Shuru
Apke Nagar Ki App…
ଓଡ଼ିଶା ଡିଜିଟାଲ ମିଡ଼ିଆ ମହା ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ। ଓଡ଼ିଶା ଡିଜିଟାଲ ମିଡ଼ିଆ ମହା ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାର ପାଟପୁର ଠାରେ ଏକ ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି। ଜିଲ୍ଲା ସଭାପତି ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ର ଡିଜିଟାଲ ମିଡ଼ିଆ ର ପ୍ରାୟ ଅଠର ଜଣ ରୁ ଉର୍ଦ୍ଧ୍ବ ସାମ୍ବାଦିକ (ଡିଜିଟାଲ ମିଡ଼ିଆ) ର ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦଦେଇ ସେମାନଙ୍କ ନିଜ ନିଜ ମତ ରଖି, ଆଗାମୀ ଦିନ ରେ ମହାସଂଘ୍ ରେ କିପରି ଅଧିକ ରୁ ଅଧିକ ସଦସ୍ୟ ଯୋଗ ଦେବେ ସେ ଉପରେ ଗୁରୁତ୍ବ ଆରୋପ କରିଥିଲେ।
User9947

More news from ଓଡ଼ିଶା and nearby areas
- ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ମାଆ ଭାରତ ପୁମସ ନାଟକ ବରଡାବିଲି ମାଆ ଭାରତ ଗଂଜାମ ଜିଲ୍ଲା ପୁମସ ନାଟକ ବରଡାବିଲି ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ନାଟକ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଗଞ୍ଜାମ ଜିଲ୍ଲା ଧରାକୋଟ #ଓଳମ୍ବାରେ_ପଞ୍ଚୁଦଣ୍ଡ_ମହାମିଳନ ଧରାକୋଟ ବ୍ଲକର ଓଳମ୍ବା ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଯାଇଛି। ଗୋଲିଆ, ଭାମଶିଆଳି, ଗୁଣ୍ଠପଡା, ମୋରାବାଇ ଓ କବିସୂର୍ଯ୍ୟ ନଗର ଦଣ୍ଡଦଳ ଏଥିରେ ଭାଗ ନେଇଥିଲେ। ପ୍ରଥମେ ମାନସିକଧାରି ମାନେ ପାଞ୍ଚ ଗୋଟି ଦଣ୍ଡକୁ ନିମନ୍ତ୍ରଣ କରି ବରଣ କରିଥିଲେ । ଏହା ପରେ ମଧ୍ୟାହ୍ନରେ ଧୂଳିଦଣ୍ଡ ସାରି ବିଭିନ୍ନ ବନ୍ଧରେ ପାଣି ଦଣ୍ଡ କାର୍ଯ୍ୟ ସମାପନ କରି ଅଗ୍ନିଦଣ୍ଡ ଓ ନିକଟସ୍ଥ ମେଳଣ ପଡ଼ିଆରେ ପଞ୍ଚଦଣ୍ଡ ଙ୍କର ମହାମିଳନ ପର୍ବ ଅନୁଷ୍ଠିତ ହୋଇଥିଲା । ଏହାପରେ ସନ୍ଧ୍ୟା ଆଳତି ଓ ନିଶାର୍ଦ୍ଧରେ ସାମୂହିକ ପ୍ରସାଦ ସେବନ କାର୍ଯ୍ୟ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା । ଶେଷ ପର୍ଯ୍ୟାୟରେ ପାଞ୍ଚ ଗୋଟି ଦଣ୍ଡଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବଡଗଡ ଥାନାଅଧିକାରୀ ବିମଳ କୁମାର କହଁର ଙ୍କ ନେତୃତ୍ୱରେ ସଫଳତାର ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିବା ବେଳେ ଓଳମ୍ବା ଗ୍ରାମବାସୀ ଓ ଯୁବକ ସଂଘ ଏଥିରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଓଡ଼ିଶା ଡିଜିଟାଲ ମିଡ଼ିଆ ମହା ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାର ପାଟପୁର ଠାରେ ଏକ ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି। ଜିଲ୍ଲା ସଭାପତି ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ର ଡିଜିଟାଲ ମିଡ଼ିଆ ର ପ୍ରାୟ ଅଠର ଜଣ ରୁ ଉର୍ଦ୍ଧ୍ବ ସାମ୍ବାଦିକ (ଡିଜିଟାଲ ମିଡ଼ିଆ) ର ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦଦେଇ ସେମାନଙ୍କ ନିଜ ନିଜ ମତ ରଖି, ଆଗାମୀ ଦିନ ରେ ମହାସଂଘ୍ ରେ କିପରି ଅଧିକ ରୁ ଅଧିକ ସଦସ୍ୟ ଯୋଗ ଦେବେ ସେ ଉପରେ ଗୁରୁତ୍ବ ଆରୋପ କରିଥିଲେ।1
- ବାଲିପଡା ମଣ୍ଡଳ ପକ୍ଷରୁ ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ପାଳିତ କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ବାଲିପଡା ମଣ୍ଡଳ ତରଫରୁ କୁକୁଡାଖଣ୍ଡି ମଣ୍ଡଳ ଅଫିସ ଠାରେ ଭାରତୀୟ ଜନତା ପାର୍ଟିର ୪୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ଦିଗପହଣ୍ଡି ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର ପତାକା ଉତ୍ତୋଳନ କରିଥିଲେ। ମଣ୍ଡଳ ସଭାପତି ଲଳିତ ମୋହନ ବିଷୋୟୀ ପରିଚାଳନା କରିଥିଲେ।1
- କଂଗ୍ରେସ୍ ନେତ୍ରୀ ସୋନାଲି ସାହୁଙ୍କୁ ଘରୁ ଉଠାଇନେଲା ପୋଲିସ୍ #spnewstvliveodia #breakingnews #khordanews1
- ମାନ୍ୟବର LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ଉଦବୋଧନ ଦେଉଛନ୍ତି1
- କଟକ ଜିଲ୍ଲାର ବଡମ୍ବା ରାମପୁର ଫାର୍ମ ରେ ହେଉଛି ବିଭିନ୍ନ ପ୍ରଜାତି ପିଜୁଳି।1