logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

*ସୋସିଆଲ ମିଡିଆରେ ଭାଇରାଲ ପାଇଁ ଜୀବନକୁ ବାଜି ।*............. ଜୀବନକୁ ବାଜି ଲଗେଇ ୫୦ ଫୁଟ ତଳକୁ ଡେଇଁ ରିଲସ୍ କରୁଛନ୍ତି ନାବାଳକ । ନିଷିଦ୍ଧାଞ୍ଚଳ ଏରିଆରେ ହେଉଛି ରିଲସ୍, ପ୍ରଶାସନ ନୀରବ । ଏ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । କିଛି ଯୁବକ ଏବଂ ନାବାଳକ ଜୀବନକୁ ବାଜି ଲଗେଇ ୫୦ ଫୁଟ ଉପରୁ ଡେଉଁଥିବାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ଭିଡିଓ ଟି ଓଡିଶାର ଦ୍ଵିତୀୟ ବୃହତ ଜଳଭଣ୍ଡାର ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ରେ ସୁଟିଂ ହୋଇଥିବା ଜଣାପଡିଛି । ଏଠାରେ ଜୀବନର ମୂଲ୍ୟ କିଛି ନଥିବା ଭଳି ବ୍ୟବସ୍ଥା ପରିଲକ୍ଷିତ ହେଉଛି । କେମିତି ଓ କିଏ ଦୁଃସାହସିକ ଭାବେ ବନ୍ଧ ଉପରୁ ତଳକୁ ଡେଇଁ ରିଲସ୍ କରୁଛି ତାହା ଏବେ ପ୍ରଶ୍ନ ଉଠିଛି । ନିଶା କେବଳ ରିଲସ୍ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବା । ଡ୍ୟାମ ଟି ସମ୍ପୂର୍ଣ୍ଣ ଏକ କିଲୋମିଟର ଚାଳିଶ ମିଟର ଲମ୍ବ ହୋଇଥିବାବେଳେ ଦୁଇପାର୍ଶ୍ୱରେ ସରକାରଙ୍କ ତରଫରୁ ଦୁଇପାର୍ଶ୍ୱରେ ଜଗୁଆଳୀ ଅଛନ୍ତି ମାତ୍ର ଚାରିଜଣ । ଯଦି କିଛି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ରହିବ ଦାୟୀ । ଏନେଇ ରେଙ୍ଗାଳି ଡ୍ୟାମ କର୍ତ୍ତୃପକ୍ଷ ଅଧିକ୍ଷଣ ଯନ୍ତ୍ରୀ ସୌମେନେନ୍ଦ୍ର ବେହେରାଙ୍କ ମତାମତ ପାଇଁ ଚେଷ୍ଟାକରିଥିଲେ ମଧ୍ଯ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଦେଖିବାକୁ ରହିଲା ଆଗାମୀଦିନରେ ପ୍ରଶାସନ ର ନଜର କିଭଳି ପଡୁଛି ଏହି ଡ୍ୟାମ ଉପରେ ।

2 hrs ago
user_DEB REPOTER
DEB REPOTER
Credit reporting agency ପାଲଲହଡା, ଅନୁଗୁଳ, ଓଡ଼ିଶା•
2 hrs ago

*ସୋସିଆଲ ମିଡିଆରେ ଭାଇରାଲ ପାଇଁ ଜୀବନକୁ ବାଜି ।*............. ଜୀବନକୁ ବାଜି ଲଗେଇ ୫୦ ଫୁଟ ତଳକୁ ଡେଇଁ ରିଲସ୍ କରୁଛନ୍ତି ନାବାଳକ । ନିଷିଦ୍ଧାଞ୍ଚଳ ଏରିଆରେ ହେଉଛି ରିଲସ୍, ପ୍ରଶାସନ ନୀରବ । ଏ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । କିଛି ଯୁବକ ଏବଂ ନାବାଳକ ଜୀବନକୁ ବାଜି ଲଗେଇ ୫୦ ଫୁଟ ଉପରୁ ଡେଉଁଥିବାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ଭିଡିଓ ଟି ଓଡିଶାର ଦ୍ଵିତୀୟ ବୃହତ ଜଳଭଣ୍ଡାର ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ରେ ସୁଟିଂ ହୋଇଥିବା ଜଣାପଡିଛି । ଏଠାରେ ଜୀବନର ମୂଲ୍ୟ କିଛି ନଥିବା ଭଳି ବ୍ୟବସ୍ଥା ପରିଲକ୍ଷିତ ହେଉଛି । କେମିତି ଓ କିଏ ଦୁଃସାହସିକ ଭାବେ ବନ୍ଧ ଉପରୁ ତଳକୁ ଡେଇଁ ରିଲସ୍ କରୁଛି ତାହା ଏବେ ପ୍ରଶ୍ନ ଉଠିଛି । ନିଶା କେବଳ ରିଲସ୍ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବା । ଡ୍ୟାମ ଟି ସମ୍ପୂର୍ଣ୍ଣ ଏକ କିଲୋମିଟର ଚାଳିଶ ମିଟର ଲମ୍ବ ହୋଇଥିବାବେଳେ ଦୁଇପାର୍ଶ୍ୱରେ ସରକାରଙ୍କ ତରଫରୁ ଦୁଇପାର୍ଶ୍ୱରେ ଜଗୁଆଳୀ ଅଛନ୍ତି ମାତ୍ର ଚାରିଜଣ । ଯଦି କିଛି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ରହିବ ଦାୟୀ । ଏନେଇ ରେଙ୍ଗାଳି ଡ୍ୟାମ କର୍ତ୍ତୃପକ୍ଷ ଅଧିକ୍ଷଣ ଯନ୍ତ୍ରୀ ସୌମେନେନ୍ଦ୍ର ବେହେରାଙ୍କ ମତାମତ ପାଇଁ ଚେଷ୍ଟାକରିଥିଲେ ମଧ୍ଯ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଦେଖିବାକୁ ରହିଲା ଆଗାମୀଦିନରେ ପ୍ରଶାସନ ର ନଜର କିଭଳି ପଡୁଛି ଏହି ଡ୍ୟାମ ଉପରେ ।

More news from ଓଡ଼ିଶା and nearby areas
  • ଜୀବନକୁ ବାଜି ଲଗେଇ ୫୦ ଫୁଟ ତଳକୁ ଡେଇଁ ରିଲସ୍ କରୁଛନ୍ତି ନାବାଳକ । ନିଷିଦ୍ଧାଞ୍ଚଳ ଏରିଆରେ ହେଉଛି ରିଲସ୍, ପ୍ରଶାସନ ନୀରବ । ଏ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । କିଛି ଯୁବକ ଏବଂ ନାବାଳକ ଜୀବନକୁ ବାଜି ଲଗେଇ ୫୦ ଫୁଟ ଉପରୁ ଡେଉଁଥିବାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ଭିଡିଓ ଟି ଓଡିଶାର ଦ୍ଵିତୀୟ ବୃହତ ଜଳଭଣ୍ଡାର ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ରେ ସୁଟିଂ ହୋଇଥିବା ଜଣାପଡିଛି । ଏଠାରେ ଜୀବନର ମୂଲ୍ୟ କିଛି ନଥିବା ଭଳି ବ୍ୟବସ୍ଥା ପରିଲକ୍ଷିତ ହେଉଛି । କେମିତି ଓ କିଏ ଦୁଃସାହସିକ ଭାବେ ବନ୍ଧ ଉପରୁ ତଳକୁ ଡେଇଁ ରିଲସ୍ କରୁଛି ତାହା ଏବେ ପ୍ରଶ୍ନ ଉଠିଛି । ନିଶା କେବଳ ରିଲସ୍ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବା । ଡ୍ୟାମ ଟି ସମ୍ପୂର୍ଣ୍ଣ ଏକ କିଲୋମିଟର ଚାଳିଶ ମିଟର ଲମ୍ବ ହୋଇଥିବାବେଳେ ଦୁଇପାର୍ଶ୍ୱରେ ସରକାରଙ୍କ ତରଫରୁ ଦୁଇପାର୍ଶ୍ୱରେ ଜଗୁଆଳୀ ଅଛନ୍ତି ମାତ୍ର ଚାରିଜଣ । ଯଦି କିଛି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ରହିବ ଦାୟୀ । ଏନେଇ ରେଙ୍ଗାଳି ଡ୍ୟାମ କର୍ତ୍ତୃପକ୍ଷ ଅଧିକ୍ଷଣ ଯନ୍ତ୍ରୀ ସୌମେନେନ୍ଦ୍ର ବେହେରାଙ୍କ ମତାମତ ପାଇଁ ଚେଷ୍ଟାକରିଥିଲେ ମଧ୍ଯ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଦେଖିବାକୁ ରହିଲା ଆଗାମୀଦିନରେ ପ୍ରଶାସନ ର ନଜର କିଭଳି ପଡୁଛି ଏହି ଡ୍ୟାମ ଉପରେ ।
    1
    ଜୀବନକୁ ବାଜି ଲଗେଇ ୫୦ ଫୁଟ ତଳକୁ ଡେଇଁ ରିଲସ୍ କରୁଛନ୍ତି ନାବାଳକ । ନିଷିଦ୍ଧାଞ୍ଚଳ ଏରିଆରେ ହେଉଛି ରିଲସ୍, ପ୍ରଶାସନ ନୀରବ । ଏ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । କିଛି ଯୁବକ ଏବଂ ନାବାଳକ ଜୀବନକୁ ବାଜି ଲଗେଇ ୫୦ ଫୁଟ ଉପରୁ ଡେଉଁଥିବାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ଭିଡିଓ ଟି ଓଡିଶାର ଦ୍ଵିତୀୟ ବୃହତ ଜଳଭଣ୍ଡାର ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ରେ ସୁଟିଂ ହୋଇଥିବା ଜଣାପଡିଛି । ଏଠାରେ ଜୀବନର ମୂଲ୍ୟ କିଛି ନଥିବା ଭଳି ବ୍ୟବସ୍ଥା ପରିଲକ୍ଷିତ ହେଉଛି । କେମିତି ଓ କିଏ ଦୁଃସାହସିକ ଭାବେ ବନ୍ଧ ଉପରୁ ତଳକୁ ଡେଇଁ ରିଲସ୍ କରୁଛି ତାହା ଏବେ ପ୍ରଶ୍ନ ଉଠିଛି । ନିଶା କେବଳ ରିଲସ୍ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବା । ଡ୍ୟାମ ଟି ସମ୍ପୂର୍ଣ୍ଣ ଏକ କିଲୋମିଟର ଚାଳିଶ ମିଟର ଲମ୍ବ ହୋଇଥିବାବେଳେ ଦୁଇପାର୍ଶ୍ୱରେ ସରକାରଙ୍କ ତରଫରୁ ଦୁଇପାର୍ଶ୍ୱରେ ଜଗୁଆଳୀ ଅଛନ୍ତି ମାତ୍ର ଚାରିଜଣ । ଯଦି କିଛି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ରହିବ ଦାୟୀ । ଏନେଇ ରେଙ୍ଗାଳି ଡ୍ୟାମ କର୍ତ୍ତୃପକ୍ଷ ଅଧିକ୍ଷଣ ଯନ୍ତ୍ରୀ ସୌମେନେନ୍ଦ୍ର ବେହେରାଙ୍କ ମତାମତ ପାଇଁ ଚେଷ୍ଟାକରିଥିଲେ ମଧ୍ଯ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଦେଖିବାକୁ ରହିଲା ଆଗାମୀଦିନରେ ପ୍ରଶାସନ ର ନଜର କିଭଳି ପଡୁଛି ଏହି ଡ୍ୟାମ ଉପରେ ।
    user_DEB REPOTER
    DEB REPOTER
    Credit reporting agency ପାଲଲହଡା, ଅନୁଗୁଳ, ଓଡ଼ିଶା•
    2 hrs ago
  • Post by ମିଲନ କୁମାର ନାଏକ
    1
    Post by ମିଲନ କୁମାର ନାଏକ
    user_ମିଲନ କୁମାର ନାଏକ
    ମିଲନ କୁମାର ନାଏକ
    ପାଟଣା, କେନ୍ଦୁଝର, ଓଡ଼ିଶା•
    14 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    14 min ago
  • Post by Uttam@9777334422
    1
    Post by Uttam@9777334422
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    9 hrs ago
  • ଅନୁଗୋଳ ଜିଲ୍ଲା ମହୋତ୍ସବ ରେ ଅନୁଗୋଳ ମାଟିର ମାଟିର ପୁଅ ତଥା ହାସ୍ୟ ଅଭିନେତା ବଣ୍ଟି କୁ ସମ୍ମାନିତ କରିବାକୁ ଡକା ଯାଇଥିବାବେଳେ ସେଠି ତାଙ୍କୁ ଅପମାନିତ କରାଯଇଥିବା କୋହଭରା କଣ୍ଠ ରେ ଅଭିଯୋଗ କରିଛନ୍ତି l
    1
    ଅନୁଗୋଳ ଜିଲ୍ଲା ମହୋତ୍ସବ ରେ ଅନୁଗୋଳ ମାଟିର ମାଟିର ପୁଅ ତଥା ହାସ୍ୟ ଅଭିନେତା  ବଣ୍ଟି କୁ ସମ୍ମାନିତ କରିବାକୁ ଡକା ଯାଇଥିବାବେଳେ ସେଠି ତାଙ୍କୁ ଅପମାନିତ କରାଯଇଥିବା  କୋହଭରା କଣ୍ଠ ରେ ଅଭିଯୋଗ କରିଛନ୍ତି l
    user_Ashis (Jilu)
    Ashis (Jilu)
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    8 hrs ago
  • ବ୍ଳକ ଅନଗୁଳ ପଞ୍ଚାୟତ ବନ୍ତଳା ଗ୍ରାମ ଜରାଓରପୁର ବସୁଧା ପାଣି ଟାଙ୍କି ନିକଟରେ ଥିବା ଏକ ଇଲେକ୍ଟ୍ର ପଲ ଲାଇନ୍ ତାର ସଟ୍ ହେଇକି ଜଳି ଚାଲିଛି ୨୨ ଦିନ ହେଲେ ମଧ୍ୱ କେଉଁ ଲାଇନ୍ କତୃପକ୍ଷ ଆସିପାରି ନାହ।ତି
    1
    ବ୍ଳକ ଅନଗୁଳ ପଞ୍ଚାୟତ ବନ୍ତଳା ଗ୍ରାମ ଜରାଓରପୁର ବସୁଧା ପାଣି ଟାଙ୍କି ନିକଟରେ ଥିବା ଏକ ଇଲେକ୍ଟ୍ର ପଲ ଲାଇନ୍ ତାର ସଟ୍ ହେଇକି ଜଳି ଚାଲିଛି ୨୨ ଦିନ ହେଲେ ମଧ୍ୱ କେଉଁ ଲାଇନ୍ କତୃପକ୍ଷ ଆସିପାରି ନାହ।ତି
    user_Suman
    Suman
    ବନ୍ତଳା, ଅନୁଗୁଳ, ଓଡ଼ିଶା•
    8 hrs ago
  • चंपुआ ओडीशा डिस्ट क्योझर चंपुआ से हाफ किलोमीटर के बाद झारखंड शुरू हो जाता है जैसे ही झारखंड शुरू होता है उसे जगह का नाम जयंत घर है वहां से जगन्नाथपुर लगभग 18 से 19 किलोमीटर है आज किसी काम के वजह से मुझे उसे रोड पर जाना पड़ा रास्ते पर काम चला हुआ था देखकर हैरानी हुई कि हम गरीबों का टैक्स का पैसा किस तरह से सरकार बर्बाद कर रही है जो सड़क पूरा साफ और प्लान है उसके ऊपर जबरदस्ती फिर से पीच डाला जा रहा है आखिर क्यों यह सवाल में झारखंड सरकार से जानना चाहता हूं क्या यह हम जनता के पैसा की बर्बादी नहीं है मैं जनता से अपील करता हूं इस वीडियो को ज्यादा से ज्यादा शेयर करें और मुझे कमेंट करके जरूर बताएं और मैं झारखंड के सरकार से अनुरोध करता हूं कि इस तरह का काम ना करें जहां सड़क खराब है आप वहां काम कराया धन्यवाद
    1
    चंपुआ ओडीशा डिस्ट क्योझर चंपुआ से हाफ किलोमीटर के बाद झारखंड शुरू हो जाता है जैसे ही झारखंड शुरू होता है उसे जगह का नाम जयंत घर है वहां से जगन्नाथपुर लगभग 18 से 19 किलोमीटर है आज किसी काम के वजह से मुझे उसे रोड पर जाना पड़ा रास्ते पर काम चला हुआ था देखकर हैरानी हुई कि हम गरीबों का टैक्स का पैसा किस तरह से सरकार बर्बाद कर रही है जो सड़क पूरा साफ और प्लान है उसके ऊपर जबरदस्ती फिर से पीच डाला जा रहा है आखिर क्यों यह सवाल में झारखंड सरकार से जानना चाहता हूं क्या यह हम जनता के पैसा की बर्बादी नहीं है मैं जनता से अपील करता हूं इस वीडियो को ज्यादा से ज्यादा शेयर करें और मुझे कमेंट करके जरूर बताएं और मैं झारखंड के सरकार से अनुरोध करता हूं कि इस तरह का काम ना करें जहां सड़क खराब है आप वहां काम कराया धन्यवाद
    user_Mamur Ali Khan
    Mamur Ali Khan
    Video Creator Champua, Kendujhar•
    53 min ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    18 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.