Shuru
Apke Nagar Ki App…
More news from Nayagarh and nearby areas
- ନୟାଗଡ଼ ସରକାରୀ ଜାଗା ଜବର ଦଖଲ କୁ ନେଇ ଗାଁ ରେ ଉତେଜନା I1
- #ଗଜାନନଙ୍କ_ମୂର୍ତ୍ତି_ଗଢିବାରେ_ବ୍ୟସ୍ତ_କାରୀଗର ନୟାଗଡ ଜ଼ିଲ୍ଲା ରଣପୁରରେ ଗଜାନନଙ୍କର ଭଳିକି ଭଳି ମୃଣ୍ମୟ ମୂର୍ତ୍ତି ଗଢିବାରେ ନିମଗ୍ନ କାରିଗର। କିଏ ରଙ୍ଗ ତୁଳୀର ସ୍ପର୍ଶରେ ମୂର୍ତ୍ତିଗୁଡିକୁ ଜୀବନ୍ତ କରାଉଛନ୍ତି ତ ଆଉ କିଏ ମାଟିର ଲେପ ଦେଉଛନ୍ତି।1
- ନୟାଗଡ ସହର ର ଆଦ୍ୟ-ରୂପକାର ତଥା ପ୍ରଥମ ନଗରପାଳ #ରଘୁନାଥ_ଦାସ ଙ୍କର ଜନ୍ମଶତବାର୍ଷିକୀ ଉତ୍ସବ.1
- ଫୁଲୁ ଭିଡ଼ିଓ 👉 https://youtu.be/mdyQxRWomJM1
- #ନୟାଗଡ଼ରେ ଜାତୀୟ କ୍ରୀଡା ଦିବସ ପାଳିତ #khandapadabarta# #latestupdates# ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିଵସ ଅବସରରେ ସାରା ଦେଶ ଜାତୀୟ କ୍ରୀଡା ଦିବସ ପାଳନ କରୁଥିବା ବେଳେ ନୟାଗଡ଼ରେ ମଧ୍ୟ ଏହି ଜାତୀୟ କ୍ରୀଡା ଦିବସକୁ ପାଳନ କରାଯାଇଛି। ଏହି ଅବସରରେ ସକାଳ ୭ଘଟିକା ସମୟରେ ନୟାଗଡ଼ ଷ୍ଟାଡିୟମ ଠାରୁ ଏକ ଶୋଭାଯାତ୍ରା ନୟାଗଡ଼ର କ୍ରୀଡ଼ାପ୍ରେମୀ, ଛାତ୍ରାବାସର ଅନ୍ତେବାସୀଙ୍କୁ ନେଇ ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାକୁ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ପରେ ପରେ ନୟାଗଡ଼ କ୍ରୀଡ଼ା ଛାତ୍ରାବାସ ଓ ସ୍ଥାନୀୟ ଫୁଟବଲ ଖେଳାଳିଙ୍କୁ ନେଇ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ କ୍ରୀଡ଼ା ଛାତ୍ରାବାସ ବିଜୟ ଲାଭ କରିଥିଲା। ଅପରାହ୍ନରେ ନୟାଗଡ଼ ଜିଲ୍ଲା ରଣପୁର ଠାରେ ଫୁଟବଲ, ହକି ଓ ଭଲିବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ପୁରୀ ସମ୍ବିତ ପାତ୍ର ଯୋଗ ଦେଇଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷକ ତଥା ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।1
- ରାମ ମନ୍ଦିର ଫତେଗଡ ନୟାଗଡ଼...1
- ଡ୍ରାଇଭର ଦିବସ ପାଳିଲେ ଖଣ୍ଡପଡ଼ା ବ୍ଲକ ଡ୍ରାଇଭର ମହାସଂଘ ଆଜି ସକାଳ ୧୦ ଘଣ୍ଟା ସମୟରେ ଖଣ୍ଡପଡ଼ା ସହରର ମା' ଉମାଦେବୀ ଛକ ନିକଟରେ ଖଣ୍ଡପଡ଼ା ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଖଣ୍ଡପଡ଼ା ବ୍ଲକ ଡ୍ରାଇଭର ମହାସଂଘର ସଭାପତି ରଜତ କୁମାର ଦାସଙ୍କ ନେତୃତ୍ୱରେ ଖଣ୍ଡପଡ଼ା ବ୍ଲକର ୨୨ ଗୋଟି ପଞ୍ଚାୟତ ଡ୍ରାଇଭର ମହାସଂଘର ସଦସ୍ୟମାନେ ଏକତ୍ରିତ ହୋଇ ଓଡ଼ିଶା ଡ୍ରାଇଭର ମହାସଂଘର ପତାକା ଉତ୍ତୋଳନ କରିବା ସହିତ ସମସ୍ତ ସଦସ୍ୟଙ୍କ ଗହଣରେ କେକକାଟି ଏହି ଦିବସକୁ ପାଳନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଡ୍ରାଇଭର ମହାସଂଘର ରାଜ୍ୟ ଉପଦେଷ୍ଟା ଅବକାଶ କାଠୁଆ, ନୟାଗଡ଼ ଜିଲ୍ଲା ଡ୍ରାଇଭର ମହାସଂଘର ସାଙ୍ଗଠନିକ ସଂପାଦକ ଅମରେନ୍ଦ୍ର ଛୁଆଳ ସିଂ ଏବଂ ଖଣ୍ଡପଡ଼ା ଡ୍ରାଇଭର ମହାସଂଘର ସଂପାଦକ ସୁଧାଂଶୁ ସାହୁ ଉପସ୍ଥିତ ଥିଲେ। ଡ୍ରାଇଭର ମହାସଂଘର ସମସ୍ତ ସଦସ୍ୟ ମାନେ ଏକ ରାଲିରେ ସଂଘ କାର୍ଯ୍ୟାଳୟ ଠାରୁ ବାହାରି ଖଣ୍ଡପଡ଼ା ବଜାର ଏବଂ ରଥଗଡା ଛକ ଠାରେ ଥିବା ବିଶ୍ବବିଖ୍ୟାତ ଜୋର୍ତିବିଦ ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତେବେ ସଂଘର ସଭାପତିଙ୍କ ସମେତ ରାଜ୍ୟ ଉପଦେଷ୍ଟା, ଜିଲ୍ଲା ସାଙ୍ଗଠନିକ ସଂପାଦକ ଏବଂ ଖଣ୍ଡପଡ଼ା ଡ୍ରାଇଭର ମହାସଂଘର ସଂପାଦକ ସେପ୍ଟେମ୍ବର ୧ ତାରିଖକୁ ରାଜ୍ୟ ସରକାର 'ଡ୍ରାଇଭର ଦିବସ' ଘୋଷଣା କରିବା ପାଇଁ ଅନୁରୋଧ କଲେ।1
- ନୟାଗଡ ସହରରେ ହେଉଥିବା ସାର୍ବଜନୀନ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।1