ନାବାଳକ ଅପମାନ ଘଟଣାରେ ପୋଲିସ ନିଷ୍କ୍ରିୟତାକୁ ନିନ୍ଦା। ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ଆଜି ଆମ୍ ଆଦମୀ ପାର୍ଟି ପକ୍ଷରୁ ଥାନା ଘେରାଉ କରାଯାଇଛି। ବ୍ରହ୍ମଗିରି ବଜାରରେ ଜଣେ ନାବାଳକଙ୍କୁ ସାର୍ବଜନୀନ ଭାବେ ଅପମାନ କରାଯାଇଥିବା ଘଟଣାରେ ପୋଲିସଙ୍କ ନିଷ୍କ୍ରିୟତାକୁ ନେଇ ଦଳ ତୀବ୍ର ପ୍ରତିବାଦ କରିଛି। ଘଟଣାକୁ ୨୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ପ୍ରଶ୍ନ ଉଠିଛି। ବ୍ରହ୍ମଗିରି ରେ ଆଜି ରାଜନୈତିକ ଉଷ୍ମତା ବଢ଼ିଥିବା ଦେଖାଗଲା। ଆମ୍ ଆଦମୀ ପାର୍ଟି କର୍ମୀମାନେ ଥାନା ଘେରାଉ କରି ପୋଲିସଙ୍କ ବିରୋଧରେ ନାରାବାଜି କରିଥିଲେ। ଅଭିଯୋଗ ଅନୁଯାୟୀ, ଦିନ ଦ୍ୱିପ୍ରହରରେ ଜଣେ ନାବାଳକଙ୍କ ହାତ ବାନ୍ଧି ଓ ବେକରେ ଫ୍ଲାକାର୍ଡ ପକାଇ ସାର୍ବଜନୀନ ଭାବେ ବୁଲାଇଥିଲେ । ଏହି ଘଟଣାକୁ ଦୀର୍ଘ ୨୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନ ହେବାରୁ ଦଳ ଅସନ୍ତୋଷ ପ୍ରକାଶ କରିଛି। ଦଳର ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି ପୋଲିସ ଉପରେ ଅଭିଯୋଗ କରି କହିଛନ୍ତି ଯେ ଅଭିଯୁକ୍ତ ସ୍ଥାନୀୟ ବିଧାୟିକାଙ୍କ ନିକଟତମ ଥିବାରୁ ପୋଲିସ ନିଷ୍ପକ୍ଷ ଭାବେ କାମ କରୁନାହିଁ “ଆମେ ନ୍ୟାୟ ଚାହୁଁଛୁ। ଦୋଷୀମାନଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ହେଉ।” ନାବାଳକଙ୍କ ପରିବାର ପକ୍ଷରୁ ନ୍ୟାୟ ପାଇଁ ଆବେଦନ ଜାରି ରହିଛି। ଆମ୍ ଆଦମୀ ପାର୍ଟି ଚେତାବନୀ ଦେଇଛି ଯେ, ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।
ନାବାଳକ ଅପମାନ ଘଟଣାରେ ପୋଲିସ ନିଷ୍କ୍ରିୟତାକୁ ନିନ୍ଦା। ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ଆଜି ଆମ୍ ଆଦମୀ ପାର୍ଟି ପକ୍ଷରୁ ଥାନା ଘେରାଉ କରାଯାଇଛି। ବ୍ରହ୍ମଗିରି ବଜାରରେ ଜଣେ ନାବାଳକଙ୍କୁ ସାର୍ବଜନୀନ ଭାବେ ଅପମାନ କରାଯାଇଥିବା ଘଟଣାରେ ପୋଲିସଙ୍କ ନିଷ୍କ୍ରିୟତାକୁ ନେଇ ଦଳ ତୀବ୍ର ପ୍ରତିବାଦ କରିଛି। ଘଟଣାକୁ ୨୦ ଦିନ ବିତିଯାଇଥିଲେ ମଧ୍ୟ
କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ପ୍ରଶ୍ନ ଉଠିଛି। ବ୍ରହ୍ମଗିରି ରେ ଆଜି ରାଜନୈତିକ ଉଷ୍ମତା ବଢ଼ିଥିବା ଦେଖାଗଲା। ଆମ୍ ଆଦମୀ ପାର୍ଟି କର୍ମୀମାନେ ଥାନା ଘେରାଉ କରି ପୋଲିସଙ୍କ ବିରୋଧରେ ନାରାବାଜି କରିଥିଲେ। ଅଭିଯୋଗ ଅନୁଯାୟୀ, ଦିନ ଦ୍ୱିପ୍ରହରରେ ଜଣେ ନାବାଳକଙ୍କ ହାତ ବାନ୍ଧି ଓ ବେକରେ ଫ୍ଲାକାର୍ଡ ପକାଇ
ସାର୍ବଜନୀନ ଭାବେ ବୁଲାଇଥିଲେ । ଏହି ଘଟଣାକୁ ଦୀର୍ଘ ୨୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନ ହେବାରୁ ଦଳ ଅସନ୍ତୋଷ ପ୍ରକାଶ କରିଛି। ଦଳର ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି ପୋଲିସ ଉପରେ ଅଭିଯୋଗ କରି କହିଛନ୍ତି ଯେ ଅଭିଯୁକ୍ତ ସ୍ଥାନୀୟ ବିଧାୟିକାଙ୍କ ନିକଟତମ
ଥିବାରୁ ପୋଲିସ ନିଷ୍ପକ୍ଷ ଭାବେ କାମ କରୁନାହିଁ “ଆମେ ନ୍ୟାୟ ଚାହୁଁଛୁ। ଦୋଷୀମାନଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ହେଉ।” ନାବାଳକଙ୍କ ପରିବାର ପକ୍ଷରୁ ନ୍ୟାୟ ପାଇଁ ଆବେଦନ ଜାରି ରହିଛି। ଆମ୍ ଆଦମୀ ପାର୍ଟି ଚେତାବନୀ ଦେଇଛି ଯେ, ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।
- Post by Manoj kumar baliyarsingh4
- Post by SOUMYA RANJAN1
- Post by Rajesh Samantaray1
- କଣାସ ବ୍ଲକରେ ଲଗାତାର ଭାବେ ଚାରି ଦିନ ହେଲା ଅପରାହ୍ନରେ କାଳବୈଶାଖୀ ଯୋଗୁଁ ପ୍ରବଳ ବେଗରେ ପବନ ବହିବା,କୂଆପଥର ବୃଷ୍ଟି ସହିତ ପ୍ରବଳ ବର୍ଷା ହେବା ଘନ ଘନ ବଜ୍ରପାତ ବ୍ୟାପକ ଧାନ ଓ ପନି ପରିବା ଫସଲ କ୍ଷତି ହେବା ସହିତ ଆମ୍ବ ଫସଲ ମଧ୍ୟ କ୍ଷତି ହୋଇଛି । ଆଜି ଅପରାହ୍ନ ୪ଟା ସମୟରେ କାଳ ବୈଶାଖୀ ପ୍ରଭାବ ଯୋଗୁଁ ପ୍ରବଳ ବେଗରେ ପବନ ବହିବା ବର୍ଷା ହେବା ଘନ ଘନ ବଜ୍ରପାତ ହେବାରୁ ସାହୁପଡା ଗ୍ରାମପାୟତର ବନ୍ଧମୁଣ୍ଡା ଗ୍ରାମର ବାପ ସିଦେ୍ଧଶ୍ୱର ବଳିୟାରସିଂହ ୬୦ ବର୍ଷ ଓ ପୁଅ ସୁଦାମ ବଳିୟାରସିଂହ ଜମିରେ ଧାନ ଅମଳ କରୁଥିବା ସମୟରେ ବଜ୍ରପାତ ହେବାରୁ ବାପ ସିଦେ୍ଧଶ୍ୱର ବଳିୟାରସିଂହ ଘଟଣା ସ୍ଥଳରେ ଅଚେତ ହୋଇଯାଇଥିବାବେଳେ ପୁଅ ସୁଦାମ ବଳିୟାରସିଂହ ଆହତ ହୋଇଥିଲେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍ôା ପାଇଁ ସ୍ଥାନୀୟ ଲୋକେ ର୍ଭି କରିଥିଲେ ସେଠାରେ ଡାକ୍ତର ସିଦେ୍ଧଶ୍ୱରଙ୍କୁ ମୃତ ଘୋଷଣା କରିଥିବାବେଳେ ପୁଅକୁ ଚିକିତ୍ସା କରିଥିଲେ । ଏ ସଂପର୍କରେ ଗଡିଶାଗୋଦା ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ଭ୍ୟବଚ୍ଛଦ ପାଇଁ ପଠାଇଛି ।2
- Post by Gagan Bhoi1
- Post by NEWS MANORANJAN1
- ଚକ୍ର ପାଣି ଙ୍କ ଚକ୍ରାନ୍ତ ରେ ପେଶୀ ହେବାକୁ ଦଶାନନ ରାବଣ ଶ୍ରୀ ମନ୍ଦିର କୁ ସିଂହ ଦ୍ୱାର ଦେଇ ପ୍ରବେଶ କରୁଛନ୍ତି..... ଜଗମୋହନ ପାଖରେ ନିଜ କଳା ର ଠାଣି ଦେଖାଇ ଆଜ୍ଞା ଆଣିବେ ରାମ ଲକ୍ଷ୍ମଣ ବେନି ଭାଇ ଙ୍କୁ ପରାଜିତ କରିବେ ! ମହାପ୍ରଭୁ ଚତୁରତାର ସହ ଆଜ୍ଞା ଦେବେ ହେଲେ ଫଳ ସ୍ୱରୂପରେ ମନ୍ଦାର ମାଳ...1
- Post by Manoj kumar baliyarsingh4