Shuru
Apke Nagar Ki App…
ଆଜି ସକାଳ ସମୟ ରେ ଆରଡ଼ି ଛକ ଠାରେ ବହୁତ ଭିଡ ହୋଇଥିବା ସମୟ ରେ ଲୋକ ଟି ବିନା ସ୍ୱାର୍ଥ ରେ Ambulance କୁ ରାସ୍ତା ଛାଡିବା ରେ ସହାୟତା କରି ଥିଲେ ❤️ ସେ ଲୋକ ଟି ଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ ଭଗବାନ ତାଙ୍କର ମଙ୍ଗଳ କରନ୍ତୁ।
SOUMYA RANJAN
ଆଜି ସକାଳ ସମୟ ରେ ଆରଡ଼ି ଛକ ଠାରେ ବହୁତ ଭିଡ ହୋଇଥିବା ସମୟ ରେ ଲୋକ ଟି ବିନା ସ୍ୱାର୍ଥ ରେ Ambulance କୁ ରାସ୍ତା ଛାଡିବା ରେ ସହାୟତା କରି ଥିଲେ ❤️ ସେ ଲୋକ ଟି ଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ ଭଗବାନ ତାଙ୍କର ମଙ୍ଗଳ କରନ୍ତୁ।
More news from ଓଡ଼ିଶା and nearby areas
- Post by Manoj kumar baliyarsingh4
- Post by SOUMYA RANJAN1
- Post by Rajesh Samantaray1
- କଣାସ ବ୍ଲକରେ ଲଗାତାର ଭାବେ ଚାରି ଦିନ ହେଲା ଅପରାହ୍ନରେ କାଳବୈଶାଖୀ ଯୋଗୁଁ ପ୍ରବଳ ବେଗରେ ପବନ ବହିବା,କୂଆପଥର ବୃଷ୍ଟି ସହିତ ପ୍ରବଳ ବର୍ଷା ହେବା ଘନ ଘନ ବଜ୍ରପାତ ବ୍ୟାପକ ଧାନ ଓ ପନି ପରିବା ଫସଲ କ୍ଷତି ହେବା ସହିତ ଆମ୍ବ ଫସଲ ମଧ୍ୟ କ୍ଷତି ହୋଇଛି । ଆଜି ଅପରାହ୍ନ ୪ଟା ସମୟରେ କାଳ ବୈଶାଖୀ ପ୍ରଭାବ ଯୋଗୁଁ ପ୍ରବଳ ବେଗରେ ପବନ ବହିବା ବର୍ଷା ହେବା ଘନ ଘନ ବଜ୍ରପାତ ହେବାରୁ ସାହୁପଡା ଗ୍ରାମପାୟତର ବନ୍ଧମୁଣ୍ଡା ଗ୍ରାମର ବାପ ସିଦେ୍ଧଶ୍ୱର ବଳିୟାରସିଂହ ୬୦ ବର୍ଷ ଓ ପୁଅ ସୁଦାମ ବଳିୟାରସିଂହ ଜମିରେ ଧାନ ଅମଳ କରୁଥିବା ସମୟରେ ବଜ୍ରପାତ ହେବାରୁ ବାପ ସିଦେ୍ଧଶ୍ୱର ବଳିୟାରସିଂହ ଘଟଣା ସ୍ଥଳରେ ଅଚେତ ହୋଇଯାଇଥିବାବେଳେ ପୁଅ ସୁଦାମ ବଳିୟାରସିଂହ ଆହତ ହୋଇଥିଲେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍ôା ପାଇଁ ସ୍ଥାନୀୟ ଲୋକେ ର୍ଭି କରିଥିଲେ ସେଠାରେ ଡାକ୍ତର ସିଦେ୍ଧଶ୍ୱରଙ୍କୁ ମୃତ ଘୋଷଣା କରିଥିବାବେଳେ ପୁଅକୁ ଚିକିତ୍ସା କରିଥିଲେ । ଏ ସଂପର୍କରେ ଗଡିଶାଗୋଦା ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ଭ୍ୟବଚ୍ଛଦ ପାଇଁ ପଠାଇଛି ।2
- Post by Gagan Bhoi1
- Post by NEWS MANORANJAN1
- ଚକ୍ର ପାଣି ଙ୍କ ଚକ୍ରାନ୍ତ ରେ ପେଶୀ ହେବାକୁ ଦଶାନନ ରାବଣ ଶ୍ରୀ ମନ୍ଦିର କୁ ସିଂହ ଦ୍ୱାର ଦେଇ ପ୍ରବେଶ କରୁଛନ୍ତି..... ଜଗମୋହନ ପାଖରେ ନିଜ କଳା ର ଠାଣି ଦେଖାଇ ଆଜ୍ଞା ଆଣିବେ ରାମ ଲକ୍ଷ୍ମଣ ବେନି ଭାଇ ଙ୍କୁ ପରାଜିତ କରିବେ ! ମହାପ୍ରଭୁ ଚତୁରତାର ସହ ଆଜ୍ଞା ଦେବେ ହେଲେ ଫଳ ସ୍ୱରୂପରେ ମନ୍ଦାର ମାଳ...1
- Post by Manoj kumar baliyarsingh4