେ ମାର୍କୋଣା ମଣ୍ଡଳ ସଭାପତି ଅଭିନାସ ବେହେରା, ସ୍ଥାନୀୟ ସରପଞ୍ଚ ଧରଣୀଧର ନାୟକ, ବିଜେପି ପଞ୍ଚାୟତ ସଭାପତି ମନୋରଞ୍ଜନ ହାତୀ, ନାଏବ ସରପଞ୍ଚ ସନାତନ ବନ୍ଧ, ମହିଳା ଗ୍ରୁପ ଓ ଗ୍ରାମବାସୀଙ୍କ ଉପସ୍ଥିତରେ ଅଖିମୁଠି ଅନୁକୂଳ କରିଥିଲେ l1
- ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରପେୟା ପଞ୍ଚାୟତର ରପେୟା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଧାୟକ ପଦ୍ମଲୋଚନ ପଣ୍ଡା ଓ ସାଂସଦ ଅଭିମନ୍ୟୁ ସେଠିଙ୍କ ଦ୍ୱାରା ନୂତନ ରାସ୍ତାର ଶୁଭ ଶିଳାନ୍ୟାସ l1
- Post by Bikash mallik4
- ବାଲେଶ୍ଵର ସଦର କଂଗ୍ରେସ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ; ପ୍ରତି ପଂଚାୟତ ଦଖଲ କରିବା ପାଇଁ ମତଦାତାଙ୍କୁ ସଚେତନ କରିବାକୁ ପଡିବ ବୋଲି କହିଲେ ସରୋଜ ଲେଙ୍କା4
- ବେଙ୍ଗଲ ନିର୍ଵାଚନ ପ୍ରଚାର ବେଳେ ମୋଦି ୧୦ଟଙ୍କା ଦେଇ ମୁଢ଼ି ଖାଇଲେ ଛୋଟ ଛୋଟ ପିଲା ଙ୍କ ସହ ମିଶି ଖାଇଲେ ମୁଢ଼ି1
- Post by MN.NEWS ODIA1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 18.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ମାନ୍ୟବର ସିମୁଳିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା ବାଲେଶ୍ବର ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଘୋଷଣା ହେବା ପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ମାନ୍ୟବର ବିଧାୟକଙ୍କ ପ୍ରତିନିଧି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଡା. ଅଣୁମାଧବ ପଣ୍ଡା ଓ ଯୂବନେତା ନୀଳମାଧବ ପଣ୍ଡା, ସିମୁଳିଆ ଖଇରାର ସମସ୍ତ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ କରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପହଁଚିଥିଲେ ।4