Shuru
Apke Nagar Ki App…
ଖଜୁରିଆକଟା ହାଇସ୍କୁଲ ପରିସରରେ ଆଜି ଟାଟା ଷ୍ଟିଲ ପକ୍ଷରୁ ଅଗ୍ନି ନିରାପତ୍ତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ. ହିନ୍ଦୋଳ ର ଖଜୁରିଆକଟା ହାଇସ୍କୁଲ ପରିସରରେ ଆଜି ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ସମସ୍ତ ଛତ୍ରଛାତ୍ରୀ ମାନଙ୍କୁ ଏହାର ବ୍ୟବହାର ଦ୍ୱାରା ଉପଯୋଗ ଉପରେ ଅଭିଜ୍ଞ ଅଗ୍ନିକ ମାନଙ୍କ ଦ୍ୱାରା ତାଲିମ୍ ପ୍ରଦାନ ଏବଂ କର୍ମଶାଳା ଅନୁଷ୍ଠିତ.
BIKRAM SAHU
ଖଜୁରିଆକଟା ହାଇସ୍କୁଲ ପରିସରରେ ଆଜି ଟାଟା ଷ୍ଟିଲ ପକ୍ଷରୁ ଅଗ୍ନି ନିରାପତ୍ତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ. ହିନ୍ଦୋଳ ର ଖଜୁରିଆକଟା ହାଇସ୍କୁଲ ପରିସରରେ ଆଜି ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ସମସ୍ତ ଛତ୍ରଛାତ୍ରୀ ମାନଙ୍କୁ ଏହାର ବ୍ୟବହାର ଦ୍ୱାରା ଉପଯୋଗ ଉପରେ ଅଭିଜ୍ଞ ଅଗ୍ନିକ ମାନଙ୍କ ଦ୍ୱାରା ତାଲିମ୍ ପ୍ରଦାନ ଏବଂ କର୍ମଶାଳା ଅନୁଷ୍ଠିତ.
More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଦାଣ୍ଡିରୀ ସେକ୍ସନ କନକା ବିଟ ହାଉସ ନିକଟରୁ ଏକ ଗର୍ଭବତୀ ହାତୀ ର ଗଳିତ ଶବ ଠାବ. ବନ ବିଭାଗ ଅବହେଳାରୁ 4ଦିନ ପରେ ବନ ବିଭାଗକୁ ମିଳିଲା ସୂଚନା. ଘଟଣା ସ୍ଥଳରେଜିଲ୍ଲା ବନଖଣ୍ଡ ଅଧିକାରୀ, ପି ସି ସି ଏଫ ସମେତ ପୁରା ଟିମ କରୁଛନ୍ତି ଅନୁଧ୍ୟାନ.1
- ନିଆରା ଢ଼ଙ୍ଗରେ ସତ୍ୟମେବ ଜୟତେ ଏକତା ମଞ୍ଚ ତରଫରୁ ଛତା ବଣ୍ଟନ କାର୍ଯ୍ୟକ୍ରମ। ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ : ଚନ୍ଦ୍ରଶେଖରପ୍ରସାଦ ପଞ୍ଚାୟତ ଗଞ୍ଜେଇଡିହ ଗ୍ରାମର ସତ୍ୟମେବ ଜୟତେ ଏକତା ମଞ୍ଚ କ୍ଲବ୍ ଗୃହକୁ ମୁଖ୍ୟ ଅତିଥିଭାବେ ଡକ୍ଟର ଅବିନାଶ ସାମଲ ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ପରିଡ଼ାଙ୍କ ସମେତ ଅନ୍ୟନ୍ୟା ଅତିଥି ମାନେ ମଞ୍ଚାସୀନ ହୋଇଥିଲେ। ସତ୍ୟ ମେବ ଜୟତେ କମିଟି ତରଫରୁ ଛୋଟ ଏକ ନିଆରା ଢ଼ଙ୍ଗରେ ୧୦୦ରୁ ଉର୍ଦ୍ଧ୍ବ ଗରିବ ଅସହାୟ ବୃଦ୍ଧା ବୃଦ୍ଧ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଛତା ବଣ୍ଟନ କରାଯାଇଥିଲା। ଏହାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧଜୀବୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏବଂ ପରେ ଅଞ୍ଚଳର ୭୦ରୁ ଉର୍ଦ୍ଧ୍ବ ଯୁବକମାନେ କଂଗ୍ରେସ,ବିଜେପି ଦଳ ଛାଡ଼ି ଡକ୍ଟର ଅବିନାଶ ସାମଲଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଥିଲେ। ଆଜିର ଏହି ଅବସରରେ ଚନ୍ଦ୍ରଶେଖରପ୍ରସାଦ ଗଞ୍ଜେଇଡିହ ଗ୍ରାମର ସତ୍ୟମେବ ଜୟତେ ଏକତା ମଞ୍ଚ କମିଟି ସଭାପତି ରତିରଞ୍ଜନ ବେହେରା,ସମ୍ପାଦକ ଅମ୍ବିକା ପ୍ରସାଦ ଜେନା,ରାଜେଶ ମହାନ୍ତି,ସୁଶାନ୍ତ ପୁହାଣ,ପ୍ରକାଶ ପୁହାଣ,ମନୋଜ ନାୟକ,ସର୍ବେଶ୍ବର ରାଉତ,ସରୋଜ କୁମାର ନାୟକ,ବାବୁ ମହାରଣା,ବଣ୍ଟି ମହାରଣା,ରାଜୁ ନାୟକ,ସୋନୁ ବେହେରା,ସମ୍ପାଦକ ଅମ୍ବିକା ପ୍ରସାଦ ଜେନା,ରାଜେଶ ମହାନ୍ତି,ସୁଶାନ୍ତ ପୁହାଣ,ପ୍ରକାଶ ପୁହାଣ,ମନୋଜ ନାୟକ,ସର୍ବେଶ୍ବର ରାଉତ,ସରୋଜ କୁମାର ନାୟକ,ବାବୁ ମହାରଣା,ବଣ୍ଟି ମହାରଣା,ରାଜୁ ନାୟକ,ସୋନୁ ମହାନ୍ତି,ସାଗର ବେହେରା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ। ସୁଧୀର ସାମଲ ଫ୍ୟାନ କ୍ଲବ -ଢେଙ୍କାନାଳ Sudhir Kumar Samal Sudhir Kumar Samal Fan Narottam Sahoo Narottam Sahoo Narottam Rout Archana Puhan Sadananda Dehury Dhenkanal News Tehelka Dhenkanal Dhenkanal Update Dhenkanal Tehelka DHENKANAL NEWS1
- Post by Dhenkanal News1
- Post by Dipak Kumar Nayak4
- କାର୍ଯ୍ୟ ରେ ଆସୁନାହିଁ ତାଳକଣି ଉପ ସ୍ୱାସ୍ଥ୍ୟକେନ୍ଦ୍ର,,, ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ୍,,, ଜଙ୍ଗଲ ପାଲଟିଛି ପାଣି ଟାଙ୍କି,,,, ସରପଞ୍ଚ ଙ୍କ ତାଳକଣି ଗ୍ରାମକୁ ଉପେକ୍ଷା,,1
- Post by P. madhu sudan rao dora2
- Post by Ramachandraswain1
- ଆଜ୍ଞାମାଳ ଆସିବା ପରେ ଗଣେଶ ବଜାର ରଥଗଡା ଠାରେ ରଥଯାତ୍ରା ପାଇଁ ଆଜି ଅକ୍ଷୟତୃତୀୟାରେ ରଥକାଠ ଅନୁକୂଳ। ଢେଙ୍କାନାଳ ସଦର : ଢେ଼ଙ୍କାନାଳର ଆରାଧ୍ୟ ଦେବତା ପ୍ରଭୁ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ଠାରେ ବିଭିନ୍ନ ରୀତି ନୀତିର ସହିତ ପୂଜାପାଠ ପରେ ମହାପ୍ରଭୁଙ୍କ ଠୁ ଆଜ୍ଞାମାଳ ଆଣିବା ପରେ ଢେଙ୍କାନାଳ ସହର ଗଣେଶ ବଜାର ରଥଗଡ଼ା ଠାରେ ଥିବା କାଠକୁ ରଥଖଳାରେ ବିଭିନ୍ନ ରୀତି ନୀତିର ସହିତ ପୂଜାପାଠ କରାଯାଇଥିଲା। ଆଜ୍ଞାମାଳ ନେବା ପରେ ଏହି ରଥ କାଠ ପାଇଁ ଅନୁକୂଳ କରାଯାଇଥିଲା। ଏହି କାଠ ଆଗାମୀ ରଥଯାତ୍ରା ପାଇଁ ରଥ ନିର୍ମାଣ ହେବାର ପୂର୍ବରୁ ବିଧି ରହି ଆସିଛି। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଆଜିର ଦିନରେ ଅର୍ଥାତ ଅକ୍ଷୟତୃତୀୟାରେ ଏହି ରଥ କାଠ ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଥାଏ ଏଵଂ ଚଳିତ ବର୍ଷ ମଧ୍ୟ ଆଜି ଦିନ ୧୧ଟା ସମୟରେ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।1