logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚୀନ୍_ଓ_ରୁଷର_ଭିଟୋ_ଝଟ୍‌କା ଇରାନକୁ ସାହସ ଦେଲେ ଚୀନ୍‌ ଓ ରୁଷ । ହର୍ମୁଜ ପ୍ରଣାଳୀ ଖୋଲିବାକୁ ଜାତିସଂଘରେ ଆସିଥିବା ପ୍ରସ୍ତାବ ବିପକ୍ଷରେ ଦେଲେ ଭୋଟ । ଭିଟୋ ପାୱାର ବ୍ୟବହାର କରି ଆମେରିକାର ହଜାଇଦେଲେ ନିଦ #ଚୀନ୍_ଓ_ରୁଷର_ଭିଟୋ_ଝଟ୍‌କା ଇରାନକୁ ସାହସ ଦେଲେ ଚୀନ୍‌ ଓ ରୁଷ । ହର୍ମୁଜ ପ୍ରଣାଳୀ ଖୋଲିବାକୁ ଜାତିସଂଘରେ ଆସିଥିବା ପ୍ରସ୍ତାବ ବିପକ୍ଷରେ ଦେଲେ ଭୋଟ । ଭିଟୋ ପାୱାର ବ୍ୟବହାର କରି ଆମେରିକାର ହଜାଇଦେଲେ ନିଦ । #WarUpdate #KanakNews

13 hrs ago
user_B Putel
B Putel
Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
13 hrs ago

ଚୀନ୍_ଓ_ରୁଷର_ଭିଟୋ_ଝଟ୍‌କା ଇରାନକୁ ସାହସ ଦେଲେ ଚୀନ୍‌ ଓ ରୁଷ । ହର୍ମୁଜ ପ୍ରଣାଳୀ ଖୋଲିବାକୁ ଜାତିସଂଘରେ ଆସିଥିବା ପ୍ରସ୍ତାବ ବିପକ୍ଷରେ ଦେଲେ ଭୋଟ । ଭିଟୋ ପାୱାର ବ୍ୟବହାର କରି ଆମେରିକାର ହଜାଇଦେଲେ ନିଦ #ଚୀନ୍_ଓ_ରୁଷର_ଭିଟୋ_ଝଟ୍‌କା ଇରାନକୁ ସାହସ ଦେଲେ ଚୀନ୍‌ ଓ ରୁଷ । ହର୍ମୁଜ ପ୍ରଣାଳୀ ଖୋଲିବାକୁ ଜାତିସଂଘରେ ଆସିଥିବା ପ୍ରସ୍ତାବ ବିପକ୍ଷରେ ଦେଲେ ଭୋଟ । ଭିଟୋ ପାୱାର ବ୍ୟବହାର କରି ଆମେରିକାର ହଜାଇଦେଲେ ନିଦ । #WarUpdate #KanakNews

More news from ଓଡ଼ିଶା and nearby areas
  • ସୋନପୁରେ ଦୁଇ ହଜାର ବୁତଳ କଫସିରଫ ଜବତ
    1
    ସୋନପୁରେ ଦୁଇ ହଜାର ବୁତଳ କଫସିରଫ ଜବତ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • ପୂର୍ବ ଶାତ୍ରୁତାକୁ ନେଇ ବୀରମହାରାଜପୁର ଥାନା ଫୁଲଚରା ଗାଁରେ ଦୁଇ ଗୋଷ୍ଟୀ ମଧ୍ୟରେ ଗଣ୍ଡଗୋଳ l ଦୁଇ ପରିବାରର 5 ସଦସ୍ୟ ଆହତ l ଆହତଙ୍କ ମଧ୍ୟରେ ଜଣେ ବୃଦ୍ଧା ଗୁରୁତର l ଆହତ ମାନେ ହେଲେ ଫୁଲଚରା ଗାଁର ମାଧିଆ ଭୋଇ (75),ତାଙ୍କ ପତ୍ନୀ ଅନୁରୀ ଭୋଇ (70) ଏବଂ ତାଙ୍କ ପୁଅ କୃଷ୍ଣ ଭୋଇ (45), ସେହିଭଳି ମାଧିଆଙ୍କ ଭାଇ ବୋହୁ ଅଭାଗିନୀ ଭୋଇ (70) ଏବଂ ପୁତୁରା ପିତବଶ ଭୋଇ (27) ବୋଲି ଜଣାପଡିଛି l ତେବେ ଏମାନଙ୍କ ମଧ୍ୟରେ ଅନୁରୀ ଭୋଇଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଅଧିକ ସିକିତ୍ସା ପାଇଁ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯିବାନେଇ ଜଣାପଡିଛି l ସମସ୍ତ ଆହତମାନଙ୍କୁ ବୀରମହାରାଜପୁର ଡାକ୍ତରଖାନରେ ସିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗାଁର କିଛି ଲୋକ ଏବଂ ତାଙ୍କ ସମ୍ପର୍କୀୟ ଶଣ୍ଢା ଗାଁର କିଛି ଲୋକଙ୍କ ମିଳିତ ଆକ୍ରମଣରେ ଏମାନେ ଆହତ ହୋଇଥିବା ଜଣାପଡିଛି l ଖବର ପାଇ ବୀରମହାରାଜପୁର ପୋଲିସ ବୀରମହାରାଜପୁର ଡାକ୍ତରଖାନାକୁ ପଚରା ଉଚୁରା କରିବାସହ ଅନ୍ୟଏକ ଟିମ ଫୁଲଚରା ଗାଁକୁ ଯାଇଥିବା ଜଣାପଡିଛି
    4
    ପୂର୍ବ ଶାତ୍ରୁତାକୁ ନେଇ ବୀରମହାରାଜପୁର ଥାନା ଫୁଲଚରା ଗାଁରେ ଦୁଇ ଗୋଷ୍ଟୀ ମଧ୍ୟରେ ଗଣ୍ଡଗୋଳ l ଦୁଇ ପରିବାରର 5 ସଦସ୍ୟ ଆହତ l ଆହତଙ୍କ ମଧ୍ୟରେ ଜଣେ ବୃଦ୍ଧା ଗୁରୁତର l ଆହତ ମାନେ ହେଲେ ଫୁଲଚରା ଗାଁର ମାଧିଆ ଭୋଇ (75),ତାଙ୍କ ପତ୍ନୀ ଅନୁରୀ ଭୋଇ (70) ଏବଂ ତାଙ୍କ ପୁଅ କୃଷ୍ଣ ଭୋଇ (45), ସେହିଭଳି ମାଧିଆଙ୍କ ଭାଇ ବୋହୁ ଅଭାଗିନୀ ଭୋଇ (70) ଏବଂ ପୁତୁରା ପିତବଶ ଭୋଇ (27) ବୋଲି ଜଣାପଡିଛି l ତେବେ ଏମାନଙ୍କ ମଧ୍ୟରେ ଅନୁରୀ ଭୋଇଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଅଧିକ ସିକିତ୍ସା ପାଇଁ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯିବାନେଇ ଜଣାପଡିଛି l ସମସ୍ତ ଆହତମାନଙ୍କୁ ବୀରମହାରାଜପୁର ଡାକ୍ତରଖାନରେ ସିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗାଁର କିଛି ଲୋକ ଏବଂ ତାଙ୍କ ସମ୍ପର୍କୀୟ ଶଣ୍ଢା ଗାଁର କିଛି ଲୋକଙ୍କ ମିଳିତ ଆକ୍ରମଣରେ ଏମାନେ ଆହତ ହୋଇଥିବା ଜଣାପଡିଛି l ଖବର ପାଇ ବୀରମହାରାଜପୁର ପୋଲିସ ବୀରମହାରାଜପୁର ଡାକ୍ତରଖାନାକୁ ପଚରା ଉଚୁରା କରିବାସହ ଅନ୍ୟଏକ ଟିମ ଫୁଲଚରା ଗାଁକୁ ଯାଇଥିବା ଜଣାପଡିଛି
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • ନାହିଁ ନାହିଁ ରେ ଚାଲିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ରହିଛି। ରୋଗୀ ସେବା କଥା ନକହିବା ଭଲ। ସାମାନ୍ୟ ମୌଳିକ ସୁବିଧା ସୁଦ୍ଧା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ମିଳିପାରୁନାହିଁ। ଚିକିତ୍ସାଳୟରେ ରୋଗୀଙ୍କ ଜୀବନ ବିପନ୍ନ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାମକୁ ମାତ୍ର। ସପ୍ତାହେ ତଳେ ବିଳମ୍ବିତ ରାତିରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ହେଲେ ରୋଗୀ ସେବାରେ ସୁଧାର ଆସିପାରିଛି ନା ବ୍ୟବସ୍ଥାରେ ଆସିଛି ସୁଧାର। କଦର୍ଯ୍ୟ ବ୍ୟବସ୍ଥା ଚିକିତ୍ସାଳୟକୁ ରେଫର୍ ହସ୍ପିଟାଲରେ ପରିଣତ କରିଛି।
    1
    ନାହିଁ ନାହିଁ ରେ ଚାଲିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ରହିଛି। ରୋଗୀ ସେବା କଥା ନକହିବା ଭଲ। ସାମାନ୍ୟ ମୌଳିକ ସୁବିଧା ସୁଦ୍ଧା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ମିଳିପାରୁନାହିଁ। ଚିକିତ୍ସାଳୟରେ ରୋଗୀଙ୍କ ଜୀବନ ବିପନ୍ନ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାମକୁ ମାତ୍ର। ସପ୍ତାହେ ତଳେ ବିଳମ୍ବିତ ରାତିରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ହେଲେ ରୋଗୀ ସେବାରେ ସୁଧାର ଆସିପାରିଛି ନା ବ୍ୟବସ୍ଥାରେ ଆସିଛି ସୁଧାର। କଦର୍ଯ୍ୟ ବ୍ୟବସ୍ଥା ଚିକିତ୍ସାଳୟକୁ ରେଫର୍ ହସ୍ପିଟାଲରେ ପରିଣତ କରିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 day ago
  • ଆଜିର ସମାଚାର ଦିନର ୧୨ ବଜେର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । BREAKING NEWS: ତାରିଖ ୦୮/୦୪/୨୦୨୬ ବୁଧବାର ଆଜିର ଖବର ଆଜିର ସମାଚାର ରେ ଦେଶବିଦେଶ ତଥା ରାଜ୍ୟ ରାଜ୍ଯବାହାର ଖବର ଦେଖନ୍ତନ
    1
    ଆଜିର ସମାଚାର ଦିନର ୧୨ ବଜେର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  BREAKING NEWS: ତାରିଖ ୦୮/୦୪/୨୦୨୬ ବୁଧବାର  ଆଜିର ଖବର ଆଜିର ସମାଚାର ରେ ଦେଶବିଦେଶ ତଥା ରାଜ୍ୟ ରାଜ୍ଯବାହାର ଖବର ଦେଖନ୍ତନ
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • କାର ରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ l କାର ଓ ଗଞ୍ଜେଇ ଜବତ ମାଫିଆ ଗିରଫ l ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲସରା ଦ୍ୱାରା ଆଜି ମରାଡୋଗୋଛାରେ ଜବତ ହୋଇଛି ଗଞ୍ଜେଇ
    1
    କାର ରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ l କାର ଓ ଗଞ୍ଜେଇ ଜବତ ମାଫିଆ ଗିରଫ l ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲସରା ଦ୍ୱାରା ଆଜି ମରାଡୋଗୋଛାରେ ଜବତ ହୋଇଛି ଗଞ୍ଜେଇ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • Post by SONEPUR NEWS
    4
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • ଜିଲ୍ଲା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂତନ ଭାବେ ଗଠନ ହୋଇଥିବା କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ବିଭିନ୍ନ ସାଂଗଠନିକ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ କୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁଧୀର ପଣ୍ଡା, ଲବ କୁମାର ସାହୁ, ମାଧବ କୁମ୍ଭାର, ଶେଷଦେବ ମେହେର ପ୍ରମୁଖ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ।
    1
    ଜିଲ୍ଲା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂତନ ଭାବେ ଗଠନ ହୋଇଥିବା କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ବିଭିନ୍ନ ସାଂଗଠନିକ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ କୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁଧୀର ପଣ୍ଡା, ଲବ କୁମାର ସାହୁ, ମାଧବ କୁମ୍ଭାର, ଶେଷଦେବ ମେହେର ପ୍ରମୁଖ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 day ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.