Shuru
Apke Nagar Ki App…
ମନର ଆଇନା ll new odia Romantic song ll🥀♥️..............
ମିଲନ କୁମାର ନାଏକ
ମନର ଆଇନା ll new odia Romantic song ll🥀♥️..............
More news from ଓଡ଼ିଶା and nearby areas
- Post by Uttam@97773344221
- Post by ମିଲନ କୁମାର ନାଏକ1
- ଜୀବନକୁ ବାଜି ଲଗେଇ ୫୦ ଫୁଟ ତଳକୁ ଡେଇଁ ରିଲସ୍ କରୁଛନ୍ତି ନାବାଳକ । ନିଷିଦ୍ଧାଞ୍ଚଳ ଏରିଆରେ ହେଉଛି ରିଲସ୍, ପ୍ରଶାସନ ନୀରବ । ଏ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । କିଛି ଯୁବକ ଏବଂ ନାବାଳକ ଜୀବନକୁ ବାଜି ଲଗେଇ ୫୦ ଫୁଟ ଉପରୁ ଡେଉଁଥିବାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ଭିଡିଓ ଟି ଓଡିଶାର ଦ୍ଵିତୀୟ ବୃହତ ଜଳଭଣ୍ଡାର ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ରେ ସୁଟିଂ ହୋଇଥିବା ଜଣାପଡିଛି । ଏଠାରେ ଜୀବନର ମୂଲ୍ୟ କିଛି ନଥିବା ଭଳି ବ୍ୟବସ୍ଥା ପରିଲକ୍ଷିତ ହେଉଛି । କେମିତି ଓ କିଏ ଦୁଃସାହସିକ ଭାବେ ବନ୍ଧ ଉପରୁ ତଳକୁ ଡେଇଁ ରିଲସ୍ କରୁଛି ତାହା ଏବେ ପ୍ରଶ୍ନ ଉଠିଛି । ନିଶା କେବଳ ରିଲସ୍ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବା । ଡ୍ୟାମ ଟି ସମ୍ପୂର୍ଣ୍ଣ ଏକ କିଲୋମିଟର ଚାଳିଶ ମିଟର ଲମ୍ବ ହୋଇଥିବାବେଳେ ଦୁଇପାର୍ଶ୍ୱରେ ସରକାରଙ୍କ ତରଫରୁ ଦୁଇପାର୍ଶ୍ୱରେ ଜଗୁଆଳୀ ଅଛନ୍ତି ମାତ୍ର ଚାରିଜଣ । ଯଦି କିଛି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ରହିବ ଦାୟୀ । ଏନେଇ ରେଙ୍ଗାଳି ଡ୍ୟାମ କର୍ତ୍ତୃପକ୍ଷ ଅଧିକ୍ଷଣ ଯନ୍ତ୍ରୀ ସୌମେନେନ୍ଦ୍ର ବେହେରାଙ୍କ ମତାମତ ପାଇଁ ଚେଷ୍ଟାକରିଥିଲେ ମଧ୍ଯ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଦେଖିବାକୁ ରହିଲା ଆଗାମୀଦିନରେ ପ୍ରଶାସନ ର ନଜର କିଭଳି ପଡୁଛି ଏହି ଡ୍ୟାମ ଉପରେ ।1
- Post by Jitendra raj2
- କରଞ୍ଜିଆ,୧୮/୪(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସହର ଦେଇ ଯାଇଥିବା ୨୨୦ ନମ୍ୱର ଜାତୀୟ ରାଜପଥର ବାଇପାସ୍ ଶିବ ମନ୍ଦିର ନିକଟରେ ଆଜି ରାତି ପ୍ରାୟ ୯ ଘଟିକା ସମୟରେ ବାଇକ୍ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକ ଗୁରୁତର ହୋଇ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଛନ୍ତି। ଗୁରୁତର ଯୁବକ ଜଣକ ନୂଆସାହି ର ସମୀର ଦେହୁରୀ ବୋଲି ଜଣାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।1
- #MRI_କରିବାକୁ_କେହି_ନାହାନ୍ତି_ତାତିଲେ_ଡାକ୍ତରୀ_ଛାତ୍ର MRI କରିବାକୁ କେହିନାହାନ୍ତି କହି ତାତିଲେ ଡାକ୍ତରୀ ଛାତ୍ର । ରୋଗୀମାନଙ୍କ ସମସ୍ୟା ଦୂର କରିବାକୁ ତୁରନ୍ତ MRI ପାଇଁଷ୍ଟାଫ୍ ନିଯୁକ୍ତ କରିବାକୁ ଦାବି କରିଛନ୍ତି ଭିମସାର୍ ଛାତ୍ର । #MRI #vimsar #OdishaReporter1
- ଚିକାଟାମାଟି ପଂଚାୟତ ର ଚିକଟ ମାଟି ଗ୍ରାମର ଜଳ ପରିମଳ ବ୍ୟବସ୍ତା ଶୋଚନୀୟ! ବ୍ରାହ୍ମଣୀ ତରଙ୍ଗ - ଲାଠିକଟା ବ୍ଳକ ଅନ୍ତର୍ଗତ ଚିକଟ ମାଟି ଗ୍ରାମର ଜଳ ପରିମଳ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ, ପଂଚାୟତ କତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି!ସରକାର ପ୍ରତି ବର୍ଷ ଗ୍ରାମାଞ୍ଚଳ ର ସ୍ୱଛତା ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହାର ସଫଳ ରୂପାୟନ ଦେଖିବାକୁ ମିଳୁ ନାହିଁ!ତେଣୁ ବ୍ଲକ କତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି!2
- କମେଡି ଛୁଙ୍କ Comedy ସନୁ & ମନୁ1