Shuru
Apke Nagar Ki App…
ଗୋତୁଡ଼ିହା ଗ୍ରାମ ସାହାଡ଼ା ପଞ୍ଚାୟତ ର ଘଟଣା ଆମକୁ ଘରୁ ବାହାରିବା ପାଇଁ ଦଉ ନାହାନ୍ତି ଘରେ ପଶି ପିଟୁ ଛନ୍ତି ପୋଲିସ ମଧ୍ୟ କିଛି ସୁଣୁନାହାନ୍ତି ପଲିଟିକାଲ୍ ପ୍ରେସର ପଡୁଛି କହୁଛନ୍ତି ଉଲଟା ଆମ ଉପରେ କେସ୍ କରୁଛନ୍ତି ମୁଁ ସରକାରଙ୍କ ପାଖରେ ଏତିକ ଅନୁରୋଧ କରୁଛି କି ସାରଏମାନଙ୍କ ଉପରେ କାର୍ଯ୍ୟ ଅନୁଷ୍ଠାନ ନିଆଯାଉ
Bikash mallik

More news from ଓଡ଼ିଶା and nearby areas
- Post by Bikash mallik4
- ମାନ୍ୟବର ସିମୁଳିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା ବାଲେଶ୍ବର ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଘୋଷଣା ହେବା ପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ମାନ୍ୟବର ବିଧାୟକଙ୍କ ପ୍ରତିନିଧି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଡା. ଅଣୁମାଧବ ପଣ୍ଡା ଓ ଯୂବନେତା ନୀଳମାଧବ ପଣ୍ଡା, ସିମୁଳିଆ ଖଇରାର ସମସ୍ତ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ କରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପହଁଚିଥିଲେ ।4
- ବାଲେଶ୍ଵର ସଦର କଂଗ୍ରେସ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ; ପ୍ରତି ପଂଚାୟତ ଦଖଲ କରିବା ପାଇଁ ମତଦାତାଙ୍କୁ ସଚେତନ କରିବାକୁ ପଡିବ ବୋଲି କହିଲେ ସରୋଜ ଲେଙ୍କା4
- ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରପେୟା ପଞ୍ଚାୟତର ରପେୟା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଧାୟକ ପଦ୍ମଲୋଚନ ପଣ୍ଡା ଓ ସାଂସଦ ଅଭିମନ୍ୟୁ ସେଠିଙ୍କ ଦ୍ୱାରା ନୂତନ ରାସ୍ତାର ଶୁଭ ଶିଳାନ୍ୟାସ l1
- Post by Prakash1
- ବେଙ୍ଗଲ ନିର୍ଵାଚନ ପ୍ରଚାର ବେଳେ ମୋଦି ୧୦ଟଙ୍କା ଦେଇ ମୁଢ଼ି ଖାଇଲେ ଛୋଟ ଛୋଟ ପିଲା ଙ୍କ ସହ ମିଶି ଖାଇଲେ ମୁଢ଼ି1
- Post by MN.NEWS ODIA1
- ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ଶ୍ୟାମସୁନ୍ଦରପୁର ପଞ୍ଚାୟତର କୁଆଁରପୁର ଛକରେ ଯୁବନେତା ଜଗନ୍ନାଥ ଦାସଙ୍କ ନେତୃତ୍ୱରେ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଜଳଛତ୍ର ଶିବିର ଉଦଘାଟିତ ହୋଇଯାଇଛି l3