ପୋଲିସ୍ ଗୁଳିରେ ଜଣେ ପୁରୁଷ ଜଣେ ମାଓବାଦୀ ନିହତ ପୋଲିସ୍ ଗୁଳିରେ ଜଣେ ପୁରୁଷ ଜଣେ ମହିଳା ଦୁଇ ମାଓବାଦୀ ନିହତ# Ak 47 , SLR ରାଇଫଲ ଉଦ୍ଧାର # ଏ ଡି ଜି ପି ସଞ୍ଜୀବ ପଣ୍ଡା କହିଛନ୍ତି ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ କନ୍ଧମାଳ ଜିଲ୍ଲା ମାଓମୁକ୍ତ ହେବ # ଫୁଲବାଣୀ ତା ୨୩/୨ - କନ୍ଧମାଳ ଜିଲ୍ଲା ରୁ ମାଓମୂକ୍ତ କରିବା ପାଇଁ ପୋଲିସ୍ ପକ୍ଷରୁ ମାଓ ଦମନ ଜାରି ରହିଛି। କନ୍ଧମାଳ ଜିଲ୍ଲା ର ରାଇକିଆ ଥାନା ଅନ୍ତର୍ଗତ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିବା ଯୋଗୁଁ କନ୍ଧମାଳ ଏସ୍ ପି ହରିଶ୍ ବିଶି ଙ୍କର ନେତୃତ୍ୱରେ ୧୧ ଟି ଏସ୍ ଓ ଜି ,ଗୋଟିଏ ଡି ଭି ଏଫ୍ ଓ ଦୁଇଟି ସି ଆର୍ ପି ଏଫ୍ ପ୍ଲାଟୁନ୍ ଯବାନ ଙ୍କର ମିଳିତ ରେ ସେହି ନନ୍ଦାବାଲି ଜଙ୍ଗଲରେ କମ୍ବିଂ ଅପୋରେଶନ ଆରମ୍ଭ ହୋଇଥିଲା। ତା ୨୨ /୨/ ୨୦୨୬ ରିଖ ଦିନ ୧୧ଟା ସମୟ ରେ ସୁରକ୍ଷା କର୍ମୀ ଯବାନ ଓ ମାଓବାଦୀ ମୁହାମୁହିଁ ହୋଇଥିଲେ। ପୋଲିସ୍ ଓ ମାଓବାଦୀ ଉଭୟ ଙ୍କ ମଧ୍ୟରେ ଦୁଇ ଘଣ୍ଟା କାଳ ଗୁଳି ବିନିମୟ ହୋଇଥିଲା । ପୋଲିସ୍ ର ଅତର୍କିତ ଗୁଳିଚାଳନା ଚାଳନା ଯୋଗୁଁ ମାଓବାଦୀ ମାନେ ସାମ୍ନା କରି ନ ପାରି ସେଠାରୁ ଛତ୍ର ଭଙ୍ଗ ଦେଇଥିଲେ। ଗୁଳବିନିମୟ ପରେ ପୋଲିସ୍ ସର୍ଚିଂ କଲା ବେଳେ ପୋଲିସ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିଲେ। ପୋଲିସ୍ ଦୁଇ ମାଓବାଦୀ ଙ୍କର ମୃତ ଦେହ ଉଦ୍ଧାର କରିବା ସହ ଠାବ କରିଥିବା ଏକ ମାଓକ୍ୟମ୍ପ ରୁ ଗୋଟିଏ Ak 47 ରାଇଫଲ, ଗୋଟିଏ SLR ରାଇଫଲ,୬ ଟି UGBL ଗ୍ରେନେଡ,ଗୁଳି,ମାଗାଜିନ୍ ସହ ମାଓ ସାମଗ୍ରୀ ,ମାଓ ପୁସ୍ତକ ମେଡିସିନ ପୋଲିସ୍ ମାଓ କ୍ୟାମ୍ପ ରୁ ଜବତ କରିଥିଲା। ପୋଲିସ୍ ଗୁଳିରେ ନିହତ ହୋଇଥିବା ଜଣେ ପୁରୁଷ ମାଓବାଦୀ ଓ ଜଣେ ମହିଳା ମାଓବାଦୀ ବୋଲି ଜଣାପଡିଛି। ପୁରୁଷ ମାଓବାଦୀ ଜଗେଶ୍ ସେ ମିଲିଟାରୀ ପ୍ଲାଟୁନ୍ ର ଡେପୁଟି କମାଣ୍ଡର ଥିଲା। ମହିଳା ମାଓବାଦୀ ରତ୍ନା ପାର୍ଟି ମେମ୍ବର ଥିଲା। ଜଗେସ୍ ର ପାଇଁ ଓଡ଼ିଶା ସରକାର ୨୨ ଲକ୍ଷ ପୁରସ୍କାର ଘୋଷଣା କରିଥିବା ବେଳେ ରତ୍ନା ପାଇଁ ୧ ଲକ୍ଷ ୬୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା। ବର୍ତମାନ କନ୍ଧମାଳ ଜିଲ୍ଲାରେ ପ୍ରାୟ ୩୦ ଜଣ ମାଓବାଦୀ ଦାରିଙ୍ଗିବାଡି,ରାଇକିଆ,କୋଟଗଡ଼ ଅଞ୍ଚଳ ରେ ରହିଛନ୍ତି। ନୂଆପଡ଼ା,ନବରଙ୍ଗପୁର, ମାଲକାନଗିରି , କୋରାପୁଟ ଏବଂ ବୌଦ୍ଧ ଏହି ୫ ଟି ଜିଲ୍ଲା ମାଓମୁକ୍ତ ହୋଇ ସାରିଲାଣି। କେକେବିଏନ୍ ଡିଭିଜନ ର ମୁଖ୍ୟା ଷ୍ଟେଟ୍ କମିଟି ମେମ୍ବର ସୁକ୍ରୁ ପୋଲିସ୍ ର ଟାର୍ଗେଟ ରେ ରହିଛି। କନ୍ଧମାଳ ଜିଲ୍ଲା ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ମାଓମୁକ୍ତ ହେବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଏ ଡି ଜି ପି ସଞ୍ଜୀବ ପଣ୍ଡା ଦୃଢ଼ିକ୍ତି ର ସହ କହିଛନ୍ତି।କନ୍ଧମାଳ ରାୟଗଡ଼ା କଳାହାଣ୍ଡି ସୀମାନ୍ତ ବର୍ତ୍ତି ଜିଲ୍ଲା ରେ ବର୍ତ୍ତମାନ ମାଓବାଦୀ ରହିଥିବା ବେଳେ କିଛି ମାଓବାଦୀ ବଲାଙ୍ଗୀର ଜିଲ୍ଲା ର ସୀମାନ୍ତ ରେ ମାଓବାଦୀ ରହିଥିବା ସାମ୍ବାଦିକ ସମ୍ମିଳନୀ ରେ ପୋଲିସ୍ ଏ ଡି ଜି ପି ଅପରେସନ୍ ସଞ୍ଜୀବ ପଣ୍ଡା କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଫୁଲବାଣୀ ରିଜର୍ଭ ପୋଲିସ୍ ପଡିଆ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ପୋଲିସ୍ ଗୁଳିରେ ମୃତ ଦୁଇ ମାଓବାଦୀ ୨୦୨୧ ମସିହା ରୁ ମାଓ ସଂଗଠନ ସାମିଲ୍ ହୋଇ ମାଓ ହିଂସା ରେ ଜଡ଼ିତ ଥିଲେ। ପୋଲିସ୍ ଗୁଳିରେ ନିହତ ମାଓବାଦୀ କନ୍ଧମାଳ ଜିଲ୍ଲାର ଗୋଛାପଡା ଥାନା , ତୁମୁଡି ବନ୍ଧ ଥାନା ,ରାଇକିଆ ଥାନା ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ରେ ଘଟିଥିବା ମାଓ ହିଂସା ଘଟଣା ରେ ସଂପୃକ୍ତ ଥିଲେ। ଯେଉଁ ମାଓବାଦୀ ମାନେ ରହିଲେ ସେହି ମାନେ ମାଓ ହିଂସା ତ୍ୟାଗ କରି,ହିଂସା ପଥ ଛାଡ଼ି ପୋଲିସ୍ ନିକଟରେ ଆତ୍ମସମର୍ପଣ କରି ସରକାର ଙ୍କ ର ଆତ୍ମସମର୍ପଣ ଯୋଜନା ରେ ରଥିବା ବହୁତ ଭଲ ସୁବିଧା ସୁଯୋଗ ର ଲାଭ ଉଠାନ୍ତୁ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏ ଡି ଜି ପି ସଞ୍ଜୀବ ପଣ୍ଡା ଗଣମାଧ୍ୟାମ ଦ୍ଵାରା ଅପିଲ କରିଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଡି ଆଇ ଜି ଆଖିଲେଶ୍ୱର୍ ସିଂ, ଆଇ ଜି ପି ନୀତି ଶେଖର, ଆଇ ଜି ପି ଦୀପକ କୁମାର,କନ୍ଧମାଳ ଏସ୍ ପି ହରିଶ୍ ବିଶି ଉପସ୍ଥିତ ଥିଲେ।
ପୋଲିସ୍ ଗୁଳିରେ ଜଣେ ପୁରୁଷ ଜଣେ ମାଓବାଦୀ ନିହତ ପୋଲିସ୍ ଗୁଳିରେ ଜଣେ ପୁରୁଷ ଜଣେ ମହିଳା ଦୁଇ ମାଓବାଦୀ ନିହତ# Ak 47 , SLR ରାଇଫଲ ଉଦ୍ଧାର # ଏ ଡି ଜି ପି ସଞ୍ଜୀବ ପଣ୍ଡା କହିଛନ୍ତି ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ କନ୍ଧମାଳ ଜିଲ୍ଲା ମାଓମୁକ୍ତ ହେବ # ଫୁଲବାଣୀ ତା ୨୩/୨ - କନ୍ଧମାଳ ଜିଲ୍ଲା ରୁ ମାଓମୂକ୍ତ କରିବା ପାଇଁ ପୋଲିସ୍ ପକ୍ଷରୁ ମାଓ ଦମନ ଜାରି ରହିଛି। କନ୍ଧମାଳ ଜିଲ୍ଲା ର ରାଇକିଆ ଥାନା ଅନ୍ତର୍ଗତ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିବା ଯୋଗୁଁ କନ୍ଧମାଳ ଏସ୍ ପି ହରିଶ୍ ବିଶି ଙ୍କର ନେତୃତ୍ୱରେ ୧୧ ଟି ଏସ୍ ଓ ଜି ,ଗୋଟିଏ ଡି ଭି ଏଫ୍ ଓ ଦୁଇଟି ସି ଆର୍ ପି ଏଫ୍ ପ୍ଲାଟୁନ୍ ଯବାନ ଙ୍କର ମିଳିତ ରେ ସେହି ନନ୍ଦାବାଲି ଜଙ୍ଗଲରେ କମ୍ବିଂ ଅପୋରେଶନ ଆରମ୍ଭ ହୋଇଥିଲା। ତା ୨୨ /୨/ ୨୦୨୬ ରିଖ ଦିନ ୧୧ଟା ସମୟ ରେ ସୁରକ୍ଷା କର୍ମୀ ଯବାନ
ଓ ମାଓବାଦୀ ମୁହାମୁହିଁ ହୋଇଥିଲେ। ପୋଲିସ୍ ଓ ମାଓବାଦୀ ଉଭୟ ଙ୍କ ମଧ୍ୟରେ ଦୁଇ ଘଣ୍ଟା କାଳ ଗୁଳି ବିନିମୟ ହୋଇଥିଲା । ପୋଲିସ୍ ର ଅତର୍କିତ ଗୁଳିଚାଳନା ଚାଳନା ଯୋଗୁଁ ମାଓବାଦୀ ମାନେ ସାମ୍ନା କରି ନ ପାରି ସେଠାରୁ ଛତ୍ର ଭଙ୍ଗ ଦେଇଥିଲେ। ଗୁଳବିନିମୟ ପରେ ପୋଲିସ୍ ସର୍ଚିଂ କଲା ବେଳେ ପୋଲିସ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିଲେ। ପୋଲିସ୍ ଦୁଇ ମାଓବାଦୀ ଙ୍କର ମୃତ ଦେହ ଉଦ୍ଧାର କରିବା ସହ ଠାବ କରିଥିବା ଏକ ମାଓକ୍ୟମ୍ପ ରୁ ଗୋଟିଏ Ak 47 ରାଇଫଲ, ଗୋଟିଏ SLR ରାଇଫଲ,୬ ଟି UGBL ଗ୍ରେନେଡ,ଗୁଳି,ମାଗାଜିନ୍ ସହ ମାଓ ସାମଗ୍ରୀ ,ମାଓ ପୁସ୍ତକ ମେଡିସିନ ପୋଲିସ୍ ମାଓ କ୍ୟାମ୍ପ ରୁ ଜବତ କରିଥିଲା। ପୋଲିସ୍ ଗୁଳିରେ ନିହତ ହୋଇଥିବା ଜଣେ ପୁରୁଷ ମାଓବାଦୀ ଓ ଜଣେ ମହିଳା ମାଓବାଦୀ ବୋଲି ଜଣାପଡିଛି। ପୁରୁଷ ମାଓବାଦୀ ଜଗେଶ୍ ସେ ମିଲିଟାରୀ ପ୍ଲାଟୁନ୍ ର ଡେପୁଟି କମାଣ୍ଡର ଥିଲା। ମହିଳା ମାଓବାଦୀ ରତ୍ନା ପାର୍ଟି ମେମ୍ବର ଥିଲା। ଜଗେସ୍ ର ପାଇଁ ଓଡ଼ିଶା ସରକାର
୨୨ ଲକ୍ଷ ପୁରସ୍କାର ଘୋଷଣା କରିଥିବା ବେଳେ ରତ୍ନା ପାଇଁ ୧ ଲକ୍ଷ ୬୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା। ବର୍ତମାନ କନ୍ଧମାଳ ଜିଲ୍ଲାରେ ପ୍ରାୟ ୩୦ ଜଣ ମାଓବାଦୀ ଦାରିଙ୍ଗିବାଡି,ରାଇକିଆ,କୋଟଗଡ଼ ଅଞ୍ଚଳ ରେ ରହିଛନ୍ତି। ନୂଆପଡ଼ା,ନବରଙ୍ଗପୁର, ମାଲକାନଗିରି , କୋରାପୁଟ ଏବଂ ବୌଦ୍ଧ ଏହି ୫ ଟି ଜିଲ୍ଲା ମାଓମୁକ୍ତ ହୋଇ ସାରିଲାଣି। କେକେବିଏନ୍ ଡିଭିଜନ ର ମୁଖ୍ୟା ଷ୍ଟେଟ୍ କମିଟି ମେମ୍ବର ସୁକ୍ରୁ ପୋଲିସ୍ ର ଟାର୍ଗେଟ ରେ ରହିଛି। କନ୍ଧମାଳ ଜିଲ୍ଲା ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ମାଓମୁକ୍ତ ହେବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଏ ଡି ଜି ପି ସଞ୍ଜୀବ ପଣ୍ଡା ଦୃଢ଼ିକ୍ତି ର ସହ କହିଛନ୍ତି।କନ୍ଧମାଳ ରାୟଗଡ଼ା କଳାହାଣ୍ଡି ସୀମାନ୍ତ ବର୍ତ୍ତି ଜିଲ୍ଲା ରେ ବର୍ତ୍ତମାନ ମାଓବାଦୀ ରହିଥିବା ବେଳେ କିଛି ମାଓବାଦୀ ବଲାଙ୍ଗୀର ଜିଲ୍ଲା ର ସୀମାନ୍ତ ରେ ମାଓବାଦୀ ରହିଥିବା ସାମ୍ବାଦିକ ସମ୍ମିଳନୀ ରେ ପୋଲିସ୍ ଏ ଡି ଜି ପି ଅପରେସନ୍ ସଞ୍ଜୀବ ପଣ୍ଡା କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଫୁଲବାଣୀ ରିଜର୍ଭ ପୋଲିସ୍ ପଡିଆ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ
ରେ ସୂଚନା ଦେଇଛନ୍ତି। ପୋଲିସ୍ ଗୁଳିରେ ମୃତ ଦୁଇ ମାଓବାଦୀ ୨୦୨୧ ମସିହା ରୁ ମାଓ ସଂଗଠନ ସାମିଲ୍ ହୋଇ ମାଓ ହିଂସା ରେ ଜଡ଼ିତ ଥିଲେ। ପୋଲିସ୍ ଗୁଳିରେ ନିହତ ମାଓବାଦୀ କନ୍ଧମାଳ ଜିଲ୍ଲାର ଗୋଛାପଡା ଥାନା , ତୁମୁଡି ବନ୍ଧ ଥାନା ,ରାଇକିଆ ଥାନା ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ରେ ଘଟିଥିବା ମାଓ ହିଂସା ଘଟଣା ରେ ସଂପୃକ୍ତ ଥିଲେ। ଯେଉଁ ମାଓବାଦୀ ମାନେ ରହିଲେ ସେହି ମାନେ ମାଓ ହିଂସା ତ୍ୟାଗ କରି,ହିଂସା ପଥ ଛାଡ଼ି ପୋଲିସ୍ ନିକଟରେ ଆତ୍ମସମର୍ପଣ କରି ସରକାର ଙ୍କ ର ଆତ୍ମସମର୍ପଣ ଯୋଜନା ରେ ରଥିବା ବହୁତ ଭଲ ସୁବିଧା ସୁଯୋଗ ର ଲାଭ ଉଠାନ୍ତୁ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏ ଡି ଜି ପି ସଞ୍ଜୀବ ପଣ୍ଡା ଗଣମାଧ୍ୟାମ ଦ୍ଵାରା ଅପିଲ କରିଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଡି ଆଇ ଜି ଆଖିଲେଶ୍ୱର୍ ସିଂ, ଆଇ ଜି ପି ନୀତି ଶେଖର, ଆଇ ଜି ପି ଦୀପକ କୁମାର,କନ୍ଧମାଳ ଏସ୍ ପି ହରିଶ୍ ବିଶି ଉପସ୍ଥିତ ଥିଲେ।
- କଣ୍ଟାମାଳ ଅବକାରୀକୁ ମିଳିଛି ବଡ଼ ସଫଳତା ୧୦୦କେଜି ଗଞ୍ଜେଇ, ମହିନ୍ଦ୍ରା ପିକ ସହିତ ଅଭିଯୁକ୍ତକୁ ଗିରଫ କରିଛି ଆଜି ବୌଦ୍ଧ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଗତକାଲି କଣ୍ଟାମାଳ ଅବକାରୀ ବିଭାଗ ୧୦୦କେଜି ଗଞ୍ଜେଇ ସହିତ ବ୍ୟବହୃତ ମହିନ୍ଦ୍ରା ପିକପ ସହିତ ଆସାମୀକୁ ଗିରଫ କରିବାରେ ସଫ ହଇଛି l ମିଳିଥିବା ସୂଚନା ଅନୁସାରେ ଗତକାଲି କଣ୍ଟାମାଳ ଅବକାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାମାଳ ହାଟପଦା ରାସ୍ତାରୁ ୧୦୦କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ, ବ୍ୟବହୃତ ମହିନ୍ଦାମାକ୍ସ ପିକପ ସହିତ ଏଥିରେ ସମ୍ପୃତ ୨୭ବର୍ଷାୟ ସଂଜୀବ ଦିଗାଲକୁ କାବୁକରିବାରେ ସଫ ହୋଇଛି l ଏନେଇ NDPS ରେ PR-No ୨/୨୦୨୬-୨୭ ରେ ମାମଲା ୠଜୁକରି l ଆସାମୀ ସଂଜୀବ ଦିଗାଲକୁ ଅଦାଲତର ଦ୍ୱାରସ୍ତ କରାଯାଇଛି ଏନେଇ କଣ୍ଟାମାଳ ଅବକାରୀ ଥାନାର OIC ସୂଚନା ଦେଇଛନ୍ତି1
- Post by Sonepur news khulasa1
- Post by BAHUJAN ADHIKAR1
- ଦାମୀ କାରରେ କିଭଳି ହେଉଥିଲା ଗଞ୍ଜେଇ ଚାଲାଣ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ1
- Post by SONEPUR NEWS1
- ଧୁ ଧୁ ଖରାରେ ଯାତ୍ରୀ ଅବ୍ୟବସ୍ଥା ଘେରରେ ଅସ୍ଥାୟୀ ବସ ଷ୍ଟାଣ୍ଡ ସୁବର୍ଣ୍ଣପୁର: ଗତ ମାସ ୧୧ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପାରାଜ ସାହୁ ଅସ୍ଥାୟୀ ବସଷ୍ଟାଣ୍ଡ ଅଚାନକ ପରିଦର୍ଶନ କରିଥିଲେ। ଜନସାଧାରଣ ଓ ଯାତ୍ରୀଙ୍କ ପିଇବା ପାଣି ଅସୁବିଧା କଥା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ଶୌଚାଳୟ ଶୀଘ୍ର କାର୍ଯ୍ୟକ୍ଷମ ଏବଂ ଏକ ରହଣି ସ୍ଥାନ ତିଆରି ପାଇଁ ପୌରନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦେଇଥିଲେ। ହେଲେ ଆଜି ଯାଏ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଧୁ ଧୁ ଖରାରେ ଯାତ୍ରୀ ବସ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ପାନୀୟ ଜଳ ବ୍ୟବସ୍ଥା ନୈରାଶ୍ୟଜନକ।1
- 🤭🙂🙄🥺🥺🙄🙄🙄🙄🙄1
- ଗାଁ ଗାଁ ରେ ନିଷ୍ଠା ଓ କାଷ୍ଟା ର ପାରମ୍ପରିକ ଯାତ୍ରା -ଦଣ୍ଡ ଯାତ୍ରା ... ଦଣ୍ଡୁଆ ଙ୍କ ମଣି ଡାକରେ ଉଛିଳିବ ଗାଁ ଦାଣ୍ଡ... ଓଡ଼ିଆରେ ବାର ମାସ ରେ ତେର ପର୍ବ, ସେଇ ତେର ପର୍ବ ଭିତରୁ ଚୈତ୍ର ମାସ ରେ ଶିବ ଓ ଶକ୍ତି ଙ୍କ ଗାଁ ଗାଁ ଭ୍ରମଣ ସହ ଦଣ୍ଡ ନୃତ୍ୟ ରେ ଗାଁ ଦlଣ୍ଡଭକ୍ତି ମୟ ପରିବେଶ ରେ ଉଛୁଳି ପଡୁଛି l ଚୈତ୍ର ମାସରେ ଆରମ୍ଭ ହହୋଇଥାଏ ଶିବ ପାର୍ବତୀ ଙ୍କ ଦଣ୍ଡ ନୃତ୍ୟ, ଏହି ମାସ ରେ ପ୍ରଭୁ ଶ୍ରୀରାମ ଙ୍କ ନବମୀ ପୂଜା ଅର୍ଚନା ବିଭିନ୍ନ ସ୍ଥାନ ରେ ପାଳିତ ହେଉଥିବା ବେଳେ, ଠିକ ସେହିପରି ରେ ପ୍ରଭୁ ଶିବ ଙ୍କ ର ଦଣ୍ଡ ଯାତ୍ରା ବା ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ l ଏହି ମାସ ରେ ବିଭିନ୍ନ ଗ୍ରାମରେ ଥିବା ଦଣ୍ଡ ଯାତ୍ରା ପରମ୍ପରା କୁ ବଜାୟ ରଖିବା ପାଇଁ ଶିବ, ପାର୍ବତୀ ଙ୍କୁ ସାଙ୍ଗ ନେଇ ମାନସିକ ଧାରୀ ଭକ୍ତ ମାନେ ଛତି ଛତ୍ର. ବାନା. ଚାଉଁର ଘଣ୍ଟ. ମହୁରୀ ଢୋଲ ବାଦ୍ୟ ଦ୍ୱରା ଶିବ କାଳୀଙ୍କୁ ଗ୍ରାମେ ଗ୍ରାମେ ବୁଲାଇ ଥାନ୍ତି l ଏନେଇ ପୁର ପଲ୍ଲୀ ଠୁ ଆରମ୍ଭ କରି ବିଭିନ୍ନ ସ୍ଥାନ ରେ ଶିବଭକ୍ତ ମୟ ପରିବେଶ, ଦଣ୍ଡ ଯାତ୍ରା ଦ୍ୱାରା ଗାଁ ଦଣ୍ଡ ଉଛୁଳି ପଡୁଛି lଏପଟେ ଶିବ କାଳୀଙ୍କୁ ମଣି ଡାକ ରେ ପୁରା ପରିବେଶ ପ୍ରକମ୍ପିତ ହେଉଛି l ସେନେଇ ବୌଦ୍ଧ ଜିଲ୍ଲା ରେ ବିଭିନ୍ନ ସ୍ଥାନ ରେ ଚୈତ୍ର ଦଣ୍ଡ ଉଠିଥାଏ । ଏହି ଚୈତ୍ର ଦଣ୍ଡ ବା ଝାମୁ ଯାତ୍ରା 21ଦିନ 17,13 ଦିନ ଧରି ନିଷ୍ଠା କାଷ୍ଟା ସହିତ ପାଳିତ ହୋଇଥାଏ l ଦଣ୍ଡୁ ଆଙ୍କ କହିବା ଅନୁଯାୟୀ ତେର ଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀ ଙ୍କୁ ପୂଜାର୍ଚ୍ଚନା କରାଯାଇ ନିସାର୍ଦ୍ଧ ରାତିରେ ଦଣ୍ଡ ଉଠିଥାଏ ।ଦଣ୍ଡ ଉଠିବାର ପର ଦିନ ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ ଘେନିହୋଇଥାଏ । ଶ୍ରଦ୍ଧାଳୁ ଦଣ୍ଡୁଆମାନେ ମାସ ସାରା ନିଷ୍ଠାର ସହ ବ୍ରତ କରି କାଳୀଙ୍କୁ ପୂଜାକରି କଠିନ ସାଧନା କରିଥାନ୍ତି ଏବଂ ଆଗାମୀ ବିଷୁବ ସଂକ୍ରାନ୍ତି ବା ମେରୁ ଯାତ୍ରା ଦିନ ବ୍ରତ ଭଙ୍ଗ କରିଥାନ୍ତି।ଯାତ୍ରା ସମୟରେ ତେର ଭୁକ୍ତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ ଧୂଳି ଦଣ୍ଡ, ପାଣି ଦଣ୍ଡ ଆଦି କରିଥାନ୍ତି। ଏଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଚଳିତ ବର୍ଷ ଜିଲ୍ଲା ର ବୌଦ୍ଧ ର ବିଭିନ୍ନ ଗ୍ରାମ ସହିତ ହରଭଙ୍ଗା ବ୍ଲକ ବହୁ ପୁରାତନ ହରଭଙ୍ଗା, କୁସଙ୍ଗ,ତିଲେଶ୍ଵର, ସରଧାପୁର, ପୁରୁଣା କଟକ, ତାକୁଡ଼, ଖଣ୍ଡହତା, ବୁରୁବୁଡ଼ା, ସାକୁସିଙ୍ଗା, ଧଳପୁର, କରଡ଼ି, ପୁରୁଣା କଟକ, ବନ୍ତିଝୁଲି, ଖଲିଆପାଲି,ଲଣ୍ଡେ ଜୁର, ସରସରା, ମହୁଲ ବୁରୀ, ବିରାମଚନ୍ଦ୍ର ପୁର ଆଦି ଗ୍ରାମ ଗୁଡିକ ରେ ଚୈତ୍ର ଦଣ୍ଡ ଯାତ୍ରା ହେଉଥିବାବେଳେ ଏହି ଯାତ୍ରା ହେଉଥିବା ଗ୍ରାମ ଗୁଡିକ ରେ ଆମିଷ ବାରଣ ରହିଥାଏ l1