logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୌଦ୍ଧ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ |

3 hrs ago
user_Ranjan Kumar Dash
Ranjan Kumar Dash
ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
3 hrs ago

ବୌଦ୍ଧ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ |

More news from ଓଡ଼ିଶା and nearby areas
  • ବୌଦ୍ଧ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ |
    1
    ବୌଦ୍ଧ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ |
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    3 hrs ago
  • ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ l ଆଜି ଯୁବ ରେଡ କ୍ରସ , ରେଡ ରିବନ୍ କ୍ଲବ୍ ଓ ଜାତୀୟ ସେବା ଯୋଜନା ଅନୁଷ୍ଠାନ ତରଫରୁ, ମିଳିତ ସହଯୋଗ ରେ, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ , ପୁରୁଣାକଟକ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ 40 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ତାରେଣିଆ, ଓ ତାଙ୍କର ସହଯୋଗୀ ଅଧ୍ୟାପକ ଶ୍ରୀ ସୁରେଶ ଜ୍ୟୋଷି, ଶ୍ରୀ ରଞ୍ଜିତ ସାମଲ ଓ ଶ୍ରୀମତୀ ସୁଷମା ରାଣୀ ବହିଦାର ତଥା ସ୍ବେଛାସେବୀ ଛାତ୍ର ଛାତ୍ରୀ ମାନେ ରକ୍ତ ଦାନ କରିଥିଲେ l ତହସିଲଦାର ଶ୍ରୀ ବଳଦେବ ବେହେରା ଉପସ୍ଥିତ ରହି, ସମସ୍ତଙ୍କୁ ଉତ୍ସାହିତ କରିଥିଲେ l
    1
    ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ l
ଆଜି ଯୁବ ରେଡ କ୍ରସ ,  ରେଡ ରିବନ୍ କ୍ଲବ୍ ଓ ଜାତୀୟ ସେବା ଯୋଜନା  ଅନୁଷ୍ଠାନ ତରଫରୁ, ମିଳିତ ସହଯୋଗ ରେ, 
ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ , ପୁରୁଣାକଟକ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ 40 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l
ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ତାରେଣିଆ, ଓ ତାଙ୍କର ସହଯୋଗୀ ଅଧ୍ୟାପକ ଶ୍ରୀ ସୁରେଶ ଜ୍ୟୋଷି, ଶ୍ରୀ ରଞ୍ଜିତ ସାମଲ ଓ ଶ୍ରୀମତୀ ସୁଷମା ରାଣୀ ବହିଦାର ତଥା ସ୍ବେଛାସେବୀ ଛାତ୍ର ଛାତ୍ରୀ ମାନେ ରକ୍ତ ଦାନ କରିଥିଲେ l ତହସିଲଦାର ଶ୍ରୀ ବଳଦେବ ବେହେରା ଉପସ୍ଥିତ ରହି, ସମସ୍ତଙ୍କୁ ଉତ୍ସାହିତ କରିଥିଲେ l
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    22 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ସୋନପୁରେ ଦୁଇ ହଜାର ବୁତଳ କଫସିରଫ ଜବତ
    1
    ସୋନପୁରେ ଦୁଇ ହଜାର ବୁତଳ କଫସିରଫ ଜବତ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ଆଜିର ସମାଚାର ଦିନର ୧୨ ବଜେର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । BREAKING NEWS: ତାରିଖ ୦୮/୦୪/୨୦୨୬ ବୁଧବାର ଆଜିର ଖବର ଆଜିର ସମାଚାର ରେ ଦେଶବିଦେଶ ତଥା ରାଜ୍ୟ ରାଜ୍ଯବାହାର ଖବର ଦେଖନ୍ତନ
    1
    ଆଜିର ସମାଚାର ଦିନର ୧୨ ବଜେର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  BREAKING NEWS: ତାରିଖ ୦୮/୦୪/୨୦୨୬ ବୁଧବାର  ଆଜିର ଖବର ଆଜିର ସମାଚାର ରେ ଦେଶବିଦେଶ ତଥା ରାଜ୍ୟ ରାଜ୍ଯବାହାର ଖବର ଦେଖନ୍ତନ
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • ପୂର୍ବ ଶାତ୍ରୁତାକୁ ନେଇ ବୀରମହାରାଜପୁର ଥାନା ଫୁଲଚରା ଗାଁରେ ଦୁଇ ଗୋଷ୍ଟୀ ମଧ୍ୟରେ ଗଣ୍ଡଗୋଳ l ଦୁଇ ପରିବାରର 5 ସଦସ୍ୟ ଆହତ l ଆହତଙ୍କ ମଧ୍ୟରେ ଜଣେ ବୃଦ୍ଧା ଗୁରୁତର l ଆହତ ମାନେ ହେଲେ ଫୁଲଚରା ଗାଁର ମାଧିଆ ଭୋଇ (75),ତାଙ୍କ ପତ୍ନୀ ଅନୁରୀ ଭୋଇ (70) ଏବଂ ତାଙ୍କ ପୁଅ କୃଷ୍ଣ ଭୋଇ (45), ସେହିଭଳି ମାଧିଆଙ୍କ ଭାଇ ବୋହୁ ଅଭାଗିନୀ ଭୋଇ (70) ଏବଂ ପୁତୁରା ପିତବଶ ଭୋଇ (27) ବୋଲି ଜଣାପଡିଛି l ତେବେ ଏମାନଙ୍କ ମଧ୍ୟରେ ଅନୁରୀ ଭୋଇଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଅଧିକ ସିକିତ୍ସା ପାଇଁ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯିବାନେଇ ଜଣାପଡିଛି l ସମସ୍ତ ଆହତମାନଙ୍କୁ ବୀରମହାରାଜପୁର ଡାକ୍ତରଖାନରେ ସିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗାଁର କିଛି ଲୋକ ଏବଂ ତାଙ୍କ ସମ୍ପର୍କୀୟ ଶଣ୍ଢା ଗାଁର କିଛି ଲୋକଙ୍କ ମିଳିତ ଆକ୍ରମଣରେ ଏମାନେ ଆହତ ହୋଇଥିବା ଜଣାପଡିଛି l ଖବର ପାଇ ବୀରମହାରାଜପୁର ପୋଲିସ ବୀରମହାରାଜପୁର ଡାକ୍ତରଖାନାକୁ ପଚରା ଉଚୁରା କରିବାସହ ଅନ୍ୟଏକ ଟିମ ଫୁଲଚରା ଗାଁକୁ ଯାଇଥିବା ଜଣାପଡିଛି
    4
    ପୂର୍ବ ଶାତ୍ରୁତାକୁ ନେଇ ବୀରମହାରାଜପୁର ଥାନା ଫୁଲଚରା ଗାଁରେ ଦୁଇ ଗୋଷ୍ଟୀ ମଧ୍ୟରେ ଗଣ୍ଡଗୋଳ l ଦୁଇ ପରିବାରର 5 ସଦସ୍ୟ ଆହତ l ଆହତଙ୍କ ମଧ୍ୟରେ ଜଣେ ବୃଦ୍ଧା ଗୁରୁତର l ଆହତ ମାନେ ହେଲେ ଫୁଲଚରା ଗାଁର ମାଧିଆ ଭୋଇ (75),ତାଙ୍କ ପତ୍ନୀ ଅନୁରୀ ଭୋଇ (70) ଏବଂ ତାଙ୍କ ପୁଅ କୃଷ୍ଣ ଭୋଇ (45), ସେହିଭଳି ମାଧିଆଙ୍କ ଭାଇ ବୋହୁ ଅଭାଗିନୀ ଭୋଇ (70) ଏବଂ ପୁତୁରା ପିତବଶ ଭୋଇ (27) ବୋଲି ଜଣାପଡିଛି l ତେବେ ଏମାନଙ୍କ ମଧ୍ୟରେ ଅନୁରୀ ଭୋଇଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଅଧିକ ସିକିତ୍ସା ପାଇଁ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯିବାନେଇ ଜଣାପଡିଛି l ସମସ୍ତ ଆହତମାନଙ୍କୁ ବୀରମହାରାଜପୁର ଡାକ୍ତରଖାନରେ ସିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗାଁର କିଛି ଲୋକ ଏବଂ ତାଙ୍କ ସମ୍ପର୍କୀୟ ଶଣ୍ଢା ଗାଁର କିଛି ଲୋକଙ୍କ ମିଳିତ ଆକ୍ରମଣରେ ଏମାନେ ଆହତ ହୋଇଥିବା ଜଣାପଡିଛି l ଖବର ପାଇ ବୀରମହାରାଜପୁର ପୋଲିସ ବୀରମହାରାଜପୁର ଡାକ୍ତରଖାନାକୁ ପଚରା ଉଚୁରା କରିବାସହ ଅନ୍ୟଏକ ଟିମ ଫୁଲଚରା ଗାଁକୁ ଯାଇଥିବା ଜଣାପଡିଛି
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • ଆଜି ବୌଦ୍ଧ ଜ଼ିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାରେ ପାନୀୟ ଜଳ ଯୋଗାଣ, ଗ୍ରୀଷ୍ମ କାଳୀନ ପ୍ରାକୃତିକ ବିପର୍ଯୟ ର ମୁକାବିଲା, ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସl ବ୍ୟବସ୍ଥା ଉପଲବ୍ଦ୍ଦ୍ ଆଦି ବିଷୟରେ ଆଲୋଚନା ହୋଇଥିଲା | ଏହି ବୈଠକ ରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡଷନା , ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଙ୍କ ସମେତ ବିଭିନ୍ନ ବିଭାଗର ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |
    1
    ଆଜି ବୌଦ୍ଧ ଜ଼ିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାରେ ପାନୀୟ ଜଳ ଯୋଗାଣ, ଗ୍ରୀଷ୍ମ କାଳୀନ ପ୍ରାକୃତିକ ବିପର୍ଯୟ ର ମୁକାବିଲା, ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସl ବ୍ୟବସ୍ଥା ଉପଲବ୍ଦ୍ଦ୍ ଆଦି ବିଷୟରେ ଆଲୋଚନା ହୋଇଥିଲା | ଏହି ବୈଠକ ରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡଷନା , ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଙ୍କ ସମେତ ବିଭିନ୍ନ ବିଭାଗର ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.