Shuru
Apke Nagar Ki App…
ପୋଲିସ ହାତରେ ଗିରଫ ହେଲେ ପିତାମହୁଲ ହତ୍ୟାକାଣ୍ଡର ହତ୍ୟାକାରୀ, ସିନ ରିକ୍ରିଏସନ କଲା ସୁବଳୟା ପୋଲିସ l
Sonepur news khulasa
ପୋଲିସ ହାତରେ ଗିରଫ ହେଲେ ପିତାମହୁଲ ହତ୍ୟାକାଣ୍ଡର ହତ୍ୟାକାରୀ, ସିନ ରିକ୍ରିଏସନ କଲା ସୁବଳୟା ପୋଲିସ l
More news from ଓଡ଼ିଶା and nearby areas
- Post by Sonepur news khulasa1
- ସୋନପୁରେ ଦୁଇ ହଜାର ବୁତଳ କଫସିରଫ ଜବତ1
- Post by BAHUJAN ADHIKAR1
- ଆଜିର ସମାଚାର ଦିନର ୧୨ ବଜେର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । BREAKING NEWS: ତାରିଖ ୦୮/୦୪/୨୦୨୬ ବୁଧବାର ଆଜିର ଖବର ଆଜିର ସମାଚାର ରେ ଦେଶବିଦେଶ ତଥା ରାଜ୍ୟ ରାଜ୍ଯବାହାର ଖବର ଦେଖନ୍ତନ1
- ପୂର୍ବ ଶାତ୍ରୁତାକୁ ନେଇ ବୀରମହାରାଜପୁର ଥାନା ଫୁଲଚରା ଗାଁରେ ଦୁଇ ଗୋଷ୍ଟୀ ମଧ୍ୟରେ ଗଣ୍ଡଗୋଳ l ଦୁଇ ପରିବାରର 5 ସଦସ୍ୟ ଆହତ l ଆହତଙ୍କ ମଧ୍ୟରେ ଜଣେ ବୃଦ୍ଧା ଗୁରୁତର l ଆହତ ମାନେ ହେଲେ ଫୁଲଚରା ଗାଁର ମାଧିଆ ଭୋଇ (75),ତାଙ୍କ ପତ୍ନୀ ଅନୁରୀ ଭୋଇ (70) ଏବଂ ତାଙ୍କ ପୁଅ କୃଷ୍ଣ ଭୋଇ (45), ସେହିଭଳି ମାଧିଆଙ୍କ ଭାଇ ବୋହୁ ଅଭାଗିନୀ ଭୋଇ (70) ଏବଂ ପୁତୁରା ପିତବଶ ଭୋଇ (27) ବୋଲି ଜଣାପଡିଛି l ତେବେ ଏମାନଙ୍କ ମଧ୍ୟରେ ଅନୁରୀ ଭୋଇଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଅଧିକ ସିକିତ୍ସା ପାଇଁ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯିବାନେଇ ଜଣାପଡିଛି l ସମସ୍ତ ଆହତମାନଙ୍କୁ ବୀରମହାରାଜପୁର ଡାକ୍ତରଖାନରେ ସିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗାଁର କିଛି ଲୋକ ଏବଂ ତାଙ୍କ ସମ୍ପର୍କୀୟ ଶଣ୍ଢା ଗାଁର କିଛି ଲୋକଙ୍କ ମିଳିତ ଆକ୍ରମଣରେ ଏମାନେ ଆହତ ହୋଇଥିବା ଜଣାପଡିଛି l ଖବର ପାଇ ବୀରମହାରାଜପୁର ପୋଲିସ ବୀରମହାରାଜପୁର ଡାକ୍ତରଖାନାକୁ ପଚରା ଉଚୁରା କରିବାସହ ଅନ୍ୟଏକ ଟିମ ଫୁଲଚରା ଗାଁକୁ ଯାଇଥିବା ଜଣାପଡିଛି4
- ନାହିଁ ନାହିଁ ରେ ଚାଲିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ରହିଛି। ରୋଗୀ ସେବା କଥା ନକହିବା ଭଲ। ସାମାନ୍ୟ ମୌଳିକ ସୁବିଧା ସୁଦ୍ଧା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ମିଳିପାରୁନାହିଁ। ଚିକିତ୍ସାଳୟରେ ରୋଗୀଙ୍କ ଜୀବନ ବିପନ୍ନ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାମକୁ ମାତ୍ର। ସପ୍ତାହେ ତଳେ ବିଳମ୍ବିତ ରାତିରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ହେଲେ ରୋଗୀ ସେବାରେ ସୁଧାର ଆସିପାରିଛି ନା ବ୍ୟବସ୍ଥାରେ ଆସିଛି ସୁଧାର। କଦର୍ଯ୍ୟ ବ୍ୟବସ୍ଥା ଚିକିତ୍ସାଳୟକୁ ରେଫର୍ ହସ୍ପିଟାଲରେ ପରିଣତ କରିଛି।1
- ବୌଦ୍ଧ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ |1
- ଆଜିର ସମାଚାର ରେ ଆଜିର ଇତିହାସଗୁଡ଼ିକ। ଫଟାଫଟ । ଆଜିର, ୮ ଅପ୍ରେଲ, ବୁଧବାର ଦେଶଵିଦେଶର ତଥା ରାଜ୍ୟ,ରାଜ୍ୟଵାହାର ଇତିହାସଗୁଡିକ ଆଜିର ତିଥି,ତିରୋଧାନ,ଇତିହାସଗୁଡ଼ିକ।1