ନିଆରା ଢ଼ଙ୍ଗରେ ସତ୍ୟମେବ ଜୟତେ ଏକତା ମଞ୍ଚ ତରଫରୁ ଛତା ବଣ୍ଟନ କାର୍ଯ୍ୟକ୍ରମ ନିଆରା ଢ଼ଙ୍ଗରେ ସତ୍ୟମେବ ଜୟତେ ଏକତା ମଞ୍ଚ ତରଫରୁ ଛତା ବଣ୍ଟନ କାର୍ଯ୍ୟକ୍ରମ। ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ : ଚନ୍ଦ୍ରଶେଖରପ୍ରସାଦ ପଞ୍ଚାୟତ ଗଞ୍ଜେଇଡିହ ଗ୍ରାମର ସତ୍ୟମେବ ଜୟତେ ଏକତା ମଞ୍ଚ କ୍ଲବ୍ ଗୃହକୁ ମୁଖ୍ୟ ଅତିଥିଭାବେ ଡକ୍ଟର ଅବିନାଶ ସାମଲ ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ପରିଡ଼ାଙ୍କ ସମେତ ଅନ୍ୟନ୍ୟା ଅତିଥି ମାନେ ମଞ୍ଚାସୀନ ହୋଇଥିଲେ। ସତ୍ୟ ମେବ ଜୟତେ କମିଟି ତରଫରୁ ଛୋଟ ଏକ ନିଆରା ଢ଼ଙ୍ଗରେ ୧୦୦ରୁ ଉର୍ଦ୍ଧ୍ବ ଗରିବ ଅସହାୟ ବୃଦ୍ଧା ବୃଦ୍ଧ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଛତା ବଣ୍ଟନ କରାଯାଇଥିଲା। ଏହାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧଜୀବୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏବଂ ପରେ ଅଞ୍ଚଳର ୭୦ରୁ ଉର୍ଦ୍ଧ୍ବ ଯୁବକମାନେ କଂଗ୍ରେସ,ବିଜେପି ଦଳ ଛାଡ଼ି ଡକ୍ଟର ଅବିନାଶ ସାମଲଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଥିଲେ। ଆଜିର ଏହି ଅବସରରେ ଚନ୍ଦ୍ରଶେଖରପ୍ରସାଦ ଗଞ୍ଜେଇଡିହ ଗ୍ରାମର ସତ୍ୟମେବ ଜୟତେ ଏକତା ମଞ୍ଚ କମିଟି ସଭାପତି ରତିରଞ୍ଜନ ବେହେରା,ସମ୍ପାଦକ ଅମ୍ବିକା ପ୍ରସାଦ ଜେନା,ରାଜେଶ ମହାନ୍ତି,ସୁଶାନ୍ତ ପୁହାଣ,ପ୍ରକାଶ ପୁହାଣ,ମନୋଜ ନାୟକ,ସର୍ବେଶ୍ବର ରାଉତ,ସରୋଜ କୁମାର ନାୟକ,ବାବୁ ମହାରଣା,ବଣ୍ଟି ମହାରଣା,ରାଜୁ ନାୟକ,ସୋନୁ ବେହେରା,ସମ୍ପାଦକ ଅମ୍ବିକା ପ୍ରସାଦ ଜେନା,ରାଜେଶ ମହାନ୍ତି,ସୁଶାନ୍ତ ପୁହାଣ,ପ୍ରକାଶ ପୁହାଣ,ମନୋଜ ନାୟକ,ସର୍ବେଶ୍ବର ରାଉତ,ସରୋଜ କୁମାର ନାୟକ,ବାବୁ ମହାରଣା,ବଣ୍ଟି ମହାରଣା,ରାଜୁ ନାୟକ,ସୋନୁ ମହାନ୍ତି,ସାଗର ବେହେରା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ। ସୁଧୀର ସାମଲ ଫ୍ୟାନ କ୍ଲବ -ଢେଙ୍କାନାଳ Sudhir Kumar Samal Sudhir Kumar Samal Fan Narottam Sahoo Narottam Sahoo Narottam Rout Archana Puhan Sadananda Dehury Dhenkanal News Tehelka Dhenkanal Dhenkanal Update Dhenkanal Tehelka DHENKANAL NEWS

- ନିଆରା ଢ଼ଙ୍ଗରେ ସତ୍ୟମେବ ଜୟତେ ଏକତା ମଞ୍ଚ ତରଫରୁ ଛତା ବଣ୍ଟନ କାର୍ଯ୍ୟକ୍ରମ। ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ : ଚନ୍ଦ୍ରଶେଖରପ୍ରସାଦ ପଞ୍ଚାୟତ ଗଞ୍ଜେଇଡିହ ଗ୍ରାମର ସତ୍ୟମେବ ଜୟତେ ଏକତା ମଞ୍ଚ କ୍ଲବ୍ ଗୃହକୁ ମୁଖ୍ୟ ଅତିଥିଭାବେ ଡକ୍ଟର ଅବିନାଶ ସାମଲ ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ପରିଡ଼ାଙ୍କ ସମେତ ଅନ୍ୟନ୍ୟା ଅତିଥି ମାନେ ମଞ୍ଚାସୀନ ହୋଇଥିଲେ। ସତ୍ୟ ମେବ ଜୟତେ କମିଟି ତରଫରୁ ଛୋଟ ଏକ ନିଆରା ଢ଼ଙ୍ଗରେ ୧୦୦ରୁ ଉର୍ଦ୍ଧ୍ବ ଗରିବ ଅସହାୟ ବୃଦ୍ଧା ବୃଦ୍ଧ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଛତା ବଣ୍ଟନ କରାଯାଇଥିଲା। ଏହାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧଜୀବୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏବଂ ପରେ ଅଞ୍ଚଳର ୭୦ରୁ ଉର୍ଦ୍ଧ୍ବ ଯୁବକମାନେ କଂଗ୍ରେସ,ବିଜେପି ଦଳ ଛାଡ଼ି ଡକ୍ଟର ଅବିନାଶ ସାମଲଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଥିଲେ। ଆଜିର ଏହି ଅବସରରେ ଚନ୍ଦ୍ରଶେଖରପ୍ରସାଦ ଗଞ୍ଜେଇଡିହ ଗ୍ରାମର ସତ୍ୟମେବ ଜୟତେ ଏକତା ମଞ୍ଚ କମିଟି ସଭାପତି ରତିରଞ୍ଜନ ବେହେରା,ସମ୍ପାଦକ ଅମ୍ବିକା ପ୍ରସାଦ ଜେନା,ରାଜେଶ ମହାନ୍ତି,ସୁଶାନ୍ତ ପୁହାଣ,ପ୍ରକାଶ ପୁହାଣ,ମନୋଜ ନାୟକ,ସର୍ବେଶ୍ବର ରାଉତ,ସରୋଜ କୁମାର ନାୟକ,ବାବୁ ମହାରଣା,ବଣ୍ଟି ମହାରଣା,ରାଜୁ ନାୟକ,ସୋନୁ ବେହେରା,ସମ୍ପାଦକ ଅମ୍ବିକା ପ୍ରସାଦ ଜେନା,ରାଜେଶ ମହାନ୍ତି,ସୁଶାନ୍ତ ପୁହାଣ,ପ୍ରକାଶ ପୁହାଣ,ମନୋଜ ନାୟକ,ସର୍ବେଶ୍ବର ରାଉତ,ସରୋଜ କୁମାର ନାୟକ,ବାବୁ ମହାରଣା,ବଣ୍ଟି ମହାରଣା,ରାଜୁ ନାୟକ,ସୋନୁ ମହାନ୍ତି,ସାଗର ବେହେରା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ। ସୁଧୀର ସାମଲ ଫ୍ୟାନ କ୍ଲବ -ଢେଙ୍କାନାଳ Sudhir Kumar Samal Sudhir Kumar Samal Fan Narottam Sahoo Narottam Sahoo Narottam Rout Archana Puhan Sadananda Dehury Dhenkanal News Tehelka Dhenkanal Dhenkanal Update Dhenkanal Tehelka DHENKANAL NEWS1
- Post by Dhenkanal News1
- Post by Dipak Kumar Nayak4
- ସ୍ୱାମୀ ସୁଖ ନମିଳିବାରୁ, ପର ପୁରୁଷ ସହ ଫେରାର ହେଲା ସ୍ତ୍ରୀ | ଜଣ ଜଣ କରି ୫ ଜଣ... ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- ନୂଆ ରଙ୍ଗରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।ନାଲି ଛାଡ଼ି ଧଳା ପୋଷାକ ପିନ୍ଧିଲେ ପ୍ରଭାତ। ଧଳା ପୋଷାକ ପିନ୍ଧି କଟକ ଆସିବାପରେ ସ୍ଵାଗତ କରିଥିଲେ ଶତାଧିକ କର୍ମୀ ମାନେ।1
- Post by NEWS MANORANJAN1
- Post by KSHIROD CHANDRA PANDA1
- ଆଜ୍ଞାମାଳ ଆସିବା ପରେ ଗଣେଶ ବଜାର ରଥଗଡା ଠାରେ ରଥଯାତ୍ରା ପାଇଁ ଆଜି ଅକ୍ଷୟତୃତୀୟାରେ ରଥକାଠ ଅନୁକୂଳ। ଢେଙ୍କାନାଳ ସଦର : ଢେ଼ଙ୍କାନାଳର ଆରାଧ୍ୟ ଦେବତା ପ୍ରଭୁ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ଠାରେ ବିଭିନ୍ନ ରୀତି ନୀତିର ସହିତ ପୂଜାପାଠ ପରେ ମହାପ୍ରଭୁଙ୍କ ଠୁ ଆଜ୍ଞାମାଳ ଆଣିବା ପରେ ଢେଙ୍କାନାଳ ସହର ଗଣେଶ ବଜାର ରଥଗଡ଼ା ଠାରେ ଥିବା କାଠକୁ ରଥଖଳାରେ ବିଭିନ୍ନ ରୀତି ନୀତିର ସହିତ ପୂଜାପାଠ କରାଯାଇଥିଲା। ଆଜ୍ଞାମାଳ ନେବା ପରେ ଏହି ରଥ କାଠ ପାଇଁ ଅନୁକୂଳ କରାଯାଇଥିଲା। ଏହି କାଠ ଆଗାମୀ ରଥଯାତ୍ରା ପାଇଁ ରଥ ନିର୍ମାଣ ହେବାର ପୂର୍ବରୁ ବିଧି ରହି ଆସିଛି। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଆଜିର ଦିନରେ ଅର୍ଥାତ ଅକ୍ଷୟତୃତୀୟାରେ ଏହି ରଥ କାଠ ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଥାଏ ଏଵଂ ଚଳିତ ବର୍ଷ ମଧ୍ୟ ଆଜି ଦିନ ୧୧ଟା ସମୟରେ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।1