logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଜ୍ୟସ୍ତରୀୟ କୃଷକ ଦିବସ ଓ ସିଏମ୍ କିଷାନ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ଅବସରରେ କେନ୍ଦୁଝର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ ମାନ୍ୟବର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶରାମସିଂ ଖୁଣ୍ଟିଆ ଉପସ୍ଥିତ ରହି ଅର୍ଣ୍ଣ ଦାତା କୃଷକ ମାନଙ୍କ ବିକାଶ ପାଇଁ କେନ୍ଦ୍ରରେ ମୋଦୀ ସରକାର ତଥା ରାଜ୍ୟରେ ମୋହନ ସରକାର କିଭଳି କୃଷକ କଲ୍ୟାଣକାରୀ ଯୋଜନା ଆଣିଛନ୍ତି ସେବିଷୟରେ ଉପସ୍ଥିତ କୃଷକ ଭାଇଭଉଣୀ ମାନଙ୍କୁ ଉଦବୋଧନ ଦେଇଥିଲେ। ରାଜ୍ୟସ୍ତରୀୟ କୃଷକ ଦିବସ ଓ ସିଏମ୍ କିଷାନ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ଅବସରରେ କେନ୍ଦୁଝର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ ମାନ୍ୟବର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶରାମସିଂ ଖୁଣ୍ଟିଆ ଉପସ୍ଥିତ ରହି ଅର୍ଣ୍ଣ ଦାତା କୃଷକ ମାନଙ୍କ ବିକାଶ ପାଇଁ କେନ୍ଦ୍ରରେ ମୋଦୀ ସରକାର ତଥା ରାଜ୍ୟରେ ମୋହନ ସରକାର କିଭଳି କୃଷକ କଲ୍ୟାଣକାରୀ ଯୋଜନା ଆଣିଛନ୍ତି ସେବିଷୟରେ ଉପସ୍ଥିତ କୃଷକ ଭାଇଭଉଣୀ ମାନଙ୍କୁ ଉଦବୋଧନ ଦେଇଥିଲେ।

2 hrs ago
user_Satyabrata das
Satyabrata das
କେନ୍ଦୁଝର ଟାଉନ୍, କେନ୍ଦୁଝର, ଓଡ଼ିଶା•
2 hrs ago
c0484a68-348a-49b1-9241-78ad146c1988

ରାଜ୍ୟସ୍ତରୀୟ କୃଷକ ଦିବସ ଓ ସିଏମ୍ କିଷାନ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ଅବସରରେ କେନ୍ଦୁଝର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ ମାନ୍ୟବର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶରାମସିଂ ଖୁଣ୍ଟିଆ ଉପସ୍ଥିତ ରହି ଅର୍ଣ୍ଣ ଦାତା କୃଷକ ମାନଙ୍କ ବିକାଶ ପାଇଁ କେନ୍ଦ୍ରରେ ମୋଦୀ ସରକାର ତଥା ରାଜ୍ୟରେ ମୋହନ ସରକାର କିଭଳି କୃଷକ କଲ୍ୟାଣକାରୀ ଯୋଜନା ଆଣିଛନ୍ତି ସେବିଷୟରେ ଉପସ୍ଥିତ କୃଷକ ଭାଇଭଉଣୀ ମାନଙ୍କୁ ଉଦବୋଧନ ଦେଇଥିଲେ। ରାଜ୍ୟସ୍ତରୀୟ କୃଷକ ଦିବସ ଓ ସିଏମ୍ କିଷାନ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ଅବସରରେ କେନ୍ଦୁଝର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ ମାନ୍ୟବର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶରାମସିଂ ଖୁଣ୍ଟିଆ ଉପସ୍ଥିତ ରହି ଅର୍ଣ୍ଣ ଦାତା କୃଷକ ମାନଙ୍କ ବିକାଶ ପାଇଁ କେନ୍ଦ୍ରରେ ମୋଦୀ ସରକାର ତଥା ରାଜ୍ୟରେ ମୋହନ ସରକାର କିଭଳି କୃଷକ କଲ୍ୟାଣକାରୀ ଯୋଜନା ଆଣିଛନ୍ତି ସେବିଷୟରେ ଉପସ୍ଥିତ କୃଷକ ଭାଇଭଉଣୀ ମାନଙ୍କୁ ଉଦବୋଧନ ଦେଇଥିଲେ।

More news from ଓଡ଼ିଶା and nearby areas
  • Post by ମିଲନ କୁମାର ନାଏକ
    1
    Post by ମିଲନ କୁମାର ନାଏକ
    user_ମିଲନ କୁମାର ନାଏକ
    ମିଲନ କୁମାର ନାଏକ
    ପାଟଣା, କେନ୍ଦୁଝର, ଓଡ଼ିଶା•
    8 hrs ago
  • ହରେ କୃଷ୍ଣ.. ହରେ କୃଷ୍ଣ.. କୃଷ୍ଣ କୃଷ୍ଣ ହରେ ହରେ... ହରେ ରାମ.. ହରେ ରାମ.... ରାମ ରାମ ହରେ ହରେ.... 🙏
    1
    ହରେ କୃଷ୍ଣ.. ହରେ କୃଷ୍ଣ.. କୃଷ୍ଣ କୃଷ୍ଣ ହରେ ହରେ...
ହରେ ରାମ.. ହରେ ରାମ.... ରାମ ରାମ ହରେ ହରେ.... 🙏
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    15 hrs ago
  • Post by Jitendra raj
    2
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    16 hrs ago
  • चंपुआ ओडीशा डिस्ट क्योझर चंपुआ से हाफ किलोमीटर के बाद झारखंड शुरू हो जाता है जैसे ही झारखंड शुरू होता है उसे जगह का नाम जयंत घर है वहां से जगन्नाथपुर लगभग 18 से 19 किलोमीटर है आज किसी काम के वजह से मुझे उसे रोड पर जाना पड़ा रास्ते पर काम चला हुआ था देखकर हैरानी हुई कि हम गरीबों का टैक्स का पैसा किस तरह से सरकार बर्बाद कर रही है जो सड़क पूरा साफ और प्लान है उसके ऊपर जबरदस्ती फिर से पीच डाला जा रहा है आखिर क्यों यह सवाल में झारखंड सरकार से जानना चाहता हूं क्या यह हम जनता के पैसा की बर्बादी नहीं है मैं जनता से अपील करता हूं इस वीडियो को ज्यादा से ज्यादा शेयर करें और मुझे कमेंट करके जरूर बताएं और मैं झारखंड के सरकार से अनुरोध करता हूं कि इस तरह का काम ना करें जहां सड़क खराब है आप वहां काम कराया धन्यवाद
    1
    चंपुआ ओडीशा डिस्ट क्योझर चंपुआ से हाफ किलोमीटर के बाद झारखंड शुरू हो जाता है जैसे ही झारखंड शुरू होता है उसे जगह का नाम जयंत घर है वहां से जगन्नाथपुर लगभग 18 से 19 किलोमीटर है आज किसी काम के वजह से मुझे उसे रोड पर जाना पड़ा रास्ते पर काम चला हुआ था देखकर हैरानी हुई कि हम गरीबों का टैक्स का पैसा किस तरह से सरकार बर्बाद कर रही है जो सड़क पूरा साफ और प्लान है उसके ऊपर जबरदस्ती फिर से पीच डाला जा रहा है आखिर क्यों यह सवाल में झारखंड सरकार से जानना चाहता हूं क्या यह हम जनता के पैसा की बर्बादी नहीं है मैं जनता से अपील करता हूं इस वीडियो को ज्यादा से ज्यादा शेयर करें और मुझे कमेंट करके जरूर बताएं और मैं झारखंड के सरकार से अनुरोध करता हूं कि इस तरह का काम ना करें जहां सड़क खराब है आप वहां काम कराया धन्यवाद
    user_Mamur Ali Khan
    Mamur Ali Khan
    Video Creator Champua, Kendujhar•
    20 hrs ago
  • ଜୀବନକୁ ବାଜି ଲଗେଇ ୫୦ ଫୁଟ ତଳକୁ ଡେଇଁ ରିଲସ୍ କରୁଛନ୍ତି ନାବାଳକ । ନିଷିଦ୍ଧାଞ୍ଚଳ ଏରିଆରେ ହେଉଛି ରିଲସ୍, ପ୍ରଶାସନ ନୀରବ । ଏ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । କିଛି ଯୁବକ ଏବଂ ନାବାଳକ ଜୀବନକୁ ବାଜି ଲଗେଇ ୫୦ ଫୁଟ ଉପରୁ ଡେଉଁଥିବାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ଭିଡିଓ ଟି ଓଡିଶାର ଦ୍ଵିତୀୟ ବୃହତ ଜଳଭଣ୍ଡାର ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ରେ ସୁଟିଂ ହୋଇଥିବା ଜଣାପଡିଛି । ଏଠାରେ ଜୀବନର ମୂଲ୍ୟ କିଛି ନଥିବା ଭଳି ବ୍ୟବସ୍ଥା ପରିଲକ୍ଷିତ ହେଉଛି । କେମିତି ଓ କିଏ ଦୁଃସାହସିକ ଭାବେ ବନ୍ଧ ଉପରୁ ତଳକୁ ଡେଇଁ ରିଲସ୍ କରୁଛି ତାହା ଏବେ ପ୍ରଶ୍ନ ଉଠିଛି । ନିଶା କେବଳ ରିଲସ୍ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବା । ଡ୍ୟାମ ଟି ସମ୍ପୂର୍ଣ୍ଣ ଏକ କିଲୋମିଟର ଚାଳିଶ ମିଟର ଲମ୍ବ ହୋଇଥିବାବେଳେ ଦୁଇପାର୍ଶ୍ୱରେ ସରକାରଙ୍କ ତରଫରୁ ଦୁଇପାର୍ଶ୍ୱରେ ଜଗୁଆଳୀ ଅଛନ୍ତି ମାତ୍ର ଚାରିଜଣ । ଯଦି କିଛି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ରହିବ ଦାୟୀ । ଏନେଇ ରେଙ୍ଗାଳି ଡ୍ୟାମ କର୍ତ୍ତୃପକ୍ଷ ଅଧିକ୍ଷଣ ଯନ୍ତ୍ରୀ ସୌମେନେନ୍ଦ୍ର ବେହେରାଙ୍କ ମତାମତ ପାଇଁ ଚେଷ୍ଟାକରିଥିଲେ ମଧ୍ଯ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଦେଖିବାକୁ ରହିଲା ଆଗାମୀଦିନରେ ପ୍ରଶାସନ ର ନଜର କିଭଳି ପଡୁଛି ଏହି ଡ୍ୟାମ ଉପରେ ।
    1
    ଜୀବନକୁ ବାଜି ଲଗେଇ ୫୦ ଫୁଟ ତଳକୁ ଡେଇଁ ରିଲସ୍ କରୁଛନ୍ତି ନାବାଳକ । ନିଷିଦ୍ଧାଞ୍ଚଳ ଏରିଆରେ ହେଉଛି ରିଲସ୍, ପ୍ରଶାସନ ନୀରବ । ଏ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । କିଛି ଯୁବକ ଏବଂ ନାବାଳକ ଜୀବନକୁ ବାଜି ଲଗେଇ ୫୦ ଫୁଟ ଉପରୁ ଡେଉଁଥିବାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ଭିଡିଓ ଟି ଓଡିଶାର ଦ୍ଵିତୀୟ ବୃହତ ଜଳଭଣ୍ଡାର ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ରେ ସୁଟିଂ ହୋଇଥିବା ଜଣାପଡିଛି । ଏଠାରେ ଜୀବନର ମୂଲ୍ୟ କିଛି ନଥିବା ଭଳି ବ୍ୟବସ୍ଥା ପରିଲକ୍ଷିତ ହେଉଛି । କେମିତି ଓ କିଏ ଦୁଃସାହସିକ ଭାବେ ବନ୍ଧ ଉପରୁ ତଳକୁ ଡେଇଁ ରିଲସ୍ କରୁଛି ତାହା ଏବେ ପ୍ରଶ୍ନ ଉଠିଛି । ନିଶା କେବଳ ରିଲସ୍ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବା । ଡ୍ୟାମ ଟି ସମ୍ପୂର୍ଣ୍ଣ ଏକ କିଲୋମିଟର ଚାଳିଶ ମିଟର ଲମ୍ବ ହୋଇଥିବାବେଳେ ଦୁଇପାର୍ଶ୍ୱରେ ସରକାରଙ୍କ ତରଫରୁ ଦୁଇପାର୍ଶ୍ୱରେ ଜଗୁଆଳୀ ଅଛନ୍ତି ମାତ୍ର ଚାରିଜଣ । ଯଦି କିଛି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ରହିବ ଦାୟୀ । ଏନେଇ ରେଙ୍ଗାଳି ଡ୍ୟାମ କର୍ତ୍ତୃପକ୍ଷ ଅଧିକ୍ଷଣ ଯନ୍ତ୍ରୀ ସୌମେନେନ୍ଦ୍ର ବେହେରାଙ୍କ ମତାମତ ପାଇଁ ଚେଷ୍ଟାକରିଥିଲେ ମଧ୍ଯ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଦେଖିବାକୁ ରହିଲା ଆଗାମୀଦିନରେ ପ୍ରଶାସନ ର ନଜର କିଭଳି ପଡୁଛି ଏହି ଡ୍ୟାମ ଉପରେ ।
    user_DEB REPOTER
    DEB REPOTER
    Credit reporting agency ପାଲଲହଡା, ଅନୁଗୁଳ, ଓଡ଼ିଶା•
    22 hrs ago
  • KALIAPANIUPDATE HEADLINES
    1
    KALIAPANIUPDATE 
HEADLINES
    user_KALIAPANI UPDATE
    KALIAPANI UPDATE
    କାଳିଆପାଣି, ଯାଜପୁର, ଓଡ଼ିଶା•
    19 hrs ago
  • Post by Titu Dehuru
    1
    Post by Titu Dehuru
    user_Titu Dehuru
    Titu Dehuru
    Art Centre କୁଣ୍ଢେଇଗୋଲା, ଦେବଗଡ଼, ଓଡ଼ିଶା•
    27 min ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.