logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଣ୍ଟାମାଳ ଅବକାରୀ ପୋଲିସକୁ ଗଞ୍ଜେଇ ଧରିବାରେ ମିଳିଛି ବଡ଼ ସଫଳତା ୧୦୦କେଜି ଗଞ୍ଜେଇ ସହିତ ମାକ୍ସ ପିକପ ଓ ଆସାମୀକୁ କାବୁ କରିଛି କଣ୍ଟାମାଳ ଅବକାରୀକୁ ମିଳିଛି ବଡ଼ ସଫଳତା ୧୦୦କେଜି ଗଞ୍ଜେଇ, ମହିନ୍ଦ୍ରା ପିକ ସହିତ ଅଭିଯୁକ୍ତକୁ ଗିରଫ କରିଛି ଆଜି ବୌଦ୍ଧ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଗତକାଲି କଣ୍ଟାମାଳ ଅବକାରୀ ବିଭାଗ ୧୦୦କେଜି ଗଞ୍ଜେଇ ସହିତ ବ୍ୟବହୃତ ମହିନ୍ଦ୍ରା ପିକପ ସହିତ ଆସାମୀକୁ ଗିରଫ କରିବାରେ ସଫ ହଇଛି l ମିଳିଥିବା ସୂଚନା ଅନୁସାରେ ଗତକାଲି କଣ୍ଟାମାଳ ଅବକାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାମାଳ ହାଟପଦା ରାସ୍ତାରୁ ୧୦୦କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ, ବ୍ୟବହୃତ ମହିନ୍ଦାମାକ୍ସ ପିକପ ସହିତ ଏଥିରେ ସମ୍ପୃତ ୨୭ବର୍ଷାୟ ସଂଜୀବ ଦିଗାଲକୁ କାବୁକରିବାରେ ସଫ ହୋଇଛି l ଏନେଇ NDPS ରେ PR-No ୨/୨୦୨୬-୨୭ ରେ ମାମଲା ୠଜୁକରି l ଆସାମୀ ସଂଜୀବ ଦିଗାଲକୁ ଅଦାଲତର ଦ୍ୱାରସ୍ତ କରାଯାଇଛି ଏନେଇ କଣ୍ଟାମାଳ ଅବକାରୀ ଥାନାର OIC ସୂଚନା ଦେଇଛନ୍ତି

2 hrs ago
user_Baidyanath Samal Mozillakhabra
Baidyanath Samal Mozillakhabra
Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
2 hrs ago

କଣ୍ଟାମାଳ ଅବକାରୀ ପୋଲିସକୁ ଗଞ୍ଜେଇ ଧରିବାରେ ମିଳିଛି ବଡ଼ ସଫଳତା ୧୦୦କେଜି ଗଞ୍ଜେଇ ସହିତ ମାକ୍ସ ପିକପ ଓ ଆସାମୀକୁ କାବୁ କରିଛି କଣ୍ଟାମାଳ ଅବକାରୀକୁ ମିଳିଛି ବଡ଼ ସଫଳତା ୧୦୦କେଜି ଗଞ୍ଜେଇ, ମହିନ୍ଦ୍ରା ପିକ ସହିତ ଅଭିଯୁକ୍ତକୁ ଗିରଫ କରିଛି ଆଜି ବୌଦ୍ଧ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଗତକାଲି କଣ୍ଟାମାଳ ଅବକାରୀ ବିଭାଗ ୧୦୦କେଜି ଗଞ୍ଜେଇ ସହିତ ବ୍ୟବହୃତ ମହିନ୍ଦ୍ରା ପିକପ ସହିତ ଆସାମୀକୁ ଗିରଫ କରିବାରେ ସଫ ହଇଛି l ମିଳିଥିବା ସୂଚନା ଅନୁସାରେ ଗତକାଲି କଣ୍ଟାମାଳ ଅବକାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାମାଳ ହାଟପଦା ରାସ୍ତାରୁ ୧୦୦କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ, ବ୍ୟବହୃତ ମହିନ୍ଦାମାକ୍ସ ପିକପ ସହିତ ଏଥିରେ ସମ୍ପୃତ ୨୭ବର୍ଷାୟ ସଂଜୀବ ଦିଗାଲକୁ କାବୁକରିବାରେ ସଫ ହୋଇଛି l ଏନେଇ NDPS ରେ PR-No ୨/୨୦୨୬-୨୭ ରେ ମାମଲା ୠଜୁକରି l ଆସାମୀ ସଂଜୀବ ଦିଗାଲକୁ ଅଦାଲତର ଦ୍ୱାରସ୍ତ କରାଯାଇଛି ଏନେଇ କଣ୍ଟାମାଳ ଅବକାରୀ ଥାନାର OIC ସୂଚନା ଦେଇଛନ୍ତି

More news from ଓଡ଼ିଶା and nearby areas
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    17 hrs ago
  • ଦାମୀ କାରରୁ ଗଞ୍ଜେଇ ଜବତ
    1
    ଦାମୀ କାରରୁ ଗଞ୍ଜେଇ ଜବତ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    17 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    1 hr ago
  • କୁଚିଣ୍ଡାର ଗର୍ବ ଓ ଗୌରବକୁ ନେଇ ଆରମ୍ଭ ହୋଇଥିବା **ଗୁଦଗୁଦା ମହୋତ୍ସବ** ମହା ସମାରୋହରେ ସମାପ୍ତ ହୋଇଛି। ତୃତୀୟ ତଥା ଅନ୍ତିମ ସନ୍ଧ୍ୟାରେ କୁଚିଣ୍ଡା ସହର ଉତ୍ସବମୁଖର ହୋଇଉଠିଥିଲା। ✨ ମୁଖ୍ୟ ଆକର୍ଷଣ: ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବଛା ବଛା କଳାକାରଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ଓ ଗୀତରେ ଦୁଲୁକୁଥିଲା ମଞ୍ଚ। ବୌଦ୍ଧ, ଗଞ୍ଜାମ, ବଲାଙ୍ଗୀର ସମେତ ସ୍ଥାନୀୟ କୁଚିଣ୍ଡା, ଜମନକିରା ଓ ବାମରା ଅଞ୍ଚଳର କଳାକାରମାନେ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। 🤝 ଅତିଥି ବୃନ୍ଦ: ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ସଫଳତା କାମନା କରିଥିଲେ: ✅ **ସିଦ୍ଧେଶ୍ୱର ବୋଳିରାମ ବୋନ୍ଦର** (ଜିଲ୍ଲାପାଳ, ସମ୍ବଲପୁର) ✅ **ମୁକେଶ କୁମାର ଭାମୁ** (ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର) ✅ **ରୋହନ କ୍ଷେତ୍ରୀ** (କମିଶନର, ମହାନଗର ନିଗମ) ✅ **ସରୱାନନ ସ** (ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟି ସଭାପତି) ✅ **ପ୍ରଦୀପ ପଣ୍ଡା** (ବରିଷ୍ଠ ନାଟ୍ୟକାର) ✅ **ରଞ୍ଜନ କୁମାର ସାହୁ** (ଲୋକନୃତ୍ୟ ଗୁରୁ) ✅ **ସୁରଥ ଚନ୍ଦ୍ର ନାୟକ** (ବରିଷ୍ଠ କଳାକାର) ଏହି ମହୋତ୍ସବ ଆମ ଅଞ୍ଚଳର କଳା ଓ ସଂସ୍କୃତିକୁ ଏକ ନୂଆ ପରିଚୟ ଦେଇଛି।
    1
    କୁଚିଣ୍ଡାର ଗର୍ବ ଓ ଗୌରବକୁ ନେଇ ଆରମ୍ଭ ହୋଇଥିବା **ଗୁଦଗୁଦା ମହୋତ୍ସବ** ମହା ସମାରୋହରେ ସମାପ୍ତ ହୋଇଛି। ତୃତୀୟ ତଥା ଅନ୍ତିମ ସନ୍ଧ୍ୟାରେ କୁଚିଣ୍ଡା ସହର ଉତ୍ସବମୁଖର ହୋଇଉଠିଥିଲା।
✨ ମୁଖ୍ୟ ଆକର୍ଷଣ:
ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବଛା ବଛା କଳାକାରଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ଓ ଗୀତରେ ଦୁଲୁକୁଥିଲା ମଞ୍ଚ। ବୌଦ୍ଧ, ଗଞ୍ଜାମ, ବଲାଙ୍ଗୀର ସମେତ ସ୍ଥାନୀୟ କୁଚିଣ୍ଡା, ଜମନକିରା ଓ ବାମରା ଅଞ୍ଚଳର କଳାକାରମାନେ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।
🤝 ଅତିଥି ବୃନ୍ଦ:
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ସଫଳତା କାମନା କରିଥିଲେ:
✅ **ସିଦ୍ଧେଶ୍ୱର ବୋଳିରାମ ବୋନ୍ଦର** (ଜିଲ୍ଲାପାଳ, ସମ୍ବଲପୁର)
✅ **ମୁକେଶ କୁମାର ଭାମୁ** (ଆରକ୍ଷୀ ଅଧିକ୍ଷକ, ସମ୍ବଲପୁର)
✅ **ରୋହନ କ୍ଷେତ୍ରୀ** (କମିଶନର, ମହାନଗର ନିଗମ)
✅ **ସରୱାନନ ସ** (ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟି ସଭାପତି)
✅ **ପ୍ରଦୀପ ପଣ୍ଡା** (ବରିଷ୍ଠ ନାଟ୍ୟକାର)
✅ **ରଞ୍ଜନ କୁମାର ସାହୁ** (ଲୋକନୃତ୍ୟ ଗୁରୁ)
✅ **ସୁରଥ ଚନ୍ଦ୍ର ନାୟକ** (ବରିଷ୍ଠ କଳାକାର)
ଏହି ମହୋତ୍ସବ ଆମ ଅଞ୍ଚଳର କଳା ଓ ସଂସ୍କୃତିକୁ ଏକ ନୂଆ ପରିଚୟ ଦେଇଛି।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    20 hrs ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    7 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    8 hrs ago
  • जनगणना-2027 के प्रथम चरण में गृह योजना एवं मकान सूची-2026 के अवसर पर माननीय मुख्यमंत्री का संदेश
    1
    जनगणना-2027 के प्रथम चरण में गृह योजना एवं मकान सूची-2026 के अवसर पर माननीय मुख्यमंत्री का संदेश
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.