Shuru
Apke Nagar Ki App…
ଅଦିନିଆ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ଧାନ ଫସଲ ନଷ୍ଟ, କ୍ଷତି ପୂରଣ ଦାବି କଲେ ପି.ଆର୍. ମେମ୍ବର । ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷା କୋହଲା ପାଗ ର ଦାଉରେ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ପି.ଆର୍. ମେମ୍ବର ମାନେ ମତପ୍ରକାଶ କରିଛନ୍ତି । ଧାନ ଫସଲର ପ୍ରକୃତ କ୍ଷୟକ୍ଷତି ର ଆକଳନ କରିବାକୁ ପୂର୍ବତନ ସମିତି ସଭ୍ୟ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ ମତବ୍ୟକ୍ତ କରିଛନ୍ତି । ଉଜୁଡ଼ି ଯାଇଥିବା ଧାନ ଫସଲର କ୍ଷତି ପୂରଣ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ ସହ ଦୃଷ୍ଟି ଆକର୍ଷଣ କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷା ସାଡ଼ି ଶାରଦା ରେଡ୍ଡୀ ଙ୍କ ସମେତ ଛତ୍ରପୁର ବ୍ଲକ୍ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବହୁ ସାମାଜିକ କର୍ମୀ, ପି.ଆର୍. ମେମ୍ବର, ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ପ୍ରଶାସନ ଠାରେ ଦାବୀ କରିଛନ୍ତି ।
Mahaveer Pati

More news from Chhatrapur and nearby areas
- ଗଞ୍ଜାମ ଜିଲ୍ଲା ଛତ୍ରପୁର ରୁ ଥାଇ ସାରା ଓଡ଼ିଶାର ଗାଁସାଥୀ(ମେଟ୍) ଙ୍କ ପାଇଁ କିଛି ଭଲ ଖବର l ତା -୨୩.୧୨.୨୪ ll1
- ଅଦିନିଆ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ଧାନ ଫସଲ ନଷ୍ଟ, କ୍ଷତି ପୂରଣ ଦାବି କଲେ ପି.ଆର୍. ମେମ୍ବର । ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷା କୋହଲା ପାଗ ର ଦାଉରେ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ପି.ଆର୍. ମେମ୍ବର ମାନେ ମତପ୍ରକାଶ କରିଛନ୍ତି । ଧାନ ଫସଲର ପ୍ରକୃତ କ୍ଷୟକ୍ଷତି ର ଆକଳନ କରିବାକୁ ପୂର୍ବତନ ସମିତି ସଭ୍ୟ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ ମତବ୍ୟକ୍ତ କରିଛନ୍ତି । ଉଜୁଡ଼ି ଯାଇଥିବା ଧାନ ଫସଲର କ୍ଷତି ପୂରଣ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ ସହ ଦୃଷ୍ଟି ଆକର୍ଷଣ କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷା ସାଡ଼ି ଶାରଦା ରେଡ୍ଡୀ ଙ୍କ ସମେତ ଛତ୍ରପୁର ବ୍ଲକ୍ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବହୁ ସାମାଜିକ କର୍ମୀ, ପି.ଆର୍. ମେମ୍ବର, ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ପ୍ରଶାସନ ଠାରେ ଦାବୀ କରିଛନ୍ତି ।1
- ଗଞ୍ଜାମ- ଲଗାଣ ବର୍ଷାରେ ଚାଷୀ କୂଳର କ୍ଷୟକ୍ଷତି ଦେଖି ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ପକ୍ଷରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ..1
- ଅଦିନିଆ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା ଚାଷୀଙ୍କ ଫସଲ ନଷ୍ଟକୁ ନେଇ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ବରିଷ୍ଠ ବିଜେଡି ନେତା ଓ ପୂର୍ବତନ ବିଧାୟକ ଗଣ। ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ନେତୃତ୍ୱରେ ଜିଲ୍ଲାର ବହୁ ବିଜେଡି ନେତା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ।1
- ଛତ୍ରପୁର, ଗଞ୍ଜାମ1
- || ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ଉପଲକ୍ଷେ ଛତ୍ରପୁର ବିଧାୟକ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ବାଣ୍ଟିଲେ ଫଳ ||1
- ଗଞ୍ଜାମ-ଗଣିତର ଗବେଷଣା ଓ କୃତ୍ରିମ ବୁଦ୍ଧିମତା ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ହେଲା ଉଦଘାଟିତ..1