ଜୀବନ ନେଇ ପାରେ ସିଙ୍ଗାରି ଘାଟି #khandapadabarta# #LatestUpdates# କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ରୁ କଲମପୁର ସଂଯୋଗ କରୁଥିବା ସିଙ୍ଗାରିଘାଟି ରାସ୍ତା ଦିନକୁ ଦିନ ଅତି ଶୋଚନୀୟ ହେବାରେ ଲାଗିଛି। ଏବେ ରାସ୍ତାର ଅବସ୍ଥା ଏତେ ଖରାପ ଯେ ଲୋକେ ଯିବାକୁ ଭୟ କରୁଛନ୍ତି। ସୋମବାର ରାତି ପ୍ରାୟ ୮ ଟାରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରତିଦିନ ମାଲ ପରିବହନ କରୁଥିବା ହାଇୱା ରାସ୍ତାରେ ଚଳାଚଳ କରି ରାସ୍ତାକୁ ଖାଲ, ଖମାର ଅବସ୍ଥା କରିଥିବାରୁ ରାତିରେ ଅନେକ ଯାନବାହାନ ଅଟକି ରହିଥିଲା। ଯାହା ଫଳରେ ବୋଲେରୋ, ବାଇକ, ପିକପ, ଅନ୍ୟାନ୍ୟ ଯାନବାହାନ ଆଗକୁ ଯାଇ ନପାରି ହଇରାଣ ର ସମ୍ମୁଖୀନ ହେବାକୁ ପଡିଥିଲା। ରାସ୍ତାର ଏମିତି ଅବସ୍ଥା ଯୋଗୁଁ ଶୀତଦିନ ରାତିରେ ଲୋକଙ୍କୁ ଏଭଳି ଅସୁବିଧାର ଶିକାର ହେବାକୁ ପଡିଥିଲା। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କିମ୍ବା ପରିବହନ ବିଭାଗ ଦୃଷ୍ଟି ଦେଉନଥିବାରୁ ଭାରିଜାନରେ ମାଲ ପରିବହନ ବଢ଼ିବାରେ ଲାଗିଛି। ତେଣୁ ତୁରନ୍ତ ରାଜ୍ୟ ପର୍ଯ୍ୟଟନ ବିଭାଗ, ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଖବର ପ୍ରସାରଣ ପରେ ସରକାରଙ୍କ ପଦକ୍ଷେପ କ'ଣ ରହୁଛି ଦେଖିବାକୁ ବାକି ରହିଲା।

- ଜୀବନ ନେଇ ପାରେ ସିଙ୍ଗାରି ଘାଟି #khandapadabarta# #LatestUpdates# କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ରୁ କଲମପୁର ସଂଯୋଗ କରୁଥିବା ସିଙ୍ଗାରିଘାଟି ରାସ୍ତା ଦିନକୁ ଦିନ ଅତି ଶୋଚନୀୟ ହେବାରେ ଲାଗିଛି। ଏବେ ରାସ୍ତାର ଅବସ୍ଥା ଏତେ ଖରାପ ଯେ ଲୋକେ ଯିବାକୁ ଭୟ କରୁଛନ୍ତି। ସୋମବାର ରାତି ପ୍ରାୟ ୮ ଟାରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରତିଦିନ ମାଲ ପରିବହନ କରୁଥିବା ହାଇୱା ରାସ୍ତାରେ ଚଳାଚଳ କରି ରାସ୍ତାକୁ ଖାଲ, ଖମାର ଅବସ୍ଥା କରିଥିବାରୁ ରାତିରେ ଅନେକ ଯାନବାହାନ ଅଟକି ରହିଥିଲା। ଯାହା ଫଳରେ ବୋଲେରୋ, ବାଇକ, ପିକପ, ଅନ୍ୟାନ୍ୟ ଯାନବାହାନ ଆଗକୁ ଯାଇ ନପାରି ହଇରାଣ ର ସମ୍ମୁଖୀନ ହେବାକୁ ପଡିଥିଲା। ରାସ୍ତାର ଏମିତି ଅବସ୍ଥା ଯୋଗୁଁ ଶୀତଦିନ ରାତିରେ ଲୋକଙ୍କୁ ଏଭଳି ଅସୁବିଧାର ଶିକାର ହେବାକୁ ପଡିଥିଲା। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କିମ୍ବା ପରିବହନ ବିଭାଗ ଦୃଷ୍ଟି ଦେଉନଥିବାରୁ ଭାରିଜାନରେ ମାଲ ପରିବହନ ବଢ଼ିବାରେ ଲାଗିଛି। ତେଣୁ ତୁରନ୍ତ ରାଜ୍ୟ ପର୍ଯ୍ୟଟନ ବିଭାଗ, ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଖବର ପ୍ରସାରଣ ପରେ ସରକାରଙ୍କ ପଦକ୍ଷେପ କ'ଣ ରହୁଛି ଦେଖିବାକୁ ବାକି ରହିଲା।1
- ପାଲଲହଡ଼ା ଟୋଲ ଗେଟ୍ ପାଖରେ ଦୁର୍ଘଟଣାଗ୍ରସ୍ତ ... ଖମାର,ଅନୁଗୁଳ1
- ପ୍ରତିଶ୍ରୁତି ରଖିଲେ ପାଲଲହଡା ବିଧାୟକ ୪ କୋଟି ୩୨ ଲକ୍ଷ ଟଙ୍କାରେ ହେବ ସେତୁ | Pallahada | Argus News1
- କୃଷ୍ଣ ଏଵଂ ବୁଢ଼ା କୈବର୍ତ୍ତ ମଧ୍ୟରେ ମୀମାଂସା // ସ୍ଥାନ - କାକୁଡ଼ିଆ କଣିହାଁ // ଟୁକୁ ଭାଇ Vs ବାପି ଭାଇ1
- Post by Kusha Raita1
- Post by ଟଙ୍କଧର .ମେହେର1
- Enjoy Nonstop Melody | Debagarh Barkote Kalipuaj Mahotsav 2024 | ବାରକୋଟ କାଳୀପୂଜା ମହୋତ୍ସବ ୨୦୨୪1
- Tag କର ଏମିତି ସାଙ୍ଗ 😘❤️.sudeep_kumar_officially0.21