Shuru
Apke Nagar Ki App…
ଅର୍ଜୁନପୁରରୁ ବୁର୍ଡ଼ା ଯିବା ରାସ୍ତାରେ ଥିବା ତିଳେଇମାଲ ଫରେଷ୍ଟ ଅନ୍ତର୍ଗତ ବାରପାହାଡ଼ ଜଙ୍ଗଲ ନିକଟସ୍ଥ ଗୁରୁପାଲି ଡୁଙ୍ଗୁରିରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି
SonepurSambad
ଅର୍ଜୁନପୁରରୁ ବୁର୍ଡ଼ା ଯିବା ରାସ୍ତାରେ ଥିବା ତିଳେଇମାଲ ଫରେଷ୍ଟ ଅନ୍ତର୍ଗତ ବାରପାହାଡ଼ ଜଙ୍ଗଲ ନିକଟସ୍ଥ ଗୁରୁପାଲି ଡୁଙ୍ଗୁରିରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି
More news from ଓଡ଼ିଶା and nearby areas
- Post by SonepurSambad1
- Post by BAHUJAN ADHIKAR1
- ଦାମୀ କାରରେ କିଭଳି ହେଉଥିଲା ଗଞ୍ଜେଇ ଚାଲାଣ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ1
- Post by SONEPUR NEWS1
- ଧୁ ଧୁ ଖରାରେ ଯାତ୍ରୀ ଅବ୍ୟବସ୍ଥା ଘେରରେ ଅସ୍ଥାୟୀ ବସ ଷ୍ଟାଣ୍ଡ ସୁବର୍ଣ୍ଣପୁର: ଗତ ମାସ ୧୧ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପାରାଜ ସାହୁ ଅସ୍ଥାୟୀ ବସଷ୍ଟାଣ୍ଡ ଅଚାନକ ପରିଦର୍ଶନ କରିଥିଲେ। ଜନସାଧାରଣ ଓ ଯାତ୍ରୀଙ୍କ ପିଇବା ପାଣି ଅସୁବିଧା କଥା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ଶୌଚାଳୟ ଶୀଘ୍ର କାର୍ଯ୍ୟକ୍ଷମ ଏବଂ ଏକ ରହଣି ସ୍ଥାନ ତିଆରି ପାଇଁ ପୌରନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦେଇଥିଲେ। ହେଲେ ଆଜି ଯାଏ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଧୁ ଧୁ ଖରାରେ ଯାତ୍ରୀ ବସ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ପାନୀୟ ଜଳ ବ୍ୟବସ୍ଥା ନୈରାଶ୍ୟଜନକ।1
- Post by Sonepur news khulasa1
- #ଇଥାନାଲ_ପକେଇଲେ #ପୁରୁଣା_ଗାଡି_ଖରାପ_ହେବ ! ଗାଡି ଖରାପ ହେଲେ ଗାଡି ଖର୍ଚ୍ଚ କିଏ ଦେବ ? ଆମ ଗାଡ଼ିରେ ଆମେ Ethanol ପକେଇବୁ କି ନାହିଁ ସେଇଟା ଆମ ଇଚ୍ଛା,ଆମ ଗାଡ଼ିରେ ଆମେ କଣ ପକେଇବୁ ସେଇଟା ତମେ କହିବାକୁ କିଏ ? ଲୋକଙ୍କ ପାଇଁ ମାଗଣା ପଲ୍ୟୁସନ ୭ କରାଯାଉ1
- Post by BAHUJAN ADHIKAR1