ମହାବିଷୁବ ସଂକ୍ରାନ୍ତିରେ ଘୁର୍ଣ୍ଣିଝଡ କ୍ଷତିଗ୍ରସ୍ତ କିଆପାଣପୋଷି ଗ୍ରାମବାସୀଙ୍କୁ ସେବା ଯୋଗାଇଲେ ସ୍ବେଛାସେବୀ କରଞ୍ଜିଆ,୧୫/୪(ପାର୍ଥ ପ୍ରଶନ୍ନ ମିଶ୍ର):ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକର ବଳା ପଞ୍ଚାୟତ ଓ ଦରି ପଞ୍ଚାୟତରେ ଗତମାସ ଘୂର୍ଣ୍ଣିଝଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ କିଆପାଣପୋଷି ଗ୍ରାମ । ଯେଉଁ ଗାଆଁକୁ ଏକଦା ମୟୂରଭଞ୍ଜର ଭୂମିପୁତ୍ର ତଥା ଓଡ଼ିଶାର ବିଶିଷ୍ଟ ଗାନ୍ଧୀବାଦୀ ଓ ବିନୋବା ପନ୍ଥୀ କଂଗ୍ରେସ ଭାଇ କର୍ମଭୂମି ଭାବେ ବାଛି ନେଇ ଥିଲେ । ଅନ୍ତ୍ୟୋଦୟ ଚେତନା ମଣ୍ଡଳ(ରଙ୍ଗାମାଟିଆ, ରାସଗୋବିନ୍ଦପୁର, ମୟୁରଭଞ୍ଜ), ବିନୋବା ସେବା ପ୍ରତିଷ୍ଠାନ, ମୟୂରଭଞ୍ଜ, ବିଶ୍ୱ ବନ୍ଧୁ ଶ୍ରୀ କଂଗ୍ରେସ ଭାଇ ସେବା ଟ୍ରଷ୍ଟ(କିଆପାଣପୋଷି) ଓ କଂଗ୍ରେସ ଭାଇ ସେବା ଦଳ(ମୟୂରଭଞ୍ଜ) ଆନୁକୂଲ୍ୟରେ ଦୁନିଆଁ ଛାଡି ଯିବା ପୂର୍ବରୁ କିଛି ଦିଅ ନାମକ ଏକ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଉକ୍ତ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ।ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଜିଲ୍ଲା ସଂଯୋଜକ ସଚ୍ଚିଦାନନ୍ଦ ମାନବ ଓ ବିଶ୍ବବନ୍ଧୁ ଶ୍ରୀ କଂଗ୍ରେସ ଭାଇ ସେବା ଟ୍ରଷ୍ଟ୍ ର ଟ୍ରଷ୍ଟି ଶ୍ରୀ ଉଦୟ ଭାଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଂଶିକ ଭାବରେ ଘୂର୍ଣ୍ଣିଝଡ଼ କ୍ଷତିଗ୍ରସ୍ତ ଲୋକ ମାନଙ୍କୁ ଶାଢ଼ି, ଗାମୁଛା ଓ ଗଞ୍ଜି ଓ ଟର୍ଚ୍ଚ ଲାଇଟ୍ ଆଦି ବଣ୍ଟନ କରାଯାଇଥିଲା।ଏଥିଲାଗି ପ୍ରତ୍ୟୋକ୍ଷ ଓ ପରୋକ୍ଷ ଭାବରେ ବିଶ୍ବ ବନ୍ଧୁ ସେବା ମନ୍ଦିର(ଶିରାକୁଡି), ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଉପ-ସେବାକେନ୍ଦ୍ର (କରଞ୍ଜିଆ), ବିଶ୍ବ ସେବା ସଂଗଠନ (ଠାକୁରମୁଣ୍ଡା),ବାଥୁଡି ସାଂସ୍କୃତିକ ସମାଜ (କେନ୍ଦୁଝର ଓ ମୟୂରଭଞ୍ଜ),ପାଞ୍ଚପିଢ ୟୁଥ୍ କ୍ଲବ୍ (କରଞ୍ଜିଆ), ଚେତନା (କରଞ୍ଜିଆ) ଓ ମିଳିତ ଆଦିବାସୀ ମଞ୍ଚ (ପାଞ୍ଚପିଢ) ସମେତ ବହୁ ସଂଗଠନ ସହଯୋଗ କରିଥିଲେ।
ମହାବିଷୁବ ସଂକ୍ରାନ୍ତିରେ ଘୁର୍ଣ୍ଣିଝଡ କ୍ଷତିଗ୍ରସ୍ତ କିଆପାଣପୋଷି ଗ୍ରାମବାସୀଙ୍କୁ ସେବା ଯୋଗାଇଲେ ସ୍ବେଛାସେବୀ କରଞ୍ଜିଆ,୧୫/୪(ପାର୍ଥ ପ୍ରଶନ୍ନ ମିଶ୍ର):ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକର ବଳା ପଞ୍ଚାୟତ ଓ ଦରି ପଞ୍ଚାୟତରେ ଗତମାସ ଘୂର୍ଣ୍ଣିଝଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ କିଆପାଣପୋଷି ଗ୍ରାମ । ଯେଉଁ ଗାଆଁକୁ ଏକଦା ମୟୂରଭଞ୍ଜର ଭୂମିପୁତ୍ର ତଥା ଓଡ଼ିଶାର ବିଶିଷ୍ଟ ଗାନ୍ଧୀବାଦୀ ଓ ବିନୋବା ପନ୍ଥୀ କଂଗ୍ରେସ ଭାଇ କର୍ମଭୂମି ଭାବେ ବାଛି ନେଇ ଥିଲେ । ଅନ୍ତ୍ୟୋଦୟ ଚେତନା ମଣ୍ଡଳ(ରଙ୍ଗାମାଟିଆ, ରାସଗୋବିନ୍ଦପୁର, ମୟୁରଭଞ୍ଜ), ବିନୋବା ସେବା ପ୍ରତିଷ୍ଠାନ, ମୟୂରଭଞ୍ଜ, ବିଶ୍ୱ ବନ୍ଧୁ ଶ୍ରୀ କଂଗ୍ରେସ ଭାଇ ସେବା ଟ୍ରଷ୍ଟ(କିଆପାଣପୋଷି) ଓ କଂଗ୍ରେସ ଭାଇ ସେବା ଦଳ(ମୟୂରଭଞ୍ଜ) ଆନୁକୂଲ୍ୟରେ ଦୁନିଆଁ ଛାଡି ଯିବା ପୂର୍ବରୁ କିଛି ଦିଅ ନାମକ ଏକ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ
ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଉକ୍ତ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ।ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଜିଲ୍ଲା ସଂଯୋଜକ ସଚ୍ଚିଦାନନ୍ଦ ମାନବ ଓ ବିଶ୍ବବନ୍ଧୁ ଶ୍ରୀ କଂଗ୍ରେସ ଭାଇ ସେବା ଟ୍ରଷ୍ଟ୍ ର ଟ୍ରଷ୍ଟି ଶ୍ରୀ ଉଦୟ ଭାଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଂଶିକ ଭାବରେ ଘୂର୍ଣ୍ଣିଝଡ଼ କ୍ଷତିଗ୍ରସ୍ତ ଲୋକ ମାନଙ୍କୁ ଶାଢ଼ି, ଗାମୁଛା ଓ ଗଞ୍ଜି ଓ ଟର୍ଚ୍ଚ ଲାଇଟ୍ ଆଦି ବଣ୍ଟନ କରାଯାଇଥିଲା।ଏଥିଲାଗି ପ୍ରତ୍ୟୋକ୍ଷ ଓ ପରୋକ୍ଷ ଭାବରେ ବିଶ୍ବ ବନ୍ଧୁ ସେବା ମନ୍ଦିର(ଶିରାକୁଡି), ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଉପ-ସେବାକେନ୍ଦ୍ର (କରଞ୍ଜିଆ), ବିଶ୍ବ ସେବା ସଂଗଠନ (ଠାକୁରମୁଣ୍ଡା),ବାଥୁଡି ସାଂସ୍କୃତିକ ସମାଜ (କେନ୍ଦୁଝର ଓ ମୟୂରଭଞ୍ଜ),ପାଞ୍ଚପିଢ ୟୁଥ୍ କ୍ଲବ୍ (କରଞ୍ଜିଆ), ଚେତନା (କରଞ୍ଜିଆ) ଓ ମିଳିତ ଆଦିବାସୀ ମଞ୍ଚ (ପାଞ୍ଚପିଢ) ସମେତ ବହୁ ସଂଗଠନ ସହଯୋଗ କରିଥିଲେ।
- ଚଇତି ପର୍ବରେ ଉଡ଼ା ଯାତ୍ରା ରେ ଅଘଟଣ ର ଦୃଶ୍ୟ...1
- Post by ମିଲନ କୁମାର ନାଏକ1
- Post by Anantacharan Mohanta1
- Post by Rajib Behera1
- Gud Gud Santali trading reels video Kedar Kalundia 🙏❤️👍1
- Post by Khabar1
- ଭାରସାମ୍ୟ ହରାଇ ଖସି ପଡିଲେ ୩ ଜଣ ଯୁବକ ବାଇକ ଯୋଗେ ଯାଉଥିବା ସମୟ ରେ କାକୁଡ଼ିଆ ନିକଟରେ ଥିବା ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ଦୃଘଟଣା ର ଶିକାର ହୋଇଥିଲେ ଯୁବକ, ଘଟଣା ସ୍ଥଳରେ କିଛି ଯୁବକ ମାନଙ୍କ ନେତୃତ୍ୱ ରେ ମେଡିକାଲ ପଠାଇବା ବ୍ୟବସ୍ଥା କରାଯାଇଛି।1
- ଜୟ ଶ୍ରୀ ରାମ! ଆଜିର ପବିତ୍ର ଦିନରେ, ସାରା ରାଜ୍ୟରେ ଶୁଣାଯାଉଛି ବଜରଙ୍ଗବଲୀଙ୍କ ଜୟଗାନ। ଏହି ବିଶେଷ ଦିନରେ, ବିଶେଷ କରି ମୟୂରଭଞ୍ଜର ବାରିପଦା ସହରରେ ଏକ ଅଭୂତପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।"1