Shuru
Apke Nagar Ki App…
ଆଜି ବୌଦ୍ଧ ଜ଼ିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାରେ ପାନୀୟ ଜଳ ଯୋଗାଣ, ଗ୍ରୀଷ୍ମ କାଳୀନ ପ୍ରାକୃତିକ ବିପର୍ଯୟ ର ମୁକାବିଲା, ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସl ବ୍ୟବସ୍ଥା ଉପଲବ୍ଦ୍ଦ୍ ଆଦି ବିଷୟରେ ଆଲୋଚନା ହୋଇଥିଲା | ଏହି ବୈଠକ ରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡଷନା , ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଙ୍କ ସମେତ ବିଭିନ୍ନ ବିଭାଗର ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |
Ranjan Kumar Dash

More news from ଓଡ଼ିଶା and nearby areas
- ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ l ଆଜି ଯୁବ ରେଡ କ୍ରସ , ରେଡ ରିବନ୍ କ୍ଲବ୍ ଓ ଜାତୀୟ ସେବା ଯୋଜନା ଅନୁଷ୍ଠାନ ତରଫରୁ, ମିଳିତ ସହଯୋଗ ରେ, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ , ପୁରୁଣାକଟକ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ 40 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ତାରେଣିଆ, ଓ ତାଙ୍କର ସହଯୋଗୀ ଅଧ୍ୟାପକ ଶ୍ରୀ ସୁରେଶ ଜ୍ୟୋଷି, ଶ୍ରୀ ରଞ୍ଜିତ ସାମଲ ଓ ଶ୍ରୀମତୀ ସୁଷମା ରାଣୀ ବହିଦାର ତଥା ସ୍ବେଛାସେବୀ ଛାତ୍ର ଛାତ୍ରୀ ମାନେ ରକ୍ତ ଦାନ କରିଥିଲେ l ତହସିଲଦାର ଶ୍ରୀ ବଳଦେବ ବେହେରା ଉପସ୍ଥିତ ରହି, ସମସ୍ତଙ୍କୁ ଉତ୍ସାହିତ କରିଥିଲେ l1
- ଆଜି ବୌଦ୍ଧ ଜ଼ିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାରେ ପାନୀୟ ଜଳ ଯୋଗାଣ, ଗ୍ରୀଷ୍ମ କାଳୀନ ପ୍ରାକୃତିକ ବିପର୍ଯୟ ର ମୁକାବିଲା, ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସl ବ୍ୟବସ୍ଥା ଉପଲବ୍ଦ୍ଦ୍ ଆଦି ବିଷୟରେ ଆଲୋଚନା ହୋଇଥିଲା | ଏହି ବୈଠକ ରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡଷନା , ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଙ୍କ ସମେତ ବିଭିନ୍ନ ବିଭାଗର ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |1
- ସୋନପୁରେ ଦୁଇ ହଜାର ବୁତଳ କଫସିରଫ ଜବତ1
- Post by BAHUJAN ADHIKAR1
- ଆଜିର ସମାଚାର ଦିନର ୧୨ ବଜେର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । BREAKING NEWS: ତାରିଖ ୦୮/୦୪/୨୦୨୬ ବୁଧବାର ଆଜିର ଖବର ଆଜିର ସମାଚାର ରେ ଦେଶବିଦେଶ ତଥା ରାଜ୍ୟ ରାଜ୍ଯବାହାର ଖବର ଦେଖନ୍ତନ1
- Post by Sonepur news khulasa1
- ପୂର୍ବ ଶାତ୍ରୁତାକୁ ନେଇ ବୀରମହାରାଜପୁର ଥାନା ଫୁଲଚରା ଗାଁରେ ଦୁଇ ଗୋଷ୍ଟୀ ମଧ୍ୟରେ ଗଣ୍ଡଗୋଳ l ଦୁଇ ପରିବାରର 5 ସଦସ୍ୟ ଆହତ l ଆହତଙ୍କ ମଧ୍ୟରେ ଜଣେ ବୃଦ୍ଧା ଗୁରୁତର l ଆହତ ମାନେ ହେଲେ ଫୁଲଚରା ଗାଁର ମାଧିଆ ଭୋଇ (75),ତାଙ୍କ ପତ୍ନୀ ଅନୁରୀ ଭୋଇ (70) ଏବଂ ତାଙ୍କ ପୁଅ କୃଷ୍ଣ ଭୋଇ (45), ସେହିଭଳି ମାଧିଆଙ୍କ ଭାଇ ବୋହୁ ଅଭାଗିନୀ ଭୋଇ (70) ଏବଂ ପୁତୁରା ପିତବଶ ଭୋଇ (27) ବୋଲି ଜଣାପଡିଛି l ତେବେ ଏମାନଙ୍କ ମଧ୍ୟରେ ଅନୁରୀ ଭୋଇଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଅଧିକ ସିକିତ୍ସା ପାଇଁ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯିବାନେଇ ଜଣାପଡିଛି l ସମସ୍ତ ଆହତମାନଙ୍କୁ ବୀରମହାରାଜପୁର ଡାକ୍ତରଖାନରେ ସିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗାଁର କିଛି ଲୋକ ଏବଂ ତାଙ୍କ ସମ୍ପର୍କୀୟ ଶଣ୍ଢା ଗାଁର କିଛି ଲୋକଙ୍କ ମିଳିତ ଆକ୍ରମଣରେ ଏମାନେ ଆହତ ହୋଇଥିବା ଜଣାପଡିଛି l ଖବର ପାଇ ବୀରମହାରାଜପୁର ପୋଲିସ ବୀରମହାରାଜପୁର ଡାକ୍ତରଖାନାକୁ ପଚରା ଉଚୁରା କରିବାସହ ଅନ୍ୟଏକ ଟିମ ଫୁଲଚରା ଗାଁକୁ ଯାଇଥିବା ଜଣାପଡିଛି4
- ଆଜିର ସମାଚାର ରେ ଆଜିର ଇତିହାସଗୁଡ଼ିକ। ଫଟାଫଟ । ଆଜିର, ୮ ଅପ୍ରେଲ, ବୁଧବାର ଦେଶଵିଦେଶର ତଥା ରାଜ୍ୟ,ରାଜ୍ୟଵାହାର ଇତିହାସଗୁଡିକ ଆଜିର ତିଥି,ତିରୋଧାନ,ଇତିହାସଗୁଡ଼ିକ।1