Shuru
Apke Nagar Ki App…
କାଳିଆପାଣି ଥାନା ଅନ୍ତର୍ଗତ କାକୁଡ଼ିଆ ବୁଲାଣି ରାସ୍ତା ସମ୍ମୁଖରେ ଦୃଘଟଣା KaliapaniUpdate ଭାରସାମ୍ୟ ହରାଇ ଖସି ପଡିଲେ ୩ ଜଣ ଯୁବକ ବାଇକ ଯୋଗେ ଯାଉଥିବା ସମୟ ରେ କାକୁଡ଼ିଆ ନିକଟରେ ଥିବା ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ଦୃଘଟଣା ର ଶିକାର ହୋଇଥିଲେ ଯୁବକ, ଘଟଣା ସ୍ଥଳରେ କିଛି ଯୁବକ ମାନଙ୍କ ନେତୃତ୍ୱ ରେ ମେଡିକାଲ ପଠାଇବା ବ୍ୟବସ୍ଥା କରାଯାଇଛି।
KALIAPANI UPDATE
କାଳିଆପାଣି ଥାନା ଅନ୍ତର୍ଗତ କାକୁଡ଼ିଆ ବୁଲାଣି ରାସ୍ତା ସମ୍ମୁଖରେ ଦୃଘଟଣା KaliapaniUpdate ଭାରସାମ୍ୟ ହରାଇ ଖସି ପଡିଲେ ୩ ଜଣ ଯୁବକ ବାଇକ ଯୋଗେ ଯାଉଥିବା ସମୟ ରେ କାକୁଡ଼ିଆ ନିକଟରେ ଥିବା ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ଦୃଘଟଣା ର ଶିକାର ହୋଇଥିଲେ ଯୁବକ, ଘଟଣା ସ୍ଥଳରେ କିଛି ଯୁବକ ମାନଙ୍କ ନେତୃତ୍ୱ ରେ ମେଡିକାଲ ପଠାଇବା ବ୍ୟବସ୍ଥା କରାଯାଇଛି।
- User7282Jujomura, Sambalpur😡4 hrs ago
- User9295Bargarh, Odisha😡16 hrs ago
More news from ଓଡ଼ିଶା and nearby areas
- ସିନେମା କଥା କହୁ କହୁ କାନ୍ଦି ପକାଇଲେ ଅଭିନେତା | ସିନେମାର ମେସେଜ୍ ସାରା ଦୁନିଆ ଜାଣିବ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- ଓଡ଼ିଆ ଡ୍ରାଇଭର ଭାଇ ମାନେ1
- ଢେଙ୍କାନାଳ ତିବ୍ର ଗ୍ରୀଷ୍ମ ପ୍ରବାହରେଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡରେ ଅହମଦିୟା ଯୁବ ସଂଗଠନ ପକ୍ଷରୁ ଜଳ ଛତ୍ର* ଢେଙ୍କାନାଳ ତିବ୍ର ଗ୍ରୀଷ୍ମ ପ୍ରବାହରେ ଯେତେବେଳେ ସମଗ୍ର ଜନଜୀବନ ଅସ୍ଥିର ହୋଇପଡ଼ିଛି ଏବଂ ପଥଚାରୀମାନେ ତୃଷ୍ଣାରେ କ୍ଳାନ୍ତ ଓ ବିକଳ ହେଉଛନ୍ତି, ସେହି ସମୟରେ ଅହମଦିୟା ମୁସଲିମ ଯୁବ ସଂଗଠନ "ମଜଲିସ ଖୁଦ୍ଦାମୁଲ ଅହମଦିୟା" ପକ୍ଷରୁ ପୂର୍ବପରି ଗୋଟିଏ ମାନବତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡ ସ୍ଥିତ ସହିଦ୍ ସ୍ମାରକୀ ପ୍ରାଙ୍ଗଣରେ ଏହି ଜଳ ଛତ୍ର ଉଦ୍ଘାଟିତ ହୋଇଥିବା ବେଳେ, ଏହା ମାଧ୍ୟମରେ ପଥଚାରୀମାନଙ୍କୁ ଶୀତଳ ଦହି ସରବତ ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରାଯାଉଛି। ଏହି ସେବା କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ମନରେ ବିଶେଷ ସ୍ଥାନ ଦାବି କରିଛି। ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁଙ୍କ ନିର୍ଦ୍ଦେଶନାରେ, ମୌଲବୀ ମୁଜାଫର ଖାଁ ସାମୁହିକ ଦୂଆ (ନିରବ ପ୍ରାର୍ଥନା) କରି ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ପୁଣ୍ୟ କାର୍ଯ୍ୟକୁ ସଫଳ କରିବାରେ ସଲିମ୍ ଉଦ୍ଦିନ ଖାଁ,ଅହମଦିୟା ଯୁବ ସଂଗଠନର ଅଧ୍ୟକ୍ଷ ସୋଲେମାନ ଖାଁ, ପୂର୍ବତନ ଅଧ୍ୟକ୍ଷ ମହମୁଦ ଖାଁ, ସକ୍ରିୟ ସଦସ୍ୟ ଶେଖ୍ ଜହୀର ଓ ଅନ୍ୟାନ୍ୟ ସଦସ୍ୟମାନେ ନିଷ୍ଠାର ସହିତ ସହଯୋଗ କରିଥିଲେ।3
- Post by Dipak Kumar Nayak1
- Post by News odia odisha1
- Post by Amrit Prasad Das1
- ହିନ୍ଦୋଳ ର ଖଜୁରିଆକଟା ହାଇସ୍କୁଲ ପରିସରରେ ଆଜି ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ସମସ୍ତ ଛତ୍ରଛାତ୍ରୀ ମାନଙ୍କୁ ଏହାର ବ୍ୟବହାର ଦ୍ୱାରା ଉପଯୋଗ ଉପରେ ଅଭିଜ୍ଞ ଅଗ୍ନିକ ମାନଙ୍କ ଦ୍ୱାରା ତାଲିମ୍ ପ୍ରଦାନ ଏବଂ କର୍ମଶାଳା ଅନୁଷ୍ଠିତ.1
- ଏ ସିନେମାରେ ଗୋଟେ ବହୁତ ବଡ଼ ମେସେଜ ଅଛି | ଯାହା ସମାଜକୁ ପ୍ରେରଣା ଯୋଗାଇବ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1